Author: Samikhsya Bureau

କୁମ୍ଭ: – ଆଜି ସବୁ କ୍ଷେତ୍ରରେ ଖୁସିର ଦିନ ହେବ । ଖୁସିରେ ସମୟ ବିତାଇବ । ଆପଣ ଶାରୀରିକ ସ୍ବସ୍ଥ ଏବଂ ମାନସିକ ଆନନ୍ଦ ଅନୁଭବ କରିବେ । ଯେଉଁମାନେ ଚାକିରୀ କରନ୍ତି ସେମାନେ ସହକର୍ମୀମାନଙ୍କ ସମର୍ଥନ ପାଇବେ । ମକର: – ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଶୁଭ ଦିନ ହେବ। ବ୍ୟବସାୟୀଙ୍କ ଅତିରିକ୍ତ ଅଧିକାରୀମାନେ ଖୁସି ହେବେ। ପଦୋନ୍ନତିର ରାଶି ଚାକିରୀ ପାଇଁ ପରିଲକ୍ଷିତ। ପରିବାରରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ରହିବ । ନୂତନ ଆସବାବପତ୍ର ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ ।

Read More

ନୂଆଦିଲ୍ଲୀ, ମହାମାରୀ କାରଣରୁ ଦେଶର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଓ ଲକଡାଉନ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ବିଭାଗର ପ୍ରମୁଖ ସଚିବମାନଙ୍କ ସହିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସୁଶ୍ରୀ ନିଧି ଖାରେ ଏହି ବୈଠକରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଓ ମୂଲ୍ୟ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟଗୁଡ଼ିକର ବିଭିନ୍ନ ମଣ୍ଡିରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସହିତ ମୂଲ୍ୟ ମଧ୍ୟ ରାଜ୍ୟ ଓ କେନ୍ଦ୍ର…

Read More

ଭୁବନେଶ୍ୱର: ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟଶ୍ରମ ଆୟୁକ୍ତ ଡଃ. ଏନ୍‌. ଥିରୁମାଲା ନାଏକଙ୍କ ସହିତ ଆଜି ଅପରାହ୍ଣରେ ଭୁବନେଶ୍ୱର ଶହୀଦ ନଗର,ବି.ଏମ୍‌.ସି ଭବାନୀ ମଲସ୍ଥିତ ସ୍ମାର୍ଟ ସିଟି କାର୍ଯ୍ୟାଳୟଠାରେ ୧୯୨୯ କଲ୍‌ସେଣ୍ଟର ପରିଦର୍ଶନ କରିଏହାର ପରିଚାଳନା ସଂପର୍କରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଉପସ୍ଥିତ ଥିଲେ । କୋଭିଡ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଏହି କଲ୍‌ ସେଣ୍ଟରରେ କାର୍ଯ୍ୟରତ ଷ୍ଟାଫ୍ ଓ ଡାକ୍ତରମାନଙ୍କ ସହିତ ଆଲୋଚନା କରି ଜନ ସାଧାରଣ , ସଂକ୍ରମିତ ତଥା ସମ୍ଭାବ୍ୟ ସଂକ୍ରମିତମାନଙ୍କୁ ସେମାନେ କିପରି ଆବଶ୍ୟକ ସୂଚନା ପ୍ରଦାନ କରୁଛନ୍ତି, ସେ ସମ୍ପର୍କରେ ଅବଗତ ହୋଇଥିଲେ । କଲ୍‌ସେଣ୍ଟରରେ ଟେଲିଫୋନ୍ ଯେପରି ବେଶୀ ସମୟ ବ୍ୟସ୍ତ ନ ରୁହେ ଏବଂ ସେଣ୍ଟର ଜରିଆରେ ଅନୁସନ୍ଧାନ କରୁଥିବା ବ୍ୟକ୍ତିଙ୍କୁ ତ୍ୱରିତ ସେବା ଯୋଗାଇ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୪୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ ଜିଲ୍ଲାରୁ ଦୁଇ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଝାରସୁଗୁଡାରୁ ଜଣେ ଏବଂ କେନ୍ଦୁଝରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ସୁନ୍ଦରଗଡ ଜିଲ୍ଲାର ଦୁଇ ମୃତକଙ୍କ ମଧ୍ୟରୁ  ଜଣେ ୪୩ ବର୍ଷୀୟ ପୁରୁଷ ଏବଂ ଜଣେ ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିଭଳି ଝାରସୁଗୁଡା ଜିଲ୍ଲାରୁ ଜଣେ ୫୩ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ଜଣେ ୪୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୨ ହଜାର ୭୦୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩…

