Author: Samikhsya Bureau

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…

Read More

ମେଷ: – ଆଜି ଅନ୍ୟମାନଙ୍କ ମତ ଶୁଣିବା ଏବଂ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ହେବ। ମିଛ କହିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କର ପ୍ରେମ ସମ୍ପର୍କକୁ ନଷ୍ଟ କରିପାରେ । ସେହି ଲୋକମାନଙ୍କ ସହିତ ସମ୍ପର୍କରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବେ। ବେଳେବେଳେ ବୈବାହିକ ଜୀବନ ପ୍ରକୃତରେ ଅନେକ ହତାଶାର କାରଣ ହୋଇପାରେ। ଆପଣଙ୍କର ସକରାତ୍ମକ ଚିନ୍ତାଧାରା ଜୀବନରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବ – ଏକ ପ୍ରେରଣାଦାୟକ ପୁସ୍ତକ ପଢିବା କିମ୍ବା ଚଳଚ୍ଚିତ୍ର ଦେଖିବା ଆଜି ବହୁତ ଭଲ ହେବ । ବୃଷ: – ଆଜି ସମସ୍ୟାର ସମାଧାନ ପାଇଁ ପିତାମାତାଙ୍କ ସାହାଯ୍ୟ ନିଅ । ସେମାନଙ୍କ ପରାମର୍ଶ ସହିତ କାମ କରନ୍ତୁ, ତେବେ ଆପଣ ନିଶ୍ଚିତ ଭାବରେ ଅସୁବିଧାର ସମାଧାନ ଖୋଜିବାକୁ ସକ୍ଷମ ହେବେ । ପ୍ରେମ ଆପଣଙ୍କର ଜୀବନରୁ ବାହାରି ପାରେ, ଆପଣଙ୍କୁ କେବଳ ଆଖି ଏବଂ କାନ ଖୋଲା ରଖିବା…

Read More

ଧନୁ : – ପରିବାର ସଦସ୍ୟ ସହଯୋଗୀ ଦେବେ, କିନ୍ତୁ ସେମାନଙ୍କର ଅନେକ ଦାବି ରହିବ। ଆପଣଙ୍କ ଉପାୟକୁ ସର୍ବୋତ୍ତମ ଉପାୟରେ ବ୍ୟବହାର କରିବା ଆବଶ୍ୟକ, କାରଣ ଆଜି ଆପଣଙ୍କ ପ୍ରିୟ ବ୍ୟକ୍ତି ଶୀଘ୍ର କ୍ରୋଧିତ ହୋଇପାରନ୍ତି । ଆପଣ ସବୁବେଳେ ଶୁଣିବାକୁ ଚାହୁଁଥିବା ପ୍ରସଂଶା ଆଜି ମିଳିବ । ମୀନ: – କଥାବାର୍ତ୍ତା କରିବା ସମୟରେ ଏବଂ ଆର୍ଥିକ କାରବାର କରିବା ସମୟରେ ସତର୍କ ରହିବା ଆବଶ୍ୟକ । ଘରୋଇ କାମର ଭାର ଏବଂ ଟଙ୍କା ଆଜି ଆପଣଙ୍କ ବିବାହିତ ଜୀବନରେ ସମସ୍ୟା ସୃଷ୍ଟି କରିପାରେ । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରିବାର ସହିତ ଚୂଡାନ୍ତ ହୋଇପାରିବ ।

Read More

ମକର: – ଆଜି ମା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇପାରିବ ସେଥିପାଇଁ ଆଜି ପୂଜା ଅର୍ପଣ କରିବା ପରେ ମାଙ୍କୁ ଲଡୁ ଭୋଗ ଦିଅନ୍ତୁ।  ଯାତ୍ରା ପାଇଁ ଦିନଟି ଭଲ ନୁହେଁ । ଶିଶୁ କିମ୍ବା ବୃଦ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ପରୋକ୍ଷରେ ଆପଣଙ୍କ ବୈବାହିକ ଜୀବନ ଉପରେ ପ୍ରଭାବ ପକାଇପାରେ । କୁମ୍ଭ: – ଆପଣଙ୍କର ଅସାବଧାନତା ମନୋଭାବ ପିତାମାତାଙ୍କୁ ଦୁଃଖ ଦେଇପାରେ । କୌଣସି ନୂତନ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ, ସେମାନଙ୍କର ମତାମତ ମଧ୍ୟ ଜାଣ । ଆଜି ଆପଣଙ୍କ ପ୍ରିୟଙ୍କୁ ଆପଣଙ୍କ ଭାବନା ପ୍ରକାଶ କରିବା କଷ୍ଟକର ହେବ । ଗପସପ ଏବଂ ଗୁଜବଠାରୁ ଦୂରରେ ରୁହନ୍ତୁ ।

