ଭାରତ ପାକ୍ ଅଧିକୃତ କାଶ୍ମୀର ଅଧିଗ୍ରହଣ କରିବା ଉଚିତ୍ ବୋଲି ମତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଜମ୍ମୁ କାଶ୍ମୀରରୁ ଧାରା 370 ଉଠିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଜମ୍ମୁ କାଶ୍ମୀରର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ […]
ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଭୁବନେଶ୍ବର ସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଦୁଇଟି କାର, ଦୁଇଟି ବାଇକ୍ ଏବଂ 2 ବଖରା ଘର ସମ୍ପୂର୍ଣ୍ଣ […]
ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଆରମ୍ଭ ହୋଇଛି । ସକାଳ 6ଟାରୁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ଵର 75 ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣ ଉଚ୍ଛେଦ ଆରମ୍ଭ ହୋଇଛି । ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ଆରମ୍ଭ ହୋଇଛି । […]
ଭାରତୀୟ ମଧ୍ୟମ ଦୂରଗାମୀ ଦୌଡାଳି ହିମା ଦାସ ଏବଂ ମହମ୍ମଦ ଅନାସ ଚେକ ରିପବ୍ଲିକ୍ର ଆଥେଲିଟିକ ମିଟିନେକ ରିଟର ବିଭାଗରେ ଯଥାକ୍ରମେ ପୁରୁଷ ଏବଂ ମହିଳା 300 ମିଟର ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ହିମାଙ୍କର ଏହା ଷଷ୍ଠ […]
ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ପାଇଁ ଦିଲ୍ଲୀ ଏମସ୍ ପହଞ୍ଚିଥିଲେ । ଏହାପରେ ଅପରାହ୍ନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ […]
ଅଗଷ୍ଟ ମାସରେ ବିଦେଶୀ ପୁଞ୍ଜିନିବେଶରେ ହ୍ରାସ ଘଟିଛି । ପୁଞ୍ଜିନିବେଶ ପରିମାଣ ହ୍ରାସ ପାଇ 8319 କୋଟିରେ ପହଞ୍ଚିଛି । ପୂର୍ବରୁ ଏହି ରାଶିର ପରିମାଣ 10416.25 କୋଟି ଟଙ୍କା ରହିଥିଲା । ଅଗଷ୍ଟ 1-16 ମଧ୍ୟରେ ସମୁଦାୟ କ୍ଷତିର ପରିମାଣ […]
ବିହାରର ସ୍ବାଧୀନ ବିଧାୟକ ଅନନ୍ତ ସିଂ ନିଖୋଜ ଅଛନ୍ତି । ନିଜର ପାଟନା ସ୍ଥିତ ବାସଭବନରୁ ବିଧାୟକ ନିଖୋଜ ରହିଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ପୋଲିସ୍ ଅନନ୍ତ ସିଂଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିବା […]
ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ । ଭାରତ ପକ୍ଷରୁ ସାଇନା ନେହ୍ବାଲ ଏବଂ ପିଭି ସିନ୍ଧୁ ଷ୍ଟାର ସଟ୍ଲର ଭାବରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବା ବେଳେ ଭାରତ ସିନ୍ଧୁଙ୍କ ନିକଟରୁ ପଦକ ଆଶା ରଖିଛି […]
ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ବସ୍ତା ମଥାନିଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି ଜଳକା । ଫଳରେ ଜଳେଶ୍ବର ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଜଳକା ନଦୀର ବିପଦ ସଙ୍କେତ […]
ତେଲୁଗୁ ସେନ୍ସେସନ୍ ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ଜାହ୍ନବୀ କପୁର । ଆଇ ସ୍ମାର୍ଟ ଶଙ୍କର ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ଅପ୍କମିଙ୍ଗ ଫିଲ୍ମରେ ବିଜୟ ଏବଂ ଜାହ୍ନବୀଙ୍କ ଯୋଡି ଦେଖିବାକୁ ମିଳିବ । ଡିଅର କମ୍ରେଡ୍ର ରିଲିଜ୍ ପରେ […]
ଉତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ଉତର ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି […]
ପାକିସ୍ତାନ ସହିତ କେବଳ ପିଓକେକୁ ନେଇ ଆଲୋଚନା ହେବ ବୋଲି ମତ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହ ଏବେ ଯାହା ବି ଆଲୋଚନା ହେବ ତାହା ପାକ୍ ଅଧିକୃତ କାଶ୍ମୀର(ପିଓକେ) […]
ଭାଇରାଲ୍ ପୋଷ୍ଟର ମାମଲାରେ ନିଜର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ପପୁ ପମ୍ପମ୍ । ସୋସିଆଲ ମିଡିଆ ସାଇଟ୍ ଫେସ୍ବୁକ୍ ଜରିଆରେ ନିଜର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ପପୁ । ଏହି ପୋଷ୍ଟର ସମ୍ପର୍କରେ ସେ କିଛି ବି ଜାଣିନାହାନ୍ତି ଏବଂ ପ୍ରଯୋଜନା […]
ଜାତୀୟ ପତାକାଙ୍କୁ ଅସମ୍ମାନ କରି ବାଲିଆପାଳ ବ୍ଲକ ସରାଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନଲମ୍ବିତ ହୋଇଛନ୍ତି । ବାଲିଆପାଳ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି । ଅଗଷ୍ଟ 15 ଦିନ ସ୍ୱାଧୀନତା ଦିବସ ଅବସରରେ ପ୍ରତି ଶିକ୍ଷାନୁଷ୍ଠାନ ଭଳି […]
ରବିବାର ସକାଳୁ ପୁନର୍ବାର ଜମ୍ମୁର ପାଞ୍ଚ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଅଗଷ୍ଟ 4 ତାରିଖରୁ ଜମ୍ମୁ ଏବଂ କାଶ୍ମୀରରୁ ଇଣ୍ଟରନେଟ ସେବା ଉଠାଯାଇଥିଲା । ଧାରା 370 ଉଚ୍ଛେଦ ପରଠାରୁ ଶୁକ୍ରବାର ପ୍ରଥମ ଥର ପାଇଁ ଇଣ୍ଟରନେଟ୍ […]
କର୍ଣ୍ଣାଟକର ବିଦ୍ରୋହୀ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ଫୋନ୍ ଟ୍ୟାପିଂ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା । ବିରୋଧୀ କଂଗ୍ରେସ ପକ୍ଷରୁ ଜେଡିଏସ୍ ବିରୋଧରେ ଶନିବାର ଦିନ ଏହି ଅଭିଯୋଗ ଆସିଥିଲା । କଂଗ୍ରେସ-ଜେଡିଏସ୍ର […]
ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ବୟସ ହୋଇଥିଲା । ରଣଜିତ ଗୁରୁ […]
ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ଜଣେ କମାଣ୍ଡର ସମେତ ତିନିଜଣ ମାଓବାଦୀ ବିଶାଖାପାଟଣା ଏସ୍.ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ।ଆନ୍ଧ୍ର ଓଡ଼ିଶା ବର୍ଡର ଗାଲିକୋଣ୍ଡା ଦଳମର ବିସିଏମ୍ ନବୀନ ଓରଫ […]
ଆଫଗାନିସ୍ତାନର କାବୁଲରେ ଏକ ବିବାହ ମଣ୍ଡପରେ ଆତ୍ମଘାତୀ ବିସ୍ଫୋରଣରେ 63 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 182 ଜଣ ଆହତ ହୋଇଛନ୍ତି । ଶନିବାର ରାତିରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏହି ବିସ୍ଫୋରଣ ଘଟିଥିଲା । ଆଫଗାନିସ୍ତାନ ଗୃହମନ୍ତ୍ରୀ ଏହି ବିସ୍ଫୋରଣ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂଟାନ ଗସ୍ତର ଦ୍ବିତୀୟ ଦିନରେ ଥିମ୍ପୁସ୍ଥିତ ରୟାଲ ୟୁନିଭର୍ସିଟିରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ମୋଦି କହିଥିଲେ, ଭାରତ ସହିତ ଭୂଟାନର ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ଅବର୍ଣ୍ଣନୀୟ। ଭାରତରେ ଏବେ ଐତିହାସିକ ପରିବର୍ତ୍ତନ ଆସିଛି। ଦେଶରୁ ଦାରିଦ୍ର୍ୟ […]
କଟକ ଜିଲ୍ଲା ସାଲେପୁର ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ଦୁଇ ଭଉଣୀ ନଦୀରେ ବୁଡି ଯାଇ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ସାଲେପୁର ନିକଟସ୍ଥ କିଶନନଗର ଥାନା ଅନ୍ତର୍ଗତ […]