Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୭୨ ଜଣ ଚିହ୍ନଟ ହୋଇଥିବା ବେଳେ ୯୪୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୭ ହଜାର ୯୨୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୫୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୯୨୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୮୩ ଜଣ, କଟକ ଜିଲ୍ଲାରୁ ୩୪୮ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳେ 5ଟି ସଚିବ ଭି କେ ପାଣ୍ଡିଆନ୍ କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି। 1.55 କିଲୋମିଟରର ତାଳଦଣ୍ଡା କେନାଲ ନବୀକରଣ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ଯାଉଛି। କେନାଲ କାମକୁ ଜାତୀୟ ରାଜପଥ ପାର୍ଶ୍ୱକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ସଡ଼କ ସହିତ ନବୀକରଣର ମୋଟ ଲମ୍ବ 3.55 କିଲୋମିଟର ହେବ। ପାଣ୍ଡିଆନ୍ ୟୁଟିଲିଟିଗୁଡିକର ସ୍ଥାନାନ୍ତର ଏବଂ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାନନଗରରେ 17.91 ଏକର ଜମିରେ କଟକ ନେତାଜୀ ବସ୍ ଟର୍ମିନାଲ୍ (CNBT) ନିର୍ମାଣ କରାଯାଉଛି। ଏହି ଟର୍ମିନାଲ୍ କଟକ ବସ୍ ର ଟ୍ରାଫିକ୍ ଜାମକୁ ସହଜ କରିବାରେ ସାହାଯ୍ୟ କରିବ ଏବଂ ଟର୍ମିନାଲ୍ ରେ ଯାତ୍ରୀମାନଙ୍କ ପାଇଁ…

Read More

ଭୁବନେଶ୍ବର, ବଙ୍ଗୋବ ସାଗରରେ ଏକ ଲଘୁବଳ ସୃଷ୍ଟି ହେବାକୁ ଯାଉଛି। ଏହା ଧିରେ ଧିରେ ଘନିଭୂତ ହୋଇ ଲଘୁଚାପର ରୂପ ନେଇ ପାରେ। ତେବେ ଏହି ଲଘୁବଳୟ ଫଳରେ ରାଜ୍ୟରେ ଆଠଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସେହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ । ଏହି ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏଠାରେ ପ୍ରବଳ ବର୍ଷା ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

Read More

ମେଷ ରାଶିଫଳ: – ଆଜି ଏକ ସାଧାରଣ ଦିନ ହେବ। କାର୍ଯ୍ୟଗୁଡ଼ିକରେ ସଫଳତା ହେତୁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ, କିନ୍ତୁ କାର୍ଯ୍ୟର ଭାର ଅଧିକ ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅଳସୁଆ ଅନୁଭବ କରିବେ । ଆପଣ ପୁରୁଣା ସାଙ୍ଗମାନଙ୍କୁ ଭେଟିପାରିବେ, ଯାହା ଲାଭଦାୟକ ହେବ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ । ଖର୍ଚ୍ଚ ଅଧିକ ହେବ । ପରିବାରରେ ନୂତନ ଦାୟିତ୍ବ ମିଳିପାରିବ । ବୃଷ ରାଶିଫଳ : – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ସାମାନ୍ୟ ପ୍ରତିବନ୍ଧକ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପରିବାରର ପରିବେଶ ସୁଖମୟ ହେବ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । କ୍ରୋଧକୁ ନିୟନ୍ତ୍ରଣ କର…

