କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ବଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପଡିଆରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଥିବା ନେହୁର ଯୁବକେନ୍ଦ୍ର ପକ୍ଷରୁ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହାକୁ ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ବେଚ୍ଛାସେବୀ ପ୍ରତିନିଧି ନୀଳ ଭଉଳ, ଲକ୍ଷ୍ମୀ ପ୍ରତିମା ଦଳାଇ ଏବଂ ପାଠାଗାର ସଭାପତି ଦୀପକ କୁମାର ପରିଡ଼ାଙ୍କ ପୌରହିତ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ହିଞ୍ଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଅକ୍ଷୟ ଭାସ୍କର ନିପାଣେ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ମିଶ୍ର, ତ୍ରିରଙ୍ଗା ସେବା ସଂଘର ସଭାପତି ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୯ଟି ବିଭାଗର ପ୍ରତିଯୋଗିତାରେ ପ୍ରାୟ ୧୫୦ରୁ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁରର ସାନହନ୍ତୁଆଡରେ ୧୦୮ ହନୁମାନ ଚାଳିଶା ସାମୂହିକ ପଠନ ଓ ଯଜ୍ଞ ଅନୁଷ୍ଠିତ ହୋଇଛି। ୭ ତାରିଖରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିଥିଲା। ଶ୍ର ହନୁମନ୍ତ ଲାଲଜୀ ମହାରାଜ ଓ ଶ୍ରୀରାମଚରିତ ମାନସ କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ବାଲ୍ୟସନ୍ଥ ଶ୍ରୀ ପ୍ରେମାନନ୍ଦ ଦାସ ମହାରାଜ ହନୁମାନ ଚାଳିଶା ପାଠ କରିଥିଲେ। ଗୁରୁବାର ପୂର୍ଣ୍ଣାହୂତି ପରେ ଅପରାହ୍ନ ୫ଟାରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଜେଡିର ପୂର୍ବତନ ବିଧାୟକ ତଥା ପଣ୍ୟାଗାର ନିଗମ ଅଧ୍ୟକ୍ଷ ରହିଥିବା ଅନୁପ ସାଏଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି । ଏକ ହତ୍ୟା ମାମଲାରେ ଛତିଶଗଡ ପୋଲିସ୍ ଦ୍ବାରା ଗିରଫ ହେବା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । କେବଳ ବିଜେଡିରୁ ନୁହେଁ ଅନୁପଙ୍କୁ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ । ଉଲ୍ଲେଖଯୋଗ୍ୟ ଯେ, 2016 ମସିହାରେ ଡବଲ ମର୍ଡର ଅଭିଯୋଗରେ ସାଏଙ୍କୁ ଛତିଶଗଡଗର ଚକ୍ରଧରପୁର ପୋଲିସ୍ ଗିରଫ କରିଛି ।
ରମେଶ ମହାନ୍ତି ଜଗତସିଂହପୁର: ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ କରି ଏରସମାରେ ଚାଲିଥିବା ଆନ୍ଦୋଳନ ୨୪ ଦିନରେ ପହଞ୍ଚିଛି। ପ୍ଲାଣ୍ଟକୁ ବିରୋଧ କରି ଏରସମା ବ୍ଲକ୍ ଜିରାଇଲୋ ଭିଟାମାଟି ସୁରକ୍ଷା ସମିତି ପକ୍ଷରୁ ନଅ ମୌଜି ହାଇସ୍କୁଲ ଫାଟକ ଆଗରେ ଏହି ଆନ୍ଦୋଳନ ହୋଇଛି। ଏହି ଗଣଧାରଣା ୨୩ ଦିନରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଥିଲା। କିଛି ଦିନ ମଧ୍ୟରେ ମେଟ୍ରିକ୍ ପରୀକ୍ଷା ଥିବାରୁ ସ୍କୁଲ ସମ୍ମୁଖରୁ ଏହି ଆନ୍ଦୋଳନ ହଟିବା ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି। ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ବିଜେପି ଉପସଭାପତି ଭୁବନ ମୋହନ ଜେନାଙ୍କ ନେତୃତ୍ୱରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରକଳ୍ପ ସ୍ଥାନାନ୍ତର ପାଇଁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କିମିଲୋ ରାଜସ୍ୱ ଗ୍ରାମର ସୀମାରେ ପ୍ରସ୍ତାବିତ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ 16ତମ ଧଉଳି କଳିଙ୍ଗ ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ । ପ୍ରତିବର୍ଷ ପରି ଏ ବର୍ଷ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ୍ତ ରୁଚି ବୁଦ୍ଧ ସମ୍ମାନ ବିଖ୍ୟାତ ଓଡ଼ିଶୀ ଗୁରୁ ମାୟାଧର ରାଉତ ଏବଂ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ବିଖ୍ୟାତ ଓଡ଼ିଶୀ ସଙ୍ଗୀତ ଗାୟକ ଗୁରୁ ଘନଶ୍ୟାମ ପଣ୍ଡା, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଅଳକା କାନୁନଗୋ, ଆମେରିକାର ଆନ୍ତର୍ଜାତିୟ ଓୌଷଧ ଓ ଛାତି ରୋଗ ବିଶେଷଜ୍ଞ ଡ଼ାକ୍ତର ଦେବୀ ମିଶ୍ର, ଆମେରିକାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରୁଥିବା ନିରଞ୍ଜନ ତ୍ରିପାଠୀ ଓ ସ୍ୱାତି ତ୍ରିପାଠୀ ଏବଂ ପ୍ରସିଦ୍ଧ ଲାଇଟ…
କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଳକର ମୁଣ୍ଡମରାଇର ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 27 ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦିଗାମ୍ବର ବିଷୋୟୀ ଅଧ୍ଯକ୍ଷତା କରିବା ବେଳେ ଯୁକ୍ତଦୁଇ ପରିଷଦ ଉପସଚିବ ଡ.କୁଳମଣି ଓଝା ମୁଖ୍ୟ ଅତିଥି, ଧରାକୋଟ ବିଡିଓ ବିଭୁଧ ଗଡନାୟକ ମୁଖ୍ୟ ବକ୍ତା ଏବଂ ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ଧରାକୋଟ ବ୍ଳକ ଅଧ୍ୟକ୍ଷା ରୀନା ଗୌଡ, ସମିତି ସଭ୍ୟା ସୁନିତା କୁମାରୀ ଗୌଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ମାନେ ନିଜର ଚରିତ୍ର ଗଠନକୁ ଗୁରୁତ୍ବ ଦେଇ ସମାଜ, ଶିକ୍ଷାନୁଷ୍ଠାନର ସୁନାମକୁ ଦ୍ବିଗୁଣିତ କରିବା ଉପରେ ଅତିଥିଗଣ ଆଲୋକପାତ କରିଥିବା ସମୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଉପସ୍ଥିତିରେ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ…
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗବ୍ଳକ ଅନ୍ତର୍ଗତ ବାଗୋଇ ପଂଚାୟତର ପରଲୋକଗତ ସରପଂଚ ଅଧୀର ପ୍ରଧାନଙ୍କର ଏକାଦଶାହ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ସରପଂଚ ବିଜୟ କୁମାର ଖଟେଇଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, କଂଗ୍ରେସ ନେତା ଡ଼କ୍ଟର ଲଲାଟେନ୍ଦୁ ମହାପାତ୍ର, ଅରିନ୍ଦମ ସାର୍କେଲ, କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗବ୍ଳକ କଂଗ୍ରେସର ଆବାହକ ଏଏନଡ଼ି ଯାଦବ, ଆଇନଜିବୀ ରମେଶଚନ୍ଦ୍ର ଦାସ, ପ୍ରଶାନ୍ତ ପଟ୍ଟନାୟକ, କୁଜଙ୍ଗ ସରପଂଚ ଭାରତଭୂଷଣ ନାୟକ, ଜିଲ୍ଲାନାସୀ ସରପଂଚ ପ୍ରମୋଦ ସ୍ୱାଇଁ, ସାଇଲୋ ସରପଂଚ ରୋଜାଲିନ ମହାପାତ୍ର, ହଂସୁରା ସରପଂଚ ସ୍ମୃତିରେଖା ସ୍ୱାଇଁ, ପୋତାନଇ ସରପଂଚ ସଞ୍ଜୟ ଷଡ଼ଙ୍ଗୀ, ମଙ୍ଗରାଜପୁର ସରପଂଚଙ୍କ ପ୍ରତିନିଧ ବିପିନ କୁମାର ତ୍ରିପାଠୀ, ପାଟପୁର ସରପଂଚ ଲକ୍ଷ୍ମୀକାନ୍ତ ସ୍ୱାଇଁ, ପାରାଦୀପଗଡ଼ ସରପଂଚ ମିହିର ରଞ୍ଜନ ସାହୁ, ବିଧାୟକଙ୍କ…
