Author: Samikhsya Bureau

ନୂଆଦିଲ୍ଲୀ: କ୍ଷୀରର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛି। ବର୍ତ୍ତମାନ ଦେଶର ବଡ ଦୁଗ୍ଧ କମ୍ପାନୀ ଅମୁଲ ଏହାର କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଯାହା ଗ୍ରାହକଙ୍କୁ ପୁଣି ଥରେ ଝଟକା ଲାଗିଛି। ଗୁଜୁରାଟରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଆଜି ଠାରୁ ନୂତନ ଦର କାର୍ଯ୍ୟକାରୀ ହୋଇଛି।

Read More

ରଣପୁର: ଆଜି ୮୮ତମ ଉତ୍କଳ ଦିବସ ବା ଓଡ଼ିଶା ଦିବସ। ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ନବଗଠିତ ହୋଇଥିଲା। ଏହି ସ୍ମୃତିରେ ପ୍ରତି ବର୍ଷ ଆଜିର ଦିନକୁ ଉତ୍କଳ ଦିବସ ବା ଓଡ଼ିଶା ଦିବସ ଭାବେ ପାଳନ କରାଯାଏ। ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ଏହି ଅବସରରେ ରଣପୁର ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ନେତୃତ୍ୱରେ ଏହି ଦିବସ ଧୁମଧାମର ସହ ପାଳିତ ହୋଇ ଯାଇଛି।  ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ ପ୍ରମୁଖ ଉପସ୍ଥିତ ରହି ଉତ୍କଲ ଦିବସର ଆଭିମୁଖ୍ୟ ସମ୍ପର୍କରେ ବୁଝାଇ ଥିଲେ। ସେହିପରି ବିଲଗାଡ଼ିଆ ପ୍ରାଥମିକ…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ଆଜି ଉତ୍କଳ ଦିଵସ ସମାରୋହ ଅନୁଷ୍ଠିତ ହୋଇଥିଲା। ମହାଵିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ପୁଷ୍ପାଞ୍ଜଳି ରାବଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ “ଉତ୍କଳ ଦିଵସର ମହତ୍ତ୍ଵ ଓ ଓଡ଼ିଶାର ସ°ସ୍କୃତି” ଶୀର୍ଷକ ଆଲୋଚନାଚକ୍ରରେ ଛାତ୍ରୀ ସିପ୍ରା ସାହୁ ଓ ପଙ୍କଜିନୀ ଵେହେରା ତଥା ଛାତ୍ର ଶୁଭଜିତ ଦେହୁରୀ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ, ମଧୂବାବୁ ଙ୍କ ତ୍ୟାଗ ଓ ଓଡ଼ିଆ ସାହିତ୍ୟ-ସ°ସ୍କୃତି ଵିଷୟ ରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନେ ସାମୁହିକ ଭାବରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ମୀନକେତନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଜନନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଠିକ୍ ସେହିପରି ନାକ୍ଟିଦେଉଳ ଵ୍ଲକ୍ କିସିଣ୍ଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷା ସୁଶ୍ରୀତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଇତିହାସ ଅଧ୍ୟାପିକା ଅନୀତା ପ୍ରଧାନ ଓ…

