Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ତ୍ତିକ-ସାରାଙ୍କ ସହ ରହିଥିବା ମିଷ୍ଟ୍ରି ଗାର୍ଲ ଜଣକ କିଏ ?
ଆଜିର ଖବର

କାର୍ତ୍ତିକ-ସାରାଙ୍କ ସହ ରହିଥିବା ମିଷ୍ଟ୍ରି ଗାର୍ଲ ଜଣକ କିଏ ?

January 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅପକମିଙ୍ଗ୍ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌2’ର ଟ୍ରେଲର୍‌ ଆସିସାରିବା ପରେ ଏବେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି । ଏହି ଟ୍ରେଲର୍‌ଟି ୟୁ ଟ୍ୟୁବ୍‌ରେ ନମ୍ବର ଓ୍ବାନ୍‌ ଟ୍ରେଣ୍ଡ୍‌ରେ ଚାଲୁଛି । ଏହି ଟ୍ରେଲର୍‌ରେ କାର୍ତ୍ତିକଙ୍କ ଦୁଇଟି ରୂପ ଦେଖାଯାଇଛି । କାର୍ତ୍ତିକ 90 ଦଶକ ଓ ଚଳିତ ଦଶକର ହିରୋଇନ୍‌ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଟ୍ରେଲରରେ କାର୍ତ୍ତିକଙ୍କ ପ୍ରେମିକା ରୂପରେ ସାରା ଅଲ୍ଲୀ ଖାନ୍‌ ରହିଥିବାବେଳେ 90 ଦଶକରେ ରହିଥିବା କାର୍ତ୍ତିକଙ୍କ ହିରୋଇନ୍‌ ଭୂମିକାରେ ରହିଛନ୍ତି ଜଣେ ନବାଗତା । ଯାହାକୁ ମିଷ୍ଟ୍ରି ଗାର୍ଲ ବୋଲି କୁହାଯାଉଛି । ଏହି ଅଭିନେତ୍ରୀଙ୍କ ନାମ ହେଉଛି ଆରୁଷି ଶର୍ମା । ଆରୁଷି ଏହି ଫିଲ୍ମ ଜରିଆରେ ଆକ୍ଟିଂ କ୍ୟାରିଅରର ଆରମ୍ଭ କରିବାକୁ ଯାଉଥିବାବେଳେ କିନ୍ତୁ ଏହି ଫିଲ୍ମଟି ଆରୁଷିଙ୍କର ପ୍ରଥମ ଫିଲ୍ମ ନୁହେଁ ।

ଆରୁଷି ଏହା ପୂର୍ବରୁ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମର ଅଂଶଗ୍ରହଣ କରିଛନ୍ତି । 2015ରେ ଆସିଥିବା ଫିଲ୍ମ ‘ତମାସା’ରେ ଆରୁଷି ନଜର ଆସିଥିଲେ । ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ରହିଥିଲେ ରଣବୀର୍‌ କପୁର୍‌ ଓ ଦୀପିକା ପାଦୁକୋନ୍‌ । ତେବେ ଏହି ଫିଲ୍ମରେ ଆରୁଷିଙ୍କ ଏତେ ନୋଟିସ୍‌ କରାଯାଇନଥିଲା । ତେବେ ‘ଲଭ ଆଜକଲ୍‌’ରେ ଅଭିନୟକୁ ନେଇ ବେଶ୍‌ ଆଶାବାଦୀ ରହିଛନ୍ତି ଆରୁଷି ।  (ଏଜେନ୍ସି)

KartikAaryan loveaajkal2 SARAALIKHAN
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛତା ଓ ବିଚାରାଧୀନ ମାମଲା ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ୬.୦ ଆରମ୍ଭ

October 10, 2026

ଆଜି ମହାଳୟା କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

October 10, 2026

ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ!

October 10, 2026

ଆଜି ଅକ୍ଟୋବର ୧୦ ତାରିଖରେ ଏହି ରାଶିଗୁଡିକର ଭାଗ୍ୟରେ ହେଲା ପରିବର୍ତ୍ତନ

October 10, 2026
Latest News

ସ୍ୱଚ୍ଛତା ଓ ବିଚାରାଧୀନ ମାମଲା ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ୬.୦ ଆରମ୍ଭ

October 10, 2026

ଆଜି ମହାଳୟା କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

October 10, 2026

ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ!

October 10, 2026

ଆଜି ଅକ୍ଟୋବର ୧୦ ତାରିଖରେ ଏହି ରାଶିଗୁଡିକର ଭାଗ୍ୟରେ ହେଲା ପରିବର୍ତ୍ତନ

October 10, 2026

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.