Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ମିଳିବାର କିଛି ଘଣ୍ଟା ପୂର୍ବରୁ କୋଚ୍‌ଙ୍କ ମୃତ୍ୟୁ
ଆଜିର ଖବର

ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ମିଳିବାର କିଛି ଘଣ୍ଟା ପୂର୍ବରୁ କୋଚ୍‌ଙ୍କ ମୃତ୍ୟୁ

August 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ : ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାରର ସମ୍ମାନିତ ହେବାର କିଛି ଘଣ୍ଟା ପୂର୍ବରୁ ବେଙ୍ଗାଲୁରୁରେ ଜଣେ ଅନୁଭବୀ ଆଥଲେଟ୍‌ କୋଚ୍‌ ପୁରୁଷୋତ୍ତମ ରାୟଙ୍କର ମୃତ୍ୟୁ ହୋଇଯାଇଛି । ଶୁକ୍ରବାର ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଆଜି ତାଙ୍କ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହରେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଥା‘ନ୍ତା ।

79 ବର୍ଷୀୟ ପୁରୁଷୋତ୍ତମ ରାୟ 2001ରେ ଭାରତୀୟ ଖେଳ ପ୍ରାଧିକରଣ (ସାଇ)ରୁ କୋଚ ପଦରୁ ସେବାନିବୃତ୍ତ ହୋଇଥିଲ । ପୁରୁଷୋତ୍ତମ ରାୟ ବନ୍ଦନା ରାଓ, ଅଶ୍ବିନୀ ନାଚପ୍ପା, ପ୍ରମିଳା ଆୟପ୍ପା, ରେଜା କୁଟ୍ଟୀ, ଏମ୍‌କେ ଆଶା, ବି ଶାୟଲା, ମୁରଲୀ କୁଟ୍ଟନଙ୍କ ପରି ଶୀର୍ଷ ଆଥଲେଟ୍‌ଙ୍କୁ କୋଚିଂ ଦେଇଛନ୍ତି । 1974 ମସିହାରେ ନେତାଜୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍ସରୁ ଡିପ୍ଲୋମା ହାସଲ କରିବା ପରେ ରାୟ ନିଜ କୋଚିଂ କ୍ୟାରିଅରର ଆରମ୍ଭ କରିଥିଲେ ।

Dronacharya Award has come earlier than expected: Hockey coach Merzban  Patel- The New Indian Express

ରାୟ 1987 ବିଶ୍ବ ଏଥଲେଟିକ୍ସ ଚାମ୍ପିଅନ୍‌ସିପ୍‌, 1988 ଏସିଆନ୍‌ ଟ୍ରାକ ଏଣ୍ଡ ଫିଲ୍ଡ ଚାମ୍ପିଅନସିପ୍‌ ଓ 19999 ଏସ୍‌ଏଏଫ୍‌ ଗେମ୍ସ ପାଇଁ ଭାରତୀୟ ଦଳକୁ କୋଚିଂ ଦେଇଥିଲେ । ସେ ଯୁବ ସଶକ୍ତିକରଣ ଓ ଖେଳ ବିଭାଗ (ଡିଓ୍ବାଇଇଏସ୍‌) ଓ ଭାରତୀୟ ଖେଳ ପ୍ରାଧିକରଣ (ଏସ୍‌ଏଆଇ)ର କୋଚ୍ ରୂପେ ଯୋଡି ରହିଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ଡିସେମ୍ବର ୧୮ର ରାଶିଫଳ

December 18, 2025

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

December 17, 2025

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025
Latest News

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ଡିସେମ୍ବର ୧୮ର ରାଶିଫଳ

December 18, 2025

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

December 17, 2025

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.