ଆଜି ମୋଦି କ୍ୟାବିନେଟ୍ର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି। ଗତକାଲି ମୋଦି ଦ୍ବିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଆଜି କ୍ୟାବିନେଟ୍ ବୈଠକ କରାଯାଇଛି। ମୋଦିଙ୍କ ସହ ୫୭ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଆଜି ପ୍ରତ୍ୟେକ […]
ଲୋକସଭା ନିର୍ବାଚନରେ ବିଜେପିର ଅଦ୍ଭୁଦପୂର୍ବ ସଫଳତା ପରେ ପ୍ରାୟ ସମସ୍ତ ଆଞ୍ଚଳିକ ଦଳକୁ ଝଟ୍କା ଲାଗିଛି। ସବୁଠୁ ବେଶୀ ଚିନ୍ତିତ ଅଛନ୍ତି ପଶ୍ଚିମବଙ୍ଗର ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ। ତେବେ ମମତା ବାନାର୍ଜୀ ଏବେ ‘ଜୟଶ୍ରୀରାମ’ ନାରାରେ ଉତ୍କ୍ଷିପ୍ତ ହୋଇପଡିଛନ୍ତି। ପଶ୍ଚିମବଙ୍ଗରେ […]
କାବୁଲ୍ରେ ଏକ ଆତ୍ମଘାତୀ କାର୍ ବିସ୍ଫୋରଣରେ ୭ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି। ଶୁକ୍ରବାର ସକାଳେ କାବୁଲର ପୂର୍ବୀୟ ଇଲାକାରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଆହତଙ୍କ ସଂଖ୍ୟା ଜଣା ପଡିନାହିଁ। ବିସ୍ଫୋରଣର ପ୍ରଭାବ ଅତ୍ୟନ୍ତ ଗୁରୁତର ରହିଥିବାରୁ ଆହତଙ୍କ ସଂଖ୍ୟା […]
ଭାରତୀୟ ପଳାତକ ଗହଣା ବ୍ୟବସାୟୀ ନୀରବ ମୋଦି ଜାମିନ ଆବେଦନ ପାଇଁ ୟୁକେର କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଭିନ୍ନ ଭାରତୀୟ ବ୍ୟାଙ୍କରୁ ୧୩୦୦ କୋଟିର ଅର୍ଥ ନେଇ ବିଦେଶ ପଳାୟନ କରିଥିଲେ ମୋଦି। ଗତକାଲି ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ […]
ଜେଲ୍ରେ ରହିଥିବା କଏଦୀମାନେ ସେମାନଙ୍କ ପରିବାରକୁ ଭେଟିବାରେ ଅକ୍ଷମ ହେବା ପରେ ଏନେଇ ରିପୋର୍ଟ ତଲବ କରିଛନ୍ତି ଦିଲ୍ଲୀ ହାଇ କୋର୍ଟ। ସାମାଜିକ କର୍ମୀ ଅମିତ ଶାହଣୀଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ଯାଚିକାର ବିଚାର କରି ଉଚ୍ଚ ନ୍ୟାୟାଳୟଙ୍କ ଏକ […]
ଦିଲ୍ଲୀର ଉଚ୍ଚ ନ୍ୟାୟଳୟ ଶୁକ୍ରବାର ଦିନ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଲାଞ୍ଚ ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଆଉ ଚାରିମାସ ସମୟ ଦେଇଛନ୍ତି। ଜାନୁଆରୀରେ ଅଦାଲତ ସିବିଆଇକୁ ୧୦ ସପ୍ତାହ ଭିତରେ ଏହି ମାମଲାର ଯାଞ୍ଚ ପୂରା କରିବାକୁ […]
ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ୍ ହୋଇଛି ଅଭିନେତା ସୂର୍ଯ୍ୟାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ନନ୍ଦ ଗୋପାଳନ୍ କୁମାରନ୍ (ଏନ୍ଜିକେ) । ସେଲ୍ଭା ରାଘବନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଉଭୟ ଟିକଟ କାଉଣ୍ଟର ଏବଂ ସମାଲୋଚକଙ୍କ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି […]
ବିଜେପିର ଐତିହାସିକ ବିଜୟ ପରେ ଦ୍ବିତୀୟଥର ପାଇଁ ନରେନ୍ଦ୍ର ମୋଦିଙ୍କ ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବେ। ଗତକାଲି ଏକ ଭବ୍ୟ ଶପଥ ସମାରୋହରେ ମୋଦିଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। […]
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ଗ୍ରହଣ କରିଥିବା ଦୁଇ ଓଡିଆ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରୀପଦ ମିଳିଛି। ଧର୍ମେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟର ଦାୟିତ୍ବ ପାଇଥିବା ବେଳେ ପ୍ରତାପଙ୍କୁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ, ମତ୍ସ୍ୟ ଏବଂ […]
