Author: Samikhsya Bureau

କର୍କଟ – ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ବୈଦ୍ଧିକ କାର୍ଯ୍ୟ ସଫଳ ହେବ। ଖୁସି ହେବେ। ରୋଜଗାର ଭଲ କରିବ । ରୋଜଗାରରେ ଅଭିବୃଦ୍ଧି ଏବଂ ଲାଭ ହେବାର ସମ୍ଭାବନା ଅଛି । ଆପଣ ଲାଭଜନକ ଖବର ପାଇବେ। ସାମାଜିକ ଏବଂ ରାଜ୍ୟ ଖ୍ୟାତି ବୃଦ୍ଧି ପାଇବ । ବ୍ୟବସାୟ ଭଲ କରିବ । ସିଂହ- ସମ୍ପତ୍ତି କାରବାର ବଡ଼ ଲାଭ ଦେଇପାରେ। ପ୍ରଗତିର ରାସ୍ତା ପକ୍କା ହେବ। ସୁଖ ରହିବେ। ବ୍ୟବସାୟ ଅସୁବିଧାର ସମ୍ମୁଖୀନ ହୋଇପାରେ। କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ପଢିବାକୁ ଆଗ୍ରହ ବୃଦ୍ଧି ପାଇବ।

Read More

ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ । ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। କର୍କଟ – ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ବୈଦ୍ଧିକ କାର୍ଯ୍ୟ ସଫଳ ହେବ। ଖୁସି ହେବେ। ରୋଜଗାର ଭଲ କରିବ । ରୋଜଗାରରେ ଅଭିବୃଦ୍ଧି ଏବଂ ଲାଭ ହେବାର ସମ୍ଭାବନା ଅଛି । ଆପଣ ଲାଭଜନକ ଖବର ପାଇବେ। ସାମାଜିକ ଏବଂ ରାଜ୍ୟ ଖ୍ୟାତି ବୃଦ୍ଧି ପାଇବ । ବ୍ୟବସାୟ ଭଲ କରିବ । ସିଂହ- ସମ୍ପତ୍ତି କାରବାର ବଡ଼ ଲାଭ ଦେଇପାରେ। ପ୍ରଗତିର ରାସ୍ତା ପକ୍କା ହେବ। ସୁଖ ରହିବେ। ବ୍ୟବସାୟ ଅସୁବିଧାର ସମ୍ମୁଖୀନ ହୋଇପାରେ। କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ।…

Read More

ନୂଆଦିଲ୍ଲୀ, ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ । ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଏହି ଦୁଇଟି ରାଶି ହେଲା ମେଷ ଓ ବୃଷ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ ।

Read More

ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ । ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ। ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି । ନୂତନ ଯୋଜନା ଆରମ୍ଭ ହେବ। ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ । ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ମିଥୁନ- ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଅଧିକ ହେବ। ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଚିନ୍ତା…