Read More

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ମେ’ ୧ ତାରିଖରୁ ୧୮ ବର୍ଷର ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କରୋନା ଟୀକା ମିଳିବ। ଏଥର ରାଜ୍ୟ ସରକାର ସିଧା ସଳଖ ଟୀକା ପାଇପାରିବେ। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟୀକା ଦେବା ସହିତ ବାକି ୫୦ ପ୍ରତିଶତ ଟୀକା ରାଜ୍ୟକୁ ଦେଇପାରିବେ। ରାଜ୍ୟକୁ ଟୀକା ଯୋଗାଣ ନେଇ ଟୀକାର ମୂଲ୍ୟ ଉତ୍ପାଦକମାନେ ପ୍ରକାଶ କରିବେ। ରାଜ୍ୟ ସରକାର, ଶିଳ୍ପସଂସ୍ଥା, ଘରୋଇ ହସ୍ପିଟାଲଗୁଡିକ ସିଧାସଳଖ ଉତ୍ପାଦକଙ୍କ ଠାରୁ ଟୀକା କିଣିପାରିବେ। ନିର୍ଦ୍ଧାରିତ ଦର ଦେଇ ରାଜ୍ୟ ସରକାର ଏବଂ ଶିଳ୍ପସଂସ୍ଥାଗୁଡିକ ଟୀକା କିଣିପାରିବେ।

Read More

ଭୁବନେଶ୍ବର, ଏଣିକି ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଏବଂ ରବିବାରରେ ହେବ ସର୍ଟଡାଉନ। ଏ ନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଘୋଷଣା କରିଛନ୍ତି। ପୂର୍ବରୁ ଛତିଶଗଡ ସୀମାର 10ଟି ଜିଲ୍ଲାରେ ଯେପରି ନାଇଟ କର୍ଫୁ ଲାଗୁ କରାଯାଇଥିଲା ତାହା ରହିବ। ଏଥିସହିତ ଅନ୍ୟ 20 ଜିଲ୍ଲାରେ ମଧ୍ୟ ନାଇଟ କର୍ଫୁ ବଳବତ୍ତର ରହିବ। ବର୍ତ୍ତମାନ ରାଜ୍ୟର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଏହି ସର୍ଟ ଡାଉନ ଆସନ୍ତା 24 ତାରିଖରୁ ଲାଗୁ ହେବ। ତେବେ ଗ୍ରାମାଞ୍ଚଳକୁ ଏହି ସର୍ଟ ଡାଉନରୁ ମୁକ୍ତ ରଖାଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୩୫୨, ଖୋର୍ଦ୍ଧାରୁ ୧୯୧, ନୂଆପଡାରୁ ୧୨୫, ସମ୍ବଲପୁରରୁ ୭୭, ନବରଂଗପୁରରୁ ୬୮, ବଲାଙ୍ଗୀରିରୁ ୫୯, ବରଗଡରୁ ୫୧, କଟକରୁ ୫୧, କେନ୍ଦୁଝରରୁ ୪୯, ମୟୂରଭଞ୍ଜରୁ ୪୯, କଳାହାଣ୍ଡିରୁ ୪୬, ପୁରୀରୁ ୪୪, ଗଞ୍ଜାମରୁ ୩୧, ରାୟଗଡାରୁ ୩୧, ଭଦ୍ରକରୁ ୩୦, ଦେବଗଡରୁ ୨୯, ଅନୁଗୁଳରୁ ୨୭, ଝାରସୁଗୁଡାରୁ ୨୩, ଗଜପତିରୁ ୧୯, ଯାଜପୁରରୁ ୧୯, ବାଲେଶ୍ବରରୁ ୧୭, ଜଗତସିଂହପୁରରୁ ୧୫, ସୋନପୁରରୁ ୧୫, ନୟାଗଡରୁ ୧୩, କୋରାପୁଟରୁ ୭, ମାଲକାନାଗିରିରୁ ୬, ଢେଙ୍କାନାଳରୁ ୫, କନ୍ଧମାଳରୁ ୫, କେନ୍ଦ୍ରାପଡାରୁ ୪ ଏବଂ ଷ୍ଟେଟ ପୁଲରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୭ ହଜାର ୬୩୭…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୮୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୮୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୧୪୭ କୁ ବୃଦ୍ଧି ହୋଇଛି। ଆଜି ସର୍ବାଧିକ ନଯାପଲ୍ଲୀରୁ ୩୩ ଜଣ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ବମିଖାଲରୁ ୨୨ ଜଣ, ଓଲ୍ଡ ଟାଉନରୁ ୧୮ ଜଣ, ସୁନ୍ଦରପଦାରୁ ୧୭ ଜଣ, ପଟିଆରୁ ୧୫ ଜଣ, ଖଣ୍ଡଗିରିରୁ ୧୬ ଜଣ, ପୋଖରିପୁଟରୁ ୧୪ ଜଣ, ରସୁଲଗଡରୁ ୧୩ ଜଣ, ଶୈଳଶ୍ରୀବିହାରରୁ ୧୩ ଜଣ, ଲକ୍ଷ୍ମୀସାଗରରୁ ୧୧ ଜଣ, ୟୁନିଟ-୩ରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଭୁବନେଶ୍ବରରୁ ୧୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୩ ହଜାର ୪ ଜଣ…