Read More

ରାୟପୁର: ଛତିଶଗଡ ସରକାର ଏପ୍ରିଲ ୧ ତାରିଖରୁ ଶିକ୍ଷିତ ବେକାରୀଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ବେକାରୀ ଭତ୍ତା ଦେବା ଆରମ୍ଭ କରି ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଯୁବକମାନଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଶିକ୍ଷିତ ବେକାରମାନେ ଏହି ମାସରୁ ଯେକୌଣସି ଦିନ ବେକାରୀ ଭତ୍ତା ପାଇଁ ଆବେଦନ କରିପାରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ବାସ୍ତବରେ ଛତିଶଗଡରେ ୧ ଏପ୍ରିଲ ୨୦୨୩ରୁ ବେକାରୀ ଭତ୍ତା ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମାସରେ ୨୫୦୦ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଏହା ସହିତ ବେରୋଜଗାରୀମାନଙ୍କୁ ଦକ୍ଷତା ବିକାଶ ତାଲିମ ମଧ୍ୟ ଦିଆଯିବ ଏବଂ ସେମାନଙ୍କୁ ରୋଜଗାରରେ ସାହାଯ୍ୟ କରାଯିବ। ବେକାରୀ ଭତ୍ତା ଯୋଜନାର ଆବେଦନକାରୀଙ୍କ ପରିବାରର ଆୟ ବାର୍ଷିକ ୨.୫୦ ଲକ୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ଯୋଗ୍ୟତା…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆ ଯାଇଛି। ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକ ମାନେ ଏହି ସହାୟତା ପାଇଛନ୍ତି। ୪୩ ଲକ୍ଷ ରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ଯାଙ୍କ ଖାତା କୁ ଦିଆ ଯାଇଛି। ଏହି ଅବସରରେ ଚାଷୀ ଭାଇ ମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀ ଙ୍କ କଲ୍ଯାଣ ସହ ରାଜ୍ୟର ବିକାଶ ଯୋଡି ହୋଇ ରହିଛି ତେଣୁ ଆଜିର ପବିତ୍ର ଦିନ ରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଅର୍ଥିକ ବର୍ଷ ଆରମ୍ଭ କଲୁ। ଓଡ଼ିଶା ଆଜି ଖାଦ୍ୟ ଶସ୍ୟ ଉତ୍ପାଦନ ରେ ଆତ୍ମ ନିର୍ଭର ହେବା ସହିତ ଦେଶର…

Read More

ଭୁବନେଶ୍ୱର: ଆଜି ଉତ୍କଳ ଦିବସରେ ଚାଷୀମାନଙ୍କୁ କାଳିଆ ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଟଙ୍କା ବଣ୍ଟନ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଓଡିଶାର ଚାଷୀଙ୍କ କଲ୍ୟାଣ ପାଇଁ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହାରେ କାଳିଆ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନା ଅଧିନରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କାଳିଆ ଯୋଜନାର ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ଝାରସୁଗୁଡ଼ାରେ ଉପନିର୍ବାଚନ ହେବାକୁ ଥିବାରୁ ସେଠାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ସେଥିପାଇଁ ସେହି ଜିଲ୍ଲାର ଚାଷୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯିବ ନାହିଁ। ଏହି ଜିଲ୍ଲାର ହିତାଧିକାରୀଙ୍କୁ ଉପନିର୍ବାଚନ ପରେ ଏହା ପ୍ରଦାନ କରାଯିବ।

Read More

ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟସଭା ସାଂସଦ ତଥା ଉଦ୍ଧବ ଦଳର ନେତା ସଞ୍ଜୟ ରାଉତଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ଧମକ ଦେଉଥିବା ବ୍ୟକ୍ତି ଜଣଙ୍କ ‘ମୁଁ ତୁମକୁ ମୋସୱାଲା ପରି କରିବି’ ବୋଲି ମେସେଜ୍ କରିଛି। ସଞ୍ଜୟ ରାଉତଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ମୃତ୍ୟୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସଞ୍ଜୟ ରାଉତଙ୍କୁ ଏକ ବାର୍ତ୍ତାରେ କୁହାଯାଇଛି ଯେ ‘ଯଦି ତୁମେ ଦିଲ୍ଲୀରେ ମିଳିବ, ମୁଁ ତୁମକୁ ଏକେ୪୭ ରେ ଉଡ଼ାଇ ଦେବି, ସିଦ୍ଧୁ ମୋସେୱାଲା ଭଳି ହତ୍ୟା କରାଯିବ’। ସଲମାନ ଏବଂ ତୁମେ ନିଶ୍ଚିତ। ଏହି ଧମକ ଲରେନ୍ସ ବିଷ୍ନୋଇଙ୍କ ନାମରେ ଦିଆଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ବାର୍ତ୍ତା ପଠାଉଥିବା ବ୍ୟକ୍ତି ପୁଣେର ବୋଲି ଜଣା ପଡିଛି। ଏଥିରେ ସେ ଲେଖିଛନ୍ତି ଯେ, ମୁଁ ହିନ୍ଦୁ ବିରୋଧୀଙ୍କୁ ହତ୍ୟା କରିବି, ଦିଲ୍ଲୀରେ ଭେଟିବି, ମୁଁ ସିଦ୍ଧୁ ମୁସେୱାଲା ଭଳି ଏକେ-୪୭ ରେ ତୁମକୁ ଉଡ଼ାଇବି। ଅନ୍ୟପକ୍ଷରେ ସଞ୍ଜୟ ରାଉତ କହିଛନ୍ତି ଯେ,…