Read More

ନୂଆଦିଲ୍ଲୀ, ଆଉ ଏକ ସପ୍ତାହ ମଧ୍ୟରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଛି । ଏଥିରେ ଭାଗନେବାକୁ ଯାଉଥିବା ଭାରତୀୟ କ୍ରୀଡାବିତ୍‌ଙ୍କ ପ୍ରଥମ ଦଳକୁ ଆଜି ବିଳମ୍ବିତ ରାତିରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆନୁଷ୍ଠାନିକ ଭାବେ ଗସ୍ତ କରିବେ। ପ୍ରଥମ ଦଫାରେ ଯାଉଥିବା ଦଳରେ ମୋଟ ୮୮ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ୫୪ଜଣ କ୍ରୀଡାବିତ୍ । ଅନ୍ୟ ୩୪ଜଣ ହେଲେ ସହାୟକ କର୍ମଚାରୀ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନରେ ପ୍ରତିନିଧି । ଏହି ଆନୁଷ୍ଠାନିକ ମେଲାଣି ଉତ୍ସବରେ କେନ୍ଦ୍ରୀ କ୍ରୀଡା ଓ ବ୍ୟାପାରମନ୍ତ୍ରୀ ଅନୁରାଗ ସିଂହ ଠାକୁର, ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରମାଣିକ ଯୋଗଦେଇ ଖେଳାଳି ଏବଂ ଅଧିକାରୀ, ପ୍ରତିନିଧିମାନଙ୍କୁ ବିଦାୟ ଜଣାଇବେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ସଭାପତି ଶ୍ରୀ ନରିନ୍ଦର ଧ୍ରୁବ ବାତ୍ରା, ମହାସଚିବ ଶ୍ରୀ ରାଜୀବ ମେହେତା ଓ ଭାରତୀୟ କ୍ରୀଡା ପ୍ରାଧିକରଣର ମହାନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ପ୍ରଧାନ ପ୍ରମୁଖ ଯୋଗଦେବେ । ପ୍ରଥମ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜିକାଲି ସାମାଜିକ ଗଣମାଧ୍ୟମ ବିନା ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡୁଛି। ସାମାଜିକ ଗଣମାଧ୍ୟମ ଦ୍ଵାରା ଅନେକ ଲାଭ ମିଳୁଥିବା ବେଳେ ମାନବ ସଭ୍ୟତା ପାଇଁ ସମ ପରିମାଣରେ କ୍ଷତି ମଧ୍ୟ ହେଉଛି। ଫେସବୁକ ଦ୍ୱାରା ବିବାହ ବନ୍ଧନରେ ଯୁବକ ଯୁବତୀ ଯୋଡି ହେଉଥିବା ବେଳେ କେତେକାଂଶରେ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଫେସବୁକ ଯୋଗୁଁ ଜଣେ ବିବାହିତ ପୁରୁଷ ଅନ୍ୟ ଏକ ଅଜଣା ଯୁବତୀଙ୍କୁ ପ୍ରେମ କରି ପତ୍ନୀ ଓ ପିଲାକୁ ଛାଡି ଫେରାର ହେଇଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳରେ ଠିକ ଏଭଳି ଏକ ଘଟଣା ଘଟିଯାଇଛି। ସ୍ଵାମୀ ଫେସବୁକ ମାଧ୍ୟମରେ ଜଣେ ଅଜଣା ଯୁବତୀଙ୍କୁ ପ୍ରେମ କରିବା ପରେ ନିଜ ସ୍ତ୍ରୀ ଆଉ ପିଲାକୁ ଛାଡି ଫେରାର ହୋଇଯାଇଛି। ଫଳରେ ସ୍ତ୍ରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ଦୀପାଞ୍ଜଳି…

