Author: Samikhsya Bureau

ଭୁବନେଶ୍ବର: ଏସସିବିରୁ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ଘଟଣାରେ ଡ଼ିଜିପିଙ୍କ ନେତୃତ୍ଵରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। କେନ୍ଦ୍ରାଞ୍ଚଳ ଡିଆଇଜି, କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସମେତ ବହୁ ପୋଲିସ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଡିଜିପିଙ୍କ ଭୁବନେଶ୍ଵର କ୍ୟାମ୍ପରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ହାଇଦରର ଲୋକେସନ ଟ୍ରେସ କରାଯାଉଥିବା ଜଣାପଡିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୦୮ ଜଣ ଚିହ୍ନଟ ହୋଇଥିବା ବେଳେ ୫୭୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୯ ହଜାର ୬୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୯ ହଜାର ୬୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୯୭୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୩୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୩୧୭, ଖୋର୍ଦ୍ଧା ଜିଲ୍ଲାରୁ ୧୫୮ ଜଣ, ନୂଆପଡା ଜିଲ୍ଲାରୁ ୯୦ ଜଣ, ଅନୁଗୁଳ ୨୭ ଜଣ,…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୨ ହଜାର ୮୭୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୩୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୩ ଲକ୍ଷ ୫୮ ହଜାର ୮୦୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୯ ହଜାର ୨୭୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୮୧ ହଜାର ୪୪୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୧ ଲକ୍ଷ ୮ ହଜାର ୮୭ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର 17 ତମ ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କାହାକୁ କଣ କହିବା ଉଚିତ୍ ନୁହେଁ। ଯଦି ଆପଣ ସେହି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରିବେ, ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନକୁ ସରଳ ଏବଂ ସଫଳ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। 1-ଚାଣକ୍ୟ ନୀତି ଅନୁଯାୟୀ ଔଷଧ ବିଷୟରେ କାହାକୁ କହିବା ଉଚିତ୍ ନୁହେଁ । ଆପଣ  କେଉଁ ଔଷଧ ସେବନ କରୁଛନ୍ତି ତାହା କେହି କହିବା ଉଚିତ୍ ନୁହେଁ। ଆପଣଙ୍କର ଔଷଧ ବିଷୟରେ ଅନ୍ୟମାନଙ୍କୁ କହିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। 2- ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘରର ରହସ୍ୟ ବା ମତଭେଦ ବା ତ୍ରୁଟିକୁ କାହା ଆଗରେ ପ୍ରକାଶ କରାଯିବା ଉଚିତ୍ ନୁହେଁ। ଆପଣ ଯେତେ ବିରକ୍ତ ହୁଅନ୍ତୁ ନା କାହିଁକି, ଆପଣ ନିଜ…

Read More

ଭୁବନେଶ୍ୱର , ଆଗାମୀ ମଇ ୨୯ତାରିଖ ଦିନ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ବିତୀୟ ଵର୍ଷ ପୂରଣ କରୁଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ରେ ସରକାର ଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ଆଗମୀ ମଇ ୧୫ ରୁ ୨୫ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିବ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟ ମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଛନ୍ତି । ସଚିବମାନଙ୍କ ଉପସ୍ଥିତି ରେ ମନ୍ତ୍ରୀ ମାନେ ସେମାନଙ୍କ ବିଭାଗ ଦ୍ବାରା କାର‌୍ୟ୍ୟ କାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମ ର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବେ । ଏହା ସହିତ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗ ରେ କିଭଳି କାଯ୍ୟକାରୀ କରାଯାଇଛି ଏବଂ…