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଗତି ପୁଣି ଥରେ ଚିନ୍ତା ବଢାଇଛି। ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି, ଯାହା ସାଧାରଣ ଲୋକଙ୍କୁ ତଥା ସରକାରଙ୍କୁ ଭୟଭୀତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ସର୍ବଶେଷ ତଥ୍ୟକୁ ଦେଖିଲେ, ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୯୯୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଯାହାପରେ ଦେଶରେ ବର୍ତ୍ତମାନ ସାକରିଆୟ ରୋଗୀଙ୍କ ସଂଖ୍ୟା ୧୬ ହଜାର ୩୫୪କୁ ବୃଦ୍ଧି ପାଇଛି। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ହଜାର ୮୪୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ତେବେ ମୋଟ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୭୧ ହଜାର ୫୫୧ କୁ ବୃଦ୍ଧି ପାଇଛି।

Read More

ନୂଆଦିଲ୍ଲୀ: ଆଜି ସାଧାରଣ ଜନତାଙ୍କ ପାଇଁ ଖୁସି ଖବର ମିଳିଛି। ଆଜି ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ଘଟିଛି। ଆଜିଠାରୁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ଘରୋଇ ଏଲପିଜି ଗ୍ୟାସ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କ୍ରମାଗାତ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁଁ ସାଧାରଣ ଜନତା ଚିନ୍ତାରେ ଥିଲେ। ଗତ ମାର୍ଚ୍ଚ ୧ ତାରିଖରେ ବ୍ୟବସାୟିକ ସିଲିଣ୍ଡରର ଦାମ ୩୫୦ ଟଙ୍କା ୫୦ ପଇସା ବଢିଥିଲା।

Read More

ଭୁବନେଶ୍ବର: ଆଜି ଉତ୍କଳ ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପିଠ ସତ୍ୟଭାମାପୁର ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଆଜି ସକାଳୁ ସେ କଟକ ମଧୁପୁର ଏବଂ ସତ୍ୟଭାମାପୁର ଗସ୍ତ କରିଥିଲେ। ମଧୁବାବୁଙ୍କ ଜନ୍ମପିଠରେ ଥିବା ସଂଗ୍ରହାଳୟ ବୁଲି ଦେଖିବା ସହ ମଧୁବାବୁଙ୍କ ସ୍ମୃତିର ସଂରକ୍ଷଣ ଉପରେ ମଧ୍ୟ ପଚାରି ବୁଝିଥିଲେ। ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ଅବସ୍ଥାନ ସ୍ଥାନ ମଧ୍ୟ ତଦାରଖ କରିଥିଲେ। ଏଥିସହିତ ସେଠାରେ ଥିବା ବିଭିନ୍ନ ବିରଳ ଫଟୋର ସଂରକ୍ଷଣ ସଂପର୍କରେ ୫ଟି ସଚିବ ବିଭାଗୀୟ ଅଧିକାରୀଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ। ଏହି ପିଠର ବିକାଶ ପାଇଁ ସେ ବିଭିନ୍ନ ପ୍ରସଂଗରେ ଆଲୋଚନା କରି ଯାହା ନିଷ୍ପତି ନେଲେ ତାହା ହେଲା.. ୧- ସତ୍ୟଭାମାପୁରରେ ଖଣ୍ଡାଲାଇଟ ପଥରରେ ସ୍ଵାଗତ ତୋରଣ କରାଯିବ। ୧୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ହେବ। ୨- ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମ ପୀଠ ଓ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଏସପି କଟାରିଆ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ। ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀଣି ଅଞ୍ଜଳି ମଲ୍ଲିକ , ବାଲୁଗାଁ ଥାନା…