Read More

ନୂଆଦିଲ୍ଲୀ, ଶନି ଦେବଙ୍କୁ ପୂଜା କରିବା କଠିନ ଉପାସନା ଆବଶ୍ୟକ କରେ । ବିଶେଷକରି ଯେଉଁମାନେ ଶନିଙ୍କ କୋପ ଯୋଗୁଁ ଦୀର୍ଘ ବର୍ଷ ଧରି ଅସୁବିଧାରେ ପଡ଼ିଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ନିଷ୍ଠାର ସହିତ ଶନି ଦେବଙ୍କୁ ପୂଜା କରିବା ଉଚିତ୍ । ସେମାନଙ୍କ ପୂଜାରେ କିଛି ବିଶେଷ ଜିନିଷ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏଠାରେ ଆମେ ଆପଣଙ୍କୁ ଶନି ଦେବଙ୍କ ପୂଜା ସହିତ ଜଡିତ ଜିନିଷଗୁଡିକ କହୁଛୁ, ଯାହାକୁ ପୂଜା କରିବା ପୂର୍ବରୁ ଜାଣିବା ଉଚିତ୍ । ଶନିବାର ଦିନ ବର ଗଛରେ ଶନି ଦେବଙ୍କ ମୂର୍ତ୍ତି ନିକଟରେ ତେଲ ଅର୍ପଣ କରନ୍ତୁ କିମ୍ବା ସେହି ତେଲ ଗରିବ ଲୋକଙ୍କୁ ଦାନ କରନ୍ତୁ । ତେଲ ଅର୍ପଣ ସମୟରେ ଧ୍ୟାନ ଦିଅନ୍ତୁ ଯେ ତେଲ ଏଠାରେ ସେଠାରେ ଯେପେରି ନ ପଡ଼େ । ଯତ୍ନର ସହିତ ତେଲ ବ୍ୟବହାର କରନ୍ତୁ । ଶନିବାର ଦିନ ଚମଡା ଜୋତା କିମ୍ବା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ମନେ ପଡ଼ିଲେ ଆଖିରୁ ଲୁହ ଝରିପଡ଼ୁଛି। ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏଯାଏଁ ବି ଲୋକଙ୍କ ମନରୁ ଏହି ଘଟଣା ଲିଭି ପାରିନାହିଁ। ସେହି ଦିନର ଛାତି ଥରା ଶବ୍ଦ ଓ ଦୃଶ୍ୟକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିଲେ ୪୦ ସିଆରପିଏଫ୍‌ ଯବାନ। ଏହି ଦିନକୁ ଭାରତର କଳା ଦିବସ ଭାବେ ପାଳନ କରାଯାଉଛି। ଭାରତ ସମେତ ଏହାର ସମସ୍ତ ବନ୍ଧୁ ରାଷ୍ଟ୍ର ପୁଲଓ୍ୱାମା ଘଟଣାକୁ ନିନ୍ଦା କରିଥିଲେ। ଭାରତକୁ ଭଲ ପାଉଥିବା ପ୍ରତ୍ୟେକ ଲୋକର ଆଖିରୁ ସେଦିନ ଆପଣାଛାଏଁ ଲୁହ ବାହାରି ଆସିଥିଲା। ଏହି ଘଟଣାକୁ ମନେ ପକାଇବା ସହ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ଆଜି ଦେଶ…

Read More

ଭୁବନେଶ୍ୱର: ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି ମନେ ହେଉଛି। ଏହି ଘଟଣା ମନେ ପଡ଼ିଲେ ଆଖିରୁ ଲୁହ ଝରିପଡ଼ୁଛି। ସେହି ଦିନର ଛାତି ଥରା ଶବ୍ଦ ଓ ଦୃଶ୍ୟକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିଲେ ୪୦ ସିଆରପିଏଫ୍‌ ଯବାନ। ଏହି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଦିନକୁ ଭାରତର କଳା ଦିବସ ଭାବେ ପାଳନ କରାଯାଉଛି। ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଭାରତ ସମେତ ଏହାର ସମସ୍ତ ବନ୍ଧୁ ରାଷ୍ଟ୍ର ପୁଲଓ୍ୱାମା ଘଟଣାକୁ ନିନ୍ଦା କରିଥିଲେ। ଭାରତକୁ ଭଲ ପାଉଥିବା ପ୍ରତ୍ୟେକ ଲୋକର ଆଖିରୁ ସେଦିନ ଆପଣାଛାଏଁ ଲୁହ ବାହାରି ଆସିଥିଲା। ଆଜିର ଏହି ବୀର ଶହୀଦ୍ ଦିବସ ଉଦ୍ଦେଶ୍ୟରେ ଉତ୍କଳ…

