Author: Samikhsya Bureau

ଭୁବନେଶ୍ବର: ରାଜ୍ୟରେ ୧୬ ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟର ୧୬ ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଆକଳନ କରାଯାଇଛି। ଆଜି ଠାରୁ ୧୬ ତାରିଖ ଯାଏଁ ଝଡ ବର୍ଷା ସହ ବଜ୍ରପାତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ବାଲେଶ୍ବର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିଛି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୫୧୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୨୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୭୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅର୍ନ୍ତତ ଲଡୁଗାଁ ର୍ପଦୂଷଣର ଗନ୍ତାଘର ପାଳଟିଛି। ଲଡୁଗାଁ ପଂଚାୟତର ଲଡୁଗାଁ ଗ୍ରାମ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବା ବେଳେ ସେଠାରେ ପ୍ରାୟ ପନ୍ଦର ହଜାର ରୁ ଅଧିକ ଜନ ବସତି ରହିଛି। ଏତଦ ବ୍ୟତୀତ ପ୍ରତ୍ୟହ ସେଠାକୁ ଆଖପାଖ ଅଂଚଳର ପ୍ରାୟ ଦୁଇ/ତିନି ହଜାର ଲୋକେ ବ୍ୟବସାୟ କାର୍ଯ୍ୟରେ ଆସିଥାନ୍ତି। ଜନଗହଳିପୂର୍ଣ୍ଣ ଲଡୁଗାଁ ଯଦିଓ ଗ୍ରାମପଂଚାୟତ ମୂଖ୍ୟାଳୟ ତଥାପି ଏହା ଛୋଟ ସହରାଂଚଳରୁ କମ ନୁହେଁ। ଲଡୁଗାଁର ଚାରିପଟେ ୧୦ ରୁ ଉର୍ଦ୍ଧ୍ୱ ରାଇସ ମିଲ ସ୍ଥାପିତ ହୋଇଥିବା ବେଳେ ଏହାର ଧୂଆଁ ଗ୍ରାମସାରା ବିସ୍ତାରିତ ହୋଇ କଳା ବାଦଲର ଭ୍ରମ ସୃଷ୍ଟିକରେ। ଏପରିକି ଘରେ ଦ୍ୱାରେ କଳା ଆସ୍ତରଣ ଜମିଯାଉଥିବା ବେଳେ ଗଛପତ୍ର ମାନଙ୍କରେ ମଧ୍ୟ କଳା ଛାଇଯାଏ। ରାଇସ ମିଲ ମାନଙ୍କରୁ ନିର୍ଗତ ପାଣି ଦୁର୍ଗନ୍ଧ ହୋଇ ଆଖପାଖ ଅଂଚଳ ଦୂଷିତ କରୁଥିବା ବେଳେ ରୋଗପୋକ ବୃଦ୍ଧି କରୁଥିବା…

Read More

ଭୁବନେଶ୍ଵର: ରାଜ୍ୟରେ ଏବେ ଟୀକା ଅଭାବ ଦେଖାଦେଇଛି। ପର୍ଯ୍ୟାପ୍ତ ଟୀକା ଡୋଜ ନଥିବାରୁ ରାଜ୍ୟରେ ୯୦୦ ଟୀକା କେନ୍ଦ୍ର ବନ୍ଦ ରହିଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ ଏବେ ୨ ଲକ୍ଷ ୩୩ ହଜାର କୋଭାସିଲ୍ଡ ଡୋଜ ଥିବା ବେଳେ ମାତ୍ର ୭୭ ହଜାର କୋଭାକ୍ସିନ ଡୋଜ ମହଜୁଦ ରହିଛି। ଟୀକା ଅଭାବରୁ ଟିକାରଣ ବାଧାପ୍ରାପ୍ତ ହେବ ଏବଂ ଅଧିକାଂଶ ଟୀକା କେନ୍ଦ୍ର ବନ୍ଦ ହୋଇଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

Read More

ଭୁବନେଶ୍ବର: ଗଜପତି ଜିଲ୍ଲାର ୨ ଟି ଜେଲରୁ ୯ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଜିଲ୍ଲାର ପାରଳାଖେମୁଣ୍ଡି ସବଜେଲରୁ ୩ ଅନ୍ତେବାସୀ କରୋନା ପଜିଟିଭ ହୋଇଥିବା ବେଳେ ଆର. ଉଦୟଗିରି ସବଜେଲରୁ ୬ ଅନ୍ତେବାସୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ସଂକ୍ରମିତଙ୍କୁ ଜେଲର ଆଇସୋଲେସନ ସେଲରେ ରଖାଯାଇଛି। ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ତେବାସୀଙ୍କୁ କରୋନା ପରୀକ୍ଷା କରାଯିବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: କେନ୍ଦ୍ରପଡାର ଘରୋଇ ନର୍ସିଙ୍ଗ ହୋମରୁ ଏକ ଅଦ୍ଭୂତ ଶିଶୁ କନ୍ୟା ଜନ୍ମ ହୋଇଥିବା ସୂଚନା ରହିଛି। ନବଜାତ ଶିଶୁକନ୍ୟାର ଦୁଇଟି ମୁଣ୍ଡ, ୩ ଟି ହାତ, ୪ ଟି ଆଖି ଏବଂ ୪ ଟି କାନ ଥିବା ଜଣାପଡିଛି। ବର୍ତ୍ତମାନ ନବଜାତ ଶିଶୁକନ୍ୟଟି ସୁସ୍ଥ ଅଛି। କିନ୍ତୁ ଏବେ ତାକୁ କଟକ ସ୍ଥାନାନ୍ତରିତ କରାଯାଉଛି।

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ତହସିଲ୍ ଅନ୍ତର୍ଗତ କୋଲର ପଞ୍ଚାୟତ ସ୍ଥିତ କୋଲର ବ୍ରିଜ୍ ପାଖ ବାଲିଘାଟରୁ ବିନା ୱାଇ ଫର୍ମରେ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଡିବିିଡିବି ହେଇ ବାଜୁଥିବା ବେଳେ ପ୍ରଶାସନ ନିଷ୍କ୍ରିୟ ପାଲଟିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ କୋଲର ବ୍ରିଜ୍ ନିକଟରେ ଅରିଲୋ-ଜଇପୁର ଘାଟ ଓ ବିଳାସପୁର ଘାଟ ନାମକ ଦୁଇଟି ବାଲିଘାଟ ତିର୍ତ୍ତୋଲ ତହସିଲ୍ ପକ୍ଷରୁ ନିଲାମ ହୋଇଛି। ତିର୍ତ୍ତୋଲ ତହସିଲ୍ ପକ୍ଷରୁ ଉକ୍ତ ବାଲିଘାଟକୁ ପାଖାପାଖି ୨୫ ଦିନ ପୂର୍ବେ ଗୋଟିଏ ଲେଖାଁଏ ୱାଇଫର୍ମ ବହି ଦିଆଯାଇଥିବା ସୂଚନା ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ ଆଉ ନୂଆ ୱାଇଫର୍ମର ଆବଶ୍ୟକତା ପଡୁନାହିଁ କିପରି ବୋଲି କୁହାଯାଉଛି। ସୂଚନାନୁଯାୟୀ ଯଦି ଗୋଟିଏ ୱାଇଫର୍ମ ବହିରେ ୫୦ଟି ଫର୍ମ ରହୁଛି ଓ ଗୋଟିଏ ଫର୍ମରେ ଗୋଟିଏ ଗାଡି ଗୋଟିଏ ଥର ବାଲି ଉଠାଇ ପାରିବ ତେବେ ଦୈନିକ…

Read More

ଭୁବନେଶ୍ଵର: ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ହୋଇପାରେ। ସ୍ଥିତିକୁ ଦେଖି ଆସନ୍ତା ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି। ନବମ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସରକାର ଚାହୁଁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ତେବେ ଏପ୍ରିଲ ୩୦ ଯାଏଁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢା ବନ୍ଦ ଅଛି। ପିଲାଙ୍କ କୋର୍ସ ପ୍ରାୟ ଶେଷ ହୋଇ ଆସିଥିବା ବେଳେ ଆଉ ଅଳ୍ପ କିଛି ବାକି ରହିଛି। ୩୦ ତାରିଖ ପରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Read More

ଚେନ୍ନାଇ: ତାମିଲନାଡୁ ବିଧାନସଭା ପାଇଁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ପରଲୋକ ହୋଇଯାଇଛି। ସେ ଶ୍ରୀବିଲ୍ଲିପୁଥୁର ଆସନରୁ ନିର୍ବାଚନ ଲଢୁଥିଲେ। ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ସପ୍ତାହରେ ସେ ଫୁସଫୁସ ସଂକ୍ରମଣରେ ପୀଡିତ ଥିଲେ, ଆଜି ତାଙ୍କର ପରଲୋକ ହୋଇଯାଇଛି। ମାଧବଙ୍କ ନିଧନରେ ସମ୍ପର୍କୀୟଙ୍କ ସହ ଦଳର କର୍ମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖଯୋଗ୍ୟ ଯେ, ତାମିଲନାଡୁ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷ ହୋଇଯାଇଛି। ୨୩୪ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନର ଫଳାଫଳା ମେ ୨ ତାରିଖରେ ଘୋଷଣା ହେବ।ଯଦି ମାଧବ ରାଓ ଏହି ନିର୍ବାଚନରେ ବିଜୟ ଲାଭ କରନ୍ତି, ତେବେ ପୁଣିଥରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଏଆଇଏଡିଏମକେ ଏବଂ ବିଜେପି ମେଣ୍ଟ ସହ ଡିଏମକେ ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ ଲଢେଇ ହେଉଛି।

Read More

ଭୁବନେଶ୍ବର: କୁଖ୍ୟାତ ଗ୍ୟାଙ୍ଗଷ୍ଠାର ହାଇଦରର ଫେରାର ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏସସିବିରେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିବା ୬ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ୬ ପୋଲିସ କର୍ମୀଙ୍କ ମଧ୍ୟରୁ ଜଣେ ହାବିଲଦାର ଏବଂ ୫ ଜଣ କନେଷ୍ଟବଳ। ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଏନେଇ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଏସସିବିରୁ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ଘଟଣାରେ ଡ଼ିଜିପିଙ୍କ ନେତୃତ୍ଵରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। କେନ୍ଦ୍ରାଞ୍ଚଳ ଡିଆଇଜି, କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସମେତ ବହୁ ପୋଲିସ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଡିଜିପିଙ୍କ ଭୁବନେଶ୍ଵର କ୍ୟାମ୍ପରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ହାଇଦରର ଲୋକେସନ ଟ୍ରେସ କରାଯାଉଥିବା ଜଣାପଡିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୦୮ ଜଣ ଚିହ୍ନଟ ହୋଇଥିବା ବେଳେ ୫୭୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୯ ହଜାର ୬୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୯ ହଜାର ୬୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୯୭୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୩୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୩୧୭, ଖୋର୍ଦ୍ଧା ଜିଲ୍ଲାରୁ ୧୫୮ ଜଣ, ନୂଆପଡା ଜିଲ୍ଲାରୁ ୯୦ ଜଣ, ଅନୁଗୁଳ ୨୭ ଜଣ,…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୨ ହଜାର ୮୭୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୩୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୩ ଲକ୍ଷ ୫୮ ହଜାର ୮୦୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୯ ହଜାର ୨୭୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୮୧ ହଜାର ୪୪୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୧ ଲକ୍ଷ ୮ ହଜାର ୮୭ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର 17 ତମ ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କାହାକୁ କଣ କହିବା ଉଚିତ୍ ନୁହେଁ। ଯଦି ଆପଣ ସେହି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରିବେ, ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନକୁ ସରଳ ଏବଂ ସଫଳ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। 1-ଚାଣକ୍ୟ ନୀତି ଅନୁଯାୟୀ ଔଷଧ ବିଷୟରେ କାହାକୁ କହିବା ଉଚିତ୍ ନୁହେଁ । ଆପଣ  କେଉଁ ଔଷଧ ସେବନ କରୁଛନ୍ତି ତାହା କେହି କହିବା ଉଚିତ୍ ନୁହେଁ। ଆପଣଙ୍କର ଔଷଧ ବିଷୟରେ ଅନ୍ୟମାନଙ୍କୁ କହିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। 2- ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘରର ରହସ୍ୟ ବା ମତଭେଦ ବା ତ୍ରୁଟିକୁ କାହା ଆଗରେ ପ୍ରକାଶ କରାଯିବା ଉଚିତ୍ ନୁହେଁ। ଆପଣ ଯେତେ ବିରକ୍ତ ହୁଅନ୍ତୁ ନା କାହିଁକି, ଆପଣ ନିଜ…

Read More

ଭୁବନେଶ୍ୱର , ଆଗାମୀ ମଇ ୨୯ତାରିଖ ଦିନ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ବିତୀୟ ଵର୍ଷ ପୂରଣ କରୁଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ରେ ସରକାର ଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ଆଗମୀ ମଇ ୧୫ ରୁ ୨୫ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିବ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟ ମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଛନ୍ତି । ସଚିବମାନଙ୍କ ଉପସ୍ଥିତି ରେ ମନ୍ତ୍ରୀ ମାନେ ସେମାନଙ୍କ ବିଭାଗ ଦ୍ବାରା କାର‌୍ୟ୍ୟ କାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମ ର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବେ । ଏହା ସହିତ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗ ରେ କିଭଳି କାଯ୍ୟକାରୀ କରାଯାଇଛି ଏବଂ…

Read More

ମେଷ: – ଆଜି, ଯଦି ଆପଣ ଫଳାଫଳ ବିଷୟରେ ଚିନ୍ତା ନ କରି କଠିନ ପରିଶ୍ରମ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଅପଚୟ ଆର୍ଥିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ବାଧାବିଘ୍ନ ଦୂର ହେବ । ପରିବାର ସଦସ୍ୟଙ୍କ ସହ ତୀବ୍ର ବିତର୍କ ହେତୁ ମନ ଅସନ୍ତୁଷ୍ଟ ହୋଇପାରେ । ତୁମେ ତୁମର ପ୍ରିୟତମଙ୍କ ସହିତ ସମୟ ବିତାଇବା ଆବଶ୍ୟକ, ଯାହା ଦ୍ବାରା ତୁମେ ଦୁହେଁ ପରସ୍ପରକୁ ଭଲଭାବେ ବୁଝିପାରିବ। ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ । ବୌଦ୍ଧିକ ଆଲୋଚନା ଠାରୁ ଦୂରରେ ରୁହ । ଆଜି ଟଙ୍କା ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନିଅ ନାହିଁ । ପରିବାର ସଦସ୍ୟଙ୍କ ସହିତ ହସ ଏବଂ ମଜା ଦିନକୁ ଖୁସି କରିପାରେ । ବୃଷ: – ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ତୁମର ଖାଦ୍ୟ ଏବଂ ପାନୀୟର ବିଶେଷ…

Read More

କୁମ୍ଭ: – ଆଜି ତୁମ ଜୀବନରେ ବହୁତ ଖୁସି ଆଣିଦେବ । ଭ୍ରମଣ ଆପଣଙ୍କୁ ଥକ୍କା ଏବଂ ଚାପ ଦେବ କିନ୍ତୁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ । ଅନ୍ୟମାନଙ୍କ ଉପରେ ନିର୍ଭର କର ନାହିଁ । କେହି କେହି ତୁମର କାମକୁ ଅବରୋଧ କରିପାରେ । ଯଦି ତୁମେ କାହାକୁ ସମ୍ପୂର୍ଣ୍ଣ ରୂପେ ବିଶ୍ବାସ କର, ତୁମେ ମଧ୍ୟ ପ୍ରତାରିତ ହୋଇପାରିବ । ମୀନ: – ଆଜି ଆପଣଙ୍କ ପାଇଁ ଶୁଭ ହେବ । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ହେବ । ନୂତନ ଯୋଜନାଗୁଡିକ ଆକର୍ଷଣୀୟ ହେବ । ତୁମର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଶୀଘ୍ର କର ନାହିଁ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ। ଆପଣ ଦିନସାରା ଚିତ୍ତାକର୍ଷକ ଧାରା ସହିତ ବ୍ୟସ୍ତ ରହିବେ । କୌଣସି କାରଣରୁ କଣ୍ଟିଜେନ୍ସି ଟଙ୍କା ଖର୍ଚ୍ଚ ହେବ ।

Read More

କନ୍ୟା : – ଆଜି ତୁମେ ତୁମର ଚିନ୍ତାଧାରା ଏବଂ ଶକ୍ତିକୁ ସେହି କାର୍ଯ୍ୟଗୁଡ଼ିକରେ ରଖ, ଯେଉଁଠାରୁ ତୁମର ସ୍ୱପ୍ନ ବାସ୍ତବତାର ରୂପ ନେଇପାରେ । ସାବଧାନ ରୁହନ୍ତୁ ଯେ କ୍ରୋଧରେ କାହା ସହିତ କୌଣସି କ୍ରୋଧିତ ଆଲୋଚନା ହେବ ନାହିଁ । ଆୟର ନୂତନ ମାଧ୍ୟମ ଦେଖାଯିବ । ଧନୁ : – ଆଜି, ଯଦି ତୁମେ କାହାର ଗୋପନୀୟ ଜିନିଷ ଜାଣିଛ, ତେବେ ସେହି ଜିନିଷ କାହାକୁ କୁହ ନାହିଁ । ଧ୍ୟାନ ଏବଂ ଯୋଗ ଶାରୀରିକ ଏବଂ ମାନସିକ ଲାଭ ପାଇଁ ଉପଯୋଗୀ ହେବ । ଆଜି ତୁମର ମଧୁର ଆଚରଣ ଲୋକଙ୍କ ହୃଦୟ ଜିତିବ । ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ଏହା ଏକ ଭଲ ସୁଯୋଗ ।

Read More

ବୃଷ: – ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ତୁମର ଖାଦ୍ୟ ଏବଂ ପାନୀୟର ବିଶେଷ ଯତ୍ନ ନିଅ । ଘରେ ଶାନ୍ତି ରହିବ। ହୁଏତ ଭାବପ୍ରବଣ ଚାପ ଭୋଗିବାକୁ ପଡିପାରେ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ସମ୍ପତ୍ତି ଉପରେ ବିବାଦ ଉପୁଜିପାରେ। ଆଜି ଛାତ୍ରମାନଙ୍କ ପାଇଁ ଏକ ଭଲ ଦିନ। କର୍କଟ: – ଆଜି ଆପଣ ଅଧିକ ସମ୍ବେଦନଶୀଳ ହେବେ । ଖରାପ ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ । ଏହି ଦିନ ଶାରୀରିକ ଏବଂ ମାନସିକ ସୁଖ ଭଲ ହେବ । ନକାରାତ୍ମକ ପରିବର୍ତ୍ତନ ଏବଂ ନିରାଶାଜନକ ଚିନ୍ତାଧାରା ଆପଣଙ୍କ ମନରେ ଆସିପାରେ ।

Read More