Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାବି ଜ୍ବାଇଁଙ୍କୁ ହୃଦୟ ଦେଲେ ଶଶୁର : ଏବେ କରିବେ ବିବାହ
ଅନ୍ତରାଷ୍ଟ୍ରୀୟ

ଭାବି ଜ୍ବାଇଁଙ୍କୁ ହୃଦୟ ଦେଲେ ଶଶୁର : ଏବେ କରିବେ ବିବାହ

October 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରିଟେନ୍‌ :  କୁହାଯାଏ ପ୍ରେମ ଅନ୍ଧ । ନା ସେ ସମ୍ପର୍କ ଦେଖେ ନା ବୟସ । ଠିକ୍‌ ଏମିତି କିଛି ଘଟିଛି ବ୍ରିଟେନ୍‌ରେ । ବ୍ରିଟେନର ଜଣେ ବ୍ୟକ୍ତି ନିଜ ଝିଅର ପ୍ରେମିକକୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି ।  ବ୍ରିଟେନ୍‌ରେ ଗେ ପିତା ରୂପେ ବର୍ରି ଡ୍ରିବେର୍ଟ୍‌ ଚର୍ଚ୍ଚା ରହିଥିଲେ । ନିକଟରେ ସେ ସରୋଗେସି ଜରିଆରେ ନିଜ ଝିଅକୁ ଦୁନିଆକୁ ଆଣିଛନ୍ତି । ତେବେ ବର୍ରିଙ୍କ ନବଜାତ କନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ଥିବାବେଳେ ଏବେ ସେ ସୁସ୍ଥ ଅଛନ୍ତି । ନିଜ ଝିଅର ଜନ୍ମ ପରେ ନିଜ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି ବର୍ରି । ନିଜ ପାର୍ଟନର୍‌ ସ୍କଟ୍‌ ହଟଚିସନ୍‌ଙ୍କୁ ବିବାହ କରିବାକୁ ନେଇ ଘୋଷଣା କରିଛନ୍ତି ବର୍ରି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସ୍କର୍ଟ ବର୍ରିଙ୍କ ଝିଅଙ୍କୁ ମଧ୍ୟ ଡେଟ୍‌ କରି ସାରିଛନ୍ତି । ବିଜିନେସ୍‌ ଟାଇକୁନ୍‌ ବର୍ରି ନିଜ ଝିଅର ଏକ୍ସଙ୍କୁ ବିବାହ କରିବାକୁ ଯାଉଛନ୍ତି ।  ପୂର୍ବରୁ ନିଜ ଝିଅ ଜନ୍ମକୁ ନେଇ ଚର୍ଚ୍ଚାରେ ରହିଥିବା ବର୍ରି ସରୋଗେଟ୍‌ ମଦର ପାଇଁ ଖର୍ଚ୍ଚ କରିଥିବା ରାଶି ପାଇଁ ମଧ୍ୟ ସମସ୍ତଙ୍କ ଧ୍ୟାନର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ସେ ସରେଗେସି ମଦର ପାଇଁ ପ୍ରାୟ 78 ଲକ୍ଷ ଖର୍ଚ୍ଚ କରିଥିଲେ ।

Same-sex marriage could bring $1 billion tourism boost to Australia

ବ୍ରିଟେନ୍‌ର ପ୍ରଥମ ଗେ ପିତା ବର୍ରି ପୁନଃ ପିତା ହୋଇଛନ୍ତି । 50 ବର୍ଷୀୟ ବର୍ରି ନିଜଠାରୁ ଅଧା ବୟସର 25 ବର୍ଷୀୟ ସ୍କର୍ଟ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି । ସ୍କର୍ଟ ବର୍ରିଙ୍କ ବଡ ଝିଅ ସୈଫରନ୍‌ଙ୍କୁ ଡେଟ୍‌ କରି ସାରିଛନ୍ତି । ପୂର୍ବରୁ ବର୍ରି ଟୋନି ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ କିନ୍ତୁ ଦୁହିଁଙ୍କ ତଲାକ୍‌ ହୋଇଯାଇଛି । ତଲାକ୍‌ ପରେ ବି ଟୋନି ବର୍ରିଙ୍କ ସହିତ ରହୁଛନ୍ତି । ଆସନ୍ତା ବର୍ଷ ବର୍ରି ସ୍କଟ୍‌କୁ ବିବାହ କରିବେ । ଏହି ବିବାହ କୁ ଗ୍ରାଣ୍ଡ କରିବାକୁ ଯୋଜନା କରିଛନ୍ତି ଦୁହେଁ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗୋଟିଏ ଘରେ ବର୍ରି ତାଙ୍କ ଝିଅ, ତାଙ୍କ ଏକ୍ସ ଓ ସ୍କଟ୍‌ ଓ ତାଙ୍କ ଏକ୍ସ ମିଶିକରି ରହୁଛନ୍ତି । ସମେସ୍ତ ସମସ୍ତଙ୍କୁ ନେଇ ବେଶ୍‌ ଖୁସି ରହିଥିବାର ଜଣାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭିଏତନାମରେ ବୁଡ଼ିଲା ଭାରତୀୟ ପର୍ଯ୍ୟଟକଙ୍କ ଡଙ୍ଗା: ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି

July 11, 2026

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ: ସୁରକ୍ଷିତ ଭାରତ ଆସିଲେ ୧୮ ଜାହାଜ

July 11, 2026

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ବାଙ୍କିପୁର ଉପ-ନିର୍ବାଚନ: ନୂଆ ପ୍ରାର୍ଥୀଙ୍କୁ ନେଇ ପୁଣି ଏକ ବଡ ଭୁଲ କଲା କି ବିଜେପି?

July 11, 2026
Latest News

ଭିଏତନାମରେ ବୁଡ଼ିଲା ଭାରତୀୟ ପର୍ଯ୍ୟଟକଙ୍କ ଡଙ୍ଗା: ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି

July 11, 2026

ରାଜ୍ୟ ସରକାର ୬୭ଟି ପ୍ରାଥମିକ ବିଦ୍ୟାଳୟକୁ କଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଖନ୍ତୁ ପୁରା ତାଲିକା

July 11, 2026

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ: ସୁରକ୍ଷିତ ଭାରତ ଆସିଲେ ୧୮ ଜାହାଜ

July 11, 2026

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ପାଠ୍ୟ ପୁସ୍ତକରେ ତ୍ରୁଟି: ସମଗ୍ର ପ୍ରକ୍ରିୟାର ହେବ ଅପରାଧିକ ତଦନ୍ତ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.