Read More

ମେଷ: – ଆଜି ଅନ୍ୟମାନଙ୍କ ମତ ଶୁଣିବା ଏବଂ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ହେବ। ମିଛ କହିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କର ପ୍ରେମ ସମ୍ପର୍କକୁ ନଷ୍ଟ କରିପାରେ । ସେହି ଲୋକମାନଙ୍କ ସହିତ ସମ୍ପର୍କରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବେ । ସିଂହ: – ଆଜି ଆପଣ କ୍ଳାନ୍ତ ଅନୁଭବ କରିବେ ଏବଂ ଛୋଟ କଥାରେ କ୍ରୋଧିତ ହୋଇପାରନ୍ତି। ଥଟ୍ଟାରେ କହିଥିବା ଜିନିଷ ବିଷୟରେ କାହାକୁ ହସିବା ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ତିକ୍ତତା ଆପଣଙ୍କ ଏକାଗ୍ରତାକୁ ଭଙ୍ଗ କରିବ। ଖରାପ ସମୟରୁ ଆପଣ କିଛି ଅଧିକ ଶିକ୍ଷା କରିବେ।

Read More

ବିଛା: – ଆଜି ଅସାବଧାନତା କାରଣରୁ ଆପଣଙ୍କୁ ଘରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିବ। ଆପଣଙ୍କ ପ୍ରିୟଙ୍କ ସହିତ ଝଗଡାରୁ କିଛି ଲାଭ ହେବ ନାହିଁ ।ଏହା ବଦଳରେ  ନିଜ ମନକୁ ଶାନ୍ତ ରଖିବା ଉଚିତ। ଆଇନ ପରାମର୍ଶ ପାଇଁ ଓକିଲଙ୍କ ନିକଟକୁ ଯିବା ଏକ ଭଲ ଦିନ । ମିଥୁନ: – ଆର୍ଥିକ ଉନ୍ନତି ହେତୁ, ଆପଣ ଦୀର୍ଘ ସମୟ ଧରି ବିଚାରାଧୀନ ବିଲ୍ ଏବଂ ଋଣକୁ ସହଜରେ ପରିଶୋଧ କରିବାକୁ ସମର୍ଥ ହେବେ । କୌଣସି ମୂଲ୍ୟରେ ଘରୋଇ ଦାୟିତ୍ବରୁ ଦୂରେଇ ଯାଆନ୍ତୁ ନାହିଁ । ପ୍ରେମ ପ୍ରସଙ୍ଗରେ ଜିଭକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଅସୁବିଧାରେ ପଡିପାରନ୍ତି ।

Read More

କନ୍ୟା: – ଆପଣଙ୍କର ପ୍ରିୟଙ୍କ ସହିତ କିଛି ପାର୍ଥକ୍ୟ ଉପୁଜିପାରେ- ଆହୁରି ମଧ୍ୟ, ଆପଣଙ୍କର ସାଥୀକୁ ବିଭିନ୍ନ ଦୃଷ୍ଟିକୋଣ ବ୍ୟାଖ୍ୟା କରିବାରେ ଅସହଜ ଅନୁଭବ କରିବେ । ହସିବା ଆଜିପାଇଁ ସବୁଠୁ ବଡ ସମ୍ପତ୍ତି ହେବ । ଯଦି ଆପଣ ଏବଂ ଆପଣଙ୍କ ଜୀବନସାଥୀ ଖାଦ୍ୟ ଏବଂ ପାନୀୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତି, ତେବେ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । କର୍କଟ: – ଆପଣଙ୍କର କାମ ଏବଂ ଶବ୍ଦକୁ ଦେଖ କାରଣ ସରକାରୀ ଆକଳନ ବୁଝିବା କଷ୍ଟକର ହେବ। ଆପଣ ଅନାବଶ୍ୟକ ଭାବରେ ଆପଣଙ୍କ ଜୀବନସାଥୀ ଉପରେ ଚାପଗ୍ରସ୍ତ ହେବାର ଚିନ୍ତା ଦୂର କରିପାରିବେ ।

