Author: Samikhsya Bureau

ନୂଆଦିଲ୍ଲୀ, ଦେଶର ଜଣେ ନାମଜାଦା ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ କରୋନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳଙ୍କୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏଥିରେ ପଜେଟିଭ ଆସିବାରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ଜଣାପଡିବା ପରେ ସୁପ୍ରିମ କୋର୍ଟ ତଥା ଦେଶର ଆଇନଜୀବିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। 1930 ମସିହାରେ ଜନ୍ମିତ ସୋଲି 1953 ମସିହାରେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଦୁଇଥର ଆଟର୍ଣ୍ଣି ଜେନେରାଲ ଏବଂ ଥରେ ସୋଲିସେଟର ଜେନରାଲ ଭାବେ କାର୍ଯ୍ୟ କରିଛନ୍ତି। ସେ ଦେଶର ବହୁ ପ୍ରମୁଖ ଘଟଣାର ବରିଷ୍ଠ ଓକିଲ ଭାବେ ଲଢେଇ କରିଛନ୍ତି।  ସେଥି ମଧ୍ୟରେ ରହିଛି କେଶବାନନ୍ଦ ଭାରତୀ, ଏସଆର ବୋମାଇ ଏବଂ ମେନକା ଗାନ୍ଧୀ ମାମଲା…

Read More

ଜାମନଗର: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି। ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ ଏବଂ ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନା ଓ ଏହାର ପରିଚାଳନା ବାବଦ ସମସ୍ତ ଖର୍ଚ୍ଚ ରିଲାଏନ୍ସ ବହନ କରିବ। ଏକ ସପ୍ତାହ ମଧ୍ୟରେ ଜାମନଗରଠାରେ ଥିବା ସରକାରୀ ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଓ ହସପିଟାଲ ପରିସରରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ  ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ। ଏହାର ପରବର୍ତୀ ଦୁଇ ସପ୍ତାହ ମଧ୍ୟରେ ଜାମନଗରର ଅନ୍ୟଏକ ସ୍ଥାନରେ ଆଉ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଆବଶ୍ୟକ ମାନବସମ୍ବଳ, ଚିକିତ୍ସାଗତ ସହାୟତା, ଉପକରଣ, ଏବଂ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ରିଲାଏନ୍ସ ଯୋଗାଇଦେବ। ଏହି ହସ୍‌ପିଟାଲରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀ ନିୟୋଜିତ ହେବା ଦିଗରେ ରାଜ୍ୟ ସରକାର ସମନ୍ୱୟ ରକ୍ଷାକରି କାର୍ଯ୍ୟକରିବେ। ଏହି…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୪୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ ଏବଂ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏବଂ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ବେଳେ ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮୦ ହଜାର ୪୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୧ ହଜାର ୬୯୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୮୬ ହଜାର ୪୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮୭ ଲକ୍ଷ ୬୨ ହଜାର ୯୭୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୧ ଲକ୍ଷ ୭୦ ହଜାର ୨୨୮ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୬୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୯୪୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୭୩୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮୦ ହଜାର ୪୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୧ ହଜାର ୬୯୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୨୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୬୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୦୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୪୫ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ଭୁବନେଶ୍ବର, ଆଜି ମିଳିଥିବା ତଥ୍ୟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥର ଏହି ଜିଲ୍ଲାରୁ 14ଶହ 8 ଜଣ ପଜେଟିଭି ବାହାରିଛନ୍ତି। ସେହିପରି 7ଶହ 45 ଆକ୍ରାନ୍ତକୁ ନେଇ ଦ୍ବିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା.. 1. Angul: 419 2. Balasore: 155 3. Bargarh: 423 4. Bhadrak: 103 5. Balangir: 459 6. Boudh: 57 7. Cuttack: 570 8. Deogarh: 102 9. Dhenkanal: 33 10. Gajapati: 125 11. Ganjam: 198 12. Jagatsinghpur: 21 13. Jajpur: 321 14. Jharsuguda: 411 15. Kalahandi: 195 16. Kandhamal: 54 17. Kendrapada: 85 18. Keonjhar: 148 19. Khurda: 1408 20. Koraput:…

