ସମୀକ୍ଷା ବ୍ୟୁରୋ ପାଟକୁରା ନିର୍ବାଚନରେ ବିଜେପି ନିଶ୍ଚିତ ଜିତିବ, ସେଥିପାଇଁ ଦଳ ତରଫରୁ ନିଜସ୍ବ ଢଙ୍ଗରେ ରଣନୀତି ପ୍ରସ୍ତୁତ କରାଯାଉଛି। ଆଜି ଭୁବନେଶ୍ବରରେ ପହଁଚିବା ପରେ ଏହା କହିଛନ୍ତି କେନ୍ଦ୍ର ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର […]
ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସିଡିଏମଓ ଙ୍କ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ଦୂରଦୂରାନ୍ତରେ ଥିବା ସିଡିଏମଓଙ୍କୁ ଭୁବନେଶ୍ବର ଅଣାଯାଇ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରେ ନିଯୁକ୍ତି ଦିଆଯାଇଛି। ଯେଉଁମାନଙ୍କର ବଦଳ ହେଲା ଏବଂ ନୂଆ ନିଯୁକ୍ତି ମିଳିଲା ତାହା ହେଲା 1-ମାଲକାନଗିରି ସିଡିଏମ୍ଓ […]
କୁମାରସ୍ୱାମୀ ସରକାରଙ୍କ ପାଇଁ ସଙ୍କଟ ବଢିବାରେ ଲାଗିଛି । ଆଜି କଂଗ୍ରେସ ଏବଂ ଜେଡିଏସର 11 ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ବାଚସ୍ପତିଙ୍କ ନିକଟରେ ଇସ୍ତଫା ଦେବା ପାଇଁ ପହଁଚିଥିଲେ । କିନ୍ତୁ ଅଧ୍ୟକ୍ଷ ଅନୁପସ୍ଥିତ […]
ନିର୍ବାଚନ ପ୍ରଚାର ବେଳେ ‘ସମସ୍ତ ମୋଦି ଚୋର’ ମନ୍ତବ୍ୟକୁ ନେଇ ରୁଜୁ ହୋଇଥିବା ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଜାମିନ୍ ମିଳିଛି । ପାଟନା ସିଜିଏମ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାର କରି ସାଂସଦ-ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କୋର୍ଟର […]
ରଥଯାତ୍ରା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀ ସହିତ ଜନ୍ମବେଦୀକୁ ଯାତ୍ରା କରିଥିବାବେଳେ ଶ୍ରୀମନ୍ଦିର ଖାଲିପଡ଼ିଛି। ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ଏବଂ ରୁର୍କୀ ସିବିଆରଆଇର ବରିଷ୍ଠ ଅଧିକାରୀମାନେ ଗର୍ଭଗୃହ ଯାଞ୍ଚ କାର୍ଯ୍ୟ […]
ତାମିଲ ଅଭିନେତା ଅରୁଣ ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବକ୍ସରର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ମଣିରତ୍ନମଙ୍କ ମଲ୍ଟିଷ୍ଟାରର ଫିଲ୍ମ ଚେକ୍କା ଚିଭାନ୍ତା ବନମ୍ର ସଫଳତା ପରେ ଏହି ଫିଲ୍ମକୁ ନେଇ ଦର୍ଶକ ଅଧିକ ଉତ୍ସାହିତ ଅଛନ୍ତି । ଗତକାଲି […]
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ୍ ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଛି । ଏହି ଧୀମା ଓ୍ବିକେଟ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ସର୍ବଦା ଫାଇଦାରେ ରହିଥାଏ । ମ୍ୟାଚ୍ର […]
ଛତିଶଗଡ଼ର ଧାମତାରି ଜିଲା ଅନ୍ତର୍ଗତ ଖଲାରି ଏବଂ ମେଚକା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ଏସଟିଏଫ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଶନିବାର ଭୋର ସମୟରେ ଏନକାଉଣ୍ଟର ଘଟିଥିଲା । ଏଥିରେ 4 ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ […]
ବାତ୍ୟା ‘ଫନି’ ପ୍ରଭାବିତ ଓଡ଼ିଶାକୁ ହଂକଂ ସରକାର 9 ଲକ୍ଷ ଡଲାରର ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହା ଦ୍ୱାରା 45100 ବାତ୍ୟା ପୀଡ଼ିତ ଉପକୃତ ହେବେ ବୋଲି ଚୀନ୍ର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି । ହଂକଂ ମୋଟ […]