ଗତକାଲି ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଦିଙ୍କ ସମେତ ୫୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଏଥିରେ ରହିଛନ୍ତି ୨୪ଜଣ କ୍ୟାବିନେଟ୍ ୨୪ ଜଣ ରାଷ୍ଟ୍ର ମନ୍ତ୍ରୀ ଓ ୯ […]
ସେୟାର ବଜାରର ଅନ୍ତିମ କାର୍ଯ୍ୟ ଦିବସରେ ୩୦୦ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୪୦ ହଜାର ପଏଣ୍ଟ ଅତିକ୍ରମ କରିଛି । ଦିନର ପ୍ରାରମ୍ଭିକ ପର୍ଯ୍ୟାୟ ଟ୍ରେଣ୍ଡରେ ସେନସେକ୍ସରେ ୨୭୧.୧୨ ପଏଣ୍ଟ ବୃଦ୍ଧକି ସହିତ ୪୦୧୧୯.୮୧ପଏଣ୍ଟ ରହିଥିବା ବେଳେ ଏହାର ଅଭିବୃଦ୍ଧି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ ଯୋଗେ ଏହି […]
ସୋପିଆଁରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ଘଟି ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ଜମ୍ମୁ କାଶ୍ମୀରର ସୋପିଆଁର ଜୈନାପୋରା ଏବଂ ଦ୍ରାଗଡର ଅର୍କାର୍ଡରେ ଦୁଇଟି ଏନ୍କାଉଣ୍ଟରରେ ଘଟିଥିବା […]
ଗୁରୁବାର ନିଜର ୫୭ ଜଣିଆ ମନ୍ତ୍ରୀମଣ୍ଡଳ ସହ ଶପଥ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଆଜି ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯିବ। […]
ଚଳିତ ବିଶ୍ବକପ୍ର ଦୁଇ ଦଳ ପାକିସ୍ତାନ ଏବଂ ଓ୍ବେଷ୍ଟଇଣ୍ଡିଜ୍ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଟ୍ରେଣ୍ଟବ୍ରିଜ୍ର ନଟିଂହାମ୍ରେ ଶୁକ୍ରବାର ଏହି ମ୍ୟାଚ୍ ଖେଳାଯିବ। ନଟିଂହାମ୍ ପିଚ୍କୁ ସର୍ବଦା ବ୍ୟାଟିଂ ଭୂସ୍ବର୍ଗ କୁହାଯାଉଥିବା ବେଳେ ଅଭ୍ୟାସ ମ୍ୟାଚ୍ରେ ଓ୍ବେଷ୍ଟ ଇଣ୍ଡିଜ୍ ୪୨୧ […]
ଭାଇସ୍ ଆଡମିରାଲ କରମବୀର ସିଂ ଦେଶର ନୂତନ ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ କରମବୀରଙ୍କୁ ନୌସେନା ମୁଖ୍ୟ ଭାବରେ ଘୋଷଣା କରାଯାଇଥିବା ବେଳେ ସେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। କରମବୀରଙ୍କ ନିଯୁକ୍ତିକୁ ବିରୋଧ କରି ମାମଲା […]
ପାକିସ୍ତାନୀ ସେନା ବାହିନୀ ପକ୍ଷରୁ ଏହାର ଜନୈକ ପୂର୍ବତନ ଜେନେରାଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ ସମାନ ମାମଲାରେ ଜଣେ ବିଗ୍ରେଡିୟର ଏବଂ ସାଧାରଣ କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି। ମିଲିଟାରୀ ବିଭାଗ ପକ୍ଷରୁ […]
କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଗୁରୁବାର ଶପଥ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସମେତ ଅନ୍ୟ ୫୭ ଜଣ ନେତା ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଥିଲେ। ବିଭିନ୍ନ ବିଶ୍ବନେତା ଏବଂ ବଲିଉଡ୍ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶିଘ୍ର ବିଜେପୁର ଆସନ ଛାଡିବେ। ତାଙ୍କର ପାରଂପାରିକ ଆସନ ହିଂଜିଳିର ବିଧାୟକ ଭାବେ ରହିବେ। ଗତକାଲି ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ଯେଉଁ ବହୁକୋଟି ପ୍ୟାକେଜ ଘୋଷଣା କରିଛନ୍ତି ସେଥିରୁ ଏହା ସ୍ପଷ୍ଟ ହୋଇଛି। କାରଣ ନିର୍ବାଚନ […]
ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମାତ୍ର ଏହା ପୂର୍ବରୁ ଏନଡିଏରେ ଫାଟ ସୃଷ୍ଟି ହୋଇଛି । ମନ୍ତ୍ରିମଣ୍ଡଳରେ ମନ ମୁତାବକ ଆସନ ନମିଳିବାରୁ ଜେଡିୟୁ ସରକାରରେ ସାମିଲ ହେବ ନାହିଁ ବୋଲି ବିହାର ମୁଖ୍ୟମନ୍ତ୍ରୀ […]
ସପ୍ତଦଶ ଲୋକସଭାର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ରମାଗତ ଦ୍ବିତୀୟ ଥର ଭାବରେ ପ୍ରଧାନମନ୍ତ୍ରୀ ହେବାର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଶପଥ ଗ୍ରହଣ […]