Read More

ବୃଷ: – ଆଜି ସମସ୍ୟାର ସମାଧାନ ପାଇଁ ପିତାମାତାଙ୍କ ସାହାଯ୍ୟ ନିଅ । ସେମାନଙ୍କ ପରାମର୍ଶ ସହିତ କାମ କରନ୍ତୁ, ତେବେ ଆପଣ ନିଶ୍ଚିତ ଭାବରେ ଅସୁବିଧାର ସମାଧାନ ଖୋଜିବାକୁ ସକ୍ଷମ ହେବେ । ପ୍ରେମ ଆପଣଙ୍କର ଜୀବନରୁ ବାହାରି ପାରେ, ଆପଣଙ୍କୁ କେବଳ ଆଖି ଏବଂ କାନ ଖୋଲା ରଖିବା ଆବଶ୍ୟକ । ତୂଳା: – ଆପଣଙ୍କର ସହାନୁଭୂତି ଏବଂ ବୁଝାମଣା ପୁରସ୍କୃତ ହେବ । କିନ୍ତୁ ସାବଧାନ ରୁହନ୍ତୁ, କାରଣ ଯେ କୌଣସି ତତ୍ପର ନିଷ୍ପତ୍ତି ଚାପ ସୃଷ୍ଟି କରିପାରେ । ରୋମାନ୍ସ ଆପଣଙ୍କର ହୃଦୟ ଖୋଲା ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା କରିବା ବେଳେ, ଶବ୍ଦଗୁଡ଼ିକୁ ସାବଧାନତାର ସହିତ ବାଛନ୍ତୁ ।