ଲକ୍ଷ୍ନୌ : ଲକ୍ଷ୍ନୌର ଏକ କୋର୍ଟରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଓକିଲ ଆହତ ହୋଇଛନ୍ତି । ଜନୈକ ଓକିଲଙ୍କ ଚାମ୍ବରକୁ ଏହି ପେଟ୍ରୋଲ ବୋମା ଫୋପଡା ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଉତ୍ତର ପ୍ରଦେଶ ବିଧାନସଭା ନିକଟରୁ ମାତ୍ର 1 କିମି ଦୂରରେ ରହିଥିବା କୋର୍ଟରେ ଏହି ବିସ୍ଫୋରଣ ଘଟିଥିଲା । ଏହା ସହିତ ପୋଲିସ୍ ଘଟଣାସ୍ଥଳରୁ 3ଟି ପେଟ୍ରୋଲ ବମ୍ ଜବତ କରାଯାଇଛି । ବାର୍ ଆସୋସିଏସନ୍ ଯୁଗ୍ମ ସଚିବ ସଞ୍ଜୀବ ଲୋଧୀଙ୍କ ଚାମ୍ବର ଉପରକୁ ବୋମା ମାଡ କରାଯାଇଥିବା ବେଳେ ଅନ୍ୟ ଜଣେ ଓକିଲ ଜିତୁ ଯାଦବଙ୍କୁ ଏହି ଘଟଣା ପାଇଁ ଦାୟୀ କରାଯାଇଛି । (ଏଜେନ୍ସି)
Mumbai: Actress Rakul Preet Singh showcases the creation of Ajio on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)
Mumbai: Models showcase the creation of fashion designer Swapnil Shinde on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)
Mumbai: A model walks the ramp showcasing the creation of fashion designer Swapnil Shinde on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)
Mumbai: Actress Sunny Leone showcases the creation of fashion designer Swapnil Shinde on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)
Mumbai: Actress Sai Manjrekar walks the ramp on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)
Mumbai: Models showcase the creations of fashion designer Prachit Shinde on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)
Mumbai: Actress Neha Dhupia showcases the creation of fashion designer Itishree Satpathy on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)
Mumbai: Actress Vidya Balan plays basketball with the students at Finding Mother Conference at St Xaviers College in Mumbai on Feb 12, 2020. (Photo: IANS)
Srinagar: A model walks the ramp showcasing fashion designer Abhishek Sharma’s creation under the label Kanelle on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)
New Delhi: Showstopper Janhvi Kapoor showcases the creation of fashion designers Masaba Gupta and Kunal Rawal on Day 1 of the Lakme Fashion Week Summer/Resort 2020, in Mumbai on Feb 11, 2020. (Photo: IANS)
Mumbai: A model showcases the creation of a student of Inter National Institute of Fashion Design West Delhi (INIFD) on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)

