ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କର ବିଦେଶୀ ଆକାଉଣ୍ଟ ରହିଥିବା ନେଇ ସତ୍ୟପାଠ ଦାଖଲ କରାଯାଇଛି । ସୋମବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠ ଅନୁଯାୟୀ ଚିଦାମ୍ବରମ୍ ଏବଂ […]
ଆସନ୍ତା 28 ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆସନ୍ତା ଚାରିଦିନ ଧରି ବର୍ଷା ଲାଗିରହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି । ଆସନ୍ତା 24 ଘଣ୍ଟା […]
ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ପାଇଁ ଆରବିଆଇ 1.76 ଲକ୍ଷ କୋଟି ଟଙ୍କା ପ୍ରଦାନ କରିବ ବୋଲି ଜଣାପଡିଛି । ଆରବିଆଇର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିବା ପୂର୍ବକ ଆରବିଆଇ ସରକାରଙ୍କୁ ବଳକା […]
ଚନ୍ଦ୍ରପୃଷ୍ଠର କିଛି ନୂତନ ଫଟୋ ପ୍ରେରଣ କରିଛି ଚନ୍ଦ୍ରଯାନ-2 । ଚନ୍ଦ୍ରଯାନ-2 ସହ ଯାଇଥିବ ଟେରାନ୍ ମ୍ୟାପିଙ୍ଗ କ୍ୟାମେରା ଏହି ସୁଦୃଶ୍ୟମାନ ଫଟୋକୁ ଉତ୍ତୋଳନ କରିଛି । ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ 4375 କିଲୋମିଟର ଦୂରରୁ ଏହି ଫଟୋ ଉଠାଯାଇଛି । ଅଗଷ୍ଟ […]
ପୁରୀ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ପୁରୀ ଶ୍ରୀମନ୍ଦିର 75 ମିଟର ପରିଧି ଭିତରେ ଥିବା ନିର୍ମାଣଗୁଡ଼ିକର ଉଚ୍ଛେଦ ଆରମ୍ଭ ହୋଇଛି । ଆଜି ପ୍ରଥମେ ଲଙ୍ଗୁଳି ମଠରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାପାଳ ଓ […]
ସମୀକ୍ଷା ବ୍ୟୁରୋ ଆଜି ଏଆଇସିସି ତରଫରୁ ଏକ ବଡ ନିଷ୍ପତି ନିଆଯାଇଛି। ନୂଆଦିଲ୍ଲୀରେ ବସିଥିବା ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟକୁ ଭାଙ୍ଗି ଦିଆଯାଇଛି। ଏପରିକି ନିର୍ବାଚନ ପୂର୍ବରୁ ହୋଇଥିବା କେତେକ କମିଟକୁ ମଧ୍ୟ ଭାଙ୍ଗି […]
ଯେ କୌଣସି ଜଳପଥ ଆକ୍ରମଣକୁ ପ୍ରତିହତ କରି ପାରିବ ବୋଲି କହିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ୍ କରମ୍ବୀର ସିଂ ଲାମ୍ବା । ଜୈସ ଏ ମୁଜାହିଦ୍ଦିନି ପକ୍ଷରୁ ଆକ୍ରମଣ ଆଶଙ୍କା ଦେଖା ଦେଇଥିବାରୁ ଏହି ମନ୍ତବ୍ୟ ଦେଇଛନ୍ତି କରମବୀର ସିଂ […]
ମାଲେସିଆ ଜାହାଜ ଜିନ୍ ହ୍ୱାରୁ ଖୁବ ଶୀଘ୍ର ତେଲ କଢ଼ାଯିବ । ଏ ନେଇ ଜାହାଜର ମାଲିକ ଦୁଇ ଦିନ ତଳେ ଜିଲ୍ଲା ପ୍ରଶାସନ ଆଲୋଚନା କରିଛନ୍ତି । ଜାହାଜରୁ କିପରି ତେଲ ବାହାର କରିବାକୁ ହେବ ତାହା ଆଲୋଚନା ହୋଇଥିବାର […]
ଦ୍ବୈତ ସ୍ବାର୍ଥ ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାରତୀୟ ଜୁନିୟର ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଆସନ୍ତା ମାସରେ ବିସିସିଆଇ ସମ୍ମୁଖରେ ହାଜର ହେବେ । ଆସନ୍ତା ସେପ୍ଟେମ୍ବର 26 ତାରିଖରେ ବିସିସିଆଇର ମୁମ୍ବାଇ କାର୍ଯ୍ୟାଳୟରେ ଦ୍ରାବିଡଙ୍କୁ ହାଜର ହେବାର […]
ଫ୍ରାନ୍ସ ଜି – ୭ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ହୋଇଛି । ଏହି ସାକ୍ଷାତକାର ଅବସରରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାଶ୍ମୀର ପ୍ରସଙ୍ଗ ଉଠାଇଥିବାବେଳେ ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କାଶ୍ମୀର […]
ସମ୍ବିଧାନର ପ୍ରଣେତା ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ପୋଲିସ 37 ଜଣଙ୍କୁ ଗିରଫ କରିଛି । ତାମିଲନାଡୁର ବେଦଅରଣ୍ୟମ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ଦୁଇ ସମ୍ପ୍ରଦାୟ ମଧ୍ୟରେ ଝଗଡା କାରଣରୁ ରବିବାର ସନ୍ଧ୍ୟାରେ ଉତ୍ତେଜନା […]