Read More

ଭୁବନେଶ୍ବର, ଆଜି ସଂଧ୍ୟା 7 ଟାରେ କରୋନା ନେଇ ରାଜ୍ୟ ସରକରାଙ୍କ ତରଫରୁ କିଛି ନୂଆ ନିଷ୍ପତି ଘୋଷଣା କରାଯିବ। ଆଜି ସ୍ବତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ଏକ ଭିଡିଓ ବାର୍ତ୍ତା ଜାରୀ କରିବେ। ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ କେଉଁ ଉପରେ କହିବେ ସେ ନେଇ କିଛି କୁହାଯାଇ ନାହିଁ। ତେବେ ବର୍ତ୍ତମାନ ରାଜ୍ୟରେ ଯେପରି ହୁହୁ ହୋଇ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି ସେଥିରେ ରାଜ୍ୟ ସରକାର କିଛି ନୂଆ ତଥ୍ୟ ରଖିପାରନ୍ତି। ପୂର୍ବରୁ ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଭିଡିଓ ବାର୍ତ୍ତା ମାଧ୍ୟମରେ ନାଇଟ କର୍ଫୁ ଘୋଷଣା କରିଥିଲେ। ସେହିପରି ଏସଆରସି ମଧ୍ୟ ଆଜି କିଛି କହିପାରନ୍ତି ବୋଲି ଆଶା କରାଯାଉଛି।

Read More

ଭୁବନେଶ୍ବର, ପିପିଲି ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ତାହା ହେଲା କରୋନା ପାଇଁ ଦଳ ତରଫରୁ କୌଣସି ରାଲି କରାଯିବ ନାହିଁ। ଏପରିକି ପ୍ରଚାର ସଭା କାର୍ଯ୍ୟ ମଧ୍ୟ କରାଯିବ ନାହିଁ। ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ସାରା ଓଡିଶାରେ କାୟା ବିସ୍ତାର କରିବାରେ ଲାଗିଛି। ଏପରି ପରିସ୍ଥିତିରେ କର୍ମିମାନଙ୍କୁ ମରଣ ମୁହଁକୁ ଠେଲି ଦିଆଯିବ ନାହିଁ। ସେଥିପାଇଁ ବିଜେଡି ସୁପ୍ରିମୋ ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି ଏହି ଘୋଷଣା କରିଛନ୍ତି। ପିପିଲି ଉପନିର୍ବାଚନରେ ବିଜେଡି ତରଫରୁ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରସାଦ ମହାରଥୀ ନିର୍ବାଚନ ଲଢୁଛନ୍ତି। ତାଙ୍କ ପାଇଁ ନବୀନ ଭର୍ଚୁୟାଲ ପ୍ରଚାର ମଧ୍ୟ କରିସାରିଛନ୍ତି। ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ନୂଆ ନିଷ୍ପତି ଅନୁସାରେ ପିପିଲି…

