Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୬ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ। “ଆଜାଦୀ କା ଅମୃତ ମହୋତ୍ସବ” ପାଳନର ଅଂଶବିଶେଷ ସ୍ବରୂପ ଜୁନ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଋଣ ଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ-ଜନ ସମର୍ଥ ପୋର୍ଟାଲର ଉନ୍ମୋଚନ କରିବେ। ପ୍ରଥମ ଥର ପାଇଁ ଏପରି ଏକ ପୋର୍ଟାଲ ଆରମ୍ଭ ହେବାକୁ ଯାଉଛି ଯାହାକି ସିଧାସଳଖ ହିତାଧିକାରୀଙ୍କୁ ଋଣଦାତାଙ୍କ ସହିତ ଯୋଡ଼ିବ। ସରଳ ଓ ସହଜ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ସଠିକ ପ୍ରକାରର ସରକାରୀ ଲାଭ ଯୋଗାଇ ଦେବା ସହିତ ବିଭିନ୍ନ କ୍ଷେତ୍ରକୁ ମାର୍ଗଦର୍ଶନ ଓ ପରାମର୍ଶ ଯୋଗାଇ ଦେଇ ସେମାନଙ୍କର ସମାବେଶୀ…

Read More

ଭୁବନେଶ୍ବର: ଲୋକସେବା ଭବନରେ ଆରମ୍ଭ ହୋଇଛି ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ। ଏହି ଉତ୍ସବର ପ୍ରଥମ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଜଗନ୍ନାଥ ସାରକା। ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଶପଥ ପାଠ କରାଇଛନ୍ତି।

Read More

ଭୁବନେଶ୍ୱର: ଆଉ କିଛି ସମୟ ପରେ ଲୋକସେବା ଭବନରେ ନବୀନଙ୍କ ନୂଆ ଟିମ ଶପଥ ନେବେ ।  ଏଥର ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ଓ  ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବା ସମ୍ଭାବନା ରହିଛି । ତେବେ ଏହାରି ଭିତରେ ଶପଥ ଉତ୍ସବ ଲାଗି ଭାବୀ ମନ୍ତ୍ରୀମାନେ ଲୋକସେବା ଭବନରେ ପହଞ୍ଚୁଥିବା ଜଣାଯାଇଛି । ବର୍ତ୍ତମାନ ଟୁକୁନି ସାହୁ, ଉଷା ଦେବୀ, ପ୍ରମିଳା ମଲ୍ଲିକ,  ପ୍ରଫୁଲ୍ଲ ମଲ୍ଲିକ, ରୋହିତ ପୂଜାରୀ, ଅତନୁ ସବ୍ୟସାଚୀ, ରାଜେନ୍ଦ୍ର ଢୋଲକିଆ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶ୍ୱିନୀ ପାତ୍ର, ଅଶୋକ ପଣ୍ଡା, ପ୍ରତାପ ଦେବ, ନବ ଦାସ ପ୍ରମୁଖ  ଲୋକସେବା ଭବନରେ ପହଞ୍ଚି ଥିବା ଜଣାଯାଇଛି । ସେମାନଙ୍କୁ ଶପଥ କରିବା ପାଇଁ ଖଣ୍ଡେ ଖଣ୍ଡେ କାଗଜ ଧରାଇ ଦିଆଯାଇଛି।

Read More

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଦଳ ୫ ଟି ଟି -୨୦ ମ୍ୟାଚ୍ ପାଇଁ ଭାରତରେ ପହଞ୍ଚିଛି। ଦିଲ୍ଲୀର ଭ୍ରମଣକାରୀ ଦଳ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି, ଯାହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୯ ତାରିଖରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଆଜି ପ୍ରଥମ ମ୍ୟାଚ୍ ପାଇଁ ଭାରତୀୟ ଦଳ ମଧ୍ୟ ଦିଲ୍ଲୀରେ ପହଞ୍ଚିବ। ଦଳର କିଛି ଖେଳାଳି ଦିଲ୍ଲୀରେ ଅଛନ୍ତି। ଖେଳାଳିମାନଙ୍କୁ ଏହି ସିରିଜ୍ ପାଇଁ ବାୟୋ ବବୁଲରେ ରହିବାକୁ ପଡିବ ନାହିଁ। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଏହି ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏଥିରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱ ଏବଂ ଯୁବ ଖେଳାଳିଙ୍କ ପ୍ରଦର୍ଶନ ପରୀକ୍ଷା କରାଯିବ। ଋଷଭ ପନ୍ତଙ୍କ ସମେତ ଅନେକ ଖେଳାଳି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏଥିରେ ଭୂବନେଶ୍ୱର କୁମାର, ଅର୍ଶଦୀପ ସିଂ, ରବି ବିଶ୍ନୋଇ, ଇଶାନ କିଶନ ଇତ୍ୟାଦି ଅନ୍ତର୍ଭୁକ୍ତ।…

