ଆଜିର ଖବର

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ଓକାକ୍‌ ସ୍ଥିତ ଡାଟା ସେଣ୍ଟର ପରିଦର୍ଶନ କରି ସେଠାରେ ଉପଲବ୍ଧ…

ଭୁବନେଶ୍ୱର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧ ଦିବସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ପାଳିତ…

ଭୁବନେଶ୍ବର: ପବନ ବେଗରେ ଗାଡି ଧରି ଭୁବନେଶ୍ବର ଆଡକୁ ମୁହାଁବାରେ ଲାଗିଛନ୍ତି ତିନିଜଣ ନେତା। ସେମାନେ ହେଲେ ଗଂଜାମର ବିକ୍ରମ ଆରୁଖ, ବରଗଡର ସୁଶାନ୍ତ ସିଂ ଏବଂ…

ଭୁବନେଶ୍ବର: ମନ୍ତ୍ରୀମଣ୍ଡଳ ଅଦଳ ବଦଳ ନେଇ ଆସିଛି ନୂଆ ସୂଚନା। ସେହି ସୂଚନା ଅନୁସାରେ ନବୀନ କେବଳ ନୂଆ ତିନିଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇବେ। କାରଣ…

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ମନ୍ତ୍ରୀ ହେବେ। ଏ ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଛି। କାରଣ ସେ ବର୍ତ୍ତମାନ ନିଜ ନିର୍ବାଚନ ମଣ୍ଡଳୀରୁ ତରବରିଆ…

ଭୁବନେଶ୍ବର: ଆଜି ମଧ୍ୟ ସାରା ଓଡିଶା ଜଳୁଛି। ସକାଳ ୧୧.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି। ପୂର୍ବ ଅପେକ୍ଷା ଆଜିର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ କରିଛନ୍ତି ଏବଂ ଓଡ଼ିଆମାନଙ୍କର ଯତ୍ନ ନେବା ପାଇଁ ଓଡ଼ିଶା-ମୋ ପରିବାର ଗଠନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି -୭ ଶିଖର ସମ୍ମିଳନୀ ଅବସରରେ ହିରୋସିମା ଠାରେ ୨୦ ମଇ ୨୦୨୩ ରେ ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍…

ନୂଆଦିଲ୍ଲୀ: ଜି -7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମା ଠାରେ 20 ମଇ 2023ରେ ୟୁକ୍ରେନର ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲଦମିର ଜେଲେନସ୍କିଙ୍କୁ…

ଭୁବନେଶ୍ବର: ଓଡିଶା ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ହେବ ବୋଲି ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଛି। ଯେତେବେଳେ ସମୀର ଦାସ ଏବଂ ଶ୍ରୀକାନ୍ତ ସାହୁ ମନ୍ତ୍ରୀ…

ଭୁବନେଶ୍ବର: ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ ବା Police Recruitment Board ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ…

ମେଷ- ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ଶୀଘ୍ର କୈଣସି କାମ କରନ୍ତୁ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ…

ଭୁବନେଶ୍ୱର:ମହାକାଶର କେତେବେଳେ କଣ ହୁଏ ତାହା ଜାଣିବା ପରେ ଆମକୁ କୌତୂହଳ ଲାଗେ। ଯେପରି ସୂର୍ଯ୍ୟଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ। ସେହିପରି ଆଉ ଏକ କୈତୂହଳ ଘଟଣା ହେଉଛି…

ମୋଟା ପୋଲିସ ସାବଧାନ: ହରିୟାଣାର ଓଜନିଆ ପୋଲିସ କର୍ମଚାରୀଙ୍କୁ ପୋଲିସ ଲାଇନକୁ ପଠାଯିବ। ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜୟ କହିଛନ୍ତି ଯେ ଏହା ଉପରେ ନଜର ରଖାଯାଇଛି…

ଫସିଲେ ପର୍ଯ୍ୟଟକ: ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଅବରୋଧ ହେବା ପରେ ସିକ୍କିମରେ ଫସି ରହିଥିବା ମହିଳା ଏବଂ ଶିଶୁଙ୍କ ସମେତ ପ୍ରାୟ 400 ପର୍ଯ୍ୟଟକଙ୍କୁ ସେନାବାହିନୀ…

ଜାପାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି: ଆଜି ଜାପାନର ହିରୋସିମାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ହିରୋସିମା ସହରର…

କର୍ଣ୍ଣାଟକରେ ନୂଆ ସରକାର: ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସିଦ୍ଧେରମେୟା। ଏକ ବର୍ଣ୍ଣାଢ୍ୟ ଉତ୍ସବରେ ତାଙ୍କୁ ପଦ ଓ ଗୋପନୀୟତା ଶପଥ କରାଇଛନ୍ତି…

ନୂଆଦିଲ୍ଲୀ: ହିନ୍ଦୁ ଧାର୍ମିକ ଶାସ୍ତ୍ରରେ କେବଳ ପୂଜାପାଠ ନୁହେଁ, ପ୍ରାୟ ସମସ୍ତ କାର୍ଯ୍ୟ ପାଇଁ ଆବଶ୍ୟକ ନିୟମ ଏବଂ ଦିନ ଉଲ୍ଲେଖ କରାଯାଇଛି। କେବଳ ଏହି ନିୟମ…

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ନ୍ୟୁ ମ୍ୟାରିୟନଠାରେ ଅନୁଷ୍ଠିତ ହେବ।…