Read More

କଟକ: ମ୍ୟାନହୋଲରେ ଫସି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବ ଏବଂ ଦୁଇ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ ବିଭାଗ ସଚିବଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ୍ କରିଥିବା ବେଳେ କଟକ ଏବଂ ଭୁବନେଶ୍ଵର କମିଶନରଙ୍କୁ ମଧ୍ୟ ନୋଟିସ ହୋଇଛି। ସମସ୍ତଙ୍କୁ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ସରାକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ। ଆଇନ ଆନୁସାରେ କ୍ଷତିପୂରଣ ବାବଦକୁ ତୁରନ୍ତ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫୌଜଦାରି ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Read More

ନୂଆଦିଲ୍ଲୀ, ଦେଶର ରାଜଧାନୀରେ ବର୍ତ୍ତମାନ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏପରି ହୋଇଛି ଯେ, ସରକାର ବର୍ତ୍ତମାନ ସମ୍ଭାଳିବା ସ୍ଥିତିରେ ନାହାଁନ୍ତି। ସେଥିପାଇଁ ଆଜି ରାତି 10ଟାରୁ 6 ଦିନ ପାଇଁ ଦିଲ୍ଲୀରେ ଲକଡାଉନ ଘୋଷଣା କରାଯାଇଛି। କେବଳ ଜରୁରୀ ସେବା ଛାଡି ଦେଲେ ଆଉ ସବୁ ବନ୍ଦ। ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା। ସେ କହିଛନ୍ତି ଯେ, ଏହା ହେଉଛି ଏକ ଛୋଟିଆ ଲକଡାଉନ, ମୁଁ ଜାଣେ ଲକଡାଉନ ହେଲେ ଗରିବ ଲୋକଙ୍କର କଣ ଅସୁବିଧା ହେବ। ମୁଁ ନିଜେ ଲକଡାଉନକୁ ବିରୋଧ କରେ। ହେଲେ ବର୍ତ୍ତମାନ ପରିସ୍ଥିତି ଯାହା, ଜୀବନ ରକ୍ଷା ପାଇଁ ଏହା ନିହାତି ଜରୁରୀ ବୋଲି କହିଛନ୍ତି କେଜ୍ରିୱାଲା। ଏପରି ନିଷ୍ପତି ଉପରାଜ୍ୟପାଳଙ୍କ ସହିତ ଆଲୋଚନା କରି ବହୁ କଷ୍ଟରେ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ ହାତଯୋଡି ସମସ୍ତଙ୍କୁ ନିବେଦନ କରି କହିଛନ୍ତି ଯେ, ଆପଣମାନେ…

Read More

ଭୁବନେଶ୍ଵର: ଔଷଧ କଳାବଜାରୀ ରୋକିବା ପାଇଁ ଏକ ସ୍ଵତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। କରୋନା ଔଷଧର କଳାବଜାରୀ ଉପରେ ଏହି ସ୍କ୍ବାଡ୍ ନଜର ରଖିବ। କଳାବଜାର ଉପରେ ଏହି ସ୍ଵତନ୍ତ୍ର ସ୍କ୍ବାଡ୍ ଚଢାଉ କରିବ। ସେଥିପାଇଁ ୨୩ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଛି। ଟ୍ଵିନ ସିଟି ପାଇଁ ୭ ଟି ଟିମ୍ ଏବଂ ଅନ୍ୟ ଅଞ୍ଚଳ ପାଇଁ ୧୫ ଟି ସ୍କ୍ବାଡ୍ କଳାବଜାରୀ ଉପରେ ନଜର ରଖିବେ। କଳାବଜାର କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଜି କହିଛନ୍ତି।

Read More

ନୂଆଦିଲ୍ଲୀ, ଆଜି ରାତି 10ଟାରୁ 6 ଦିନ ପାଇଁ ଦିଲ୍ଲୀ ହେଲା ଲକଡାଉନ। ଦିଲ୍ଲୀରେ କରୋନା ସ୍ଥିତି ଅଣଆୟତ ହେବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲା କହିଛନ୍ତି। ଆଜି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀର ଅବସ୍ଥା ଦିନକୁ ଦିନ ଗମ୍ଭିର ହେବାରେ ଲାଗିଛି। ଏପରି ପରିସ୍ଥିତିରେ କରୋନା ମୁକାବିଲା କଠିନ ହୋଇପଡୁଛି। ସେ କହିଛନ୍ତି ଯେ, ଦିଲ୍ଲୀରେ ଦୈନିକ 25 ହଜାର ନୂଆ ମାମଲା ଆସୁଛି। ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ପରିଚାଳନା କରିବା କାଠିକର ପାଠ ହୋଇପଡିଛି। ଯଦି ଏହାଠାରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଆସିବେ ତେବେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଷିଡି ପଡିବ। ସେଥିପାଇଁ ବହୁ କଷ୍ଟରେ ଏହି ଛ ଦିନିଆ ଲକ ଡାଉନ ଘୋଷଣା କରାଗଲା ବୋଲି କେଜ୍ରିୱାଲା କହିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ମନ୍ତବ୍ୟ ଦେଇଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସ୍ଥିତି ଭଲ ଅଛି। କିନ୍ତୁ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ବୋଲି ସେ ସତର୍କ କରିଛନ୍ତି। କିନ୍ତୁ ଏବେ ରାଜ୍ୟରେ ସ୍ଥିତି ଭଲ ଅଛି ଭାବି କୋହଳ କରିଦେବା ଠିକ ନୁହେଁ। ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବରକୁ ସକ୍ରିୟ ରଖିବା ପାଇଁ ସେ ସମସ୍ତ ଜିଲ୍ଲାପାଳମାନଙ୍କୁ ଡା. ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। କେବଳ ରୋଗୀ ଖୋଜିବା ସରକାରଙ୍କ ଦାୟିତ୍ଵ ନୁହେଁ, ଏଥିପାଇଁ ଲୋକମାନଙ୍କ ଦାୟିତ୍ଵ ମଧ୍ୟ ରହିଛି। ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହେଉଥିଲେ ଆଶା ଦିଦିଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି।

Read More

ଭୁବନେଶ୍ବର: ଟୀକା ନେଲେ ପରେ କରୋନା ସଂକ୍ରମଣ ହେଉନଥିବା ଭାବିବା ଠିକ ନୁହେଁ। କିନ୍ତୁ ଏଥିରେ ମୃତ୍ୟୁ ହାର କମିବ। ତେଣୁ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। କେତୋଟି ଜିଲ୍ଲାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିବା ବେଳେ ଛତିଶଗଡ ସୀମାନ୍ତ ଅଞ୍ଚଳରେ ଖୋଲିବା ପାଇଁ ଡା. ନିରଞ୍ଜନ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏବେ କରୋନା ପରୀକ୍ଷା ଉପରେ ଗୁରୁତ୍ଵ ଦିଆଯାଉଛି। ଆଗାମୀ ଦିନରେ ୫୦ ହଜାର ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରୀ ଓ ଘରୋଇ ହସ୍ପିଟାଲରେ ୯୦୦୮ ବେଡ ଉପଲବ୍ଧ ଅଛି। ତନ୍ମଧ୍ୟରୁ ୧୭.୫ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିଭଳି ଏବେ ରାଜ୍ୟରେ ୨୦୧୮ ଟି ଆଇସିୟୁ ବେଡ ଥିବା ବେଳେ ୭୮୨ ଟି ଭେଣ୍ଟିଲେଟର ଉପଲବ୍ଧ ଅଛି। ସେଥିରେ ୭.୫୪ ପ୍ରତିଶତ ରୋଗୀ ଚିକିତ୍ସିତ ଅଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩ ହଜାର ୮୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୬୧୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫୦ ଲକ୍ଷ ୬୧ ହଜାର ୯୧୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୮ ହଜାର ୭୬୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୮ ଲକ୍ଷ ୯ ହଜାର ୬୪୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୯ ଲକ୍ଷ ୨୯ ହଜାର ୩୨୯ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୭୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୨ ହଜାର ୭୦୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୬ ହଜାର ୧୩୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୪ ହଜାର ୫୬୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୪୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୪ ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୭୨୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୮୭ ଜଣ, ଅନୁଗୁଳ ୮୭…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ମିଥୁନ ରାଶିଫଳ- ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ ।

Read More

କନ୍ୟା ରାଶିଫଳ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ । ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ । ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ। ବିଛା ରାଶିଫଳ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ ।

Read More