Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍‌ 19 : ମୁମ୍ବାଇରେ ଫସି ରହିଥିବା ବରିଷ୍ଠ ନାଗରିକଙ୍କୁ ମୋ ପରିବାରର ସହାୟତା
ଆଜିର ଖବର

କୋଭିଡ୍‌ 19 : ମୁମ୍ବାଇରେ ଫସି ରହିଥିବା ବରିଷ୍ଠ ନାଗରିକଙ୍କୁ ମୋ ପରିବାରର ସହାୟତା

March 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସମଗ୍ର ବିଶ୍ବ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ମୁମ୍ବାଇରେ ଫସି ରହିଥିବା ରାଜ୍ୟ 25 ଜଣ ବରିଷ୍ଠ ନାଗରିକଙ୍କୁ ସହାୟତା କରିଛି ଓଡିଶା ମୋ ପରିବାର । ଗୁଜରାଟ ଏବଂ ରାଜସ୍ଥାନକୁ ତୀର୍ଥଯାତ୍ରାରେ ଯାଇଥିବା ଏହି ବରିଷ୍ଠ ନାଗରିକଙ୍କ ମୁମ୍ବାଇରେ ଫସି ରହିଥିବା ନେଇ କଟକ ବରିଷ୍ଠ ନାଗରିକ ମହାସଭାର ଚେୟାରମ୍ୟାନ୍‌ ବିଷ୍ଣୁ ଦାସ ସାମନ୍ତ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସୂଚନା ଦେଇଥିଲେ । ଏହି ଯାତ୍ରୀ ମାନଙ୍କ ମଧ୍ୟରୁ 17 ଜଣ ବିମାନ ଟିକଟ କରି ସାରିଥିଲେ ମଧ୍ୟ ଲକ୍‌ଡାଉନ୍‌ କାରଣରୁ ଅଟକି ରହିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ମୋ ପରିବାର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ସେ କୁର୍ଲା ଷ୍ଟେସନ୍‌ର ପୋଲିସ୍‌ ଅଧିକାରୀଙ୍କୁ ସମ୍ପର୍କ କରିଥିଲେ । କୁର୍ଲା ଷ୍ଟେସନ୍‌ର ବରିଷ୍ଠ ଇନ୍ସପେକ୍ଟର ତେଜାଲେଙ୍କ ସହଯୋଗରେ ଉକ୍ତ 17 ଜଣଙ୍କୁ ବିମାନବନ୍ଦରରେ ପହଞ୍ଚାଇବା ସହିତ ବାକି ଯାତ୍ରୀଙ୍କ ପାଇଁ ଲଜ୍‌ରେ ରହିବାର ବନ୍ଦୋବସ୍ତ କରିଥିଲେ । ଏହି ଘଟଣା ପରେ ମୋ ପରିବାର ଆବାହକ ଅରୂପ ପଟ୍ଟନାୟକଙ୍କ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

covid19
Share. Facebook Twitter LinkedIn Email WhatsApp Copy Link

Related Posts

‘ସବକି ଯୋଜନା, ସବକା ବିକାଶ’ର ଶୁଭାରମ୍ଭ: ଦେଶବ୍ୟାପୀ ୨.୪୨ ଲକ୍ଷ ସ୍ୱତନ୍ତ୍ର ଗ୍ରାମସଭା

October 3, 2026

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026
Latest News

ଭାରତ ରଚିଲା ନୂଆ ଇତିହାସ: ଚିନାବ ଓ ଅଞ୍ଜି ବ୍ରିଜ୍‌ରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ

October 3, 2026

‘ସବକି ଯୋଜନା, ସବକା ବିକାଶ’ର ଶୁଭାରମ୍ଭ: ଦେଶବ୍ୟାପୀ ୨.୪୨ ଲକ୍ଷ ସ୍ୱତନ୍ତ୍ର ଗ୍ରାମସଭା

October 3, 2026

ଲାଲ୍-ବଲ୍ କ୍ରିକେଟ୍‌କୁ ଅଲବିଦା କହିଲେ ଚହଲ: ଅଧୁରା ରହିଗଲା ଟେଷ୍ଟ ସ୍ୱପ୍ନ

October 3, 2026

ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ଅମିତ ଶାହ

October 3, 2026

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.