Read More

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଭାରତରେ କରୋନା ସଂକ୍ରମଣ ମାମଲା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ -୧୯ ର ୪ ହଜାର ୨୭୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କରୋନା ଯୋଗୁଁ ୧୫ ଜଣ ପ୍ରାଣ ହରାଇଛନ୍ତି। ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୬୯୨ କୁ ବୃଦ୍ଧି ପାଇଛି। ଏହା ସହିତ କରୋନା ସଂକ୍ରମିତ ୨ ହଜାର ୬୧୯ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। – ୨୪ ଘଣ୍ଟା ମଧ୍ୟରେ କରୋନା ମାମଲା – ୪ ହଜାର ୨୭୦ – ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ- ୨ ହଜାର ୬୧୯ – ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ମୃତ୍ୟୁ – ୧୫ – ମୋଟ କରୋନା ମାମଲା-…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସ୍ଥାନୀୟ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ଜୀବ ନିରୋଧ ନିଷ୍ଠୁରତା ସମିତି ଅଧ୍ୟକ୍ଷ ଡ଼ ଗାଭାଲି ପରାଗ ହର୍ଷଦ୍  ଭବାନୀପାଟଣା ପୌରପରିଷଦ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବାର ଶୁଭ ଉଦଘାଟନ କରିଛନ୍ତି। ଏହି ଆମ୍ବୁଲାନ୍ସ ସେବାର ମୁଖ୍ୟ ଆଭିମୁଖ୍ୟ ଭବାନୀପାଟଣା ମ୍ୟୁନିସିପାଲଟି ଅଞ୍ଚଳରେ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ବୁଲା ଜୀବଜନ୍ତୁଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବା ଏବଂ ଏଥିପାଇଁ ଟୋଲ ଫ୍ରି ନଂ ୧୯୬୨ କୁ ଯେ କୌଣସି ବ୍ୟକ୍ତି ଫୋନ କରି ଜଣାଇପାରିବେ। ଏହି ସେବା ସକାଳ ୬.୦୦ଘଣ୍ଟା ରୁ ରାତ୍ର ୧୦.୦୦ଘଣ୍ଟା ପର୍ଯ୍ୟନ୍ତ ନିଃଶୁଳ୍କ ରେ ଉପଲବ୍ଧ ହୋଇପାରିବ। ଏହି ଆମ୍ବୁଲାନ୍ସ ସେବାରେ ୨ ଜଣ ପ୍ରାଣୀ ଚିକିତ୍ସକ,୨ ଜଣ ପ୍ରାଣୀ ସହାୟକ ଏବଂ ୨ ଜଣ ସହାୟକ ୨ଟି ସିଫ୍ ରେ ସେବା ଯୋଗାଇବେ। ଖୁସିର ବିଷୟ…

Read More

ଭୁବନେଶ୍ବର: ବିଜେପିର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡିଙ୍କୁ ନୂଆ ଦାୟିତ୍ଵ ମିଳିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରର ବିଦ୍ୟୁତ କୁମାର କାଣ୍ଡିଙ୍କୁ କେନ୍ଦ୍ର ଦୂର ସଂଚାର ବିଭାଗର ଓଡିଶା ଟେଲିକମ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି କମିଟରେ ଆଉ ଦୁଇଜଣଙ୍କୁ ମଧ୍ୟ ସଦସ୍ୟ ଭାବେ ନିଆଯାଇଛି। ସେମାନେ ହେଲ ମନ୍ମଥ ମଲ୍ଲିକ ଏବଂ ନିଶିକାନ୍ତ ନାୟକ। ଏହି କମିଟିର ସଦସ୍ୟ ହେବା ପାଇଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ସରକାରଙ୍କୁ ଚିଠି କରି ସୁପାରିଶ କରିଥିଲେ। ଏହାକୁ ଦୂରସଞ୍ଚାର ବିଭାଗର ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଆଶୀର୍ବାଦରୁ ଆମେ ଏହି ଦାୟିତ୍ଵ ପାଇଛୁ ବୋଲି ବିଦ୍ୟୁତ କୁମାର କାଣ୍ଡି କହିଛନ୍ତି। ସାଂସଦଙ୍କୁ ଧନ୍ୟବାଦ ଦେବା ସହ ମିଳିଥିବା ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଇବା ପାଇଁ ଚେଷ୍ଟା କରିବି…

Read More

ଭୁବନେଶ୍ବର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ କିଡନୀ ରୋଗରେ ପୀଡିତ ହୋଇଛନ୍ତି ବୋଲି ତାଙ୍କ ପୁତ୍ର ସୂଚନା ଦେଇଛନ୍ତି। ଏହାସହ ତାଙ୍କ ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଛି ବୋଲି ସେ କହିଛନ୍ତି। ସେ ଗତକାଲି ତାଙ୍କର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି। ଗତ ୧୪ ଦିନ ହେବ ସେ ଏହି ରୋଗରେ ଆକ୍ରନ୍ତ ହୋଇଛନ୍ତି। ସେଥିପାଇଁ ସେହିଦିନଠାରୁ ତାଙ୍କର ଚିକିତ୍ସା ଚାଲିଛି। ସେଥିପାଇଁ ସେ କୌଣସି ସରକାରୀ ଦାୟିତ୍ବରେ ନ ରହିବା ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଲେ ବୋଲି ପୁତ୍ର ବିପ୍ଲବ ପାତ୍ର କହିଛନ୍ତି।

Read More

ଭୁବନେଶ୍ବର : ଆଜି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ। ପୂର୍ବାହ୍ନ ପ୍ରାୟ ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ଶପଥପାଠ କରାଇବେ। ତେବେ ପୂର୍ବପରି ରାଜଭଭନରେ ଏହି ଉତ୍ସବ ହେବ ନାହିଁ। ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳ ଶପଥ ଉତ୍ସବ ଲୋକସେବା ଭବନ କନଭେନସନ ସେଣ୍ଚରରେ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ବାଚସ୍ପତିଙ୍କ ସମେତ ରାଜ୍ୟର ସମସ୍ତ ୨୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ଅନେକ ବିଧାୟକଙ୍କୁ ଯାଇଛି ଫୋନ୍ କଲ। ସେମାନେ ହେଲେ ନବ କିଶୋର ଦାସ, ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ପ୍ରତାପ ଦେବ, ଅତନୁ ସବ୍ୟସାଚି ନାୟକ ଏବଂ ରୋହିତ ପୂଜାରୀ। ସେହିପରି ରାଜେନ୍ଦ୍ର ଢୋଲକିଆ, ପ୍ରମିଳା ମଲ୍ଲିକ, ଶ୍ରୀକାନ୍ତ ସାହୁ, ଅଶ୍ବିନୀ କୁମାର ପାତ୍ର,  ରୀତା ସାହୁ, ଉଷା ଦେବୀ, ପ୍ରଫୁଲ୍ଲ କୁମାର…

Read More

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଅଂଶ ତଥା ଭାରତର ସର୍ବବୃହତ୍ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ପୋଷାକ ଏବଂ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ୍‌, ଓଡ଼ିଶାରେ ରଜ ମହୋତ୍ସବ ପାଳନ ନିମନ୍ତେ ଅନନ୍ୟ ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ ଆରମ୍ଭ ହୋଇଥିବା ଘୋଷଣା କରିଛି। ଓଲିଉଡ ତାରକା ଦମ୍ପତି ସମ୍ବିତ ଆଚାର୍ଯ୍ୟ ଏବଂ ଶିବାନି ସଙ୍ଗୀତା ଏହି ପ୍ରତିଯୋଗିତା ସହିତ ସେଲିବ୍ରିଟି ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ଯୋଡି ହୋଇଛନ୍ତି। ରଜ ନାରୀତ୍ୱକୁ ପାଳନ କରିବାର ଏକ ଉତ୍ସବ ଏବଂ ଏହା ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହିତ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଇଥାଏ ଯେଉଁ ସମୟରେ ସେମାନେ ନୂତନ ବସ୍ତ୍ର ପରିଧାନ କରନ୍ତି, ଦୋଳିରେ ଝୁଲନ୍ତି, ସେମାନଙ୍କୁ ସୁସ୍ୱାଦୁ ଖାଦ୍ୟ ପରଷାଯାଏ, ମଜାଦାର ଖେଳ ଖେଳନ୍ତି ଏବଂ ଏହି ଉତ୍ସବକୁ ପାଳନ କରିବା ନିମନ୍ତେ ଲୋକଗୀତ ଗାଇ ମଉଜ ମଜଲିସ କରନ୍ତି। ଟ୍ରେଣ୍ଡ୍‌ସ୍ ପକ୍ଷରୁ ୧୬ ଦିନ ବ୍ୟାପୀ ରଜ ରାଜକୁମାରୀ ପ୍ରତିଯୋଗିତାକୁ…

Read More

ନୂଆଦିଲ୍ଲୀ: ଜୁନ୫,୨୦୨୨ ବିଶ୍ୱ ପରିବେଶ ଦିବସ। ଦେଶକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ (ଏସୟୁପି) ମୁକ୍ତ କରିବା ନିମନ୍ତେ ଓ ସ୍ୱଚ୍ଛ ଓ ସବୁଜ ଜନାଦେଶ ଜରିଆରେ ପରିବେଶର ଉନ୍ନତି ପାଇଁ ଲାଗିପଡିବେ। ପ୍ରଧାନମନ୍ତ୍ରୀ ୨୯ ମେ, ୨୦୨୨ ଦିନ ତାଙ୍କର ୮୯ତମ ମନ୍ କୀ ବାତ୍‌ରେ ଦେଶକୁ ସମ୍ବୋଧିତ କଲାବେଳେ ଦେଶବାସୀଙ୍କୁ ବିଶ୍ୱ ପରିବେଶ ଦିବସରେ ସ୍ୱଚ୍ଛତା ଓ ବୃକ୍ଷରୋପଣ ଦିଗରେ କିଛି କରିବାକୁ ନିବେଦନ କରିଥିଲେ। ଦୁଇଟି ଜନାଦେଶ ବିଶ୍ୱ ପରିବେଶ ଦିବସ ଓ ଜୁନ ୩୦, ୨୦୨୨ ସୁଦ୍ଧା ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ (ଏସୟୁପି) ର ସମାପ୍ତି ଘଟାଇବା ଲକ୍ଷ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମାର୍ଗଦର୍ଶିକା ଜାରି କରି ଏହି ଦୁଇଟି ଜନାଦେଶକୁ ସଫଳ କରିବା ପାଇଁ ବିବିଧ କାର୍ଯ୍ୟକଳାପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିମଧ୍ୟରେ ବଡ ଧରଣର ସଫେଇ ଅଭିଯାନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ…