ଜମ୍ମୁ କାଶ୍ମୀରର ରଜୌରୀ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ରଜୌରୀ ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ରାତି 9ଟା ପରେ ମୋର୍ଟାର ଏବଂ ଗୁଳିମାଡ କରାଯାଇଥିଲା । ଗୁଳିମାଡରେ ଦୁଇ ଜଣ ଯବାନ ଆହତ ହୋଇଥିବା ନେଇ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ନିମନ୍ତେ ଦିନିକିଆ ବାରଣାସୀ ଗସ୍ତ କରିଛନ୍ତି । ଶନିବାର ମୋଦି ନିଜର ଦିନିକିଆ ଗସ୍ତରେ ବାରଣାସୀ ଗସ୍ତରେ ଯାଇ କର୍ମୀଙ୍କୁ ସମ୍ବୋଧିତ କରିବା ସହିତ ସମଗ୍ର ଦେଶବାସୀଙ୍କୁ ବିଜେପିରେ ଯୋଗଦାନ କରିବା […]
ଗିରଫ ହୋଇଥିବା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଶେଷରେ ଜାମିନ ମିଳିଛି । ଶନିବାର ଭୁବନେଶ୍ବର ସ୍ବତନ୍ତ୍ର ଏସ୍ଡିଜିଏମ୍ କୋର୍ଟ 2ରୁ ପାଟଣାଗଡ ବିଧାୟକଙ୍କୁ ଜାମିନ ପ୍ରଦାନ କରାଯାଇଛି । 25 ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ମେହେରଙ୍କୁ […]
ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିବା ପରେ ପ୍ରଥମ ଥର ପାଇଁ ଏହା ଉପରେ ମତ ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ରାହୁଲଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୁବ ନେତୃତ୍ବଙ୍କୁ ଦାୟିତ୍ବ ମିଳିବା ଉଚିତ୍ ବୋଲି […]
ରାଜ୍ୟର ବିଭିନ୍ନ କଲେଜ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ 2 ନାମଲେଖା ଜାରି ରହିଛି। ତେବେ ଯୁକ୍ତ 2 ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଅତିରିକ୍ତ 2 ଦିନକୁ ବୃଦ୍ଧି କରାଯାଇଥିବା ନେଇ ବିଦ୍ୟାଳୟ ଏବଂ […]
ଉତ୍ତର ପ୍ରଦେଶର ଔରିୟା ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ 8 ଜଣ ପ୍ରାଣ ହରାଇଛନ୍ତି। ଶନିବାର ଦିନ ଏକ ଟ୍ରକ୍ ଏବଂ ଅଟୋ ମଧ୍ୟରେ ଦୁର୍ଘଟଣା ଘଟି 8 ଜଣଙ୍କର ପ୍ରାଣ ହାନି ଘଟିଛି। ଔରିୟାର ସୌଥାରର ଦିବ୍ୟାପୁର ଅଞ୍ଚଳରେ ଏହି […]
ରତ୍ନବେଦୀରୁ ଆସି ଜନ୍ମବେଦୀରେ ବୀଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମାଉସୀ ଘରେ କରୁଛନ୍ତି ଲୀଳାଖେଳା । ଏହାକୁ ଦେଖିବାକୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ […]
ଚଳିତ ବିଶ୍ବକପ୍ର ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଥିବା ଭାରତ ଆଜି ନିଜର ଅନ୍ତିମ ଲିଗ୍ ମ୍ୟାଚ୍ରେ ଶ୍ରୀଲଙ୍କାର। ଶ୍ରୀଲଙ୍କା ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିସାରିଛି। ଏହି ମ୍ୟାଚ୍ରେ ବିଜୟୀ ହୋଇ ଭାରତ ସେମି ଫାଇନାଲ୍ ପୂର୍ବରୁ ଭାରତ ନିଜର ଆତ୍ମବିଶ୍ବାସ […]
ସମସ୍ତ ଚେଷ୍ଟା ସତ୍ଵେ କଟକର ଶିଶୁ ଭବନରେ ଚିକିତ୍ସାଧୀନ ଯୋଡ଼ା ଶିଶୁ ପ୍ରାଣ ହରାଇଛନ୍ତି । ଚିକିତ୍ସା ବିଜ୍ଞାନର ଚେଷ୍ଟା ସତ୍ଵେ ବି ଦୁଇ ଶିଶଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ପାରିନି । ଆଶା କରାଯାଉଥିଲା ଜଗା-କାଳିଆ ପରି ମଧ୍ୟ […]
ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରିପ କରାଯାଇଛି । ଏହାର ପ୍ରଭାବରେ ଆଜିଠାରୁ ବିଭିନ୍ନ […]
ଅନୁକୂଳ ପାଗ ଓ ସଅଳ ନୀତିକାନ୍ତି ଯୋଗୁଁ ଗୁରୁବାର ସଞ୍ଜ ନଇଁବା ପୂର୍ବରୁ ସରଧାବାଲିରେ ପହଞ୍ଚି ସାରିଥିଲେ ତିନି ରଥ । ରଥ ଉପରେ ସାରା ରାତି ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ଅଥାତ୍ ଶୁକ୍ରବାର ଆଡପ ମଣ୍ଡପକୁ ବିଜେ […]
ଦୁଇ ବଲିଉଡ୍ ଅଭିନେତ୍ରୀ ଦିବ୍ୟା ଦତ୍ତା ଏବଂ ସ୍ବରା ଭାସ୍କର ନିଜର ଆସନ୍ତା ବଲିଉଡ୍ ଫିଲ୍ମରେ ସମଲିଙ୍ଗୀ ପାର୍ଟନର ଭୂମିକାରେ ନଜର ଆସିବେ । ସର୍ବଦା ଶକ୍ତିଶାଳୀ ଚରିତ୍ରରେ ଅଭିନୟ କରିବା ପାଇଁ ଉଭୟ ଅଭିନେତ୍ରୀ ପ୍ରସିଦ୍ଧ ଥିବା ବେଳେ ଏହି […]