ଦୀର୍ଘଦିନ ପରେ ପରଦାରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ରୋହିତ୍ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନାଙ୍କୁ ଅକ୍ଷୟଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ। ଅକ୍ଷୟ ଏହି ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର […]
ଶ୍ରୀଲଙ୍କାରେ ଗତକାଲି ଇଷ୍ଟର ଅବସରରେ ଘଟିଥିବା ମର୍ମନ୍ତୁଦ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନର ଆଦେଶ ଦେଇଛନ୍ତି ରାଷ୍ଟ୍ରପତି ମୈତ୍ରିପାଳା ଶିରିସେନା। ଏହି କମିଟିରେ ରହିଥିବା ତିନି ଜଣ ସଦସ୍ୟ ହେଉଛନ୍ତି ପୂର୍ବତନ ସୁପ୍ରିମ୍କୋର୍ଟ ବିଚାରପତି […]
ବଲିଉଡ୍ ସୁଲତାନ ସଲମାନ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ୩.୧୧ସେକେଣ୍ଡର ଏହି ଟ୍ରେଲର୍ଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଡାଏଲଗରୁ ଆରମ୍ଭ ହୋଇଛି।। ଏହି ଟ୍ରେଲରରେ ବ୍ୟାକ୍ଗ୍ରାଉଣ୍ଡରେ ଭାଇଜାନ୍ଙ୍କ ଭଏସ୍ରେ ଫିଲ୍ମର ଷ୍ଟୋରୀ ବିଷୟରେ […]
୨୦୧୯ ବିଶ୍ବକପ୍ ପାଇଁ ଆଫଗାନିସ୍ତାନ ଏହାର ଦଳ ଘୋଷଣା କରିଛି। ଗୁଲବଦିନ୍ ନାଏବ ଦଳର ଅଧିନାୟକ ରହିଥିବା ବେଳେ ୩୧ ବର୍ଷୀୟ ଦ୍ରୁତ ବୋଲର ହମିଦ୍ ହସନ୍ ଦଳକୁ ୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ଅଧିନାୟକ ପଦରୁ ହଟା […]
ଜନନାୟକ ଜନତା ପାର୍ଟି ପକ୍ଷରୁ ସୋମବାର ଏହାର ବାକି ତିନି ଆସନ ପାଇଁ ହରିୟାଣାରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳ ପକ୍ଷରୁ ଯୁବ ଶାଖା ସଭାପତି ଦିଗ୍ବିଜୟ ସିଂ ଚୌତାଲାଙ୍କୁ ସୋନୀପତରେ ପ୍ରାର୍ଥୀ କରାଯାଇଛି। ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭୁପିନ୍ଦର […]
ପୁରୀ ପିପିଲିରେ ଫ୍ଲାଇଂ ସ୍କ୍ବାଡ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ପିପିଲି ପୋଲିସ ଗିରଫ କରିଛି। ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି […]
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି। ନାମାଙ୍କନ ଖାରଜ ପାଇଁ ଯେଉଁସବୁ ଆବେଦନ ହୋଇଥିଲା ତାହା ଖାରଜ ହୋଇଯାଇଛି। ଆମେଠି ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଡିଏମ୍ କୋର୍ଟରେ ରିଟର୍ଣ୍ଣିଂ ଅଫିସର ଏହି ନିଷତ୍ତି ନେଇଛନ୍ତି। ସୋମବାର ଦିନ ଆମେଠି […]
ରାଜ୍ୟରେ ଚାଲିଛି ନିର୍ବାଚନ ମତଦାନ। ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ କରିବା ପାଇଁ ସବୁ ରାଜନୈତିକ ଦଳ ନିଜ ପ୍ରଚାର ଜୋରସୋରରେ କରୁଛନ୍ତି। ଆସନ୍ତା ୨୬ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ନିର୍ବାଚନ ପାଇଁ ନିୟମିତ ସବୁ ରାଜନୈତିକ […]
ମାରୁତି ସୁଜୁକିର ସ୍ପୋର୍ଟସ୍ ମଡେଲ୍ ବାଲେନୋର ସ୍ମାର୍ଟ ହାଇବ୍ରିଡ୍ ଭାରତୀୟ ବଜାରରେ ଲଞ୍ଚ ହୋଇଛି। ଭାରତୀୟ ବଜାରରେ ଏହାର ମୂଲ୍ୟ ୭.୨୫ ଲକ୍ଷ ରହିଥିବା ବେଳେ ଏଥିରେ ୧.୨ ଲି. ଡୁଆଲ ଜେଟ୍ ଏବଂ ଡୁଆଲ ଭିଭିଟି ଇଞ୍ଜିନ୍ ବ୍ୟବହୃତ ହୋଇଛି। […]
ଥାନେର ଭିଓ୍ବାଣ୍ଡିରେ ଏକ ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭିଓ୍ବାଣ୍ଡୀର କାଲ୍ହେର ବଜାରରେ ଥିବା ଜୟ ମାତା ଦି କମ୍ପାଉଣ୍ଡରେ ଘଟିଥିବା ଏହି ଅଗ୍ନିକାଣ୍ଡ ଦୀର୍ଘ ୬ ଘଣ୍ଟା ଧରି ଲାଗି ରହିଥିଲା। ଗୋଦାମ ଗୃହରେ ପ୍ଲାଷ୍ଟିକ୍ ବ୍ରସ୍ ରହିଥିବାରୁ […]
ଭୋପାଳରୁ ବିଜେପିର ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନକୁ ନେଇ ନିର୍ବାଚନ କମିଶନର ନୋଟିସ୍ ଜାରି କରିଥିବାବେଳେ ଏହାକୁ ନେଇ ସୁଶ୍ରୀ ମାୟାବତୀ ଟୁଇଟ୍ କରି ତାଙ୍କ ନାମାଙ୍କନ ପତ୍ର ରଦ୍ଦ କରବାକୁ ଇସିଙ୍କୁ ଅନୁରୋଧ କରିଛନ୍ତି। ସେ ଟୁଇଟ୍ରେ […]