Read More

ଭୁବନେଶ୍ବର, ଆଜିର ସୂଚନା ଅନୁସାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି 8 ହଜାର 6ଶହ 81 ଜଣ ନୂଆ ଆକ୍ରାନ୍ତ। ଗତକାଲି ଏହି ସଂଖ୍ୟା ଥିଲା 6 ହଜାର 9ଶହ 98। ଗୋଟିଏ ଦିନରେ ପ୍ରାୟ ଦେଢ ହଜାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ରିପୋର୍ଟରୁ ଜଣାପଡିଛି ଯେ, କ୍ବାରଣ୍ଟାଇନରୁ 4 ହଜାର 9ଶହ 48 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣଙ୍କ ସଂଖ୍ୟା ହେଲା 3 ହଜାର 7ଶହ 33 ଜଣ। ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Read More

ଭୁବନେଶ୍ବର, କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରେ ରଖି ଏବଂ ଏହାର ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇ ନିମ୍ନଲିଖିତ ଅନୁଯାୟୀ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ୍କୁ ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛି – ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ୦୮୫୦୮/୦୮୫୦୭ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୩୦ ଏପ୍ରିଲ୍ ଏବଂ ରାୟାଗଡା ଠାରୁ ୧ ମଇ, ୨୦୨୧ ଠାରୁ ବାତିଲ କରାଯାଇଅଛି। ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ୦୮୫୨୨/୦୮୫୨୧ ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ଉଭୟ ଦିଗରୁ ୩୦ ଏପ୍ରିଲ, ୨୦୨୧ ଠାରୁ ବାତିଲ ରହିବ। ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ ୦୮୫୩୨/୦୮୫୩୧ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୩୦ ଏପ୍ରିଲ୍ ଏବଂ ପଲାସା ଠାରୁ ୧ ମଇ, ୨୦୨୧ ଠାରୁ ବାତିଲ ରହିବ।

Read More

ନୂଆଦିଲ୍ଲୀ, ଦେଶରେ କୋଭିଡର ସ୍ଥିତି ଯେପରି ବିଗିଡିବାରେ ଲାଗିଛି ସେ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଦେଶର 5ଟି ରାଜ୍ୟରେ ଏହା ଭୟବହତା ବିଶେଷଭାବେ ପରିଲକ୍ଷିତ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାବାରେ ଲାଗିଛି। ଏପରି ପରିସ୍ଥିତିରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ। ଦିନ 11 ଟା ବେଳ ଏହି ବୈଠକ ବସିବ ବୋଲି ନିଷ୍ପତି ହୋଇଛି। ତେବେ ଏହି ବୈଠକରେ କରୋନା ମୁକାବିଲା ନେଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି।

Read More

ମେଷ ରାଶି- ଆଜି ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ । ବିବାଦୀୟ ଘଟଣାରୁ ଦୂରେଇ ରୁହନ୍ତୁ । ଆଜି ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ । ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ। ସ୍ଥାୟୀ ସମ୍ପତ୍ତି କାର୍ଯ୍ୟଗୁଡ଼ିକ ବହୁତ ଲାଭ ଦେଇପାରେ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ଚିତ୍ତାକର୍ଷକ ହେବ। ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ । ବୃଷ ରାଶି- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ମନୋରଞ୍ଜନ ସମୟ ରହିବ। ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ଆପଣ ପ୍ରିୟ ଖାଦ୍ୟ ଉପଭୋଗ କରିବେ। ବ୍ୟବସାୟ ଅଭିବୃଦ୍ଧି ଯୋଜନା କରାଯିବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ସମୟ ଅନୁକୂଳ ହେବ। ଘର ବାହାରେ ସୁଖ ମିଳିବ । ଶୀଘ୍ର…

Read More

କୁମ୍ଭ ରାଶି- ଆଘାତ ଏବଂ ଦୁର୍ଘଟଣାରୁ କ୍ଷତି ସମ୍ଭବ। ଶୀଘ୍ର ଏବଂ ଅସାବଧାନତା ଯୋଗୁଁ କ୍ଷତି ହୋଇପାରେ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ହାଲୁକା ଶଦ୍ଦ ବ୍ୟବହାର କରନ୍ତୁ ନାହିଁ । ଏକ ବିବାଦ ହୋଇପାରେ । ଜଣେ ବ୍ୟକ୍ତିର କ୍ରୋଧରେ ବିଚଳିତ ହେବେ । ମୀନ ରାଶି- ବୁଦ୍ଧିର ବ୍ୟବହାର ଯେ କୈଣସି ସମସ୍ୟାର ସମାଧାନ କରିପାରିବ, ଏହାକୁ ଭଲ ଭାବରେ ମନେରଖ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ଗ୍ରହଣ କରିବେ। ଲାଭ ସୁଯୋଗ ଆସିବ। ବନ୍ଧୁମାନେ ସମର୍ଥିତ ହେବେ।

Read More

ଧନୁ ରାଶି- କାରବାରରେ ତତ୍ପର ହୁଅନ୍ତୁ ନାହିଁ । ସମୟ ଅନୁକୂଳ ଅଟେ । ଠିକ୍ ସମୟରେ କୈଣସି ଜରୁରୀ ଜିନିଷ ନ ପାଇବାରୁ ନିରାଶ ହେବେ। ଏହି ଯୋଜନା ସଫଳ ହେବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ମକର ରାଶି- ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଆଇନଗତ ପ୍ରତିବନ୍ଧକ ହଟାଯିବ। ଲାଭ ସୁଯୋଗ ଆସିବ । ଯାତ୍ରା ଚିତ୍ତାକର୍ଷକ ହେବ । ଚିତ୍ତବିନୋଦନ ଉପଲବ୍ଧ ହେବ।

Read More

ତୂଳା ରାଶି- ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । କରାଯାଉଥିବା କାର୍ଯ୍ୟ ହୋଇ ନ ପାରେ। ଟେନସନ ରହିବ। ବ୍ୟବସାୟ ଭଲ କରିବ। ଭ୍ରମଣରେ ବିଶେଷ ଯତ୍ନ ନିଅନ୍ତୁ। କୈଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବିଛା ରାଶି- ଦୂରରୁ ସୁସମାଚାର ଗ୍ରହଣ କରାଯିବ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ଆପଣ ଏକ ବୁଡ଼ିଯାଇଥିବା ଟଙ୍କା ପାଇପାରିବେ, ଏହା ଆଣିବାକୁ ଚେଷ୍ଟା କରନ୍ତୁ । ଯାତ୍ରା ଚିତ୍ତାକର୍ଷକ ହେବ।

Read More

ସିଂହ ରାଶି- ବିବାଦକୁ ପ୍ରୋତ୍ସାହିତ କର ନାହିଁ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଆତ୍ମ ସମ୍ମାନ ସୃଷ୍ଟି ହେବ । ଭୁଲିଯାଇଥିବା ବନ୍ଧୁମାନଙ୍କୁ ଭେଟିବେ। ନୂତନ ବନ୍ଧୁ ସୃଷ୍ଟି ହେବ। କନ୍ୟା ରାଶି- ପ୍ରଗତିର ରାସ୍ତା ଖୋଲାଯିବ। ଯାତ୍ରା ଚିତ୍ତାକର୍ଷକ ହେବ । ନୂତନ ପୋଷାକ କିଣାରେ ଉପରେ ଖର୍ଚ୍ଚ ହେବ। ବ୍ୟବସାୟ ଲାଭଦାୟକ ହେବ । କୈଣସି ବଡ କାମ କରି ଖୁସି ହେବେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।

Read More

ମିଥୁନ ରାଶି- ଖରାପ ଖବର ଗ୍ରହଣ କରାଯାଇପାରେ । ଆଜି ଧାଁ ଦୌଡ ଅଧିକ ହେବ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରନ୍ତୁ ନାହିଁ, ଅସୁବିଧା ହୋଇପାରେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । କାର୍ଯ୍ୟରେ ମନ ଦେବେ ନାହିଁ । କର୍କଟ ରାଶି- ଥକ୍କା ଏବଂ ଦୁର୍ବଳତା ହୋଇପାରେ । ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ଘର-ପାରିବାରିକ ଚିନ୍ତାଧାରା ରହିବ। ପ୍ରଗତିର ରାସ୍ତା ପକ୍କା ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ଗ୍ରହଣ କରିବେ ।

Read More

ମେଷ ରାଶି- ଆଜି ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ବିବାଦୀୟ ଘଟଣାରୁ ଦୂରେଇ ରୁହନ୍ତୁ। ଆଜି ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ । ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ। ସ୍ଥାୟୀ ସମ୍ପତ୍ତି କାର୍ଯ୍ୟଗୁଡ଼ିକ ବହୁତ ଲାଭ ଦେଇପାରେ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ବୃଷ ରାଶି- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ମନୋରଞ୍ଜନ ସମୟ ରହିବ। ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ଆପଣ ପ୍ରିୟ ଖାଦ୍ୟ ଉପଭୋଗ କରିବେ। ବ୍ୟବସାୟ ଅଭିବୃଦ୍ଧି ଯୋଜନା କରାଯିବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ସମୟ ଅନୁକୂଳ ହେବ। ଘର ବାହାରେ ସୁଖ ମିଳିବ ।

Read More

ନୂଆଦିଲ୍ଲୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଦେଶରେ ଅନେକ ମେଡିକାଲ ଉପକରଣ ଏବଂ ଔଷଧର ଆବଶ୍ୟକତା ପୂରଣ କରିବା ପାଇଁ 40 ଟି ଦେଶ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ ବିଭିନ୍ନ ଦେଶରୁ ଚିକିତ୍ସା ଉପକରଣ ଏବଂ ଔଷଧର ସାମଗ୍ରୀ ଭାରତରେ ପହଞ୍ଚିବା ଆରମ୍ଭ କରିଛି। ସେ କହିଛନ୍ତି ଯେ ମହାମାରୀ ବିରୋଧରେ ଲଢେଇରେ ଭାରତକୁ ସାହାଯ୍ୟ କରିବାକୁ ଆମେରିକା ପ୍ରତିଶ୍ରୁତି ଦେଇଛି। ଶ୍ରୀଙ୍ଗଲା କହିଛନ୍ତି ଯେ ଆମେରିକାରୁ ତିନିଟି ବିମାନ ଏକ ସପ୍ତାହ ମଧ୍ୟରେ ଭାରତ ଆସିବାକୁ ପ୍ରସ୍ତୁତ। ଏଥିସହିତ ଅମ୍ଳଜାନ ଉତ୍ପାଦନ ଉପକରଣ ଏବଂ ଅମ୍ଳଜାନ ସିଲିଣ୍ଡର ଧାରଣ କରିଥିବା ଦୁଇଟି ବିମାନ ଆସନ୍ତାକାଲି ଭାରତରେ ପହଞ୍ଚିବ। ସେହିପରି ସଂଯୁକ୍ତ ଆରବ ଏମିରେଟ୍ସରୁ ଭେଣ୍ଟିଲେଟର ଏବଂ ଫାଭିପିରାଭିର ଔଷଧ ସହିତ ଏକ କାର୍ଗୋ ବିମାନ ଆଜି ରାତିରେ…

Read More

ନୂଆଦିଲ୍ଲୀ, ଦେଶରେ କୋଭିଡ ମହାମାରୀ ସ୍ଥିତିରୁ ଉତ୍ପନ୍ନ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣର ଚାହିଦା ମଧ୍ୟରେ ସରକାର ଏହାର ଆମଦାନୀ ପ୍ରକ୍ରିୟା ଶେଷ କରିଛନ୍ତି। କୋଭିଡ ରୋଗୀଙ୍କୁ ରିଲିଫ ଯୋଗାଇବା ପାଇଁ ଆବଶ୍ୟକ 17 ଟି ଡାକ୍ତରୀ ଉପକରଣ ଆମଦାନୀ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେଗୁଡିକ ହେଲା ନେବୁଲାଇଜର, ଅମ୍ଳଜାନ ଏକାଗ୍ରତା, CPAP ଏବଂ BIPAP, ଭାକ୍ୟୁମ୍ ପ୍ରେସର ସୁଇଙ୍ଗ୍ ଆଡଜଷ୍ଟମେଣ୍ଟ୍, ଅମ୍ଳଜାନ ଉଦ୍ଭିଦ, କ୍ରାୟୋଜେନିକ୍ ଅମ୍ଳଜାନ ବାୟୁ ପୃଥକ ୟୁନିଟ୍ ଆମଦାନୀକୁ  ଅନୁମତି ଦିଆଯାଇଛି। ଏଥିସହ ଅମ୍ଳଜାନ କ୍ୟାଣ୍ଟର, ଅମ୍ଳଜାନ ଭରିବା ପ୍ରଣାଳୀ ଏବଂ କ୍ରାୟୋଜେନିକ୍ ସିଲିଣ୍ଡର ଏବଂ ଭେଣ୍ଟିଲେଟର ସମେତ ଅମ୍ଳଜାନ ସିଲିଣ୍ଡର ଆମଦାନୀକୁ ଅନୁମତି ଦିଆଯାଇଛି। ଏସବୁକୁ ଆମଦାନୀ ଏବଂ କଷ୍ଟମ୍ସ କ୍ଲିୟରାନ୍ସ ପାଇଁ ରିହାତି ପ୍ରଦାନ କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ଆମଦାନୀକାରୀଙ୍କୁ କଷ୍ଟମ୍ସରୁ ଶୀଘ୍ର କ୍ଲିୟରାନ୍ସ ପରେ ବାଧ୍ୟତାମୂଳକ ଭାବେ ଘୋଷଣା ଫର୍ମ ଦେବାକୁ ପଡିବ। ଏହା କରିବା ଦ୍ୱାରା, ପ୍ରକ୍ରିୟାଗତ କାରଣରୁ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ କରୋନା ମହାମାରୀ ତାହାର କାୟା ବିସ୍ତାର କରିବାରେ ଲାଗିଛି। ଚିଲିକା ନିର୍ବାଚନମଣ୍ଡଳୀରେ ଏହା ବ୍ୟାପକ ରୂପ ନେଉଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ କରୋନାକୁ ପ୍ରତିହିତ କରିବା ପାଇଁ ଅଣ୍ଟା ଭିଡିଛି। ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ତୁହାକୁ ତୁହା  ବାଲୁଗାଁ ଏବଂ ବାଣପୁର ଗସ୍ତ କରି କୋଭିଡ ସମୀକ୍ଷା କରୁଥୁବାର ଦେଖାଯାଉଛି। ତେବେ ଆଜି ବାଲୁଗାଁ ଏନଏସି ପକ୍ଷରୁ କରୋନାକୁ ପ୍ରତିହିତ କରିବା ପାଇଁ ଏକ ଅଭିନଵ ପ୍ରୟାସ ହାତକୁ ନିଆଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଏନଏସି ପ୍ରଶାସନ ପକ୍ଷରୁ ବାଲୁଗାଁ ରେଳ ଷ୍ଟେସନରେ ଏକ  ପଞ୍ଜିକରଣ କ୍ୟାମ୍ପ ଖୋଲାଯାଇଛି। ଓଡିଶା ବାହାରୁ ଯେଉଁ ଲୋକ ରେଳ ଦ୍ୱାରା ବାଲୁଗାଁ ଆସିବେ ସେମାନେ ଉକ୍ତ କାଉଣ୍ଟରରେ ନିଜକୁ ପଂଜିକୃତ କରାଇବେ। ଯାହାଦ୍ୱାରା ସେମାନଙ୍କ ତଥ୍ୟ ପ୍ରଶାସନ ପାଖରେ ରହିବ ଏବଂ ଭବିଷ୍ୟତରେ କୋଭିଡକୁ ପ୍ରତିହିତ କରିବାରେ ସହାୟ ହେବ। ତେବେ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୬୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୧୯, ସୁନ୍ଦରଗଡରୁ ୬୭୩, ନୂଆପଡ଼ାରୁ ୪୨୬, ଝାରସୁଗୁଡାରୁ ୩୦୩, ବଲାଙ୍ଗୀରିରୁ ୨୨୯, ପୁରୀରୁ ୨୨୪, ବରଗଡରୁ ୧୯୪, ସମ୍ବଲପୁରରୁ ୧୮୨, କଳାହାଣ୍ଡିରୁ ୧୬୬, ଗଞ୍ଜାମରୁ ୧୫୪, ବାଲେଶ୍ବରରୁ ୧୨୩, ରାୟଗଡାରୁ ୧୦୪, ମୟୂରଭଞ୍ଜରୁ ୭୭, ନୟାଗଡରୁ ୬୯, ଯାଜପୁରରୁ ୬୪, ଭଦ୍ରକରୁ ୬୩, କେନ୍ଦ୍ରାପଡାରୁ ୫୮, ସୋନପୁରରୁ ୫୫, କେନ୍ଦୁଝରରୁ ୫୩, କୋରାପୁଟରୁ ୫୩, ଅନୁଗୁଳରୁ ୪୮, ଜଗତସିଂହପୁରରୁ ୪୫, ଗଜପତିରୁ ୪୧, ଦେବଗଡରୁ ୩୬, ଢେଙ୍କାନାଳରୁ ୩୩, କନ୍ଧମାଳରୁ ୧୮, ମାଲକାନାଗିରିରୁ ୧୫, ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୧ ଏବଂ ଷ୍ଟେଟ ପୁଲରୁ ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୮୦…

Read More

ନୂଆଦିଲ୍ଲୀ: ଆଜି ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଆଇପିଏଲର ୨୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ବିଜେତା ଘୋଷିତ ହୋଇଥିଲା। ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଟି ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିପାରିଥିଲା। ରାଜସ୍ଥାନ ପକ୍ଷରୁ ପ୍ରାରମ୍ଭିକ ଯୋଡି ଜସ ବଟଲର ଏବଂ ଯଶସ୍ଵୀ ଜୟଶ୍ଵାଲ ୪୧ ଏବଂ ୩୨ ରନ କରିଥିବା ବେଳେ ଅଧିନାୟକ ସଞ୍ଜୁ ସାମ୍ସନ ସର୍ବାଧିକ ୪୨ ରନ, ଶିବମ ଦୁବେ ୩୫ ରନ କରିଥିଲେ। ସେହିଭଳି ମୁମ୍ବାଇ ପକ୍ଷରୁ ସଫଳ ବୋଲର ଭାବେ ରାହୁଲ ଚହର ୨ ଟି ୱିକେଟ ନେଇଥିବା ବେଳେ ଯଶପ୍ରିତ ବୁମରା ଏବଂ ଟ୍ରେଣ୍ଟ ବୋଲ୍ଟ ୧ ଟି…

Read More