Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Budget 2025: ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଘୋଷଣା କଲେ ‘ଧନ ଧାନ୍ୟ କୃଷି ଯୋଜନା’
ଆଜିର ଖବର

Budget 2025: ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଘୋଷଣା କଲେ ‘ଧନ ଧାନ୍ୟ କୃଷି ଯୋଜନା’

February 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Budget 2025
Budget 2025: ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଘୋଷଣା କଲେ ଧନ ଧାନ୍ୟ କୃଷି ଯୋଜନା

Budget 2025: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନା କରୁଛନ୍ତି। ଏହି ଅବସରରେ ସେ କୃଷି ଉପରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି। ଏଥିରେ ସେ ଏକ ନୂଆ ଯୋଜନା ‘ଧନ ଧାନ୍ୟ କୃଷି’ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଯୋଜନା ଦେଶର ୧ କୋଟିରୁ ଅଧିକ କୃଷକଙ୍କୁ ଉପକୃତ କରିବ।

ଏହି ଯୋଜନା ୧୦୦ଟି ଅଳ୍ପ ଉତ୍ପାଦନ ଥିବା ଜିଲ୍ଲା, ମଧ୍ୟମ ଫସଲ ଗଠନ ଏବଂ ସାଧାରଣରୁ କମ୍ ଋଣ ପ୍ରଚାଳନକୁ ପ୍ରତ୍ସାହିତ କରିବ।

“ଆମ ସରକାର ରାଜ୍ୟଗୁଡ଼ିକ ସହ ମିଶି ‘ପିଏମ ଧନ ଧାନ୍ୟ କୃଷି ଯୋଜନା’ ଲାଗୁ କରିବ। ଏହି କାର୍ଯ୍ୟକ୍ରମ ଉପଲବ୍ଧ ଯୋଜନାଗୁଡ଼ିକର ସଂଯୋଗ ଏବଂ ବିଶେଷ ବ୍ୟବସ୍ଥା ମାଧ୍ୟମରେ ୧୦୦ଟି ଅଳ୍ପ ଉତ୍ପାଦନ ଥିବା ଜିଲ୍ଲାଗୁଡ଼ିକୁ ବିକଶିତ କରିବ। ଏଥିସହିତ କୃଷି ଉତ୍ପାଦନଶୀଳତା ବୃଦ୍ଧି କରିବ ବୋଲି ନିର୍ମାଳା ସୀତାରମଣ କହିଛନ୍ତି।

ସେ କହିଛନ୍ତି ଯେ ୨୦୨୫-୨୬ ଅର୍ଥନୈତିକ ବଜେଟ୍ ବୃଦ୍ଧି ତ୍ବରାନ୍ବିତ କରିବା ଏବଂ ସମାନ୍ତରାଳମୂଳକ ବିକାଶ ପ୍ରଦାନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି।

Budget 2025 ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ମଳା ସୀତାରମଣ ବଜେଟ ବଜେଟ 2025
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି: ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଚଳିତ ବର୍ଷ ରାବଣ ସାଙ୍ଗକୁ ଜଳିବ ୩୦ ଫୁଟର ‘କକ୍ରୋଚ୍’

October 16, 2026
Latest News

ପୂର୍ବତନ ଆମେରିକୀୟ ଜିମ୍ନାଷ୍ଟିକ୍ସ କୋଚ୍‌ ସିନ୍ ଗାର୍ଡନରଙ୍କୁ ୯୦ ବର୍ଷ ଜେଲ୍‌

October 16, 2026

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି: ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଚଳିତ ବର୍ଷ ରାବଣ ସାଙ୍ଗକୁ ଜଳିବ ୩୦ ଫୁଟର ‘କକ୍ରୋଚ୍’

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.