ରାଫାଲେ ମାମଲାରେ ସୁପ୍ରିମ୍କୋର୍ଟଙ୍କ ନୋଟିସ୍ ପାଇଥିବା ରାହୁଲ ଗାନ୍ଧୀ ନିରାଶ ବ୍ୟକ୍ତ କରିବା ସହିତ ତାଙ୍କ ମନ୍ତବ୍ୟକୁ କଦର୍ଥ କରି ପ୍ରକାଶ କରାଯାଇଛି ବୋଲି ସୁପ୍ରିମକୋର୍ଟଙ୍କୁ ନିଜ ମନ୍ତବ୍ୟରେ କହିଛନ୍ତି। ରାଫାଲେ ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ପ୍ରକାଶ ପରେ ଏକ […]
ଆଜି ହେଉଛି ‘ଆର୍ଥ ଡେ’ ବା ପୃଥିବୀ ଦିବସ। ଆଜିର ଥିମ୍ ରହିଛ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ସୁରକ୍ଷା’। ପୃଥିବୀକୁ ପ୍ରଦୂଷଣ ମୁକ୍ତ ରଖିବା ହେଉଛି ଆଜି ଦିନର ମହତ୍ତ୍ବ। ଏହି ଅବସରରେ ଗୁଗୁଲ୍ ଡୁଡୁଲ୍ ପ୍ରସ୍ତୁତ କରିଛି ସ୍ପେଶାଲ୍ ଆର୍ଥ ଡେ’। […]
ଦିଲ୍ଳୀର ୭ ବିଧାନସଭା ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଏହି ପ୍ରାର୍ଥୀ ତାଲିକାରେ ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ରହିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ୍ ମଧ୍ୟ […]
କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଆମେଥିରୁ ବିଦାୟ ଦେବା ପାଇଁ ଆମେଥି ବାସୀଙ୍କୁ ନିବେଦନ କରିଛନ୍ତି। ସ୍ମୃତି କହିଛନ୍ତି, ପାଞ୍ଚ ବର୍ଷରେ ଥରେ ଦେଖା ଦେଉଥିବା ନିଖୋଜ ସାଂସଦଙ୍କୁ ବିଦାୟ ଦେବାର ସମୟ ଉପନୀତ ହୋଇଛି। […]
ଦକ୍ଷିଣ ଆମେରିକାର କଲମ୍ବିଆରେ ଏକ ଶକ୍ତିଶାଳୀ ଭୂସ୍ଖଳନରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ପାନ୍ ଆମେରିକାନ ଜାତୀୟ ରାଜପଥ ଆଂଶିକ ଭାବରେ ବନ୍ଦ ହୋଇ ପହିଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି […]
ହାଇଦ୍ରାବାଦକୁ ଆତଙ୍କବାଦୀଙ୍କ ଭୂସ୍ବର୍ଗ କହିଛନ୍ତି ବିଜେପି ନେତା ତଥା ସିକନ୍ଦରାବାଦରୁ ବିଜେପି ସାଂସଦ ରହିଥିବା ବନ୍ଦାରୁ ଦତ୍ତାତ୍ରେୟ। ନିକଟରେ ଆଇଏସ୍ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ୪ ଯୁବକଙ୍କୁ ଗିରଫ କରାଯାଇଥିଲା। ସର୍ବଦା ଆଇଏସ୍ ଲିଙ୍କରେ ଦେଶର […]
ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ପାଞ୍ଚୋଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହି ନିର୍ବାଚନକୁ ଆଖି ଆଗରେ ରଖି ପ୍ରମଖ ରାଜେନୖତିକ ଦଳମାନେ କସରତ ଆରମ୍ଭ କରିଦେଇଛନ୍ତି। ତେବେ ଜାତୀୟ ରାଜନୀତିରେ ଦୁଇ ପ୍ରମୁଖ ରାଜନୈତିକ ଦଳ […]
ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ଗତକାଲି ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି। ମୃତକଙ୍କ ମଧ୍ୟରେ ୬ଜଣ ଭାରତୀୟ ରହିଥିବାର ସୂଚନା ମିଳିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା […]
ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିଲେ ମଧ୍ୟ କୌଣସି ରାଜନୈତିକ ହିଂସାକାଣ୍ଡ ଘଟି ନ ଥିଲା। ହେଲେ ତୃତୀୟ ପର୍ଯ୍ୟାୟରେ ରାଡନୈତିକ ହିଂସାକାଣ୍ଡ ଜୋରଧରିଛି। ଗତକାଲି ରାତିରେ ପିପିଲିରେ ପ୍ରଦୀପ ମହାରାଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାର୍ଡ ଚଢଉ କରିବା ପରେ ତାଙ୍କ […]
ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହେଉଛି ପ୍ରଚାର। ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ପାଟନାରେ ଏକ ରାଲିରେ ପ୍ରଚାର କରି ୨୦୧୪ ଭଳି ୨୦୧୯ରେ ପୁଣି ୨୬ ଆସନରୁ ୨୬ଟି ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ […]