Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରଦାକୁ ଆସିଲା ଭାଇଜାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’
ଆଜିର ଖବର

ପରଦାକୁ ଆସିଲା ଭାଇଜାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’

June 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ୍‌ ଭାଇଜାନ୍‌ ସଲମନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ଆଜି ଇଦ୍‌ ଅବସରରେ ମୁକ୍ତିଲାଭ କରିଛି। ସାଉଥ୍‌ କୋରିଆନ୍‌ର ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘ଅଡ୍‌ ଟୁ ମାଇ ଫାଦର୍‌’ର ରିମେକ୍‌ ହେଉଛି ‘ଭାରତ’। ଅଲ୍ଲୀ ଆବାସ ଜାଫର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍‌ ଖାନ୍‌, କ୍ୟାଟ୍ରିନା କୈଫ୍‌, ଦିଶା ପଟ୍ଟାନି, ସୁନୀଲ ଗ୍ରୋଭର୍‌, ନୋରା ଫତେହୀ ପ୍ରମୁଖ ଅଭିନୟ କରିଛନ୍ତି।  ପାଖାପାଖି ୪୦୦୦ ସିନେମା ଘରେ ଏହି ଫିଲ୍ମଟି ପ୍ରଦର୍ଶିତ ହୋଇଛି। ଫିଲ୍ମରେ ସଲମାନଙ୍କୁ ସମ୍ପୂର୍ଣ୍ଣ ନୁଆ ଲୁକରେ ଦେଖିବା ସହିତ ଏହି ଫିଲ୍ମରେ ସଲ୍ଲୁଙ୍କର ଭିନ୍ନ ଭିନ୍ନ ଲୁକ୍‌ ମଧ୍ୟ ରହିଛି। ଇଦ୍‌ ଅବସରରେ ସଲମାନଙ୍କ ଏହି ନୂଆ ଭେଟିକୁ ନେଇ ଦର୍ଶକଙ୍କ ମନରେ ବେଶ୍‌ ଉତ୍ସାହ ରହିଛି ।

bharat movie release salmankhan thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ-ମୁନିଗୁଡ଼ା ସେକ୍ସନ ନିରୀକ୍ଷଣ

June 26, 2026

ସରକାରୀ ଅଧିକାରୀ ସାଜି ଠକୁଥିଲା, ଶେଷରେ ପୋଲିସ ହାତରେ ଧରାପଡ଼ିଲା

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026

ବୌଦ୍ଧରେ ଅଘଟଣ: ବଜ୍ରାଘାତରେ ଲିଭିଗଲା ଦୁଇ କିଶୋରଙ୍କ ଜୀବନ

June 26, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ-ମୁନିଗୁଡ଼ା ସେକ୍ସନ ନିରୀକ୍ଷଣ

June 26, 2026

ସରକାରୀ ଅଧିକାରୀ ସାଜି ଠକୁଥିଲା, ଶେଷରେ ପୋଲିସ ହାତରେ ଧରାପଡ଼ିଲା

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026

ବୌଦ୍ଧରେ ଅଘଟଣ: ବଜ୍ରାଘାତରେ ଲିଭିଗଲା ଦୁଇ କିଶୋରଙ୍କ ଜୀବନ

June 26, 2026

ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ: ବିଭିନ୍ନ ଟ୍ରେନରେ ବଢିଲା କୋଚ୍ ସଂଖ୍ୟା

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.