Read More

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ବୈଶ୍ୱିକ ଡିଜିଟାଲ ଅବସ୍ଥାନ୍ତରରେ ଆଗୁଆ ରହି ବିକାଶର ଉତ୍କର୍ଷ ହାସଲ ସହ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବ୍ୟବହାର ସଠିକ ଭାବେ କରୁଛି ବୋଲି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହ୍ୱାନ ବିଶ୍ୱ ସୂଚନା ସମିତି ଶିଖର ବୈଠକ ଡବ୍ଲୁଏସଆଇଏସ୍‌-୨୦୨୨ରେ ପ୍ରକାଶ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ୩୧ମେ ରୁ ଜୁନ ୦୩, ୨୦୨୨ ମଧ୍ୟରେ ଅନୁଷ୍ଠିତ ଡବ୍ଲୁଏସଆଇଏସ-୨୦୨୨ରେ ଦେବୁ ସିଂ ଚୌହ୍ୱାନ ଭାରତୀୟ ପ୍ରତିନିଧି ଦଳର ପ୍ରତିନିଧିତ୍ୱ କରିଥିଲେ। ଡବ୍ଲୁଏସଆଇଏସ କୁ ଆନ୍ତର୍ଜାତିକ ଦୂରସଂଚାର ସଂଘ (ଆଇଟିଭି) ଜାତିସଂଘ ଶିକ୍ଷା, ବିଜ୍ଞାନ, ସାଂସ୍କୃତିକ ସଂଗଠନ (ୟୁନେସ୍କୋ), ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡି୍‌ପି), ଜାତିସଂଘ ବାଣିଜ୍ୟ ଓ ବିକାଶ ସମ୍ମିଳନୀ (ୟୁଏନସିଟିଏଡି), ଡବ୍ଲୁଏସଆଇଏସ୍‌ର ଅନ୍ୟାନ୍ୟ ସହ ସଂଗଠନ ଓ ଅନ୍ୟାନ୍ୟ ଜାତିସଂଘ ସଂଗଠନଗୁଡିକ ମିଳିତଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି। ୨୦୦୩ ମସିହା ଡବ୍ଳଏସଆଇଏସ ଶିଖର ସମ୍ମିଳନୀ ଆରମ୍ଭ ପରଠାରୁ ବିଶ୍ୱ ସମାଜ ନିମନ୍ତେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୈଶ୍ୱିକ ପ୍ରୟାସ, ପରିବେଶ ପାଇଁ ଜୀବନ ଶୈଳୀ ଆନ୍ଦୋଳନ (ଲାଇଫ)ର ଶୁଭାରମ୍ଭ କରିବେ। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ‘ଲାଇଫ’ର ପୂର୍ଣ୍ଣାଙ୍ଗ ଇଂରାଜୀ ଅର୍ଥ ହେଲା, “ଲାଇଫ ଷ୍ଟାଇଲ ଫର ଦି ଏନଭିରୋନମେଣ୍ଟ” ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ଲାଇଫ ଗ୍ଲୋବଲ କଲ ଫର ପେପର୍ସ”ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ପରିବେଶ ସଚେତନ ଜୀବନ ଶୈଳୀ ସମ୍ପର୍କରେ ବିଚାର ଓ ପ୍ରସ୍ତାବମାନ ଆହ୍ୱାନ କରାଯିବ। ବିଶେଷକରି ଶିକ୍ଷାବିତ୍‌, ବିଶେଷଜ୍ଞ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନମାନଙ୍କଠାରୁ ଏହି ପ୍ରୟାସ ମାଧ୍ୟମରେ ପ୍ରସ୍ତାବ ଓ ବିଚାରମାନ ଆମନ୍ତ୍ରଣ କରାଯିବ। ଏହାର ଲକ୍ଷ୍ୟ ହେଲା ବିଶେଷଜ୍ଞ ମାନଙ୍କ ବିଚାର ଓ ପ୍ରସ୍ତାବ ଆଦି ଦ୍ୱାରା ଜନସାଧାରଣ, ଗୋଷ୍ଠୀ,ସମୁଦାୟ ଓ ସମାଜର ସଦସ୍ୟମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା। ଆସନ୍ତାକାଲିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାରଗର୍ଭକ…

Read More

ମେଷ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆପଣଙ୍କର ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହୋଇପାରନ୍ତି। ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ । ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ବୃଷ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜି ପାଇଁ ଦିନଟି ସ୍ୱାଭାବିକ। ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିବା ପରେ ରାଜ୍ୟର ସମସ୍ତ ନିଗମ ତଥା ବିଭାଗୀୟ ଉପଦେଷ୍ଠା ପଦବୀକୁ ମଧ୍ୟ ରଦ୍ଦ କରିଛନ୍ତି। ଏ ନେଇ ଯୋଜନା ଓ ସମନ୍ବୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବୀନ ବିଭିନ୍ନ ନେତାଙ୍କୁ ଥଇଥାନ କରିବା ପାଇଁ 23 ବିଭାଗର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଥିଲେ। ହେଲେ ଆଜି ଏହାକୁ ରଦ୍ଦ କରିଦେଇଛନ୍ତି। ସେମାନେ ହେଲେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଅଦଳବଦଳ ସହିତ ନିଗମ ଅଧ୍ୟକ୍ଷ ପଦରେ ନୂଆ ନିଯୁକ୍ତି ଦେବେ। ଫଳରେ ପୁରା ସରକାରକୁ ଏକ ନୂଆ ରୂପ ଦେବା ପାଇଁ ନବୀନ ଚେଷ୍ଠା କରୁଛନ୍ତି। ତେବେ ପୂର୍ବପରି ଉପଦେଷ୍ଠା ପଦବୀ ରହିବ କି ନାହିଁ ତାହା ଜଣାପଡି ନାହିଁ।

Read More

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ “୫ଟି’ ଉପକ୍ରମ ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୪ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୪୪୦ଟି ହାଇସ୍କୁଲର ଲୋକାର୍ପଣ ହୋଇଯାଇଛି। ଶନିବାର ସନ୍ଧ୍ର‌୍ୟାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ସଂପୃକ୍ତ ରୂପାନ୍ତରିତ ହାଇସ୍କୁଲଗୁଡ଼ିକର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ୫ଟି ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ପାଇଁ ବଡ଼ ଗାଁ ବ୍ଲକ ଦେଓକରଣପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲାପାଳ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକମାନେ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ପ୍ରତ୍ୟେକ…

Read More

ଭୁବନେଶ୍ବର: ଶେଷରେ ତାହା ହିଁ ହେଲା। ରାଜ୍ୟ ସରକାରଙ୍କୁ ଯେଉଁମାନେ ଅଡୁଆ ସୃଷ୍ଟି କରୁଥିଲେ ସେମାନଙ୍କୁ ନବୀନ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରୁଛନ୍ତି। ସମସ୍ତଙ୍କ ପରି ଏମାନଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ କୁହାଯାଇଥିଲା। ହେଲେ ଅନ୍ୟମାନଙ୍କୁ ଡକାଯାଇଥିବା ବେଳେ ପ୍ରାୟ ଦଶ ଜଣଙ୍କ ପାଖକୁ ଆଉ ଫୋନ କଲ ଯାଇ ନାହିଁ। ସେହିପରି ନବୀନ ରିପୋର୍ଟ କାର୍ଡ ଆଧାରରେ କେତେକ ମନ୍ତ୍ରୀଙ୍କୁ ଆଉ ସାମିଲ କରାଉ ନାହାଁନ୍ତି। ଯେଉଁମାନେ ଏହି ବାଦ ତାଲିକାରେ ଅଛନ୍ତି ସେମାନେ ହେଲେ ପ୍ରତାପ ଜେନା , ପଦ୍ବିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାଶ, ଅରୁଣ ସାହୁ, ତୁ‌ଷାରକାନ୍ତି ବେହେରା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପଦ୍ମନାଭ ବେହେରା ଓ ବିକ୍ରମ କେଶରୀ ଆରୁଖ।

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସରାପାଲି ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମରେ କାଳ ବୈଶାଖୀର ବ୍ୟାପକ କ୍ଷୟକ୍ଷତି ହୋଇଛି। ଥରେ ନୁହେଁ ବରଂ ୩ ଥର କାଳ ବୈଶାଖୀର ତାଣ୍ଡବରେ ଘର ଦ୍ୱାରର ଚାଳ ଛପର ଉଡିଯିବା ସହ ପନି ପରିବା ଚାଷ ଓ ଡାଲି ଜାତୀୟ ଫଲଲ ଉଜୁଡି ଯାଇଛି। ହେଲେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଲୋକମାନେ ପୂର୍ବରୁ ଦାବୀ କରିଥିବା ବେଳେ ରାଜସ୍ୱ ବିଭାଗର ନାକଟିଦେଉଳ ତହସିଲଦାର ଓ ଆରଆଇଙ୍କ ନିକଟକୁ କ୍ଷତିଗ୍ରସ୍ତ ଲୋକେ ସହାୟତା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଉ ଥିଲେ ମଧ୍ୟ ରାଜସ୍ୱ ବିଭାଗର ଅବହେଳାରୁ କୌଣସି ଆର୍ଥିକ ସହାୟତା ମିଳି ପାରିଲା ନାହିଁ। ଏପରିକି ଘର ଛପର ଉପରେ ପକାଇବା ପାଇଁ ପଲିଥିନ ଖଣ୍ଡେ ମଧ୍ୟ ମିଳି ପାରିଲା ନାହିଁ। ଏଣୁ କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇ ଥିଲା। ଏହି ପରିପ୍ରେକ୍ଷୀରେ ବିଜେପି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିବା ପରେ ରାଜ୍ୟର ସମସ୍ତ ନିଗମ ତଥା ବିଭାଗୀୟ ଉପଦେଷ୍ଠା ପଦବୀକୁ ମଧ୍ୟ ରଦ୍ଦ କରିଛନ୍ତି। ଏ ନେଇ ଯୋଜନା ଓ ସମନ୍ବୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବୀନ ବିଭିନ୍ନ ନେତାଙ୍କୁ ଥଇଥାନ କରିବା ପାଇଁ 23 ବିଭାଗର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଥିଲେ। ହେଲେ ଆଜି ଏହାକୁ ରଦ୍ଦ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଅଦଳବଦଳ ସହିତ ନିଗମ ଅଧ୍ୟକ୍ଷ ପଦରେ ନୂଆ ନିଯୁକ୍ତି ଦେବେ। ଫଳରେ ପୁରା ସରକାରକୁ ଏକ ନୂଆ ରୂପ ଦେବା ପାଇଁ ନବୀନ ଚେଷ୍ଠା କରୁଛନ୍ତି। ତେବେ ପୂର୍ବପରି ଉପଦେଷ୍ଠା ପଦବୀ ରହିବ କି ନାହିଁ ତାହା ଜଣାପଡି ନାହିଁ।

Read More

ଭୁବନେଶ୍ବର: ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଆସନ୍ତାକାଲି ଶପଥ ନେବେ। ତେବେ ଏ ପର୍ଯ୍ୟନ୍ତ ନବୀନ ନିବାସରୁ କିମ୍ବା ବିଜେଡିରୁ କିଏ ମନ୍ତ୍ରୀ ହେବେ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ ନବୀନଙ୍କ ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ଏତିରେ ନୂଆ ପୁରଣା ଚେହେରାକୁ ସୁଯୋଗ ଦିଆଯାଇଛି। ତାଲିକାରେ ଯେଉଁମାନଙ୍କୁ କ୍ୟାବିନେଟ ଦିଆଯିବ ସେମାନେ ହେଲେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ ରହିଛନ୍ତି । ସେହିଭଳି ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଦୀପ କୁମାର ଅମାତ, ନବ କିଶୋର ଦାସ, ଅଶୋକଚନ୍ଦ୍ର ପଣ୍ଡା, ଟୁକୁନୀ ସାହୁ, ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ ମନ୍ତ୍ରୀ ହେବେ। ଅନ୍ୟପକ୍ଷରେ ସମୀର ରଞ୍ଜନ ଦାସ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଢେଇ,…

Read More

ଭୁବନେଶ୍ବର: ନବୀନ ପଟ୍ଟନାୟକ ତାଙ୍କର ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରୁଛନ୍ତି। ଏହି ନୂଆ ମନ୍ତ୍ରୀ ମଣ୍ଡଳ ଆସନ୍ତାକାଲି ରବିବାରରେ ଶପଥ ନେବେ ବୋଲି ଜଣାପଡିଛି। ଏହି ନୂଆ ମନ୍ତ୍ରୀ ମଣ୍ଡଳ ପାଇଁ ନବୀନ ସମସ୍ତଙ୍କୁ ଇସ୍ତଫା ଦେବା ପାଇଁ କହିଛନ୍ତି। ସେହି ଅନୁସାରେ ସବୁ ମନ୍ତ୍ରୀ ସେମାନଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ତେବେ ଏଥର ନୂଆ ମନ୍ତ୍ରୀ ମଣ୍ଡଳରେ କେଉଁମାନେ ନୂଆ ସ୍ଥାନ ପାଇବେ ଏବଂ କେଉଁ ମନ୍ତ୍ରୀମାନେ ସେମାନଙ୍କର ପଦବୀ ବଜାଇ ରଖିବେ ସେ ନେଇ ଚାଲିଛି ଚର୍ଚ୍ଚା। ତେବେ ସୁତ୍ର ଅନୁସାରେ ବର୍ତ୍ତମାନ ଦଶ ଜଣ ସେମାନଙ୍କର ମନ୍ତ୍ରୀ ପଦ ବଜାଇ ରଖିବେ ବୋଲି ସମ୍ଭାବନା ରହିଛି। ସେମାନେ ହେଲେ 1- ନବ ଦାସ 2- ଦିବ୍ୟଶଙ୍କର ମିଶ୍ର 3- ଟୁକୁନି ସାହୁ 4- ପ୍ରତାପ ଜେନା 5- ଅରୁଣ ସାହୁ 6- ସୁଶାନ୍ତ ସିଂ 7-ରଣେନ୍ଦ୍ର ପ୍ରତାପ ସ୍ବାଇଁ 8-ସମୀର ରଂଜନ ଦାସ 9-ତୁଷାର ବେହେରା

Read More