ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନିଜର ମତ ରଖିଛନ୍ତି। ଦୀର୍ଘ ୭୦ ବର୍ଷ ଭିତରେ ସବୁଠାରୁ ଖରାପ ସ୍ଥିତି ଦେଇ ଦେଶର ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ସେ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଆଗକୁ […]
ଭାରତ ଏବଂ ଓ୍ବିଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଦିନରେ ଭାରତ 6 ଓ୍ବିକେଟ୍ ହରାଇ 203 ରନ୍ ସଂଗ୍ରହ କରିଛି । ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଓ୍ବିଣ୍ଡିଜ୍ […]
ପୁରୀର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୬୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ପୁରୀର ଐତିହ୍ୟ ସୁରକ୍ଷା ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ […]
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ରହିଥିବା ବେଳେ ଧାରା 370 ଉଚ୍ଛେଦ ସପକ୍ଷରେ ମତ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ । ଏହା ଭାରତର ଅନ୍ତରୀଣ ବ୍ୟାପାର ଏବଂ ଅନ୍ୟ କୌଣସି ରାଷ୍ଟ୍ର ଏଥିରେ ହସ୍ତକ୍ଷେପ କରିବା […]
ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନେଶ୍ବର ବେହାଲ ହୋଇପଡିଛି । ଶୁକ୍ରବାର ସକାଳୁ ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରିଛି । ବିଶେଷ କରି ଇସ୍କନ ମନ୍ଦିର ସାମ୍ନାରେ […]
ଲସ୍କର ଏ ତୋଏବାର କିଛି ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । ଚଳିତ ଥର ଶ୍ରୀଲଙ୍କା ଦେଇ ଏହି ଆତଙ୍କୀ ଭାରତର ଦକ୍ଷିଣ ପ୍ରାନ୍ତରେ ପ୍ରବେଶ କରିଥିବାର ସୂଚନା ମିଳିଛି । ଏହି ଆତଙ୍କୀଙ୍କ […]
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ର କୁକିଆ ଗାଁ ନିକଟରେ ଥିବା ଖେଳ ପଡ଼ିଆରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଗାଁର ରଞ୍ଜନ ବଗର୍ତି ଶୌଚ ପାଇଁ ଯାଇଥିବା ବେଳେ ଶିଶୁର କାନ୍ଦ ଶୁଣି ଆଖପାଖରେ ଖୋଜାଖୋଜି […]
ଓଡିଶାର ପୁରପଲ୍ଲୀରେ ଜନ୍ମାଷ୍ଟମୀ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି 12 ଘଟିକାକୁ କୃଷ୍ଣ ଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହୋଇଥାଏ […]
ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ । ଲକ୍ଷ୍ମଣାନନ୍ଦଙ୍କ କନ୍ଧମାଳ ଚକାପାଦସ୍ଥିତ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ଏବଂ ଜଳେଶପଟା କନ୍ୟାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି । ଏହା ସହିତ ଜନ୍ମାଷ୍ଟମୀ ହୋଇଥିବାରୁ ମଧ୍ୟ ପୂଜାର୍ଚ୍ଚନା କରାଯାଉଛି । ଏଥିପାଇଁ […]
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଝଟ୍କା । ସିବିଆଇର ସ୍ବତନ୍ତ୍ର କୋର୍ଟ ଚିଦାମ୍ବରମ୍ଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଇଛି । ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚିଦାମ୍ବରମ୍ ସିବିଆଇ ରିମାଣ୍ଡରେ ରହିବେ । ଏହି ପାଞ୍ଚ ଦିନ ମଧ୍ୟରେ ନିଜ ଓକିଲ […]
ଶିକ୍ଷାର ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଅନୁଯାୟୀ ଏଣିକି ଯୁକ୍ତ ୨ ଓ ଯୁକ୍ତ ୩କୁ ଅଲଗା କରାଯିବ। ଗୁରୁବାର ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। […]
