Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଦ୍ଧାନ୍ତ-ଅନନ୍ୟାଙ୍କ ସହିତ ଅପ୍‌କମିଙ୍ଗ ଫିଲ୍ମ ଘୋଷଣା କଲେ ସୈଫ୍‌
ଆଜିର ଖବର

ସିଦ୍ଧାନ୍ତ-ଅନନ୍ୟାଙ୍କ ସହିତ ଅପ୍‌କମିଙ୍ଗ ଫିଲ୍ମ ଘୋଷଣା କଲେ ସୈଫ୍‌

January 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ନିଜର ଅପ୍‌କମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ସୈଫ୍‌ଙ୍କ ବ୍ୟତିତ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମର ଟାଇଟଲ୍‌ ଲଫଡେବାଜ୍‌ ରଖାଯାଇଛି । ଫରହାନ୍ ଅଖତର ଏବଂ ରୀତେଶ ସିଧଓ୍ବାନୀଙ୍କ ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ରହିଛି । ବଣ୍ଟି ଔର ବବ୍‌ଲୀ-2 ପରେ ସିଦ୍ଧାନ୍ତଙ୍କ ସହିତ ଏହା ତାଙ୍କର ଦ୍ବିତୀୟ ଫିଲ୍ମ । ଏହି ଫିଲ୍ମ ବ୍ୟତିତ ବିକ୍ରମ ବେଧାର ହିନ୍ଦି ରିମେକ୍‌ରେ ମଧ୍ୟ ସୈଫ୍‌ ନଜର ଆସିବାକୁ ଯାଉଛନ୍ତି । ସୈଫ୍‌ଙ୍କ ଫିଲ୍ମ ଜଓ୍ବାନୀ ଜାନେମନ୍‌ ଚଳିତ ଶୁକ୍ରବାର ଦିନ ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସୀ)

saifalikhan
Share. Facebook Twitter LinkedIn Email WhatsApp Copy Link

Related Posts

ସାଇବର ଠକେଇର ଶିକାର ହେଲେ ଟଙ୍କା ଦେବ ଆରବିଆଇ

June 26, 2026

ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ: ରାଜସ୍ୱ ସଚିବଙ୍କ ସମୀକ୍ଷା

June 26, 2026

ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରକଟ କଲେ ବ୍ରହ୍ମପୁର ସାଂସଦ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

June 26, 2026

ଅଗ୍ନି ନିରାପତ୍ତା ବୈଠକରେ ଯୋଗଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

June 26, 2026
Latest News

ସାଇବର ଠକେଇର ଶିକାର ହେଲେ ଟଙ୍କା ଦେବ ଆରବିଆଇ

June 26, 2026

ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ: ରାଜସ୍ୱ ସଚିବଙ୍କ ସମୀକ୍ଷା

June 26, 2026

ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରକଟ କଲେ ବ୍ରହ୍ମପୁର ସାଂସଦ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

June 26, 2026

ଅଗ୍ନି ନିରାପତ୍ତା ବୈଠକରେ ଯୋଗଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

June 26, 2026

ଓଡ଼ିଶାରେ ଜଳ ଜୀବନ ମିଶନର ପ୍ରଗତି ସମୀକ୍ଷା କଲେ କେନ୍ଦ୍ର ସଚିବ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.