Read More

ଚେନ୍ନାଇ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନୀ ଆଜି ଇଂଲଣ୍ଡ ବିରୋଧରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ ମ୍ୟାଚରେ ୨୦୦ ଥର ବାମ ହାତୀ ଖେଳାଳିଙ୍କୁ ଆଉଟ କରି ଅଶ୍ଵିନୀ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ବିଶ୍ଵର ପ୍ରଥମ ବୋଲର ଭାବେ ଅଶ୍ଵିନୀ ଏହି ରେକର୍ଡ କରିଛନ୍ତି। ଆଜି ଷ୍ଟୁଆର୍ଟ ବ୍ରଡ଼ଙ୍କ ୱିକେଟ ହାସଲ ପରେ ଏହି ସଫଳତା ହାସଲ କରିଛନ୍ତି। ଟେଷ୍ଟ ମ୍ୟାଚରେ ବାମ ହାତୀ ଖେଳାଳିଙ୍କୁ ରବିଚନ୍ଦ୍ରନ ବେଶୀ ଅସୁବିଧାରେ ପକାଇଥାନ୍ତି। ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କୁ ସର୍ବାଧିକ ୧୦ ଥର ଆଉଟ କରିଥିବା ବେଳେ ଇଂଲଣ୍ଡର ଅଲିଷ୍ଟାର କୁକ ଏବଂ ବେନ ଷ୍ଟୋକ୍ସଙ୍କୁ ୯ ଥର ଲେଖାଏଁ ଆଉଟ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆର ଏଡ କୋବାନ ଏବଂ ଜେମ୍ସ ଆଣ୍ଡର୍ସନଙ୍କୁ ୭ ଥର ଲେଖାଏଁ ଶିକାର କରିଛନ୍ତି। ରବିଚନ୍ଦ୍ରନ ଅଶ୍ଵିନୀ ପ୍ରଥମ ଇନିଂସରେ ୪୩ ରନ ଦେଇ ୫ ୱିକେଟ ହାସଲ କରିଥିଲେ।

Read More

ନୂଆଦିଲ୍ଲୀ: ୧୫ ତାରିଖ ମଧ୍ୟରାତ୍ରୀ ଅର୍ଥାତ ୧୬ ତାରିଖରୁ ଟୋଲଗେଟରେ ଫାଶଟ୍ୟାଗ ବାଧ୍ୟତା ମୂଳକ ହେବ। ଫାଶଟ୍ୟାଗ ନଥିଲେ ଦୁଇ ଗୁଣା ଟଙ୍କା ଦେବାକୁ ପଡିବ। ଫାଶଟ୍ୟାଗ ନଥିବା ଗାଡ଼ିକୁ ନିର୍ଦ୍ଧାରିତ ଦେୟର ଦୁଇଗୁଣା ଟଙ୍କା ଦେବାକୁ ପଡିବ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ଉଲ୍ଲେଖ ଯୋଗ୍ୟ ଯେ, ଚଳିତବର୍ଷ ଜାନୁଆରୀ ୧ ତାରିଖରୁ ସମସ୍ତ ଗାଡ଼ି ପାଇଁ ଫାଶଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଥିଲା ହେଲେ କେନ୍ଦ୍ର ସରକାର ଏହି ନିୟମକୁ ଫେବୃୟାରୀ ୧୪ ତାରିଖ ଯାଏଁ ବଢ଼ାଇ ଦେଇଥିଲେ।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪ ଜଣଙ୍କ ଆକ୍ରାନ୍ତ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୩୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ସଡକ ସୁରକ୍ଷା ମାସ ପାଳନ ଅବସରରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଭାରତୀୟ ସୈନ୍ୟ ବିଭାଗର ପୂର୍ବତନ ସୈନିକ ସିଦ୍ଧାର୍ଥ ଦାସ ୧୦ ଦିନରେ ୫୦୦କି.ମି ଦୌଡ଼ି ଜଗତସିଂହପୁର ଜିଲ୍ଲାରେ ପହଞ୍ଚିଛନ୍ତି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜଗତସିଂହପୁର ବସଷ୍ଟାଣ୍ଡ ଠାରେ ସିଦ୍ଧାର୍ଥ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଓ ମୋଟର ଯାନ ନିରୀକ୍ଷଣ ପଞ୍ଚାନନ ବେହେରା ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହାପରେ ସିଦ୍ଧାର୍ଥ ଦାସ ଏକ ଶୋଭାଯାତ୍ରାରେ ବୃନ୍ଦାବନ ବିଦ୍ୟାପୀଠ, ମାର୍କଣ୍ଡପୁର ଯାଇ ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।ବୃନ୍ଦାବନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରାଉତଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ସିଦ୍ଧାର୍ଥ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ୨୦୧୯ ପେବୃଆରୀ ୧୪ ଭାରତ ପାଇଁ ଥିଲା ଏକ କଳାଦିନ। ପାକିସ୍ତାନ ଆତଙ୍କବାଦୀଙ୍କ ଭୀରୁତାପୁର୍ଣ୍ଣ ଆକ୍ରମଣରେ ଭାରତର ୪୦ ଯବାନ ଶହୀଦ ହୋଇଥିଲେ। ପ୍ରତି ଭାରତୀୟଙ୍କ ଆଖିରୁ ସେହିଦିନ ଲୁହ ଝରି ଆସିଥିଲା। ସେହି ଶହୀଦ ଯବାନଙ୍କୁ ମନେପକାଇ,ଏବଂ ସେମାନଙ୍କ ସମ୍ମାନାର୍ଥେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ପ୍ରତାପ ଗ୍ରାମର “ପ୍ରତାପ ସ୍ପୋର୍ଟସ୍ କ୍ଲବ୍” ପକ୍ଷରୁ ବାଣପୁର ଅଧିଷ୍ଠାତ୍ରୀ ଦେବୀ “ମା” ଭଗବତୀଙ୍କ ନିକଟରେ କ୍ୟାଣ୍ଡେଲ ପ୍ରଜ୍ଜ୍ବଳନ କରାଯାଇଅଛି। ପ୍ରଥମେ କ୍ଲବ୍ ର ସମସ୍ତ ସଦସ୍ୟ ମାନେ ଗ୍ରାମ ପରିକ୍ରମା କରିବା ପରେ ଏକ ମୋଟର ସାଇକେଲ ରାଲି ଜରିଆରେ ମାଆ ଭଗବତୀଙ୍କ ପୀଠକୁ ଯାଇଥିଲେ।ଏବଂ ଭାରତର ପୁଲୱାମାରେ ଶହୀଦ ହୋଇଥିବା ୪୦ ଶହୀଦଙ୍କ ଉଦ୍ଧେଶ୍ୟରେ ଶ୍ମରଣରେ ୪୦ଟି କ୍ୟାଣ୍ଡେଲ ପ୍ରଜ୍ଜ୍ବଳନ କରି ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ଗୋଦାବରୀଶ ମହାବିଦ୍ୟାଳୟ ୪୦ ସକ୍ରିୟ ସ୍କାଉଟ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।…

Read More

ଚେନ୍ନାଇ: ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିବସର ଖେଳ ଜାରି ରହିଛି। ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ବିରାଟ ବାହିନୀ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୩୨୯ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡର ପ୍ରଥମ ଇନିଂସରେ ବ୍ୟାଟିଂ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଜୋ ରୁଟଙ୍କ ଦଳ ମାତ୍ର ୧୩୪ ରନରେ ସମସ୍ତ ୱିକେଟ ହରାଇ ବିପଦରେ ପଡିଛି। ତେବେ ଭ୍ରମଣକାରୀ ଦଳ ୨୧୮ ରନରେ ଭାରତ ଠାରୁ ପଛରେ ଅଛି। ଇଂଲଣ୍ଡ ବ୍ୟାଟିଂ: ୧- ଜୋସେଫ ବର୍ନ୍ସ- ୦୦ ୨- ଡମ ଶିବ୍ଲି- ୧୬ ୩- ଡାନ ଲରେନ୍ସ- ୦୯ ୪- ଜୋ ରୁଟ- ୦୬ ୫- ବେନ ଷ୍ଟ୍ରୋକ୍ସ- ୧୮ ୬- ଓଲ୍ଲୀ ପୋପ- ୨୨ ୭- ବେନ ଫୋକ୍ସ- ୪୨ ୮- ମୋଇନ ଅଲ୍ଲି- ୦୬ ୯- ଓଲ୍ଲୀ ଷ୍ଟୋନ- ୦୧ ୧୦- ଜ୍ୟାକ ଲିଚ- ୦୫ ୧୧- ଷ୍ଟୁଆର୍ଟ…