ଗୁରୁବାର ଦିନ ଇସ୍ରୋ ଅଧ୍ୟକ୍ଷ କେ.ଶିବନଙ୍କୁ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀଙ୍କ ଦ୍ୱାରା ତାମିଲନାଡୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଏପିଜେ ଅବଦୁଲ କଲାମ ସାମ୍ମାନରେ ସମ୍ମାନିତ କରାଯାଇଛି । ଡାକ୍ତର ଶିବନଙ୍କୁ ଏହି ପୁରସ୍କାର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ […]
ନୂତନ କେନ୍ଦ୍ର ଗୃହ ସଚିବ ଭାବରେ ଅଜୟ ଭଲ୍ଲାଙ୍କ ନାମ ଘୋଷଣା କରାଯାଇଛି । ଗତକାଲି ପୂର୍ବତନ କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କୁ କ୍ୟାବିନେଟ୍ ସଚିବ ପାହ୍ୟାକୁ ମନୋନୀତ କରାଯାଇଥିଲା । ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୌବାଙ୍କ ସ୍ଥାନରେ […]
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ କୋର୍ଟରେ ହାଜର କରାଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚିଦାମ୍ବରମଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିବା ବେଳେ ଚିଦାମ୍ବରମ୍ଙ୍କ ଓକିଲ କପିଲ୍ ଶିବଲ୍ ଏବଂ ଅଭିଷେକ ମନୁ ସିଂଘଭୀ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତ୍ରିରାଷ୍ଟ୍ର ଗସ୍ତ କରିଛନ୍ତି । ମୋଦି ଏହି ଗ୍ରସ୍ତରେ ଫ୍ରାନ୍ସ, ୟୁଏଇ ଓ ବାହାରାନି ଯାତ୍ରା କରିଛନ୍ତି । ଅଗଷ୍ଟ ୨୭ରେ ସେ ଫ୍ରାନ୍ସରେ ଜି ୭ ସମିତିରେ ଅଂଶଗ୍ରହଣ କରିବେ । ଏହି ଗସ୍ତ […]
ଜଷ୍ଟିସ୍ ବି.ପି. ଦାସଙ୍କୁ ଓଡିଶା ମାନବାଧିକାର କମିଶନ (ଓଏଚ୍ଆର୍ସି)ର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି । ରାଜ୍ୟପାଳ ଦାସଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ବିପି ଦାଶଙ୍କ ରାଜ୍ୟ ମାନବାଧିକାର ମୁଖ୍ୟ ଭାବରେ ଘୋଷଣା କରିଛନ୍ତି […]
ରାଜ୍ୟରେ ଏବେ କାଳିଆ ଯୋଜନାରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଛି । ସରକାରଙ୍କ ପାଖକୁ ଆସିଥିବା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏ ଯାବତ୍ ୭୨ ପ୍ରତିଶତ ଅର୍ଥାତ ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କର ଯାଞ୍ଚ […]
ବଲିଉଡ୍ର ବବ୍ଲି ଗର୍ଲ ପରିଣୀତି ଚୋପ୍ରା ଗାର୍ଲ ଇନ୍ ଦ ଟ୍ରେନ୍ର ପୋଷ୍ଟର ରିଲିଜ୍ କରିଛନ୍ତି । ନିଜର ଅଫିସିଆଲ୍ ଟ୍ବିଟ୍ଟର ପେଜ୍ରେ ପରିଣୀତି ଏହି ପୋଷ୍ଟର ସେୟାର କରିଛନ୍ତି । ଫିଲ୍ମରେ ପରିଣୀତି ଜଣେ ମଦ୍ୟପ ଏବଂ ସ୍ବାମୀ ପରିତ୍ୟକ୍ତା […]
ମଧ୍ୟପ୍ରଦେଶର ସତ୍ନାରୁ ତିନି ଜଣଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ଏଟିଏସ୍ । ମଧ୍ୟପ୍ରଦେଶ ପୋଲିସ୍ର ଆତଙ୍କୀ ନିରୋଧୀ ସ୍କ୍ବାଡ ପକ୍ଷରୁ ଗୁରୁବାର ଦିନ ଏହି ଗିରଫଦାରୀ କରାଯାଇଛି । ପୋଲିସ୍ ପକ୍ଷରୁ ପାଞ୍ଚ ଜଣଙ୍କ ନାମ ଚିହ୍ନଟ କରାଯାଇଥିବା ବେଳେ ତିନି […]
ସମୀକ୍ଷା ବ୍ୟୁରୋ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଯୋଗଦେଲେ ଆଇଏଏସ ଅଧିକାରୀ କିଶନ କୁମାର। ଆଜି କିଶନ ପୁରୀ ଯାଇ ବିଧିବଦ୍ଧ ଭାବେ ସେ ମନ୍ଦିର ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି। ଏହା ପୂର୍ବରୁ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ […]
ଦକ୍ଷିଣଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଚିରଞ୍ଜିବୀଙ୍କ ୬୪ତମ ଜନ୍ମଦିବସ । ସାଉଥ୍ର ମେଗାଷ୍ଟାର ଚିରଞ୍ଜବୀ ୨୨ ଅଗଷ୍ଟ ୧୯୫୫ ମସିହାରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଜନ୍ମ ହୋଇଥିଲେ । ଏହି ଲୋକପ୍ରିୟ ଅଭିନେତା ଜଣକ ରାଜନେତା ଭାବେ ମଧ୍ୟ ବେଶ୍ […]