Read More

ନୂଆଦିଲ୍ଲୀ: ଆଜି ହେଉଛି ଉତ୍କଳ ବା ଓଡିଶା ଦିବସ। ଏହି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଟୁଇଟ ଯୋଗେ କହିଛନ୍ତି ଯେ, ‘ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡିଶାବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛି।ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା ,ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍ ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରେ। ମୁଁ ଓଡ଼ିଶାର ଭାଇ ଓ ଭଉଣୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି।’

Read More

ଭୁବନେଶ୍ଵର: ଝିଲିକ ମୋସନ ପିକଚର୍ସର ଚତୁର୍ଥ ଅବଦାନ “ପ୍ରିୟେ ତୁ ମୋ ସିଏ” ର‌ ଅଡିଓ ଲୋକାର୍ପିତ ଉତ୍ସବ ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଅଭିନେତା ଅମ୍ଳାନ, ବବି ମିଶ୍ର, ଅସୀତ ପତି, ଏଲିନା ସାମନ୍ତରାୟ, ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସ, କଣ୍ଠଶିଳ୍ପୀ ଅସୀମା ପଣ୍ଡା, ସୁଭାଶିଷ ସାହୁ, ଆମରା ମ୍ୟୁଜିକ କଣ୍ଟେଟ୍ ପ୍ରୋକରମେଣ୍ଟ ହେଡ୍ ଦେବାଶିଷ ପଣ୍ଡା, ଓଲିଉଡ୍ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ପରଦାକୁ ଆସୁଛନ୍ତି ଅମ୍ଳାନ – ଏଲିନା। ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍। ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିବ। ଅନେକ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଚରିତ୍ରରେ…

Read More

ନୂଆଦିଲ୍ଲୀ: ଆଜି ଓଡିଶା ଦିବସ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଉଛି। ସେହିପରି ଆଜିର ଏହି ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଓଡିଆ ଭାଷାରେ ଏହି ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର। ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି।

Read More

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ବା ଓଡିଶା ଦିବସ। ୧୯୩୬ ମସିହା ଆଜିର ଦିନରେ ଓଡିଆ ଭାଷା ଭିତ୍ତିକ ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। ସେଥିପାଇଁ ସେତେବେଳେ ଓଡିଶାର ମହାନ ବରପୁତ୍ରଙ୍କ ଅବଦାନ ଅତୁଳନୀୟ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ‘ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା।’

Read More

ଭୁବନେଶ୍ବର, ଆପଣ ଭଲଭାବରେ ଜାଣିବା ଉଚିତ ଯେ, ସୂର୍ଯ୍ୟ ଦେବ ବାସ୍ତୁ ଶାସ୍ତ୍ରକୁ ପ୍ରଭାବିତ କରନ୍ତି। ତାଙ୍କର ଗତିବିଧି ଅନୁସାରେ ବାସ୍ତୁ ଶାସ୍ତ୍ର ମଧ୍ୟ ଗତି କରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସୂର୍ଯ୍ୟଙ୍କ ଅନୁସାରେ ଏକ ଘର ନିର୍ମାଣ କରିବା ଏବଂ ସୂର୍ଯ୍ୟଙ୍କ ଅନୁସାରେ ଆମର ଦୈନିକ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରିବା ଆବଶ୍ୟକ ରହିଛି। ନିମ୍ନରେ ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ କିପରି ଦୈନ୍ୟନ୍ଦିନ ପ୍ରଭାବତି ହୁଏ… 1.  ସୂର୍ଯ୍ୟୋଦୟ ପୂର୍ବରୁ ରାତି 3 ରୁ 6 ପର୍ଯ୍ୟନ୍ତ ହେଉଛି ବ୍ରହ୍ମ ମୁହୂର୍ତ। ଏହି ସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବ ଭାଗରେ ରୁହନ୍ତି। ଏହି ସମୟରେ ଧ୍ୟାନ ଏବଂ ଅଧ୍ୟୟନ ପାଇଁ ଏହି ସମୟ ଭଲ ଅଟେ। 2. ସକାଳ 6 ରୁ 9 ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବ ଭାଗରେ ରୁହନ୍ତି, ତେଣୁ ଘରକୁ ଏପରି କରନ୍ତୁ ଯେ ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ ଆଲୋକ ଘରକୁ ଆସିପାରିବ। ଫଳରେ ଘରେ…