Read More

ମେଷ: – ଆଜି, ଯଦି ଆପଣ ଫଳାଫଳ ବିଷୟରେ ଚିନ୍ତା ନ କରି କଠିନ ପରିଶ୍ରମ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଅପଚୟ ଆର୍ଥିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ବାଧାବିଘ୍ନ ଦୂର ହେବ । ପରିବାର ସଦସ୍ୟଙ୍କ ସହ ତୀବ୍ର ବିତର୍କ ହେତୁ ମନ ଅସନ୍ତୁଷ୍ଟ ହୋଇପାରେ । ତୁମେ ତୁମର ପ୍ରିୟତମଙ୍କ ସହିତ ସମୟ ବିତାଇବା ଆବଶ୍ୟକ, ଯାହା ଦ୍ବାରା ତୁମେ ଦୁହେଁ ପରସ୍ପରକୁ ଭଲଭାବେ ବୁଝିପାରିବ। ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ । ବୌଦ୍ଧିକ ଆଲୋଚନା ଠାରୁ ଦୂରରେ ରୁହ । ଆଜି ଟଙ୍କା ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନିଅ ନାହିଁ । ପରିବାର ସଦସ୍ୟଙ୍କ ସହିତ ହସ ଏବଂ ମଜା ଦିନକୁ ଖୁସି କରିପାରେ । ବୃଷ: – ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ତୁମର ଖାଦ୍ୟ ଏବଂ ପାନୀୟର ବିଶେଷ…

Read More

କୁମ୍ଭ: – ଆଜି ତୁମ ଜୀବନରେ ବହୁତ ଖୁସି ଆଣିଦେବ । ଭ୍ରମଣ ଆପଣଙ୍କୁ ଥକ୍କା ଏବଂ ଚାପ ଦେବ କିନ୍ତୁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ । ଅନ୍ୟମାନଙ୍କ ଉପରେ ନିର୍ଭର କର ନାହିଁ । କେହି କେହି ତୁମର କାମକୁ ଅବରୋଧ କରିପାରେ । ଯଦି ତୁମେ କାହାକୁ ସମ୍ପୂର୍ଣ୍ଣ ରୂପେ ବିଶ୍ବାସ କର, ତୁମେ ମଧ୍ୟ ପ୍ରତାରିତ ହୋଇପାରିବ । ମୀନ: – ଆଜି ଆପଣଙ୍କ ପାଇଁ ଶୁଭ ହେବ । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ହେବ । ନୂତନ ଯୋଜନାଗୁଡିକ ଆକର୍ଷଣୀୟ ହେବ । ତୁମର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଶୀଘ୍ର କର ନାହିଁ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ। ଆପଣ ଦିନସାରା ଚିତ୍ତାକର୍ଷକ ଧାରା ସହିତ ବ୍ୟସ୍ତ ରହିବେ । କୌଣସି କାରଣରୁ କଣ୍ଟିଜେନ୍ସି ଟଙ୍କା ଖର୍ଚ୍ଚ ହେବ ।

Read More

କନ୍ୟା : – ଆଜି ତୁମେ ତୁମର ଚିନ୍ତାଧାରା ଏବଂ ଶକ୍ତିକୁ ସେହି କାର୍ଯ୍ୟଗୁଡ଼ିକରେ ରଖ, ଯେଉଁଠାରୁ ତୁମର ସ୍ୱପ୍ନ ବାସ୍ତବତାର ରୂପ ନେଇପାରେ । ସାବଧାନ ରୁହନ୍ତୁ ଯେ କ୍ରୋଧରେ କାହା ସହିତ କୌଣସି କ୍ରୋଧିତ ଆଲୋଚନା ହେବ ନାହିଁ । ଆୟର ନୂତନ ମାଧ୍ୟମ ଦେଖାଯିବ । ଧନୁ : – ଆଜି, ଯଦି ତୁମେ କାହାର ଗୋପନୀୟ ଜିନିଷ ଜାଣିଛ, ତେବେ ସେହି ଜିନିଷ କାହାକୁ କୁହ ନାହିଁ । ଧ୍ୟାନ ଏବଂ ଯୋଗ ଶାରୀରିକ ଏବଂ ମାନସିକ ଲାଭ ପାଇଁ ଉପଯୋଗୀ ହେବ । ଆଜି ତୁମର ମଧୁର ଆଚରଣ ଲୋକଙ୍କ ହୃଦୟ ଜିତିବ । ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ଏହା ଏକ ଭଲ ସୁଯୋଗ ।

Read More

ବୃଷ: – ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ତୁମର ଖାଦ୍ୟ ଏବଂ ପାନୀୟର ବିଶେଷ ଯତ୍ନ ନିଅ । ଘରେ ଶାନ୍ତି ରହିବ। ହୁଏତ ଭାବପ୍ରବଣ ଚାପ ଭୋଗିବାକୁ ପଡିପାରେ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ସମ୍ପତ୍ତି ଉପରେ ବିବାଦ ଉପୁଜିପାରେ। ଆଜି ଛାତ୍ରମାନଙ୍କ ପାଇଁ ଏକ ଭଲ ଦିନ। କର୍କଟ: – ଆଜି ଆପଣ ଅଧିକ ସମ୍ବେଦନଶୀଳ ହେବେ । ଖରାପ ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ । ଏହି ଦିନ ଶାରୀରିକ ଏବଂ ମାନସିକ ସୁଖ ଭଲ ହେବ । ନକାରାତ୍ମକ ପରିବର୍ତ୍ତନ ଏବଂ ନିରାଶାଜନକ ଚିନ୍ତାଧାରା ଆପଣଙ୍କ ମନରେ ଆସିପାରେ ।

Read More

ମେଷ: – ଆଜି, ଯଦି ଆପଣ ଫଳାଫଳ ବିଷୟରେ ଚିନ୍ତା ନ କରି କଠିନ ପରିଶ୍ରମ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଅପଚୟ ଆର୍ଥିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ବାଧାବିଘ୍ନ ଦୂର ହେବ । ପରିବାର ସଦସ୍ୟଙ୍କ ସହ ତୀବ୍ର ବିତର୍କ ହେତୁ ମନ ଅସନ୍ତୁଷ୍ଟ ହୋଇପାରେ । ତୂଳା: – ଆଜି କ୍ଲାନ୍ତ ଲାଗିବ । ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କ୍ଷତିପୂରଣ ଏବଂ ଋଣ ଇତ୍ୟାଦି ପାଇବ । ସମ୍ପର୍କକୁ ସୁଦୃଢ କରିବା ପାଇଁ ବାର୍ତ୍ତାଳାପକୁ ସୁମଧୁର କର । ଅନ୍ୟମାନଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କୁ ଅନେକ ସକାରାତ୍ମକ ଜିନିଷ ଦେବ ।

Read More

ମକର: – ଆଜି ଆପଣ ବହୁତ ଭଲ ମନୋଭାବରେ ରହିବେ । ସତେଜ ହେବା ପାଇଁ ଭଲ ଭାବରେ ଆରାମ କରନ୍ତୁ । ପରୀକ୍ଷା-ପ୍ରତିଯୋଗିତାରେ ସଫଳତା ପାଇବା ପାଇଁ ଏକ ଦୃଢ ସମ୍ଭାବନା ଅଛି । ଏକ ପୁରୁଣା ଜିନିଷ ହରାଇବା ମଧ୍ୟ କିଛି ସମୟ ପାଇଁ ଆପଣଙ୍କ ମନୋବଳକୁ ନଷ୍ଟ କରିପାରେ । ଧୂମପାନ ନିଶାରୁ ମୁକ୍ତି ପାଇବା ପାଇଁ ପତ୍ନୀ ଆପଣଙ୍କୁ ଉତ୍ସାହିତ କରିବେ । ସିଂହ: – ଆଜି ଆପଣଙ୍କର ଘରୋଇ ଅସୁବିଧା ଆପଣଙ୍କୁ ଚାପ ଦେଇପାରେ । କଠିନ ଅର୍ଥନୈତିକ ଅବସ୍ଥା ହେତୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଝିରେ ଅଟକି ଯାଇପାରେ । ବ୍ୟୟ ଆୟଠାରୁ ଅଧିକ ହେବ । ମଦ୍ୟପାନ କରିବା କ୍ଷତିକାରକ ପ୍ରମାଣିତ କରିପାରେ । ତୁମର ପ୍ରବୃତ୍ତି ଆଧ୍ୟାତ୍ମିକତା ପ୍ରତି ରହିବ ।