ପ୍ରଥମ ଥର ପାଇଁ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଦିଲ୍ଲୀ ସରଫା ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ ୪୦ହଜାର ପାର ହୋଇ ଏକ ନୂଆ ରେକର୍ଡ଼ କରିଛି । ସେହିପରି ରୂପା […]
ମାର୍ଭେଲ୍ ସୁପରହିରୋ ସିରିଜ୍ର ନୂତନ ଫିଲ୍ମ ବ୍ଲାକ୍ ଓ୍ବିଡୋର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟରରେ ସ୍କାର୍ଲେଟ୍ ଜୋହାନ୍ସନ୍ ବ୍ଲାକ୍ ଓ୍ବିଡୋ ଚରିତ୍ରରେ ନଜର ଆସିବାକୁ ଯାଉଥିବା ବେଳେ ଫ୍ଲୋରେନ୍ସ ପଘ୍, ଡେଭିଡ୍ ହାର୍ବର ଏବଂ ରାଚେଲ୍ ଓ୍ବେସ୍ଜ […]
ରାଜଧାନୀରେ କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ । ରବୀନ୍ଦ୍ର ମଣ୍ଡପ-ବିମାନବନ୍ଦର ଛକ ରାସ୍ତା ହେଲା ନୋ ଓଭରଟେକିଂ ଜୋନ୍ । ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏ କଟକଣା । ନୋ ଓଭରଟେକିଂ ସହ ଲେନ୍ ଡ୍ରାଇଭିଂ ପାଇଁ ଚାଳକଙ୍କୁ କଡ଼ା […]
ଦିଲ୍ଲୀଠାରେ ନକ୍ସଲ ସମସ୍ୟା ନେଇ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଦାବି ରଖିଛନ୍ତି । ମାଲକାନଗିରି – ନବରଙ୍ଗପୁର ରେଳପଥ ସଂଯୋଗ, ବ୍ୟାଙ୍କିଙ୍ଗ୍ […]
କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଜାମ୍ମୁ-କାଶ୍ମୀର ରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲିକ ବିଜେପି ନେତାଙ୍କ ଭଳି କାମ କରୁଛନ୍ତି ଏବଂ ବିଜେପି ନେତାଙ୍କ ଭଳି ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଜାମ୍ମୁ-କାଶ୍ମୀରର ବିଜେପି ସଭାପତି ଭାବେ ନିଯୁକ୍ତ […]
ଭାରତୀୟ ଅର୍ଥନୀତି ଏକ ନୂତନ ସମସ୍ୟାର ସମ୍ମୁଖୀନ ହୋଇଛି । ଅନ୍ତର୍ଜାତୀୟ ଅର୍ଥନୀତି ତଳୁଆ ରହିବା ପ୍ରଭାବରେ ଦୀର୍ଘ 11 ବର୍ଷର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ । ସୋମବାର ପ୍ରକାଶିତ ସୂଚନା ଅନୁଯାୟୀ […]
କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ ୨୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏମାନେ ସମସ୍ତେ ସୁପରିଣ୍ଟେଣ୍ଡେଣ୍ଟ ଓ ଏଓ ର଼୍ୟାଙ୍କର ବୋଲି ଜଣାପଡିଛି। ଏମାନଙ୍କୁ ଫଣ୍ଡାମେଣ୍ଟାଲ ଆକ୍ଟ ୫୬(ଜେ) ଆଧାରରେ ଅବସର ଦିଆଯାଇଛି। ଏମାନଙ୍କ ଉପରେ […]
ବହୁଜନ ସମାଜ ପାର୍ଟି (ବିଏସ୍ପି)ର ଅଧ୍ୟକ୍ଷ ମାୟାବତୀ ଜମ୍ମୁ କାଶ୍ମୀର ବିଷୟକୁ ନେଇ ପୁଣି ଥରେ ମୋଦି ସରକାରଙ୍କୁ ସମର୍ଥନ କରିଥିବାବେଳେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ଶ୍ରୀନଗର ଗସ୍ତକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀ […]
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଝଟ୍କା । ଆଇଏନ୍ଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଚିଦାମ୍ବରମଙ୍କ ମାମଲାର ଆଜି ସୁପ୍ରିମ୍କୋର୍ଟରେ ବିଚାର ହେବାର ଥିଲା । ମାତ୍ର ସୁପ୍ରିମକୋର୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମାମଲାର ଆଜି […]
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଖୁବ୍ ଶୀଘ୍ର ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ଦଶ ବର୍ଷ ପୂର୍ବରୁ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ସଞ୍ଜୁ ବାବା ପୁନର୍ବାର ରାଜନୀତିରେ ପାଦ ଥାପିବେ । ମହାରାଷ୍ଟ୍ରର ଜନୈକ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ […]