Author: Samikhsya Bureau

ନୂଆଦିଲ୍ଲୀ: ଆଜି ପେଟ୍ରୋଲ-ଡିଜେଲ ମୂଲ୍ୟରେ ସାଧାରଣ ଜନତା ଆଶ୍ଵସ୍ତି ପାଇଛନ୍ତି। ଗତ 5 ଦିନରୁ ମେଟ୍ରୋ ସହରଗୁଡ଼ିକରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥି ସହିତ, ମାର୍ଚ୍ଚ 22 ତାରିଖ ଠାରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଛି। ଗତ 21 ଦିନ ମଧ୍ୟରେ ତୈଳ ମୂଲ୍ୟ 10 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଯଦି ଆପଣ ମଧ୍ୟ ଆପଣଙ୍କର ଗାଡିର ଟ୍ୟାଙ୍କ ଭରିବାକୁ ଯାଉଛନ୍ତି, ତା’ପୂର୍ବରୁ ଏପ୍ରିଲ 11 ତାରିଖରେ ପେଟ୍ରୋଲ ଏବଂ ଡିଜେଲର ସର୍ବଶେଷ ମୂଲ୍ୟ ଯାଞ୍ଚ କରନ୍ତୁ….. ଆଜିର ସର୍ବଶେଷ ପେଟ୍ରୋଲ ଦର: ଦିଲ୍ଲୀ- ଲିଟର ପିଛା ପେଟ୍ରୋଲ 105.41 ଟଙ୍କା ମୁମ୍ବାଇ- ଲିଟର ପିଛା ପେଟ୍ରୋଲ 120.51 ଟଙ୍କା ଚେନ୍ନାଇ- ଲିଟର ପିଛା ପେଟ୍ରୋଲ 110.85 ଟଙ୍କା କୋଲକାତା- ଲିଟର ପିଛା ପେଟ୍ରୋଲ 115.12 ଟଙ୍କା ଆଜିର ଡିଜେଲ ଦର: ଦିଲ୍ଲୀ- ଲିଟର ପିଛା 96.67 ଟଙ୍କା ମୁମ୍ବାଇ -…

Read More

ଅହମ୍ମଦାବାଦ: ଗୁଜୁରାଟର ଭରୁଚ ଜିଲ୍ଲାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ଯେଉଁଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଏହି ଘଟଣା ଘଟିଛି। ଅଧିକାରୀମାନେ କହିଛନ୍ତି ଯେ, ଅହମ୍ମଦାବାଦଠାରୁ ପ୍ରାୟ ୨୩୫ କିଲୋମିଟର ଦୂରରେ ଥିବା ଦହେଜ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ୟୁନିଟରେ ବିସ୍ଫୋରଣ ଘଟିଛି। ଭରୁଚ ପୋଲିସ ଅଧୀକ୍ଷକ ଲୀନା ପାଟିଲ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ଜଣ ଶ୍ରମିକ ପ୍ଲାଣ୍ଟ ନିକଟରେ କାମ କରୁଥିଲେ। “କାରଖାନାରେ ବିସ୍ଫୋରଣ ହେତୁ କାରଖାନାରେ ନିଆଁ ଲାଗିଯାଇଥିଲା। କାରଖାନା ନିକଟରେ କାର୍ଯ୍ୟ କରୁଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି। ପରେ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ନିଆଁକୁ ଆୟତ୍ତ କରାଯାଇଛି। ଏହି ଦୁର୍ଘଟଣାରେ ଅନ୍ୟ କେହି ଆହତ ହୋଇନାହାଁନ୍ତି ବୋଲି ଅଧିକାରୀ କହିଛନ୍ତି।

Read More

ଭୁବନେଶ୍ବର, ବିଷ୍ଣୁପୁରାଣ ଅନୁସାରେ ହିରଣ୍ୟକଶିପୁଙ୍କୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥିଲେ। ଏଥିରେ ବିଷ୍ଣୁ ଏକ ଭୟଙ୍କର ରୂପ ଧାରଣ କରି ହିରଣ୍ୟ କଶିପୁଙ୍କୁ ମାରିଥିଲେ। ସେହିଦିନଠାରୁ ଭଗବାନଙ୍କର ନୃସିଂହ ଅବତାର ୧୦ ଅବତାର ମଧ୍ୟରୁ ଗୋଟିଏ। ଭାରତର ବିଭିନ୍ନ ସ୍ଥାନରେ ଭଗବାନଙ୍କ ଏହି ରୂପକୁ ପୂଜା କରାଯାଏ। ସେଥିପାଇଁ ନୃସିଂହ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଭଗବାନ ନୃସିଂହଙ୍କର 5ଟି ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଉଛି। ସେହି ରୂପଗୁଡିକ ହେଲା ଯୋଗ ନୃସିଂହ, ଜ୍ବାଳା ନୃସିଂହ, ଉଗ୍ର ନୃସିଂହ, ଲକ୍ଷ୍ମୀ ନୃସିଂହ ଏବଂ ଗନ୍ଧଭନ୍ଦ୍ରା ନୃସିଂହ। ଏହି ପାଞ୍ଚୋଟି ରୂପ ୧୨ ଫୁଟ ଉଚ୍ଚତା ଏବଂ ୩୦ ଫୁଟ ଲମ୍ବା ବିଶିଷ୍ଠ ଏକ ଗୁମ୍ଫାରେ ପୂଜା ପାଉଛନ୍ତି। ଏଥିସହିତ ସେଠାରେ ରହିଛି ଏକ ସୁନ୍ଦର ମନ୍ଦିର। ସେ ମନ୍ଦିରର ନାମ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ନନ୍ଦ ରାଜବଂଶକୁ ନିପାତ କରି ତାଙ୍କ ନୀତି ଆଧାରରେ ମୌର୍ଯ୍ୟ ରାଜବଂଶ ପ୍ରତିଷ୍ଠା କରିଥିଲେ। ନନ୍ଦ ରାଜବଂଶର ରାଜା, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନିତ କରିଥିଲେ କିନ୍ତୁ ସେ ତାଙ୍କ କ୍ରୋଧକୁ ପ୍ରକାଶ କରିବାକୁ ଦେଇ ନ ଥିଲେ।  ପରେ ସେ ଏହି କ୍ରୋଧକୁ ଅସ୍ତ୍ର କରି ନିଜର ଶତ୍ରୁମାନଙ୍କୁ ବିନାଶ କରିଥିଲେ। ତେବେ କେଉଁ ଶକ୍ତି ଉପରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିଥିଲେ ତାହା ଜାଣିବା ଆବଶ୍ୟକ। ୧- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଶତ୍ରୁଙ୍କର ସବୁଠାରୁ ବଡ ଅସ୍ତ୍ର ହେଉଛି ଆପଣଙ୍କୁ ଉତ୍ତେଜିତ କରାଇବା। ତେଣୁ, ଶତ୍ରୁ ସର୍ବଦା ଆପଣଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରେ ଯାହା ଦ୍ବାରା ଆପଣ କ୍ରୋଧିତ ହେବେ। କାରଣ କ୍ରୋଧ କଲେ ଉଭୟ ଶକ୍ତି ଏବଂ ବିବେକ ହ୍ରାସ ପାଇ ଅଧା ହୋଇଯାଏ। ଯେତେବେଳେ ଏହା ହ୍ରାସ ଘଟେ ସେତେବେଳେ ଶତ୍ରୁ ତୁମର ଲାଭ ଉଠାଇ ପାରିବେ। ତେଣୁ…

Read More

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମହିଳା କଂଗ୍ରେସ ସଭାପତି ନେତା ଡି’ସୁଜାଙ୍କ ସହ ମୁହାଁମୁହିଁ ହେବାର ଏକ ଭିଡିଓ ଭାଇରାଲ ହୋଇଛି। ଦୁହେଁ ଗୁଆହାଟୀ ଅଭିମୁଖେ ଯାଉଥିବା ବିମାନ ଭିତରେ ଏହି ଯୁକ୍ତିତର୍କ ହୋଇଥିଲେ। ବିମାନଟି ଯେତେବେଳେ ଅବତରଣ କରି ଯାତ୍ରୀମାନେ ବାହାରୁଥିଲେ ସେତେବେଳେ ଏହି କଥାବାର୍ତ୍ତା ହୋଇଥିଲା। ଏଙି ଭିଡିଓରେ କଂଗ୍ରେସ ନେତ୍ରୀ ଡି’ସୁଜା କେନ୍ଦ୍ର ମନ୍ତ୍ରୀଙ୍କୁ LPG ର ମୂଲ୍ୟ ବୃଦ୍ଧି ବିଷୟରେ ପଚାରୁଛନ୍ତି। ଯେଉଁଥିରେ ଇରାନୀ ଉତ୍ତର ଦେଇଛନ୍ତି ଯେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ଗରୀବ ଲୋକଙ୍କୁ ସାହାଯ୍ୟ କରୁଛି। ମହିଳା କଂଗ୍ରେସ ସଭାପତି ପ୍ରଶ୍ନ ପଚାରିଥିବା ବେଳେ ମନ୍ତ୍ରୀ କହିଛନ୍ତି ଯେ ଆପଣ ସମସ୍ତ ଯାତ୍ରୀଙ୍କ ରାସ୍ତା ଅବରୋଧ କରୁଛନ୍ତି। ଏହା ପରେ ଡି’ସୁଜା କହିଥିଲେ ଯେ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇରାନୀ ଉତ୍ତର ଦେଇଛନ୍ତି ଯେ ସରକାର ଦେଶବାସୀଙ୍କୁ ମାଗଣା ରାସନ, 1.83 ବିଲିୟନ…

Read More

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ କିଛି ଜିନିଷ ବାସ୍ତୁ ଦୋଷ ସୃଷ୍ଟି କରେ। ଯେଉଁ କାରଣରୁ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ। ପରିବାରର କାର୍ଯ୍ୟ ଅଟକି ରହେ କିମ୍ବା ହେଉଥିବା କାମ ବନ୍ଦ ହୋଇଯାଏ। ଘରେ ଉପସ୍ଥିତ ଥିବା ନକାରାତ୍ମକ ଶକ୍ତି ବ୍ୟକ୍ତିର ଭାଗ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଘରେ ଉପସ୍ଥିତ ଥିବା ବାସ୍ତୁ ଦୋଷ ଯୋଗୁଁ ଘରର ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଘରେ ଉପସ୍ଥିତ ଥିବା ଯେକୌଣସି ପ୍ରକାରର ବାସ୍ତୁ ଦୋଷକୁ ହଟାଇବା ପାଇଁ କର୍ପୁର ଅତ୍ୟନ୍ତ ପ୍ରଭାବଶାଳୀ। ଆସନ୍ତୁ ଜାଣିବା କର୍ପୁରର ଏପରି କିଛି ପ୍ରତିକାର ଅଛି, ଯାହା ବାସ୍ତୁ ଦୋଷ ଦୂର କରିବାରେ ସାହାଯ୍ୟ କରିଥାଏ। – ଘରେ ନକାରାତ୍ମକ ଶକ୍ତି ହଟାଇବା ପାଇଁ ଏବଂ ସକରାତ୍ମକ ଶକ୍ତି ପାଇଁ କର୍ପୁର ବ୍ୟବହାର କରାଯିବା ଉଚିତ। ସେଥିପାଇଁ ଘରେ ଯଜ୍ଞ ଏବଂ ପୂଜା ସମୟରେ କର୍ପୁର ବ୍ୟବହାର କରାଯାଏ।…

Read More

ମେଷ ରାଶି: ଜମି ଏବଂ ନିର୍ମାଣ ସହ ଜଡିତ ପ୍ରତିବନ୍ଧକ ଦୂର ହେବ। ଆୟ ବୃଦ୍ଧି ପାଇବ। ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ। ବିନିଯୋଗ ଶୁଭ ରହିବ। ଭାଗ୍ୟ ଆପଣଙ୍କ ସହିତ ରହିବ। ଚାକିରିରେ ଅନୁକୂଳତା ରହିବ। ସୁଖ ମିଳିବ। ବଡ କାରବାର ଆପଣଙ୍କୁ ବଡ ଲାଭ ଦେଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବିବାଦରୁ ଦୂରରେ ରୁହନ୍ତୁ। କୁସଙ୍ଗତ ଠାରୁ ଦୂରେଇ ରୁହନ୍ତୁ। ବୃଷ ରାଶି: ଛାତ୍ରଛାତ୍ରୀ ସଫଳତା ପାଇବେ। ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିପାରନ୍ତି। ବୁଦ୍ଧିମାନ ଭାବରେ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରନ୍ତୁ। କୌଣସି ତତ୍ପରତା ଦେଖାନ୍ତୁ ନାହିଁ। ସମୟ ଅନୁକୂଳ ରହିବ। ଯାତ୍ରା ଉପଭୋଗ୍ୟ ହେବ। କୌଣସି ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ମିଥୁନ ରାଶି: ବ୍ୟବସାୟ ଭଲ ରହିବ। ଆୟରେ ନିଶ୍ଚିତତା ରହିବ। ଅଯଥା ବ୍ୟସ୍ତତା ରହିବେ। ସମୟ ନଷ୍ଟ ହେବ। ଦୂରରୁ ଦୁଃଖଦ ଖବର ମିଳିପାରେ।…

Read More

ଭୁବନେଶ୍ବର: ଗତ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଥିବା ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ ହୋଇଯାଇଛି। ୧୪ ଦିନ ଧରି ଚାଲିଥିବା ଏହି ମେଳାରେ ପ୍ରାୟ ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହୋଇଛି। ୩୦ଟି ଫୁଡ଼୍‌ ଷ୍ଟଲ୍‌ରେ ବିିଭିନ୍ନ ପ୍ରକାରର ପାରମ୍ପରିକ ତଥା ସୁସ୍ୱାଦୁ ଆମିଷ ଏବଂ ନିରାମିଷ ଖାଦ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶା ସମେତ ୨୪ଟି ରାଜ୍ୟ ଏହି ମେଳାରେ ଯୋଗଦାନ କରିଛନ୍ତି। ଚଳିତ ବର୍ଷ ଏହି ମେଳାରେ ପ୍ରାୟ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି। ତନ୍ମଧ୍ୟରୁ ହସ୍ତଶିଳ୍ପରେ ପ୍ରାୟ ୬ କୋଟି ୧୮ ଲକ୍ଷ, ହସ୍ତତନ୍ତରେ ୭ କୋଟି ୪୭ ଲକ୍ଷ ତଥା ଫୁଡ୍‌ କୋର୍ଟରେ ପ୍ରାୟ ୨ କୋଟି ୪୭ ଲକ୍ଷ ଟଙ୍କାର କାରବାର ହୋଇଛି। ଏହି ୧୪ ଦିନରେ ୧୯ ଲକ୍ଷରୁ ଊଦ୍ଧ୍ୱର୍ ପରିଦର୍ଶକ ମେଳା ପରିଦର୍ଶନ କରିଛନ୍ତି। ସଂସ୍କୃତିକ ସଂଧ୍ୟାରେ ପ୍ରଖ୍ୟାତ…

Read More

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଏଥିପାଇଁ ଆପ୍ରେଣ୍ଟିସ୍ / ହ୍ୟାଣ୍ଡୱୋମ୍ୟାନ୍, କଷ୍ଟମର ଏଜେଣ୍ଟ, ୟୁଟିଲିଟି ଏଜେଣ୍ଟ କମ ରାମ୍ପ ଚାଳକ, ରାମ୍ପ ସର୍ଭିସ ଏଜେଣ୍ଟ, ଜୁନିଅର ଏକ୍ଜିକ୍ୟୁଟିଭ୍-ଟେକ୍ନିକାଲ୍, ଡ୍ୟୁଟି ମ୍ୟାନେଜର୍-ଟର୍ମିନାଲ୍, ଡେପୁଟି ଟର୍ମିନାଲ୍ ମ୍ୟାନେଜର୍- PACS ର ପଦବୀ ପୂରଣ ପାଇଁ ଆବେଦନକୁ ଏୟାର ଇଣ୍ଡିଆ ଆମନ୍ତ୍ରଣ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.aiasl.in ପରିଦର୍ଶନ କରି ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ 685 ଟି ପଦବୀ ନିଯୁକ୍ତ ହେବ। ଇଷ୍ଟର୍ଣ୍ଣ ଜୋନର କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଉତ୍ତର ଜୋନର ଲକ୍ଷ୍ନୌ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଏହି ନିଯୁକ୍ତି ଦିଆଯାଇଛି। କୋଲକାତା ବିମାନବନ୍ଦର ପାଇଁ ଆବେଦନ କରିବାର ଶେଷ ତାରିଖ – 22 ଏପ୍ରିଲ 2022 ଲକ୍ଷ୍ନୌ ବିମାନବନ୍ଦର ପାଇଁ ଆବେଦନ କରିବାର ଶେଷ ତାରିଖ -…

Read More

ଇସଲାମାବାଦ: ପାକିସ୍ତାନର ରାଜନୈତିକ ସଙ୍କଟ ମଧ୍ୟରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦବୀରୁ ବହିଷ୍କାର କରାଯାଇଛି। ଇମ୍ରାନ ଖାନ ଏବେ ନିଜ ସମ୍ପର୍କୀୟଙ୍କୁ ଛାଡି ଇସଲାମାବାଦ ଚାଲିଯାଇଛନ୍ତି। ପାକିସ୍ଥାନକୁ ଏବେ ନୂତନ ପ୍ରଧାନମନ୍ତ୍ରୀ ମିଳିବ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ଶାହବାଜ ସରିଫ ଦାୟିତ୍ଵ ନେଇପାରନ୍ତି। କିନ୍ତୁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ଆମେ ଭାରତ ସହିତ ଶାନ୍ତି ଚାହୁଁଛୁ, ଯାହା କାଶ୍ମୀର ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ସମ୍ଭବ ନୁହେଁ। ସୋମବାର ଦିନ ଶାହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

Read More

ନୂଆଦିଲ୍ଲୀ: ବୈଦ୍ୟୁତିକ ଯାନ (ଇଭିଏସ୍) ବିକ୍ରିରେ କ୍ରମାଗତ ବୃଦ୍ଧି ଘଟିଛି। ବୈଦ୍ୟୁତିକ ଯାନ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବଢୁଛି। ପେଟ୍ରୋଲ-ଡିଜେଲର ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଗାଡି ଚାଳକମାନେ ମଧ୍ୟ ବୈଦ୍ୟୁତିକ ଯାନ ଗ୍ରହଣ କରୁଛନ୍ତି। ଗତ ଆର୍ଥିକ ବର୍ଷରେ ୨୦୨୧-୨୨ ରେ ଦେଶରେ ବୈଦ୍ୟୁତିକ ଯାନ (ଇଭି) ର ବିକ୍ରିରେ ତିନି ଗୁଣ ବୃଦ୍ଧି ଘଟିଛି। ପ୍ରକାଶ ଯୋଗ୍ୟ ଯେ, ବୈଦ୍ୟୁତିକ ଯାନର ବିକ୍ରି ତିନି ଗୁଣ ବୃଦ୍ଧି ପାଇଛି ଏବଂ ଚାରି ଲକ୍ଷ ୟୁନିଟ୍ ସଂଖ୍ୟା ଅତିକ୍ରମ କରିଛି। ଇଭି ବିକ୍ରିରେ ଦୁଇ ଚକିଆ ସେକ୍ଟର ସବୁଠାରୁ ବଡ ଯୋଗଦାନ ଦେଇଛି। ଫେଡେରେସନ୍ ଅଫ୍ ଭେଇକିଲ୍ ଡିଲର୍ସ ଆସୋସିଏସନ୍ (FADA) ଦ୍ୱାରା ସଂଗୃହିତ ତଥ୍ୟରୁ ଏହି ସୂଚନା ଗ୍ରହଣ କରାଯାଇଛି। ପୂର୍ବ ଆର୍ଥିକ ବର୍ଷର ୨୦୨୦-୨୧ ରେ ୧,୩୪,୮୨୧ ୟୁନିଟରୁ ଆର୍ଥିକ ବର୍ଷ ୨୦୨୧-୨୨ ରେ ୪,୨୯,୨୧୭ ୟୁନିଟ ପର୍ଯ୍ୟନ୍ତ ମୋଟ ଖୁଚୁରା ବିକ୍ରି ତିନିଗୁଣରୁ ଅଧିକ…

Read More

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ ପରିବାର ଉପରେ ଦୁଃଖର ପାହାଡ ଖସିପଡିଛି। ହର୍ଷଲଙ୍କ ପରିବାରର ଜଣେ ସଦସ୍ୟଙ୍କର ଦେହାନ୍ତ ହୋଇଛି। ଏହି କାରଣରୁ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ବାୟୋ-ବବୁଲ୍ ଛାଡି ଘରକୁ ଚାଲିଯାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ପରେ ସେ ତାଙ୍କ ଭଉଣୀର ମୃତ୍ୟୁ ଖବର ପାଇଥିଲେ। ଗତ ଦୁଇ ସିଜିନରେ ଆରସିବି ପାଇଁ ହର୍ଷଲ ଭଲ ପ୍ରଦର୍ଶନ କରି ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଦୁଇଟି ୱିକେଟ୍ ନେଇଥିଲେ। ଏକ ଆଇପିଏଲ୍ ସୂତ୍ର କହିଛି, ଦୁର୍ଭାଗ୍ୟବଶତଃ ଭଉଣୀଙ୍କ ଦେହାନ୍ତ ହେତୁ ହର୍ଷଲଙ୍କୁ ବାୟୋ-ବବୁଲ୍ ଛାଡିବାକୁ ପଡିଲା। ସେ କହିଛନ୍ତି ଯେ, ଏପ୍ରିଲ୍ ୧୨ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ପୂର୍ବରୁ ସେ ଦଳରେ ଯୋଗଦେବେ। ସୂଚନାଯୋଗ୍ୟ ଯେ, ହର୍ଷଲଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି। ସେ ଆଇପିଏଲର ୬୭ ଟି ମ୍ୟାଚରେ ୮୪ ଟି ୱିକେଟ୍ ନେଇଛନ୍ତି।…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଶାସକ ଦଳକୁ ସରକାରୀ କର୍ମଚାରୀମାନେ ସହଯୋଗ କରୁଥିବାର ବିରୋଧୀମାନେ ଅଭିଯୋଗ କରିଆସୁଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ପରେ ବିରୋଧୀ ଦଳକୁ ଅଭିଯୋଗ କରିବାର ଏକ ସୁଯୋଗ ମିଳିଯାଇଛି। ଖବର ମୁତାବକ ସୋସିଆଲ ମିଡିଆରେ ବାଲୁଗାଁ ଏନଏସି ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ସଦ୍ୟ ଶେଷ ହୋଇଥିବା ବାଲୁଗାଁ ଏନଏସି ଉପାଧ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥିବା ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ବିଜୟ ଶୋଭାଯାତ୍ରାର ଭିଡିଓ ଦେଖିବାକୁ ମିଳୁଛି। ଏହି ଭିଡିଓରେ ତାଙ୍କ ସମର୍ଥକ ମାନେ ନାଚରେ ମସଗୁଲ ଅଛନ୍ତି। ତେବେ ଉକ୍ତ ନାଚରେ ଗୀତର ତାଳେ ତାଳେ ଜଣେ ସରକାରୀ କର୍ମଚାରୀ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି। ବାଲୁଗାଁ ଏନଏସିର ଟାକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ସରକାରୀ କର୍ମଚାରୀ ପ୍ରକାଶ ମହାପାତ୍ର…

Read More

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ଦୁଇଦିନ ଧରି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଚାଲିଥିବା ଜାତୀୟ ପରିଷଦ ବୈଠକ ଆଜି ଉଦ୍‌ଯାପିତ ହୋଇଯାଇଛି। ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ଉପସଭାପତି ପି.ଭି. କାଦିରମନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦୁଇଦିନିଆ ବୈଠକରେ ଦେଶର ଜନଗଣଙ୍କ ସମସ୍ୟା ସଂକ୍ରାନ୍ତରେ ବିସ୍ତାର ଭାବରେ ଆଲୋଚନା କରାଯାଇଥିଲା। ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ସମଗ୍ର ଦେଶ ଆଜି ସଂକଟମୟ ସମୟ ଦେଇ ଗତିକରୁଛି। ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବେକାରୀ ସମସ୍ୟା ଉତ୍କଟତର ରୂପ ନେଲାଣି। ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାର ଅଭାବ ସାରା ଦେଶରେ ପରିଲକ୍ଷିତ ହେଉଛି। କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତି ଫଳରେ କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିଭରଶୀଳ ଯୁବବର୍ଗ ସେମାନଙ୍କ ବ୍ୟବସାୟ ହରାଇବାରେ ଲାଗିଛନ୍ତି। କୃଷକ ଓ ଶ୍ରମିକ ଶ୍ରେଣୀଙ୍କୁ ଯୋଜନା ବଦ୍ଧ ଭାବରେ କ୍ଷତି…

Read More

କନ୍ଦର୍ପ ବେହେରା ରେଢାଖୋଲ: ସରକାର ଆଦିବାସୀ ମାନଙ୍କର କଲ୍ୟାଣ ପାଇଁ କେତେ ଯେ ଯୋଜନା ପ୍ରଣୟନ କରିଛନ୍ତି ତାର ହିସାବ ନାହିଁ। ସରକାରୀ ଯୋଜନା ଥିଲେ ମଧ୍ୟ ଆଦିବାସୀମାନେ ଠିକ୍ ସମୟରେ ଏହାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି। ଧନିକ ଗୋଷ୍ଠି ହାତେଇ ନେଉଛନ୍ତି ସରକାରୀ ଯୋଜନା। ଯା’ ଫଳରେ ଗରୀବ ଆଦିବାସୀ ଅସହାୟ ପରିବାର ଏହି ଯୋଜନାରୁ ବଂଚିତ ହେଉଛନ୍ତି। କାହାରି ପାଖରେ ଗୁହାରି କରିବାକୁ ମଧ୍ୟ ସାହାସ କରିପାରୁ ନାହାନ୍ତି ଆଦିବାସୀମାନେ। ସରକାରଙ୍କ ଏହି ଯୋଜନା କଣ ପାଇଁ ଏବଂ କାହା ପାଇଁ କାର୍ଯ୍ୟକାରୀ କରାଯାଇଛି ତାହା ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ସେମିତି ଜଣେ ଆଦିବାସୀ ମହିଳା ଅଛନ୍ତି ଯିଏକି ଗରୀବ ପରିବାରର। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବଳମ୍ ପଂଚାୟତର ପିତାଳିପଡାରେ ବାସ କରନ୍ତି ତପସ୍ୱିନୀ ଧରୁଆ ନାମକ ବିଧବା ମହିଳା। ତାଙ୍କର ତିନୋଟି ଝିଅ ପ୍ରିୟା , ମୁକ୍ତିମୟୀ ଓ ଟିମ୍ପଲ। ସ୍ୱାମୀ…

Read More

ଭୁବନେଶ୍ବର: କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ରାମନବମୀରେ ପ୍ରଭୃଙ୍କ ଦର୍ଶନ କରିପାରି ନ ଥିଲେ ଭକ୍ତ। ହେଲେ ଆଜି ରାମନବମୀ ଉପଲକ୍ଷେ ସମସ୍ତ ଭକ୍ତ ପ୍ରଭୃ ଶ୍ରୀରାମଙ୍କୁ ଦର୍ଶନ କରିବାର ସୁଯୋଗ ହାସଲ କରିଛନ୍ତି। ଫଳରେ ଆଜି ଓଡିଶାର ବିଭିନ୍ନ ରାମ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ବିଶେଷ କରି ଭୁବନେଶ୍ବର ରାମମନ୍ଦିରରେ ଏହି ଭିଡ ପରିଲକ୍ଷିତ ହୋଇଥିଲା। ସକାଳୁ ସକାଳୁ ଭକ୍ତମାନେ ପ୍ରଭୃଙ୍କୁ ଦୀପଦାନ କରି ସ୍ବତନ୍ତ୍ର ଭୋଗ କରିଥିଲେ। ପ୍ରଭୃଙ୍କ ଜନ୍ମ ଦିନରେ ଆର୍ଶିବାଦ ଭିକ୍ଷା କରିଥିଲେ। ଏହି ପବିତ୍ର ଦିନ ଉପଲକ୍ଷେ ରାମମନ୍ଦିର କର୍ତ୍ତୁପକ୍ଷ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି।

Read More

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୃଷ୍ଣପୁର ନିକଟସ୍ଥ ମଲାଗୁଣି ନଦୀରେ ଭାସମାନ ଅବସ୍ଥାରେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ନାମ ମମତା ସୁନ୍ଦରାୟ (୪୦ ବର୍ଷ) ବୋଲି ଜଣାପଡିଛି। ଶୌଚ ହେବାକୁ ଯାଇଥିଵା ବେଳେ ମହିଳାଙ୍କ ଗୋଡ ଖସି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଵା ସନ୍ଦେହ କରାଯାଉଛି। ହେଲେ ଜଙ୍କିଆ ଥାନା  ଆଇଆଇସି ଦିଗବିଜୟ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ କୁ ଡକାଇଥିବାର ସୂଚନା ରହିଛି।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଆଜି ସକାଳ ସାଢେ ୯ ଟା ବେଳେ ଏହି ଘଟଣା ଘଟିଛି। ଖବର ମୁତାବକ ଭୁବନେଶ୍ବର ପଟୁ ଆସୁଥିବା ୪୦୭ ଗାଡିର ଡ୍ରାଇଭର ଭାରସାମ୍ୟ ହରାଇ ଏକ ଅଜଣା ଗାଡିକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪୦୭ ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ସଂପୃକ୍ତ ଡ୍ରାଇଭରଙ୍କ ଗୋଡ ଷ୍ଟେରିଙ୍ଗରେ ଫସିଯାଇଥିଲା। ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ଗ୍ୟାସ କଟର ସାହାଯ୍ୟରେ ଷ୍ଟେରିଙ୍ଗ ପଟ ଡୋର ଭାଙ୍ଗି କ୍ୟାବିନ ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି।

Read More

ନୂଆଦିଲ୍ଲୀ: ପାକିସ୍ତାନରେ ଅବିଶ୍ୱାସ ପ୍ରସ୍ତାବରେ ବିରୋଧୀଙ୍କ ବିଜୟ ପରେ ଇମ୍ରାନ ଖାନ ଇସଲାମାବାଦ ଛାଡିଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ନିକଟତମ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇମ୍ରାନ ଖାନଙ୍କ ମୁଖପାତ୍ର ଡକ୍ଟର ଆର୍ସଲାନ ଖାଲିଦଙ୍କ ଘରେ ଚଢାଉ କରାଯାଇଛି। ସୂଚନାନୁସାରେ, ଆର୍ସଲାନଙ୍କ ପରିବାରର ସମସ୍ତ ସଦସ୍ୟଙ୍କଠାରୁ ଫୋନ୍‌ ମଧ୍ୟ ଛଡ଼ାଇନିଆଯାଇଛି। ପିଟିଆଇ ଦଳ ନିଜେ ଟ୍ୱିଟ୍ କରି ଆର୍ସଲାନ୍ ଖାଲିଦଙ୍କ ଘରେ ହୋଇଥିବା ଚଢାଉ ସମ୍ପର୍କରେ ସୂଚନା ଦେଇଛି। ପାର୍ଟି ପକ୍ଷରୁ କୁହାଯାଇଛି ଯେ, “ଏହା ଅତ୍ୟନ୍ତ ବିବ୍ରତ ଖବର। ଡକ୍ଟର ଆର୍ସଲାନ ଖାଲିଦଙ୍କ ଘରେ ଚଢାଉ କରାଯାଇଛି। ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଠାରୁ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଛି।” ଦଳ କହିଛି ଯେ, ସୋସିଆଲ ମିଡିଆରେ ଆର୍ସଲାନ କାହାକୁ କିଛି କହି ନାହାଁନ୍ତି କିମ୍ବା କୌଣସି ଅପମାନଜନକ ଶବ୍ଦ ବ୍ୟବହାର କରିନାହାଁନ୍ତି। ତେବେ ଆର୍ସଲାନଙ୍କ ଘରେ ହୋଇଥିବା ଚଢାଉର କାରଣ ସମ୍ପର୍କରେ କୌଣସି ସଠିକ୍ ସୂଚନା…

Read More

ଭୁବନେଶ୍ବର: ଜଣେ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁ ଶାସ୍ତ୍ରର ମହତ୍ତ୍ଵ ରହିଛି। ଜଣେ ବ୍ୟକ୍ତିର ଜୀବନକୁ ବାସ୍ତୁ ଅନେକ ଉପାୟରେ ପ୍ରଭାବିତ କରିପାରେ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରର ଦିଗଠାରୁ ଆରମ୍ଭ କରି ସେହି ସ୍ଥାନରେ ରଖାଯାଉଥିବା ସମସ୍ତ ଜିନିଷର କିଛି ନା କିଛି ଅର୍ଥ ରହିଛି। ଏପରି ପରିସ୍ଥିତିରେ, ଶୋଇବା ସମୟରେ ମୁଣ୍ଡ ଉପରେ ରଖାଯାଇଥିବା କିଛି ଜିନିଷ ମଧ୍ୟ ବାସ୍ତୁ ଦୋଷ ସୃଷ୍ଟି କରିପାରେ। ଏହି ଜିନିଷଗୁଡ଼ିକୁ ମୁଣ୍ଡ ପାଖରେ ରଖିବା ଜୀବନରେ ନକାରାତ୍ମକତା ଏବଂ ଅଶୁଭ ସୃଷ୍ଟି କରେ। ତେବେ ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ କ’ଣ ଯାହା ଶୋଇବା ସମୟରେ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ: ୧- ପୁସ୍ତକ: ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଖବରକାଗଜ, ପୁସ୍ତକ, ପତ୍ରିକା ପରି ଜିନିଷକୁ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା, ବ୍ୟକ୍ତିଙ୍କ ଜୀବନରେ ନକାରାତ୍ମକତା ପ୍ରଭାବ ପଡେ ଏବଂ ଜୀବନରେ ଦୁଃଚିନ୍ତା ବଢିଥାଏ। ୨- ଦର୍ପଣ:…

Read More

ଭୁବନେଶ୍ବର: ଅଁଳାରେ ଭିଟାମିନ୍ ସି ଭରପୂର ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଅଁଳା ଚର୍ମ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ। ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା, ଦୃଷ୍ଟି ଶକ୍ତିରେ ଉନ୍ନତି, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଓଜନ ହ୍ରାସ କରିବା ପାଇଁ ଆମଲା ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ। ଉତ୍ତମ ସ୍ୱାଦ ପାଇଁ, ଆସନ୍ତୁ ଜାଣିବା କିପରି ଅଁଳା ରସ ତିଆରି କରାଯାଏ। ଅଁଳା ଜୁସ୍ ତିଆରି ପାଇଁ ଉପାଦାନ: – ୪-୫ ଟି ଅଁଳା – ୧ ଚାମଚ କଟା ଅଦା – ଅଧା ଚାମଚ କଳା ଲୁଣ – ୨ କପ୍ ପାଣି ଆମଲା ରସ ତିଆରି କରିବାର ପଦ୍ଧତି: ସର୍ବପ୍ରଥମେ, ୪-୫ ଟି ଅଁଳାକୁ ଛୋଟ ଖଣ୍ଡରେ କାଟି ଏହାର ମଞ୍ଜି ବାହାର କରନ୍ତୁ। ବର୍ତ୍ତମାନ କଟା ଅଁଳା, ଅଦା, ପାଣି ଏବଂ କଳା…

Read More