Read More

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟରେ ସି.ଇ.ଟି ମହାବିଦ୍ୟାଳୟ କୁ ଏକକ ବିଶ୍ବବିଦ୍ୟାଳୟ ର ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଓଡ଼ିଶା ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ରାଜ୍ୟ ସରକାର ସି.ଇ.ଟି କୁ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ ନାମରେ ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ରୂପେ ପ୍ରତିଷ୍ଠା କରିବେ। ଏହି ନିଷ୍ପତିକୁ ଯୁ ବିଜେଡି ତରଫରୁ ସ୍ବାଗତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। କୋଭିଡ୍ ୧୯ ର ସମସ୍ତ ନିୟମ କୁ ପାଳନ କରି ଅନୁଷ୍ଠିତ ଏହି ଧନ୍ୟବାଦ୍ ପର୍ବ ରେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ମହାସଚିବ ଏଲିନା ଦାସ, ଭୁବନେଶ୍ୱର ଜିଲ୍ଲାସଭାପତି ସମରେଶ ବେଉରା,ବରିଷ୍ଠ  ଉପସଭାପତି ଧୃତି ରଞ୍ଜନ ମାର୍ଥା, ଜ୍ୟୋସ୍ନା ମୟୀ ପରିଡ଼ା, ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ,କଟକ ଜୋନ୍ ସଭାପତି, ଶୁଭ୍ରାଂଶୁ ମିଶ୍ର, ଉପସଭାପତି ସୁନିଲ୍ ପଣ୍ଡା, ସାଧାରଣ ସମ୍ପାଦକ ମଳୟ…

Read More

ଭୁବନେଶ୍ବର, ଓଡିଶାର ଜଣେ ପରିଚିତ ପ୍ରତ୍ନତତ୍ବବିତ୍ ଡ. ବିଜୟ କୁମାର ରଥଙ୍କର କରୋନାରେ ପରଲୋକ ଘଟିଛି। ସେ କରୋନାରେ ପିଡିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସଂଧ୍ୟା 6 ଟା 10 ମିନଟରେ 74 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ ଓଡିଶାର ପ୍ରତ୍ନତତ୍ବ ବିଭାଗର ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। 2007 ମସିହାରେ ଅବସର ପରେ ଓଡିଶାର ପ୍ରତ୍ନତତ୍ବ ଉପରେ ସେ ଗବେଷଣା ଜାରୀ ରଖିଥିଲେ। ତାଙ୍କର ଚାକିରୀ କାଳ ମଧ୍ୟରେ ସେ ଓଡିଶାର ପ୍ରାୟ 9 ଶହ ପ୍ରାଚୀନ ମନ୍ଦିର ଓ ସ୍ଥାପତ୍ୟର ପୁନଃଉଦ୍ଧାର କାର୍ଯ୍ୟ କରିଥିଲେ। ତାହା ଥିଲା ଓଡିଶା ପ୍ରାଚୀନ ଐତିହ୍ୟ ସଂରକ୍ଷଣରେ ଏକ ବଡ ପଦକ୍ଷେପ। ଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର, କୋଣାର୍କ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ସଂରକ୍ଷଣ କମିଟର ସେ ହେଉଛନ୍ତି ଜଣେ ସଦସ୍ୟ। ଅବସର ପରେ ଭାରତୀୟ ପ୍ରତ୍ନତତ୍ବ ଉପରେ ସେ…

Read More

ନୂଆଦିଲ୍ଲୀ/ଶ୍ରୀନଗର: ବାବା ବର୍ଫାନିଙ୍କର କୋଟି କୋଟି ଭକ୍ତ ଏବେ ତାଙ୍କର ଅନ୍‌ଲାଇନ ଦର୍ଶନ କରିପାରିବେ। ପ୍ରାତଃ ଓ ସଂଧ୍ୟା ସମୟରେ ହେବାକୁ ଥିବା ଶ୍ରୀ ଅମରନାଥଜୀଙ୍କ ବିଶେଷ ଆରତିକୁ ଏବେ ଶ୍ରଦ୍ଧାଳୁମାନେ ଜିଓଟିଭିରେ ଲାଇଭ ଦେଖିପାରିବେ। ଏଥିପାଇଁ ରିଲାଏନ୍ସ ଜିଓ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଶ୍ରୀ ଅମରନାଥ ଜୀଙ୍କ ନିକଟରୁ ଲାଇଭ ଷ୍ଟ୍ରିମିଂ ପାଇଁ ଜିଓଟିଭିରେ ‘ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ’ ନାମରେ ଏକ ସ୍ୱତନ୍ତ୍ର ଚାନେଲ ଆରମ୍ଭ କରାଯାଇଛି। ଶ୍ରଦ୍ଧାଳୁମାନେ ମଧ୍ୟ ଜିଓର ଭିଡିଓ କନଫରେନ୍ସିଂ ଆପ୍ ଜିଓମିଟ୍ ଜରିଆରେ ଲାଇଭ ପୂଜା, ଲାଇଭ ହୋମ ଆଦି କରାଇପାରିବେ। ଅର୍ଥାତ ଜିଓମିଟ୍‌ରେ ଭକ୍ତମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ଏଭଳି ଏକ ପୂଜାଘର ମିଳିବ, ଯେଉଁଠାରେ ଭକ୍ତଙ୍କ ସହିତ ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡର ପୂଜାରୀ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ। ଭର୍ଚୁଆଲ ଲାଇଭ ପୂଜାକୁ ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡର ୱେବସାଇଟ www.shriamarnathjishrine.com ଏବଂ ବୋର୍ଡର ମୋବାଇଲ ଆପ୍ଲିକେସନ ଜରିଆରେ ବୁକ୍ ବା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୪୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୪୧୦, ଖୋର୍ଦ୍ଧାରୁ ୩୯୯, କେନ୍ଦ୍ରାପଡା ୧୯୬, ବାଲେଶ୍ଵରରୁ ୧୬୪, ପୁରୀରୁ ୧୨୯, ଜଗତସିଂହପୁରରୁ ୧୦୯, ମୟୂରଭଞ୍ଜରୁ ୧୦୦, ଯାଜପୁରରୁ ୯୯, ଭଦ୍ରକରୁ ୯୪, ଅନୁଗୁଳରୁ ୮୫, ନୟାଗଡରୁ ୮୫, କେନ୍ଦୁଝରରୁ ୮୩, ଢେଙ୍କାନାଳରୁ ୭୧, ମାଲକାନାଗିରିରୁ ୫୦, ସୁନ୍ଦରଗଡରୁ ୪୬, କୋରାପୁଟରୁ ୪୫, ରାୟଗଡାରୁ ୩୩, ସମ୍ବଲପୁରରୁ ୨୧, ବୌଦ୍ଧରୁ ୧୯, ନବରଙ୍ଗପୁରରୁ ୧୬, କନ୍ଧମାଳରୁ ୧୫, ବରଗଡରୁ ୧୩, ବଲାଙ୍ଗୀରିରୁ ୧୦, କଳାହାଣ୍ଡିରୁ ୯, ଝାରସୁଗୁଡାରୁ ୭, ସୋନପୁରରୁ ୬, ଦେବଗଡରୁ ୫, ଗଞ୍ଜାମରୁ ୩, ଗଜପତିରୁ ୧  ଏବଂ ଷ୍ଟେଟ ପୁଲରୁ ୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୨୭ ହଜାର…

Read More

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ତାରକା ଖେଳାଳି ଯୁବରାଜ ସିଂହ ଗୋଟିଏ ଓଭରରେ ୬ ଟି ଛକା ମାରିଥିଲେ। ଯୁବରାଜ ସିଂହଙ୍କ ଏହି ପାଳି ଲୋକଙ୍କ ମନରୁ ଏଯାଏଁ ଲିଭିନି। ଇଂଲଣ୍ଡ ବିରୋଧରେ ୨୦୦୭  ମସିହା ଟି-୨୦ ବିଶ୍ଵକପରେ ଯୁବରାଜ ସିଂହ ଏହି ରେକର୍ଡ କରିଥିଲେ। କିନ୍ତୁ ଯୁବରାଜଙ୍କ ବ୍ୟତୀତ ଏଭଳି ବିରଳ ରେକର୍ଡ ଆଉ ଜଣେ ଖେଳାଳି କରିଛନ୍ତି। ଆୟାରଲ୍ୟାଣ୍ଡର ଜନ ଗ୍ଳାସଙ୍କ ନାମ ଏହି ତାଲିକାରେ ଏବେ ଯୋଡି ହୋଇଯାଇଛି। ଏକ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟରେ ଜନ ଗ୍ଳାସ ଗୋଟିଏ ଓଭରରେ ୬ ଟି ଛକା ମାରିଥିଲେ। ଲଗାନ ବେଲି ଷ୍ଟିଲ୍ସ ଟି-୨୦ ଟ୍ରଫିର ଫାଇନାଲ ମ୍ୟାଚରେ ଜନ ଗ୍ଳାସ ଏହି କାରନାମା କରିଛନ୍ତି। କ୍ରେଗାଘୋ ବିରୋଧରେ ନଦର୍ଣ୍ଣ ଆୟାରିଶ କ୍ଲବ ବାଲିମେନା ପାଇଁ ଖେଳୁଥିବା ୨୧ ବର୍ଷୀୟ ଗ୍ଳାସ ଏହି ସଫଳତା ଲାଭ କରିଛନ୍ତି। ଫାଇନାଲ ମ୍ୟାଚର ଅନ୍ତିମ ଓଭରରେ ଗ୍ଳାସ ୬ ଟି ଛକା ମାରି ଦଳକୁ…

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ବସିଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଭୁବନେଶ୍ବରର ଘାଟିକିଆରେ ଥିବା ସିଇଟି କଲେଜକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି। ଏଥିସହିତ ଏହାର ନାମ ପରିବର୍ତ୍ତନ କରାଯାଇ ଓଡିଶା ଟେକ୍ନୋଲୋଜି ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ବା OUTR ରଖାଯାଇଛି। ଏ ସଂପର୍କରେ ଆଜି ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗ ଏକ ପ୍ରସ୍ତାବ ଆଣିଥିଲା। ଏଥିରେ CET କଲେଜୁ ଏକ ଅଣ ଅନୁବନ୍ଧିତ ଏକକ ବିଶ୍ବବିଦ୍ୟାଳୟ କରିବା ପାଇଁ କ୍ୟାବିନେଟ ଆଗରେ ପ୍ରସ୍ତାବ ରଖିଥିଲେ। ଏଥିରେ ଏହି ବିଶ୍ବବିଦ୍ୟାଳୟ ନାମକୁ ପରିବର୍ତ୍ତନ କରି ଓଡିଶା ଟେକ୍ନୋଲୋଜି ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ବା OUTR ରଖିବା ପାଇଁ କହିଥିଲେ। ସେହି ଅନୁସାରେ କ୍ୟାବିନେଟ ତାହାକୁ ମଂଜୁର କରିଛନ୍ତି। ଏପରି କରାଯିବା ପରେ ଏଥିରେ ସ୍ନାତକ ସ୍ନାତକୋତ୍ତର ଏବଂ ପିଏଚଡିରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ଏଥିସହିତ ବୈଶୟିକ, ପ୍ରଯୁକ୍ତିବିଦ୍ୟା ଏବଂ ଇଂଜିନିୟରିଂ କ୍ଷେତ୍ରରେ ନୂଆ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୨ ଆକ୍ରାନ୍ତଙ୍କ ମଧ୍ୟରୁ ୮୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୮୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ହଜାର ୫୬୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୩ ହଜାର ୫୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୩୭୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୧୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଆଜି ଅପରାହ୍ନରେ ବସିଥିଲା।ଏହି ବୈଠକରେ ଗ୍ରାମାଞ୍ଚଳର ଉନ୍ନତି ପାଇଁ ବହୁ କାର୍ଯ୍ୟକ୍ରମକୁ କ୍ୟାବିନେଟ ମଂଜୁରୀ ମିଳିଛି। ଆଗକୁ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକରେ ମୋଟ ପନ୍ଦରଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ଏଥିରେ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ସାଧାରଣ ପ୍ରଶାସନ, ଗୃହ ପଞ୍ଚାୟତିରାଜ, ସହରାଞ୍ଚଳ ବିକାଶ ବିଭାଗର ପ୍ରସ୍ତାବ ରହିଛି। କ୍ୟାବିନେଟର ନିଷ୍ପତ୍ତି ବିଷୟରେ ଅବଗତ କରାଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଭୁବନେଶ୍ୱରରେ ଓଡିଶା ଟେକ୍ନୋଲୋଜି ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଭୁବନେଶ୍ବରରେ ଥିବା ସିଇଟି କଲେଜକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇ ଏହି ନୂଆ ନାମରେ ନାମିତ କରାଯିବ। ଏ ନେଇ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛନ୍ତି।…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋରୁଚାଲାଣ ବଢ଼ୁଥିବାବେଳେ ପୋଲିସ ମଧ୍ୟ ବାରମ୍ବାର ଗୋମାଫିଆମାନଙ୍କ ଉପରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ନାଚୁଣୀ ଫାଣ୍ଡି ପୋଲିସ ୧୧ ଟି ମଇଁଷିକୁ ଉଦ୍ଧାର କରିବା ସହ ଦୁଇ ଗୋଟି ଭ୍ୟାନ ଜବତ କରିଛି। ହସ୍ତଗତ ତଥ୍ୟ ମୁତାବକ ଆଜି ଅପରାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଭୂଷଣ୍ଡପୁର ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ପାଣ୍ଡିଆ ଗ୍ରାମକୁ ବେଆଇନ ମଇଁଷି ବୋଝେଇ ଗାଡ଼ି ଯାଉଥିବାର ସୂଚନା ପାଇଥିଲେ। ସଙ୍ଗେ ସଙ୍ଗେ ଏନେଇ ଏସଡ଼ିପିଓ ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କୁ ଜଣାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ଠାରୁ ନାଚୁଣୀ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାରେ ପୋଲିସ ନାକାବନ୍ଦୀ ଜାରି ରଖିଥିଲା। ପରିଶେଷରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ କଉଡ଼ିଖଣି ଛକରୁ ଦୁଇ ଗୋଟି ପିକ ଅପ ଭ୍ୟାନକୁ ଜବତ କରି ୧୧ ଗୋଟି ଜୀବନ୍ତ ମଇଁଷିକୁ…

Read More

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୬ ତାରିଖରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେଉଛି, ସେହି ସ୍କୁଲଗୁଡିକରେ ପରୀକ୍ଷା ପରେ ପାଠ ପଢା କାର୍ଯ୍ୟକ୍ରମ ଆରମ୍ଭ ହେବା ପାଇଁ କୁହାଯାଇଛି। ସ୍କୁଲକୁ ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ନୁହେଁ, ପିଲାଙ୍କ ଇଚ୍ଛା ଉପରେ ଏହା ନିର୍ଭର କରେ। ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ଶ୍ରେଣୀର ପିଲାମାନେ ଅନଲାଇନରେ ପାଠ ପଢା ଜାରି ରଖିବେ। ଯେଉଁ ଅଞ୍ଚଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବ, ସେହି ଅଞ୍ଚଳରେ ସ୍କୁଲ ଖୋଲିବା ନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଖ୍ୟାତନାମା ଡାକ୍ତର ମାଧବ ଚନ୍ଦ୍ର ରଣସିଂହଙ୍କ ପରଲୋକ ହୋଇଯାଇଛି। ୭୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି। ୧୯୪୫ ମସିହା ମାର୍ଚ୍ଚ ମାସ ୪ ତାରିଖରେ ଡାକ୍ତର ରଣସିଂହ ଜନ୍ମଗ୍ରହଣ କରିଥିଲେ। ଗତ କିଛି ଦିନ ତଳେ ସେ ତାଙ୍କ ବଡ ଝିଅଙ୍କ ବିହାରସ୍ଥିତ ଘରକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଡାକ୍ତର ରଣସିଂହ ବିହାରରେ ଆଇପିଏସ ଅଧିକାରୀ ଭାବେ କାର୍ଯ୍ୟରତ ବଡ ଝିଅଙ୍କ ଘରେ ସଂପୂର୍ଣ୍ଣ ସୁସ୍ଥ ଥିଲେ। ହେଲେ ଗତକାଲି ଦିନ ୧୨ ଟା ସମୟରେ ହଠାତ ତାଙ୍କର ଦେହାନ୍ତ ହୋଇଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଡାକ୍ତର ରଣସିଂହଙ୍କ ଧର୍ମ ପତ୍ନୀ ପ୍ରଫେସର ଶୁଭକାଂକ୍ଷୀ ଛୋଟ୍ଟରାୟଙ୍କ ଗତ ବର୍ଷ ଅକ୍ଟୋବର ମାସ ୩୦ ତାରିଖରେ ଦେହାନ୍ତ ହୋଇଯାଇଥିଲା। ହେଲେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହେବାର ବର୍ଷେ ପୂରଣ ହେବା ପୂର୍ବରୁ ଡାକ୍ତରଙ୍କ…

Read More

ଚାନ୍ଦପୁର: ଲକ୍ ଡାଉନ ରାତିରେ ଦୁର୍ବୃତ୍ତମାନେ ଓକିଲଙ୍କ ଘରୁ ଲକ୍ଷାଧୀକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଚାନ୍ଦପୁର ଥାନା କୃଷ୍ଣଚନ୍ଦ୍ର ପୁର ଗ୍ରାମର ଜଣେ ଯୁବ ଓକିଲଙ୍କ ଘରେ ଦୁର୍ବୃତ୍ତମାନେ ପଶି ସୁନା ଗହଣା ସହ ନଗଦ ୩୦ ହଜାର ଟଙ୍କା ଲୁଟିନେଇଛନ୍ତି। ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଲୁଟେରାମାନେ ଓକିଲଙ୍କ ଘରେ ପଶିଥିଲେ। ଘରେ ପଶିବା ପରେ ଦୁର୍ବୃତ୍ତମାନେ ଗଡରେଜ ଆଲମିରା ଭାଙ୍ଗି ସୁନା ଅଳଙ୍କାର ମଙ୍ଗଳ ସୂତ୍ର, ଚେନ୍, ମୁଦି, ଚୁଡି ଆଦି ଲୁଟିନେଇଛନ୍ତି। ସୁନା ଗହଣା ଯାହାର ମୁଲ୍ୟ ଆନୁମାନିକ ୪ ରୁ ୫ ଲକ୍ଷ ଟଙ୍କା ହେବ। ଏହା ସହ ଘରେ ଥିବା ୪୦ ଭରି ଓଜନର ରୂପା ଓ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ନାବାଳିକାଙ୍କୁ ଫେସବୁକ ଜରିଆରେ ଜନୈକ ଯୁବକ ପ୍ରେମରେ ଫସାଇଥିଲା। ତାପରେ ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାଜଣଙ୍କୁ ଯୁବକଜଣଙ୍କ ଅପହରଣ କରି ନେଇଯାଇଥିଲା। ଅଭିଯୋଗ ପରେ ସମ୍ପୃକ୍ତ ଯୁବକ ପୋଲିସ ହାତରେ ଧରା ପଡି ବନ୍ଧା ହୋଇଛନ୍ତି। ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳରେ ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାଣପୁର ଅଞ୍ଚଳର ଜଣେ ନାବାଳିକାଙ୍କ ସହ ଫେସବୁକ ଜରିଆରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଜଗା ଜେନା (୨୨) ନାମକ ଯୁବକଙ୍କ ସହ ସମ୍ପର୍କ ଗଢିଉଠିଥିଲା। ପରବର୍ତ୍ତୀ ସମୟରେ ଜଗା ଜନୈକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୮ ତାରିଖ ଦିନ ବାଲୁଗାଁ ଓଭରବ୍ରିଜ ନିକଟକୁ ଦେଖା ହେବା ଉଦ୍ଦେଶ୍ୟରେ ଡାକିଥିଲା। ତେବେ ନାବାଳିକା ଜଣକ ଜଗାକୁ ଦେଖା ହେବା ପାଇଁ ବାଲୁଗାଁ ଓଭରବ୍ରିଜ ନିକଟରେ ପହଞ୍ଚିଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଜବରଦସ୍ତି ଅପହରଣ…

Read More

ନୂଆଦିଲ୍ଲୀ: ଟ୍ରେନ ଇଞ୍ଜିନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଯାତ୍ରା କରିଛନ୍ତି। ଗତକାଲି ଗୁଜୁରାଟର ୱାଡନଗର ରେଳ ଖଣ୍ଡର ରେଳମନ୍ତ୍ରୀ ଅନୁସନ୍ଧାନ କରିଛନ୍ତି। ଏହି ସମୟରେ ଲୋକୋମୋଟିଭ ପାଇଲଟ ସାଥିରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରିଛନ୍ତି ଏବଂ ବିଭିନ୍ନ ସମସ୍ୟା ବିଷୟରେ ବୁଝିଛନ୍ତି। ଲୋକୋ ପାଇଲଟଙ୍କ କାର୍ଯ୍ୟ ସମ୍ବଦ୍ଧିତ ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ବୁଝିବାକୁ ଚେଷ୍ଟା କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ୱାଡନଗର ରେଲୱେ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଥିଲେ। ଏହି ସମୟରେ ରେଳମନ୍ତ୍ରୀ ଏକ ସେଲ୍ଫି ନେଇ ଟୁଇଟରରେ ଅପଲୋଡ କରିଛନ୍ତି। ଗାନ୍ଧୀନଗର କ୍ୟାପିଟାଲ ରେଲୱେ ଷ୍ଟେସନ ଦେଶର ଆକାଂକ୍ଷା ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ଵପ୍ନକୁ ସାକାର କରିବା ପ୍ରୋଜେକ୍ଟ ଅଟେ।

Read More

ନୂଆଦିଲ୍ଲୀ, ବିଜ୍ଞାପନ ନାମରେ ହୋଇଛି ଏକ ବଡ ଠକେଇ। ଖବରକାଗଜ ପ୍ରକାଶ କରୁଥିବା କହି କେତେକ ଖବରକାଗଜ ମାଲିକ ଦୀର୍ଘ ବର୍ଷ ଧରି ଠକେଇ କରିଆସୁଥିଲେ। ଯାହାକୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ। ଏଥିରେ ସୂଚନା ଓ ପ୍ରସାରଣ ବିଭାଗ ଅଧିନରେ ଥିବା ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନର କେତେକ ଅଧିକାରୀ ମଧ୍ୟ ସଂପୃକ୍ତ ଅଛନ୍ତି। ଏ ନେଇ ଖବରକାଗଜ ସହିତ ସଂପୃକ୍ତ ଥିବା ତିନି ଜଣଙ୍କ ନାମରେ ମାମଲା ଋଜୁ କରିଛି ସିବିଆଇ। ଘଟଣାରୁ ଜଣାପଡିଛି ଯେ, ହରିଶ ଲାମ୍ବା, ଆରତୀ ଲାମ୍ବା ଏବଂ ଅଶୋକ କୁମାର 6ଟି ବିଭିନ୍ନ ଖବର କାଗଜ ପ୍ରକାଶିତ କରୁଛନ୍ତି। ସେଥି ମଧ୍ୟରୁ ତିନୋଟି ଖବରକାଗଜ ସରକାରୀ ବିଜ୍ଞାପନ ପାଇବା ପାଇଁ ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନ ବା ବିଓସି ର ଏମପ୍ୟାନେଲ କରାଇ ନେଇଛନ୍ତି। ଏହି ତିନୋଟି ଖବରକାଗଜ ହେଲା ଅର୍ଜୁନ ଟାଇମସ୍, ହେଲଥ ଅଫ…

Read More