Read More

ମିଥୁନ: – ଆଜି ସକାଳେ ଆପଣଙ୍କ ମନ କ୍ରୋଧିତ ହେବ । ଅର୍ଥର ଅପଚୟ ଖର୍ଚ୍ଚ ହେବ । ଦୀର୍ଘ ଯାତ୍ରା ପାଇଁ, ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଶକ୍ତି ସ୍ତରରେ କରିଥିବା ଉନ୍ନତିଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ । ସେଠାରେ ସଫଳତା ହେବ । ଛାତ୍ରମାନେ ଆଶା କରାଯାଉଥିବା ଫଳାଫଳ ପାଇବେ ନାହିଁ। ତୁମର କ୍ରୋଧକୁ ନିୟନ୍ତ୍ରଣ କର । ବିଛା : – ଆଜି ଆପଣ ମନ୍ଦିର ପରିଦର୍ଶନ କରିବାକୁ କିମ୍ବା କୈଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିପାରିବେ । ପରିସ୍ଥିତି ବିଦେଶୀ ଆନ୍ଦୋଳନ ପାଇଁ ଅନୁକୂଳ ହେବ। ତୁମର ପରିବାରର ଭାବନାକୁ ବୁଝି ତୁମର କ୍ରୋଧକୁ ନିୟନ୍ତ୍ରଣ କର । ଦିନଟି ମଧ୍ୟ ଶିକ୍ଷାର୍ଥୀମାନଙ୍କ ପାଇଁ ଭଲ ଅଟେ ।

Read More

କଟକ, କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଆଜି ପୋଲିସକୁ ଚକମା ଦେଇ କଟକ ମେଡିକାଲରୁ ଫେରାର ହୋଇଯାଇଛି। ଗତ 12 ଦିନ ଧରି ହାଇଦର କଟକ ମେଡିକାଲରେ ଚିକିତ୍ସିତ ହେଉଥିଲା। ତେବେ ତା ପାଖରେ ନିୟୋଜିତ ଥିବା ପୋଲିସ କର୍ମିଙ୍କୁ ନିଶା ଦେଇ ସେ ଫେରାର ହୋଇଯାଇଥିବାର ଜଣାପଡିଛି। ହାଇଦର ପ୍ରଥମେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲା। ହେଲେ ସେଠାକାର ଡାକ୍ତର କଟକ ମେଡିକାଲକୁ ରେଫର କରିଦେଇଥିଲେ। ସେ କଟକରେ ଚିକିତ୍ସିତ ହେଉଥିଲା। ହେଲେ ଆଜି ଅପରାହ୍ନରେ ହାଇଦରକୁ ଇଂଜେକସନ ଦେବା ପାଇଁ ସ୍ବାସ୍ଥ୍ୟକର୍ମି ଯାଇଥିଲେ। ହେଲେ ହାଇଦର ବେଡରେ ନ ଥିଲେ। ଏପରିକି ତାଙ୍କର ଲୁଗାପଟା ମଧ୍ୟ ତାଙ୍କ ରୁମରେ ନ ଥିଲା। ପ୍ରଥମେ ସ୍ବାସ୍ଥ୍ୟ କର୍ମି ସେଠାରେ ନିୟୋଜିତ ସୁରକ୍ଷା କର୍ମିଙ୍କୁ ଖୋଜିଥିଲେ। ହେଲେ ସେମାନେ ନିଘୋଡ ନିଦରେ ଶୋଇପଡିଥିଲେ।  ସ୍ବାସ୍ଥ୍ୟ କର୍ମି ସେମାନଙ୍କୁ ଉଠାଇ ହାଇଦର କାହିଁ ବୋଲି ପଚାରିଥିଲେ। ହେଲେ ସେମାନେ ଉଠିବାର ଅବସ୍ଥାରେ ନ ଥିଲେ।…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ରେ କୋଭିଡ ସ୍ଥିତିର ଅନୁଧ୍ୟାନ ଓ ଏହାର ପରିଚାଳନା ସଂପର୍କରେ ସମୀକ୍ଷା ପାଇଁ ଓଡିଶା ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କଳାହାଣ୍ଡି ଗସ୍ତ କରଛନ୍ତି। ମୂଖ୍ୟ ଶାସନ ସଚିବଙ୍କ ସହିତ ଡିଏମଇଟି ଡଃ ସି.ବି.କେ. ମହାନ୍ତି, ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ବିଜୟ ମହାପାତ୍ର ମଧ୍ୟ ଗସ୍ତ କରିଛନ୍ତି। ମୂଖ୍ୟ ଶାସନ ସଚିବ ତଥା ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଥମେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଔଷଧ ଯୋଗାଣ, ଆମ୍ବୁଲାନନ୍ସ ଇତ୍ୟାଦି ଆନିସଙ୍ଗୀକ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଭବାନୀପାଟଣା ନିକଟସ୍ଥ କାମଠଣା କୋଭୋଡ ହସପିଟାଲ ଓ ଜିଏନଏମ ନର୍ସୀଂ ସ୍କୁଲରେ କୋଭିଡ ପ୍ରସ୍ତୃତି ଉପରେ ଏକ ସମୀକ୍ଷା ବୈଠକ ହୋଇଯାଇଥିଲା। ରାଜ୍ୟ ପଦାଧିକାରୀଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ…

Read More

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ସଂପୂର୍ଣ୍ଣ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଥମ ପର‌୍ୟ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ହାଇସ୍କୁଲ ମଧ୍ୟରୁ ୪୦ଟି ସ୍କୁଲର ସମୀକ୍ଷା କରାଯାଇଛି। ଶନିବାର ଦିନ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ସମୀକ୍ଷା କରିଛନ୍ତି। ଏହି ଅବସରରେ ହାଇସ୍କୁଲ ରୂପାନ୍ତରଣ ଲାଗି ପ୍ରସ୍ତୁତ ଜିଲ୍ଲାସ୍ତରୀୟ ‘ଭିଜନ ଡକ୍ୟୁମେଣ୍ଟ’ ଉନ୍ମୋଚିତ ହୋଇଥିଲା। ଏଥିରେ କାର‌୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ସହିତ ଏହାକୁ କିପରି ସଫଳତାର ସହ କାର‌୍ୟ୍ୟକାରୀ କରାଯିବ ସେ ନେଇ ମାର୍ଗଦର୍ଶନ ପ୍ରସ୍ତୁତ କରାଯାଇଛି। ସେହିପରି ପ୍ରତ୍ୟେକ ବିଦ୍ୟାଳୟର ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଫରେନ୍ସିଂ ହଲଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃର୍ଷ୍ଣଶରଣପୁର ଗ୍ରାମର ହୃଦ ରୋଗରେ ଆକ୍ରାନ୍ତ ଅଭାଗିନୀ ପରିଡ଼ାଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦୁଇଜଣ ଯୁବକ ସହାୟତାର ହାତ ବଢାଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଗୁରୁତର ହୃଦରୋଗି ଅଭାଗିନୀଙ୍କ ଦୁର୍ଦ୍ଦଶା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏଥିରେ ବିଚଳିତ ହୋଇ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶିବ ଶଙ୍କର ସେନାପତି ଓ ସନ୍ତୋଷ ପ୍ରଧାନ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଶିବଶଙ୍କର ଓ ସନ୍ତୋଷ ଗତ ଗୁରବାର ଦିନ ଅଭାଗିନୀଙ୍କ ଘରେ ପହଂଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏଥିସହ ସେମାନଙ୍କ ଦ୍ବାରା ଯାହା ସମ୍ଭବ ହୋଇପାରିବ ଅଭାଗିନୀଙ୍କ ଚିକିତ୍ସା ପାଇଁ ସାହାର୍ଯ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ଏହି କାର୍ଯ୍ୟ ଦ୍ବାରା ପ୍ରେରିତ ହୋଇ ବାଣପୁର ଓ ବାଲୁଗାଁ ଅଞ୍ଚଳର ବହୁ…

Read More

ଭୁବନେଶ୍ୱର: ପ୍ରାୟ ଦୁଇ ଶତାବ୍ଦୀ ଧରି ଭାରତୀୟମାନଙ୍କ ମନସ୍ତତ୍ୱରେ ଗୋଟିଏ ବିଷୟ ବସା ବାନ୍ଧି ରହିଛି ଯେ ସମସ୍ତ ବୈଜ୍ଞାନିକ ତତ୍ୱର ଉତ୍ପତ୍ତି ଓ ବିକାଶ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଘଟିଛି ଓ ଭାରତ ଭଳି ଅଣ-ପାଶ୍ଚାତ୍ୟ ଦେଶରେ ବିଜ୍ଞାନ ବୋଲି ବିଶେଷ କିଛି ନ ଥିଲା। କିନ୍ତୁ ପ୍ରାଚୀନ ଭାରତୀୟ ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗୀତାକୁ ଲୋକଲୋଚନକୁ ଆଣି ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ନିମନ୍ତେ ସମୟ ଆସିଛି। ଇଣ୍ଡିଆନ୍ ନଲେଜ ସିଷ୍ଟମ (ଆଇକେଏସ୍‌) ବା ଭାରତୀୟ ଜ୍ଞାନ କୌଶଳର ଧାରାକୁ ଏବେ ଏକ ବିକଳ୍ପ ଭାବେ ଗ୍ରହଣ କରି ଶିକ୍ଷା ବ୍ୟବସ୍ଥାରେ ଅନ୍ତୁର୍ଭୁକ୍ତ କରିବା ଆବଶ୍ୟକ ବୋଲି ଖଡ଼ଗପୁର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିର ଡିପାର୍ଟମେଂଟ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍‌ର ଅଧ୍ୟାପକ ପ୍ରଫେସର ଅନୁରାଧା ଚୌଡରି କହିଛନ୍ତି। ଆଜି ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଆଇକେଏସ୍‌କୁ ପୁଣି ଥରେ ଜନମାନସକୁ ଫେରାଇ ଆଣିବା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୩, କଳାହାଣ୍ଡିରୁ ୫୭, ବରଗଡରୁ ୩୪, ନୂଆପଡାରୁ ୩୨, ସୁନ୍ଦରଗଡରୁ ୩୧, ଅନୁଗୁଳରୁ ୨୭, କଟକରୁ ୨୬, ଝାରସୁଗୁଡାରୁ ୧୭, ସମ୍ବଲପୁରରୁ ୧୪, କେନ୍ଦୁଝରରୁ ୧୨, ପୁରୀରୁ ୯, ଯାଜପୁରରୁ ୮, ଗଞ୍ଜାମରୁ ୭, ନବରଙ୍ଗପୁରରୁ ୬, ବାଲେଶ୍ବରରୁ ୫, ଢେଙ୍କାନାଳରୁ ୫, କୋରାପୁଟରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୪, ରାୟଗଡାରୁ ୪, ସୋନପୁରରୁ ୩, ବଲାଙ୍ଗୀରିରୁ ୨, କେନ୍ଦ୍ରାପଡାରୁ ୨, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୯ ହଜାର ୬୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୨୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୩୬୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୨୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୮୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ବର୍ତ୍ତମାନ ଜଙ୍ଗଲରୁ କାଠ ଚୋରି କରିବା ନିମନ୍ତେ ଦୁର୍ବୃତ୍ତ ମାନେ ନୂଆ ତରିକା ଆପଣେଇଛନ୍ତି। ଜଙ୍ଗଲର ଗୋଟିଏ ପାର୍ଶ୍ଵରୁ ନିଆଁ ଲଗାଇ ବନକର୍ମଚାରିଙ୍କୁ ବ୍ୟସ୍ତ ରଖୁଥିବା ବେଳେ ଅପରପାର୍ଶ୍ୱରୁ କାଠ ଚୋରିକରିବା ଭଳି ଏକ ସାଂଘାତିକ ଅଭିଯୋଗ ହେଉଛି। ତେବେ ଏପରି ଏକ ଯୋଜନା କରୁଥିବାବେଳେ ବନ ବିଭାଗ ହାତରେ ଚୋରା ଶାଗୁଆନ କାଠ ସହ ୩ ଜଣ କାଠ ମାଫିଆ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ବାଣପୁର ବରବରା ସେକ୍ସନ ଅନ୍ତର୍ଗତ କଟୁଆଳ ସରଂକ୍ଷିତ ଜଙ୍ଗଲରେ ଗତକାଲି ରାତିରେ ତିନି ଜଣ ଦୁର୍ବୃତ୍ତ ଗୋଟାଏ ପାର୍ଶ୍ୱରେ ନିଆଁ ଲଗାଇ ଶାଗୁଆନ କାଠ କାଟିବାରେ ବ୍ୟସ୍ତ ଥିଲେ। କିନ୍ତୁ କିଛି ଦିନ ହେଲା ସମ୍ପୃକ୍ତ ଜଙ୍ଗଲରେ ମନୁଷ୍ୟକୃତ ନିଆଁ ଲାଗୁଥିବାର ଅଭିଯୋଗ ହୋଇଆସୁଥିଲା। ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କ ନେତୃତ୍ୱରେ ଦୁଇ ସେକ୍ସନ ଫୋର୍ସ ସମ୍ପୃକ୍ତ ଜଙ୍ଗଲରେ…

Read More