ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ଚତୁଃପାର୍ଶ୍ବରେ ଡ୍ରୋନ୍ କ୍ୟାମେରାକୁ ନେଇ ରାଜନୈତିକ ଝଡ ଦେଖାଦେଇଛି । କ୍ରିଷ୍ଣା ନଦୀ ଅବବାହିକାରେ ଅବସ୍ଥିତ ନାଇଡୁଙ୍କ ବାସଭବନ ଚାରି ପାଖରେ ଡ୍ରୋନ୍ କ୍ୟାମେରା ଦେଖା ଯାଇଥିଲା । ଆନ୍ଧ୍ରପ୍ରଦେଶ ସରକାରଙ୍କ […]
ଅଭିନେତା ପପୁ ପମପମଙ୍କ ଆଗାମୀ ଓଡିଆ ଫିଲ୍ମ ‘ମିଷ୍ଟର. କହ୍ନେୟା’ ପୋଷ୍ଟରକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି ବିବାଦ । ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ ହେବାପରେ ଲୋକମାନେ ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ସହ ପପୁଙ୍କୁ କଡା ସମାଲୋଚନା […]
ରାଜ୍ୟ ଆଦ୍ରଭୂମି ପ୍ରାଧିକରଣର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ପ୍ରମୁଖ ତିନି ଆଦ୍ରଭୂମି ଯଥା ଚିଲିକା, ଅଂଶୁପା ଓ ଭିତରକନିକାର ବିକାଶ ପାଇଁ ବୈଠକରେ ଆଲୋଚନା ହୋଇଛି । ଏଥିରେ ଆଦ୍ରଭୂମି ଗୁଡ଼ିକର ବିକାଶ ପାଇଁ […]
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ସମୀକ୍ଷା ବୈଠକ ବାହାରେ ସାଂସଦ ସଙ୍ଗୀତା ସିଂହଦେଓ – ଲଲିତ ନାୟକ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବୈଠକରୁ ସଙ୍ଗୀତା ବାହାରିବା ପରେ ଲଳିତ ଓ ତାଙ୍କ ଗୋଷ୍ଠୀ ବିରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]
ଗତକାଲି ନିତି ଆୟୋଗ ବୈଠକରେ ଯୋଗ ଦେଇଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରୀକ ବିକାଶ ଆଣିବା ଲାଗି ୭ଟି ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା । ତେବେ ନିତି ଆୟୋଗ ବୈଠକରୁ ଫେରିଲା ପରେ […]
ପୁଣି ଥରେ ପାକିସ୍ତାନ ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାର ନୌଶରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ସହିଦ ହୋଇଛନ୍ତି ଯବାନ ଲାନ୍ସ ନାୟକ ସନ୍ଦୀପ ଥପ୍ପା। ସହିଦଙ୍କ ଘର ଉତ୍ତରାଖଣ୍ଡର ଡେରାଡୁନ ବୋଲି ଜଣାପଡ଼ିଛି। ପ୍ରଥମେ ସେ ଗଭୀର ଆହତ […]
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଜେଟ୍ଲୀଙ୍କୁ ଭେଟିଛନ୍ତି । ଉଭୟ ଜେଟ୍ଲୀଙ୍କ ଆରୋଗ୍ୟ କାମନା କରିଛନ୍ତି । […]
ଶନିବାର ଚେନ୍ନାଇ ମେଟ୍ରୋରେ ଏକ ଭିନ୍ନ ଜିନିଷ ଦେଖିବାକୁ ମିଳିଥିଲା । ବିଭିନ୍ନ ଯାତ୍ରୀ ମାନେ ମାଗଣାରେ ମେଟ୍ରୋରେ ଯାତ୍ରା କରିଥିଲେ । ଟିକେଟ୍ ସଂଗ୍ରହ ନିମନ୍ତେ ରହିଥିବା ସ୍ବୟଂଚାଳିତ ବ୍ୟବସ୍ଥା ଅଚଳ ହୋଇ ପଡିବାରୁ ଯାତ୍ରୀ ମାନଙ୍କୁ ମାଗଣା ଯାତ୍ରା […]
ପୂର୍ବତନ ଆମ ଆଦମୀ ପାର୍ଟି ନେତା କପିଲ୍ ମିଶ୍ରା ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଭାଜପା ନେତା ମନୋଜ ତିଓ୍ବାରୀ ଓ ବିଜୟ ଗୋଏଲଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ସମୟରେ ବିଜେପି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ବିମାନବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସ୍ବାଗତ କରିଛନ୍ତି ଭୁଟାନ୍ର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ । ଏଠାରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଏହି ଗସ୍ତକାଳରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ […]
ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରେ ସଙ୍ଗୀନ ଅବସ୍ଥା ଧାରଣ କରିଛି କେରଳର ବନ୍ୟା ପରସ୍ଥିତି । କେରଳରେ ମୃତ୍ୟୁ ସଂଖ୍ୟା 113କୁ ବୃଦ୍ଧି ପାଇଛି । ଏହା ସହିତ 29 ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡିଛି । 14ଟି […]
ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଧାରା 144 ଉଠିବା ପରେ ଧିରେ ଧିରେ ପରସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଜମ୍ମୁରେ 2ଜି ଇଣ୍ଟରନେଟ୍ ସେବା ସହିତ ଭଏସ୍ କଲ୍ ସେବା ଶନିବାର ଠାରୁ ଆରମ୍ଭ ହୋଇଛି । ଏହା ସହିତ […]
ରାଉରକେଲାରେ ଅବସ୍ଥିତି ଏନଆଇଟି ପରିସରରୁ ଜଣେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ସ୍ପଷ୍ଟ ହୋଇନାହିଁ । ଏହା ପରିସରରେ ଥିବା ଏକ କ୍ୱାଟର୍ସ ଦୁଇ ଦିନ ହେଲା ବନ୍ଦ ହୋଇ ରହିଥିଲା […]
ପେହ୍ଲୁ ଖାନ୍ ଗଣହତ୍ୟା ମାମଲାରେ 6 ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ରାଜସ୍ଥାନ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ସମାଲୋଚନା ପରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏକ ତିନି ଜଣିଆ ଏସ୍ଆଇଟି ଟିମ୍ ଗଠନର […]
ଶୁକ୍ରବାର ଜମ୍ମୁ କାଶ୍ମୀରରେ କଂଗ୍ରେସ ମୁଖ୍ୟ ଏବଂ ମୁଖପାତ୍ରଙ୍କୁ ଗିରଫ କରାଯାଇଥିଲା । ଏହି ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ମୋଦି ସରକାର ଅସମ୍ମାନ କରୁଛନ୍ତି ବୋଲି ରାହୁଲ […]
ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଶୁକ୍ରବାର ମିଳିତ ଜାତିସଂଘ ପକ୍ଷରୁ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲେ । ପାକିସ୍ତାନର ଘନିଷ୍ଠ ସହଯୋଗୀ ଚୀନ୍ର ଅନୁରୋଧରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ଭାରତ ଏବଂ ପାକିସ୍ତାନର […]
ଶୁକ୍ରବାର ରାତ୍ରିରେ ଅନୁଷ୍ଠିତ ହୋଇଯାଈଛି ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକ । ଏହି ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଖାଲି ହେବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । […]
ସମୀକ୍ଷା ବ୍ୟୁରୋ ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ହେଲେ ରବି ଶାସ୍ତ୍ରୀ । ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର କୋଚ ପଦ କାଏମ ରଖିଛନ୍ତି । ପୁଣି ଥରେ ତାଙ୍କୁ କୋଚ ଦାୟିତ୍ବ ମିଳିଛି । […]
ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ମିଶନ ମଙ୍ଗଲ’ ସ୍ବାଧୀନତା ଦିବସ ଅବସରରେ ରିଲିଜ ହୋଇଛି । ଫିଲ୍ମ ରିଲିଜ ହେବାର ଆରମ୍ଭ ଦିନରେ ବକ୍ସ ଅଫିସରେ ବେଶ୍ ଭଲ ବ୍ୟବସାୟ କରିଛି । ଜଗନ ଶକ୍ତି ଦ୍ୱାରା ନିର୍ଦ୍ଦେଶିତ […]
ପାକିସ୍ତାନ ବାଲୁଚିସ୍ତାନ ପ୍ରାନ୍ତର ରାଜଧାନୀ କ୍ୱେଟାର ଏକ ମସଜିଦରେ ଶୁକ୍ରବାର ବୋମା ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ କ୍ୱେଟା କୁଲଚଲକର ଅଞ୍ଚଳର ଏକ ମସଜିଦରେ ଏହି ବୋମା […]
ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ରେସଲିଂରେ ଲଗାତାର ଭଲ ପ୍ରଦର୍ଶନ କରିଥିବାରୁ ୨୫ ବର୍ଷୀୟ ବଜରଙ୍ଗଙ୍କୁ ଏହି ପୁରସ୍କାର ଚଳିତ ମାସ ୨୯ […]