Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବତୀଙ୍କୁ ଜୀଅନ୍ତା ଜାଳିଲେ ବିବାହିତ ଯୁବକ
ଆଜିର ଖବର

ଯୁବତୀଙ୍କୁ ଜୀଅନ୍ତା ଜାଳିଲେ ବିବାହିତ ଯୁବକ

February 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବର୍ଦ୍ଧା : ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି ଯୁବତୀଜଣଙ୍କୁ । ତାଙ୍କୁ ପେଟ୍ରୋଲ ପକାଇ ଜାଳିବାର ଚେଷ୍ଟା କରାଯାଇଛି । ଏହିଭଳି ଏକ ସମ୍ବଦେନଶୀଳ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ଓ୍ବର୍ଦ୍ଧା ଜିଲ୍ଲାରେ। ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଗତ ସାତ ମାସ ହେବ ଏକ କଲେଜରେ ଶିକ୍ଷକତା କରୁଥିବାବେଳେ ତାଙ୍କୁ ଜଣେ 27 ବର୍ଷୀୟ ବିବାହିତ ଏକତରଫା ପ୍ରେମ କରୁଥିଲେ । ମାତ୍ର ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ । ନିକଟରେ ଯୁବତୀଜଣକଙ୍କ ଅନ୍ୟ ଏକ ଜାଗାରେ ବିବାହ ସ୍ଥିର ହେବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଯୁବତୀଙ୍କ ଉପରେ ପେଟ୍ରୋଲ୍‌ ପକାଇ ଜାଳିବାକୁ ଚେଷ୍ଟା କରିଛନ୍ତି । ତେବେ ଗମ୍ଭୀର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଉପଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିବାବେଳେ ତାଙ୍କୁ ନାଗପୁରର ଅରେଞ୍ଜ ସିଟି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ହିଙ୍ଗନଘାଟ ପୋଲସ୍‌ ତଦନ୍ତ କରୁଛନ୍ତି । ଯୁବତୀ ଜଣଙ୍କ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରେମ ନିବେଦନକୁ ବହୁ ବାର ଅଗ୍ରାହ୍ୟ କରିଥିବାବେଳେ ରାଗରେ ସମ୍ପୃକ୍ତ ବ୍ୟକ୍ତିଜଣକ ଏପରି କାଣ୍ଡ ଘଟାଇଛନ୍ତି । ନିଜେ ବିବାହିତ ହୋଇଥିବା ସତ୍ତ୍ବେ ଜଣେ ଅବିବାହିତା ଯୁବତୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଜୀବନକୁ ନଷ୍ଟ କରିଦେଇଛନ୍ତି ବ୍ୟକ୍ତି ଜଣକ । ମହିଳା ଜଣକ 40 ପ୍ରତିଶତ ଜଳି ଯାଇଥିବାବେଳେ ତାଙ୍କ ଚେହେରା ପୂରା କ୍ଷତବିକ୍ଷତ ହୋଇଯାଇଛି । ଅଭିଯୁକ୍ତଜଣଙ୍କୁ ପୋଲିସ୍‌

(ଏଜେନ୍ସି)

ଏକତରଫା ପ୍ରେମ ଗୁରୁତର ଅବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଖ୍ୟାତ ଜାତୀୟତାବାଦୀ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ

May 27, 2026

ରାସନ ସମ୍ପର୍କରେ ମୋଦି କ୍ୟାବିନେଟ୍ ର ବଡ଼ ନିଷ୍ପତ୍ତି: ସିଧାସଳଖ ୮୦ କୋଟି ଲୋକଙ୍କୁ କରିବ ପ୍ରଭାବିତ

May 27, 2026

ପୁରୀରୁ ଗିରଫ ହେଲେ ମମତା ବାନାର୍ଜୀଙ୍କ ବିଧାୟକ: ଜାଣନ୍ତୁ କାରଣ

May 27, 2026

ଏହି ରାଜନୈତିକ ଦଳର ବଡ ଘୋଷଣା: ଆଗାମୀ ନିର୍ବାଚନରେ ୩୩% ଆସନରେ ଲଢ଼ିବେ ମହିଳା

May 27, 2026
Latest News

ପ୍ରଖ୍ୟାତ ଜାତୀୟତାବାଦୀ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ

May 27, 2026

ରାସନ ସମ୍ପର୍କରେ ମୋଦି କ୍ୟାବିନେଟ୍ ର ବଡ଼ ନିଷ୍ପତ୍ତି: ସିଧାସଳଖ ୮୦ କୋଟି ଲୋକଙ୍କୁ କରିବ ପ୍ରଭାବିତ

May 27, 2026

ପୁରୀରୁ ଗିରଫ ହେଲେ ମମତା ବାନାର୍ଜୀଙ୍କ ବିଧାୟକ: ଜାଣନ୍ତୁ କାରଣ

May 27, 2026

ଏହି ରାଜନୈତିକ ଦଳର ବଡ ଘୋଷଣା: ଆଗାମୀ ନିର୍ବାଚନରେ ୩୩% ଆସନରେ ଲଢ଼ିବେ ମହିଳା

May 27, 2026

“ପର୍ଦ୍ଦାଫାସ୍ ହେଲା ରାହୁଲ ଗାନ୍ଧୀଙ୍କ ଏଜେଣ୍ଡା”: ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.