Read More

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ସ୍ୱୟଂଚାଳିତ ଟେଷ୍ଟିଂ ଷ୍ଟେସନ (ଏଟିଏସ)ର ସ୍ଥିତିକୁ ଦୃଷ୍ଟିରେ ରଖି  ଭାରୀ ସାମଗ୍ରୀ ପରିବହନ ଯାନ/ଭାରୀ ଯାତ୍ରୀ ପରିବହନ ଯାନ, ମଧ୍ୟମ ସାମଗ୍ରୀ ପରିବହନ ଯାନ/ମଧ୍ୟମ ଯାତ୍ରୀ ପରିବହନ ଯାନ ଏବଂ ହାଲୁକା ମୋଟରଯାନ ପାଇଁ ବାଧ୍ୟତାମୂଳକ ଫିଟନେସ ଟେଷ୍ଟିଂ ତାରିଖକୁ ୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ୨୯.୦୩.୨୦୨୩ରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜିଏସଆର ୨୭୨(ଇ) ତାରିଖ ୦୫.୦୪.୨୦୨୨ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହି ବିଜ୍ଞପ୍ତି ଅନୁଯାୟୀ, ସ୍ୱୟଂଚଳିତ ଟେଷ୍ଟିଂ ଷ୍ଟେସନର ମାନ୍ୟତା, ନିୟାମକ ଓ ନିୟନ୍ତ୍ରଣ ପାଇଁ ନିୟମ ୧୭୫ ଅନୁଯାୟୀ ପଞ୍ଜିକୃତ ହୋଇଥିବା ଏକ ସ୍ୱୟଂଚାଳିତ ଟେଷ୍ଟିଂ ଷ୍ଟେସନ ଜରିଆରେ ଗାଡ଼ିର ଫିଟନେସ ଯାଞ୍ଚ କରି ପ୍ରମାଣପତ୍ର ହାସଲ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଭାରୀ ସାମଗ୍ରୀ ପରିବହନ ଯାନ/ଭାରୀ ଯାତ୍ରୀ ପରିବହନ ଯାନ ପାଇଁ ଏହି…

Read More

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ଦିନ ନେସନାଲ ଲଜିଷ୍ଟିକ୍ସ ପୋର୍ଟାଲ (ମରିନ)ର ଆପ୍‌ ଭର୍ସନକୁ ଉନ୍ମୋଚନ କରିଛନ୍ତି। ‘ସାଗର ସେତୁ’ ନାମକ ଏହି ଆପ୍‌ ଉନ୍ମୋଚନ ସମୟରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ, ମନ୍ତ୍ରଣାଳୟର ସଚିବ ସୁଧାଂଶୁ ପନ୍ତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଆପ୍‌ରେ ଲଗଇନ ମଡ୍ୟୁଲ, ସର୍ଭିସ କାଟାଲଗ, କମ୍‌ ଆପ୍ଲିକେସନ ଫର୍ମାଟ, ଲେଟର ଅପ୍‌ କ୍ରେଡିଟ୍‌, ବ୍ୟାଙ୍କ ଗ୍ୟାରେଣ୍ଟି, ପ୍ରମାଣପତ୍ର ହାସଲ ଏବଂ ଟ୍ରାକ୍‌ ଓ ଟ୍ରେସ ଭଳି ବିଭିନ୍ନ ସୁବିଧା ରହିଛି। ସାଧାରଣତଃ ରପ୍ତାନିକାରୀ, ଆମଦାନୀକାରୀ ଏବଂ ସୀମାଶୁଳ୍କ ମଧ୍ୟସ୍ଥଙ୍କ ନିକଟରେ ପହଞ୍ଚି ପାରୁନଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରିଅଲଟାଇମ୍‌ ସୂଚନା ଏହି ଆପ୍‌ ଦ୍ୱାରା ମିଳିପାରିବ। ଜାହାଜ ସଂକ୍ରାନ୍ତ ସୂଚନା, ଗେଟ୍‌, କଣ୍ଟେନର ଫ୍ରିଟ୍‌ ଷ୍ଟେସନ ଏବଂ ଫିଙ୍ଗରଟିପ୍‌ରେ କାରବାର ସମେତ ବିଭିନ୍ନ ସୁବିଧା…

Read More

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ  ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ୨୦୨୩-୨୪ ଉପସ୍ଥାପନ କରିବା ସମୟରେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଯୋଜନାରେ ସୁଧାର ଲାଗି ଘୋଷଣା କରିଥିଲେ। ବର୍ତ୍ତମାନ ସଂଶୋଧିତ ଯୋଜନା ଆଜି ଠାରୁ ଲାଗୁ ହେବ। ଏଥିପାଇଁ ସରକାର ୯,୦୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବିନିଯୋଗ କରିବେ। ଯାହାଫଳରେ ୨ ଲକ୍ଷ କୋଟି ଟଙ୍କାର ବନ୍ଧକ-ମୁକ୍ତ ଗ୍ୟାରେଣ୍ଟିଯୁକ୍ତ ଋଣ ଯୋଗାଇଦେବା ସମ୍ଭବ ହୋଇପାରିବ ଏବଂ ଏହା ଋଣ ଖର୍ଚ୍ଚକୁ ପ୍ରାୟ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ। ସରକାରଙ୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ନିମ୍ନ ପଦକ୍ଷେପ ନିଆଯାଇଛି: ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ କର୍ପସ (ସିଜିଟିଏମଏସଇ) ୩୦ ମାର୍ଚ୍ଚ ୨୦୨୩ରେ ୮,୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି। ସିଜିଟିଏମଏସଇ ପକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବାର୍ଷିକ ଗ୍ୟାରେଣ୍ଟି…

Read More

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟାକୁ ଶୂନ କରିବା ଉଦ୍ଦେଶ୍ୟରେ ସଚେତନତାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଶୂନ ମୃତାହତ ସଂଖ୍ୟା ସପ୍ତାହ (ଜିରୋ ଫାଟାଲିଟି ଉଇକ) ପାଳନ କରୁଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସପ୍ତାହ ପାଳନ ସଂପର୍କରେ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ତରଫରୁ ଏକ ଏସ୍ଓପି ପ୍ରସ୍ତୁତ କରି ସବୁ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡେପୁଟି ପୁଲିସ କମିଶନରଙ୍କ ନିକଟକୁ ପତ୍ର, ପ୍ରେରଣ କରାଯାଇଛି। ବୈଠକରୁ ଜଣାପଡିଛି ଯେ ୨୦୨୨ ବର୍ଷରେ ଓଡ଼ିଶାରେ ୧୧,୬୬୩ ଟି ସଡ଼କ ଦୁର୍ଘଟଣା ହୋଇ…

Read More

ମେଷ: – ଆଜି ଏକ ଭଲ ଦିନ ହେବ । ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ । କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବନ୍ଦ ହୋଇଥିବା ଟଙ୍କା ମିଳିପାରିବ । କୌଣସି କାରବାରରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିବାହିତ ଜୀବନ ସୁଖୀ ହେବ ।  ବୃଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ ।…

Read More