Read More

ଭୁବନେଶ୍ୱର: ଛତିଶଗଡ଼ର ସୁକୁମା-ବିଜାପୁର ସୀମାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୨୨ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ଏବଂ ୩୦ରୁ ଉର୍ଦ୍ଧ୍ୱ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ଜୟଦେବ ତରଫରୁ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନଛକଠାରେ ସହିଦ ବୀର ଯବାନ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀମାନେ ଉପସ୍ଥିତ ରହି ସହିଦ ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମହମବତୀ ଜାଳି ଏକ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ଼ିଆରଆର ହରିଶଙ୍କର ଜେନା, ପିଡ଼ିଆରଆର ସ୍ମୃତିରଞ୍ଜନ ବିଶ୍ୱାଳ, ଅନୁଷ୍ଠାନର ସଭାପତି ତାପସ ରଞ୍ଜନ ମଲ୍ଲିକ, ସମ୍ପାଦକ ରଞ୍ଜନ କୁମାର ମହାପାତ୍ର, ଶିକ୍ଷାବିତ୍ ନାରାୟଣ ବେହେରା, ପ୍ରତୀକ ନନ୍ଦ, ସୁଶ୍ରୀ କାମିନୀ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମତୁଆଲଗୁଡା ନିକଟରେ ଇନ୍ଦ୍ରାବତୀ କେନାଲ ରେ ଜଣେ ଯୁବକର ଶବ ଭାସୁଥିବାର ଖବର ପାଇଁ ବଡକୁଟ୍ରୁ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଥିବା ଜଣାପଡିଛି। ଶନିବାର ରାତିରେ ମୁଖିଗୁଡା ଠାରେ ପରିବାର ସହ ରହୁଥିବା ସୀମାଂଚଳ ମହାପାତ୍ର ସାନ ଭାଇ ସହ ବ୍ୟବସାୟ କାର୍ଯ୍ୟରେ ବଡକର୍ଲାକୋଟ ଯାଇ ରାତିରେ ଫେରିନଥିଲେ। ଏସଂପର୍କରେ ପରିବାର ଲୋକେ ଚିନ୍ତିତ ଥିବା ବେଳେ ବଡକୁଟ୍ରୁ ପୋଲିସ ପକ୍ଷରୁ ଶବ ଉଦ୍ଧାର ବିଷୟ ଜାଣିପାରି ସୀମାଂଚଳ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଚିହ୍ନଟ କରିଥିଲେ। ରାତିରେ ପ୍ରାୟ ନଅଟା ସମୟରେ ବିଲମ୍ବ ହେତୁ ଘରକୁ ଯାଇନପାରୁ ଜୟପାଟଣାରେ ରହିଯାଉଥିବା ଫୋନ କରିଥିବା ପରିବାର ଲୋକ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ବଡକର୍ଲାକୋଟ ଠାରୁ ଜୟପାଟଣା ରାସ୍ତାରେ ପୁଳାପୁଳା ରକ୍ତ ପଡିଥିବା ଦେଖି ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାର ଛାନଭିନ କରି ସେଠାରୁ ସୀମାଂଚଲର…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପ୍ରକାଶ ଥାଉ କି, ଆଜି ଅପରାହ୍ନ ୫ ଘଟିକା ସମୟରେ ଟାଙ୍ଗୀ ତହସିଲ କାର୍ଯ୍ୟାଳୟରୁ ପ୍ରବଳ ଧୂଆଁ ବାହାରୁଥିବାର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଧୂଆଁକୁ ଦେଖି କାର୍ଯ୍ୟାଳୟ ଭିତରେ ଥିବା କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ଦୌଡି ପଳାଇ ଆସିଥିଲେ। ପରେ ସେମାନେ ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗକୁଖବର ଦେଇଥିଲେ। ଅଗ୍ନିଶମ ବାହିନୀ  ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ। ହେଲେ କାର୍ଯ୍ୟାଳୟର ବିଭିନ୍ନ ବିଦ୍ୟୁତ ଉପକରଣ ପୋଡି ନଷ୍ଟ ହୋଇଥିବାରୁ ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏହି  ଅଗ୍ନିକାଣ୍ଡ  ଘଟଣା  ଦିନ ବେଳା ଘଟିଥିବାରୁ ତହସିଲ କାର୍ଯ୍ୟାଳୟ ଏକ ବଡ ଧରଣର ବିପର୍ଯ୍ୟୟରୁ ବର୍ତ୍ତି ଯାଇଛି। ତେବେ ତହସିଲ କାର୍ଯ୍ୟାଳୟର ସମସ୍ତ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୬, କଟକରୁ ୨୦, ନୂଆପଡାରୁ ୨୦, କଳାହାଣ୍ଡିରୁ ୧୨, ସୁନ୍ଦରଗଡରୁ ୧୨, ସମ୍ବଲପୁରରୁ ୧୧, ଝାରସୁଗୁଡାରୁ ୧୦, ମୟୂରଭଞ୍ଜରୁ ୧୦, ବଲାଙ୍ଗୀରିରୁ ୯, ବରଗଡରୁ ୮, ବାଲେଶ୍ବରରୁ ୬, ଗଞ୍ଜାମରୁ ୬, ଯାଜପୁରରୁ ୫, କେନ୍ଦୁଝରରୁ ୫, ପୁରୀରୁ ୫, ବୌଦ୍ଧରୁ ୪, ଜଗତସିଂହପୁରରୁ ୪, ଅନୁଗୁଳରୁ ୩, ଢେଙ୍କାନାଳରୁ ୨, କେନ୍ଦ୍ରାପଡାରୁ ୨, କୋରାପୁଟରୁ ୨, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୮ ହଜାର ୧୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୭୩୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୯୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୮୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ରୋକିବା ପାଇଁ ବିବାହ ଉତ୍ସବରେ କଟକଣା ଲାଗୁ କରିଛି। ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଆଜି ଗଞ୍ଜାମ ପାଇଁ କଟକଣା ଜାରି କରିଛନ୍ତି। ସର୍ବାଧିକ ୧୦୦ ଜଣ ଅତିଥିଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିବାହ ଉତ୍ସବରେ ଅତିଥିଙ୍କ ପାଇଁ ଭୋଜିରେ ପ୍ୟାକେଟ ଖାଦ୍ୟ ପରିବେଷଣ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Read More

ନୂଆଜିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ ତାରିଖ ବୁଧବାର ସନ୍ଧ୍ୟା ୭ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା ୨୦୨୧” କାର୍ଯ୍ୟକ୍ରମରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, “ଏକ ନୂଆ ସ୍ୱରୂପ, ବିଷୟଗୁଡ଼ିକର ବ୍ୟାପକ ଦିଗ ଏବଂ ଆମର ସାହସୀ ExamWarriors, ଶିକ୍ଷକ ଓ ଅଭିଭାବକଙ୍କ ସହ ଏକ ସ୍ମରଣୀୟ ଆଲୋଚନା।”

Read More

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ପିପିଲି ଉପ ନିର୍ବାଚନ ପାଇଁ ମତଦାନ ହେବ। ଏଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳର ବଡ ନେତାମାନଙ୍କର ପ୍ରଚାର ମୈଦାନକୁ ଓହ୍ଲାଇବା ଆରମ୍ଭ ହୋଇଯାଇଛି। ତେବେ ବିଜେଡ଼ି ପାଇଁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲିରେ ପ୍ରଚାର କରିବେ ବୋଲି ଜଣାପଡିଛି। ପିପିଲିରେ ବିଜେଡ଼ି ପର୍ଯ୍ଯବେକ୍ଷକ ପ୍ରତାପ ଦେବ ଏନେଇ ସୂଚନା ଦେଇଛନ୍ତି। ପ୍ରତାପ ଦେବଙ୍କ ଘରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Read More

ଭୁବନେଶ୍ୱର: ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଏହା ମଧ୍ୟରୁ ରାଜଧାନୀରେ ସଂକ୍ରମଣ ସଂଖ୍ୟା ଅଧିକ ଦେଖାଯାଉଛି। ତେବେ ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀରେ ବିଏମସି କରୋନା କଟକଣାକୁ କଡାକଡି କରିଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ବିଏମସି ଏକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରିଛି। କରୋନା ଗାଇଡଲାଇନ ଉଲ୍ଲଘଂନ ଅଭିଯୋଗରେ ଜୟଦେବ ବିହାରରେ ଥିବା ଏକ ଘରୋଇ କୋଚିଂ ସେଂଟରକୁ ବିଏମସି  ସିଲ୍ କରିଛି। ଏହାସହିତ ଆଜି ବିଏମସି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଢ଼ାଉ ଜାରି ରଖିଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅଧିନରେ ଥିବା ଜଣେ ହରିଜନ ମହିଳାଙ୍କ ଏକ ଜମିକୁ ସରକାର ଫେରାଇବା ଦାବିରେ  ସଂପୃକ୍ତ ମହିଳା ଆଜି କିସିଣ୍ଡା ଥାନା ସମ୍ମୁଖରେ ସକାଳ ୯ ଟାରୁ ଧାରଣାରେ ବସିଥିଲେ। କିସିଣ୍ଡା ଥାନାର ଅଧିକାରୀ ରାମେଶ୍ୱର ସିଂ ଧାରଣା ସ୍ଥଳକୁ ଯାଇ ଧାରଣାରେ ବସିଥିବା ମହିଳାକୁ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସମାଧାନ କରାଯିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମହିଳା ଜଣଙ୍କ ଧାରଣାରୁ ଓହରି ଯାଇଥିଲେ। ସୂଚନା ଯୋଗ୍ୟଯେ, କିସିଣ୍ଡା ଗ୍ରାମର ବିଶାଖା ପାଇକଙ୍କ ପିତାଙ୍କ ନାମରେ କିସିଣ୍ଡା ମୌଜା ଖାତା ନଂ-୯ ରୁ ୭.୬୦ ଡିସିିମିଲ ଜମିରୁ ପ୍ଲଟ୍ ନଂ-୩୦୦୯ ରୁ ୦.୧୨ ଡିସିମିଲ୍ ଓ ପ୍ଲଟ୍ ନଂ-୩୦୧୦ ରୁ ୦.୦୭ ଡି ଜାଗାକୁ କିସିଣ୍ଡା ଥାନା ଜୋର ଜବର ଦସ୍ତି ଅକ୍ତିଆରରେ ରଖି ଲୁହାତାର ବାଡ ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକାରିଣୀ ବିଶାଖା ପାଇକ…

Read More

ନୂଆଦିଲ୍ଲୀ, ଗତକାଲି ଭାରତ ରାଜନୈତିକ ଇତିହାସରେ ଆଉ ଏକ ବଡ ଘଟଣା ଯୋଡି ହୋଇଗଲା। ନକ୍ସଲଙ୍କ ଶଣ୍ଢୁଆସୀ ଆକ୍ରମଣରେ ସହିଦ ହେଲେ 22 ଯବାନ। କେତେ ଜଣ ମାଓବାଦୀ ମଲେ ତାହା ବଡ କଥା ନୁହେଁ, ହେଲେ ମାଓବାଦୀଙ୍କ ଯେଉଁ ହମଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଥର ମାଓବାଦୀମାନେ ପୂର୍ବରୁ ଏକ ଚକ୍ରବ୍ୟୁହ ରଚନା କରି ସୁରକ୍ଷା କର୍ମୀଙ୍କୁ ଫସେଇ ଦେଇଛନ୍ତି। ଯାହା ପୂର୍ବରୁ କେବେ ଏପରି ଘଟଣା ଘଟି ନ ଥିଲା। ପ୍ରକୃତ ଘଟଣା ହେଲା ମାଓବାଦୀମାନ ଯବାନଙ୍କୁ ହତ୍ୟା କରିବେ ବୋଲି ପୂର୍ବରୁ ଷଡଯନ୍ତ୍ର କରିଥିଲେ। ସେଥିପାଇଁ ସେମାନେ ନିଜେ ସୁକୁମା ଜଙ୍ଗଲରେ ଲୁଚି ରହିଛନ୍ତି ବୋଲି ଏକ ଖବର ଜାଣିଶୁଣି ପ୍ରଚାର କରିଦେଲେ। ସେହି ଖବର ଗୁଇନ୍ଦା ବିଭାଗ ପାଖରେ ପହଁଚିବା ପରେ ଏକ ବଡ ଅପରସେନର ଯୋଜନା ପ୍ରସ୍ତୁତ କରାଗଲା। ମାଓବାଦୀମାନେ ଜାଣିଶୁଣି ଖବର ଦେଇ ଯବାନମାନଙ୍କୁ ଅପେକ୍ଷା କରି ରହିଲେ। ସେଥିପାଇଁ ସେମାନେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୫୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୩୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୨୬୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୯୩୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩୫୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୫୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୦ ଜଣ, ନୂଆପଡା ଜିଲ୍ଲାରୁ ୬୦ ଜଣ, ବରଗଡ ଜିଲ୍ଲାରୁ ୪୩ ଜଣ,…

Read More

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ପରୀକ୍ଷା ଚାଲିବ। ପ୍ରତିଦିନ ଦୁଇଟି ଲେଖାଏଁ ସିଟିଂ ପରୀକ୍ଷା କରାଯାଉଛି। ପ୍ରଥମ ସିଟିଂ ପରୀକ୍ଷା ୭ଟା ୩୦ରୁ ୯ଟା ୩୦ ହେବାକୁ ଥିବାବେଳେ ଦ୍ଵିତୀୟ ସିଟିଂ ସକାଳ ୧୦ଟାରୁ ୧୨ଟା ଯାଏଁ ଚାଲିବ। ପ୍ରଥମ ଦିନ ଓଡ଼ିଆ ଓ ସାମାଜିକ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ଦ୍ଵିତୀୟ ଦିବସରେ ଇଂରାଜୀ ଓ ସାମାଜିକ ବିଜ୍ଞାନ, ତୃତୀୟ ‌ଦିବସରେ ଗଣିତ ଓ ତୃତୀୟ ଭାଷା ପରୀକ୍ଷା ହେବ। ପ୍ରାୟ ୬ ହଜାରରୁ ଅଧିକ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ମାଧ୍ୟମିକ ସ୍କୁଲରେ ଏହି ପରୀକ୍ଷା କରାଯାଉଛି। ବୋର୍ଡ ପରୀକ୍ଷାରେ ଆସିବାକୁ ଥିବା ସାମ୍ଭାବ୍ୟ ପ୍ରଶ୍ନପତ୍ର ଢାଞ୍ଚାରେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଆସିବ। ତେବେ ଆସନ୍ତା ୮ ତାରିଖ ଓଷ୍ଟା ୱେବସାଇଟରେ…

Read More