Read More

ଭୁବନେଶ୍ବର: ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ  ଦାମ ବୃଦ୍ଧି ପ୍ରତିବାଦରେ ସମଗ୍ର ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ। କଂଗ୍ରେସ ଆସନ୍ତାକାଲି ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ବନ୍ଦ ଡକରା ଦେଇଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ବନ୍ଦ ରହିବ। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି। ଏହାସହିତ ସରସ୍ଵତୀ ପୂଜା ଦିନ ମଧ୍ୟ ସ୍କୁଲ ବନ୍ଦ ରହିବ।

Read More

ରମେଶ ମହନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଏକ ରକମ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଏକ ସୁନ୍ଦର ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟ ଏକ ମନ୍ଦିର ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ କୁହାଯାଉଥିବା ବେଳେ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ନିଜର ଭବିଷ୍ୟତ ତିଆରି କରିବାର ମୂଳଦୁଆ ପକାଇଥାନ୍ତି। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର କୋଟି କୋଟି ଟଙ୍କା ନିବେଶ କରୁଥିବା ଡଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ସ୍କୁଲ ଗୁଡିକର ଅବସ୍ଥା କହିଲେ ନ ସରେ। ଖୋଲା ଆକାଶ ତଳେ ଭଙ୍ଗା ଦଦରା କାନ୍ଥ ଘରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଖରା ବର୍ଷା ଆଉ ଶୀତ କାକରକୁ ଖାତିରି ନକରି ପାଠ ପଢୁଛନ୍ତି ବିଦ୍ୟାର୍ଥୀ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାୟପୁର ପଞ୍ଚାୟତରେ।…

Read More

ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେବା ପାଇଁ ତାମିଲନାଡୁ ବିଜେପି କର୍ମୀମାନେ କରିଛନ୍ତି ଅପେକ୍ଷା

Read More

କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାଁଙ୍କୁ କୋଚିରେ ସାକ୍ଷାତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୪ ଜଣ ଚିହ୍ନଟ ହୋଇଥିବାବେଳେ ୨୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୭୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୪୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୬୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍‌ ୭୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ବରଗଡ ଜିଲ୍ଲାରୁ ୧୪ ଜଣ, ଅନୁଗୁଳ ଜିଲ୍ଲାରୁ ୮, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨ ଜଣ,…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିଗପହଣ୍ଡି ମେଡିକାଲ ପରିସରରେ ଜଣେ ସାମ୍ବାଦିକଙ୍କ ବାଇକରୁ ପମ୍ପ ଛାଡ଼ିବା ଡାକ୍ତରଙ୍କୁ ମହଙ୍ଗା ପଡିଥିଲା। ଶେଷରେ ସର୍ବ ସମୁଖରେ ଡାକ୍ତର ଜଣକ କ୍ଷମା ମାଗିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ସକାଳ ୯ ଟା ସମୟରେ ବ୍ରହ୍ମପୁରର ବାସିନ୍ଦା ସୀମାଞ୍ଚଳ ଚୌଧୁରୀ ନିଜ ବାଇକ ଯୋଗେ ଘୋଡାହାଡ଼ ଡ୍ୟାମ ଅଭିମୁଖେ ଯାଉଥିଲେ। ପେଣ୍ଡୁରାବାଡ଼ି ଛକ ନିକଟରେ ଏକ ଘୁଷୁରୀ ହଟାତ ତାଙ୍କ ବାଇକ ସାମ୍ନାକୁ ଆସିଯିବାରୁ ଭାରସାମ୍ୟ ହରାଇ ତାଙ୍କର ଦୁର୍ଘଟଣା ଘଟିଥିଲା। ସେ ରାସ୍ତା ଉପରେ ପଡିଯାଇଥିଲେ। ସେହି ସମୟରେ ସ୍ଥାନୀୟ ଏକ ଖବର କାଗଜର ସାମ୍ବାଦିକ ଅଶେଷ ନାଥ ମିଶ୍ର ଖବର ସଂଗ୍ରହ କରିବାକୁ ଯାଉଥିଲେ। ଅଶେଷ ସେହି ଆହତ ବ୍ୟକ୍ତିଙ୍କୁ ସହାୟତା କରିଥିଲେ। ହେଲେ ନିଜ ବାଇକକୁ ଦିଗପହଣ୍ଡି ମେଡିକାଲରେ ପାର୍କିଂ କରି ଆହତଙ୍କ ନିକଟକୁ ଯାଇ ଫେରିଲା ବେଳକୁ ସ୍ଥାନୀୟ ମେଡିକାଲର ଜଣେ କାର୍ଯ୍ୟରତ ଡାକ୍ତର ତାଙ୍କ ବାଇକରୁ ପମ୍ପ ଖୋଲି ଦେଇଥିଲେ। ଏଭଳି…

Read More

ମାଲକନାଗିରି, ଏ ସବୁ ଜିନିଷ ଦେଖି ପୋଲିସ ତାଜୁବ। କାରଣ ଏପରି ଜିନିଷ ଯେ ମାଲକାନାଗିରିରୁ ଅନ୍ତର୍ଜାତୀୟ ବଜାରକୁ ପଠାଯାଉଛି ତାହା ଜଣା ନ ଥିଲା। ଏହିପରି ତିନିଜଣ ଭିନ୍ନ ତସ୍କରକୁ ଗିରଫ କରିଛି ମାଲକାନାଗିରି ପୋଲିସ। ସେମାନଙ୍କଠାରୁ ବହୁ ପରିମାଣର ହରିଣ ଚମଡା, ମୂଲ୍ୟବାନ ପଥର ଓ ଧାତୁ, ବିରଳ ମୁଦ୍ରା ଜବତ କରାଯାଇଛି। ଏଥିସହିତ ଏମାନଙ୍କଠାରୁ ଏକ ରାଇଫଲ ମଧ୍ୟ ପୋଲିସ ଜବତ କରିଛି। ଚିତ୍ରକୋଣ୍ଡା ପୋଲିସ ଇନସ୍ପେକ୍ଟର ଏସ ପି ନାୟକ ଏହି ଅନ୍ତର୍ଜାତୀୟ ତସ୍କରକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ତେବେ ପୋଲିସ ଏହି ଜିନିଷ ଜବତ କରିବା ସହିତ ଏହା ପଛରେ କେଉଁମାନେ ଅଛନ୍ତି ତାହାର ଖୋଳତାଡ କରୁଛି। କାରଣ ଏପରି ଜିନିଷ ମିଳିବା ମାଲକାନାଗିରି ପୋଲିସ ପାଇଁ ନୂଆକଥା।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଅହେତୁକ ଭାବେ ଘର ଟିକସ ବୃଦ୍ଧି କରାଯାଉଛି। ଯାହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଦୀର୍ଘଦିନ ଧରି ବ୍ରହ୍ମପୁର ମହାନଗରର ନିର୍ବାଚିତ ପ୍ରତିନିଧିଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ନିର୍ବାଚନ ହୋଇପାରୁନାହିଁ। ଯାହାର ସୁଯୋଗ ନେଇ ପ୍ରଶାସନିକ ଅଧିକାରୀ ମାନେ ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରିବାକୁ ପଛାଉ ନଥିବା ଅଭିଯୋଗ କରିଛି ବିଜେପି। କରୋନାର ପ୍ରକୋପ ଯୋଗୁଁ ଆଜି ପର୍ଯ୍ୟନ୍ତ ଜନସାଧାରଣ ନିଜର ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବାବେଳେ ବିଏମ୍‌ସିରେ ଲୋକଙ୍କର ମତକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ବର୍ତ୍ତମାନ ପ୍ରାଶାସନିକ ଅଧିକାରୀମାନେ କୌଣସି କଥାକୁ ଭ୍ରୁକ୍ଷେପ ନକରି ବିନା ଜନଶୁଣାଣିରେ ନିଜ ଇଚ୍ଛା ମୁତବାକ ଲୋକଙ୍କ ଉପରେ ଟିକସ ଭାର ଲଦି ଦେଇଛନ୍ତି। ତେବେ ରାଜସ୍ୱ ଆଦାୟ ଆଳରେ ବିଏମ୍‌ସି ଏଭଳି ପଦକ୍ଷେପ ନେଇଥିବା ଉପରେ ଟିକସ ଭାର…

Read More