Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାରେ ମୃତ୍ୟୁ ଯୋଗୁଁ ବଦଳିଲା ନିୟମ, ମହିଳାଙ୍କ ଶବକୁ ଦଉଡିରେ ବାନ୍ଧି ସାବଧାନତାର ସହ କରାଗଲା ସତ୍କାର
ଆଜିର ଖବର

କରୋନାରେ ମୃତ୍ୟୁ ଯୋଗୁଁ ବଦଳିଲା ନିୟମ, ମହିଳାଙ୍କ ଶବକୁ ଦଉଡିରେ ବାନ୍ଧି ସାବଧାନତାର ସହ କରାଗଲା ସତ୍କାର

April 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ସାରା ପୃଥିବୀକୁ କରୋନା ବର୍ତ୍ତମାନ ଅସ୍ତବ୍ୟସ୍ତ କରିଦେଇଛି। ଫଳରେ ଅନେକ ସ୍ଥାନରେ ଅନେକ କଥା ବଦଳିବାରେ ମଧ୍ୟ ଲାଗିଛି। ପୁରା ପୃଥିବୀର ଆଇନି କାନୁନକୁ ମଧ୍ୟ ବଦଳାଇ ଦେଇଛି ଏହି ମହାମାରୀ। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ସବୁ ଯାନିଯାତ୍ରା, ଯାତାୟାତ ସବୁ ଠପ ହୋଇଯାଇଛି। ଏପରିକି ବଡବଡ ଧର୍ମକର୍ମ ମଧ୍ୟ ଏହି ମହାମାରୀ ଯୋଗୁଁ କେଉଁଠି ବନ୍ଦ ତ କେଉଁଠି ପରିବର୍ତ୍ତନ କରାଯାଇଛି।

ଏହିପରି ପରିସ୍ଥିତି ଭିତରେ ନୂଆଦିଲ୍ଲୀରୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ତାହା ହେଲା ଗତକାଲି ନୂଆଦିଲ୍ଲୀର ଜଣେ ମହିଳା କୋଭିଡ ଆକ୍ରାନ୍ତ ଯୋଗୁଁ ମୃତ୍ୟୁବରଣ କରିଥିଲେ। ହେଲେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ସତ୍କାର କରିବା ପାଇଁ କିଛି କଟକଣା ଥିବାରୁ ସେହି ଅନୁସାରେ ସେହି ମହିଳାଙ୍କ ଶବ ସତ୍କାର କରାଯାଇଥିଲା। ଶବକୁ କବର ଦେବା ପାଇଁ ତାଙ୍କ ପରିବାର ଲୋକେ ଦଉଡିର ସହାୟତା ନେଇଥିଲେ। ଶବ ର ଚାରିପଟୁ ଦଉଡିରେ ଧରି ଗାତ ଭିତରେ ଭର୍ତ୍ତି କରି କବର ଦିଆଯାଇଥିଲା। କରୋନା ମୃତକଙ୍କୁ ସତ୍କାର କରିବା ବେଳେ କିଛି ନିୟମ ପାଳନ କରିବା ପାଇଁ ସଂପର୍କୀୟଙ୍କୁ ପରାମର୍ଶ ଦିଆଯାଇଛି।

coronadeath
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜସ୍ଥାନ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ପାଣିପାଗ ରିପୋର୍ଟ, ସମ୍ଭାବ୍ୟ ଏକାଦଶ

May 1, 2026

ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା

May 1, 2026

UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

May 1, 2026

ଶ୍ରମିକ ଦିବସରେ ବିଜେପିକୁ ଟାର୍ଗେଟ କଲେ ନବୀନ

May 1, 2026
Latest News

ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ

May 1, 2026

ଆଜି ରାଜସ୍ଥାନ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ପାଣିପାଗ ରିପୋର୍ଟ, ସମ୍ଭାବ୍ୟ ଏକାଦଶ

May 1, 2026

ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା

May 1, 2026

UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

May 1, 2026

ଶ୍ରମିକ ଦିବସରେ ବିଜେପିକୁ ଟାର୍ଗେଟ କଲେ ନବୀନ

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.