ବିଏସ୍ପି ନେତା ଚନ୍ଦ୍ରପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ମୃତି ଇରାନୀ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ଆମେଥୀରେ ମୋଦିଙ୍କ ଉନ୍ନତିମୂଳକ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି ବାେଲି […]
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ହଜାର କୋଟିର ଋଣ ନେଇ ବିଦେଶ ପଳାୟନ କରିଥିବା ଗହଣା ବ୍ୟବସାୟୀଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ବ୍ରିଟିଶ ପୋଲିସ ପକ୍ଷରୁ ଏହି ଖବର ସ୍ପଷ୍ଟ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ ମୋଦିଙ୍କୁ ସେଣ୍ଟ୍ରାଲ ଲଣ୍ଡନର ହଲବର୍ଣ୍ଣ ଇଲାକାରୁ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେ ଭି ଚୌକିଦାର’ ଅଭିଯାନକୁ ଆକ୍ରମଣ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ବୁଧବାର କେଜ୍ରିଓ୍ବାଲ କହିଛନ୍ତି ଯେଉଁମାନେ ନିଜ ସନ୍ତାନଙ୍କୁ ଚୌକିଦାର ବନାଇବାକୁ ଚାହୁଁଛନ୍ତି ସେମାନ ମୋଦିଙ୍କୁ ଭୋଟ ଦିଅନ୍ତୁ କାରଣ ମୋଦିଜୀ ସମଗ୍ର ଦେଶକୁ ଚୌକିଦାର ବନାଇବାକୁ […]
ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ପ୍ରଥମ ଥର ପାଇଁ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ହେବାକୁ ଯାଉଛି। ରାଷ୍ଟ୍ରପତି ଫେଲିକ୍ସ ଟିସେକେଡିଙ୍କ ନିର୍ବାଚନ କଙ୍ଗୋର ଜନସାଧାରଣଙ୍କ ପାଇଁ ଏକ ଅସାଧାରଣ ସୁଯୋଗ ବୋଲି ମିଳିତ ଜାତିସଂଘର ମାନବାଧିକାର ସାଧାରଣ ସଚିବ ଆଣ୍ଡ୍ରୁ […]
ଟିକେଟ ବଣ୍ଟନକୁ ନେଇ ଦଳରେ ଅଳ୍ପ କିଛି ସ୍ଥାନରେ ଅସନ୍ତୋଷ ରହିଥିବା ବିଜେଡି ପକ୍ଷରୁ କୁହାଯାଇଛି। ବିଜେଡି ପକ୍ଷରୁ ଅରୁଣ ସାହୁ କହିଛନ୍ତି ଯେ ବିଜେଡି ଓଡିଶାର ସର୍ବବୃହତ ଦଳ ତେଣୁ ସମସ୍ତେ ବିଜେଡିରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ବିଚାର ବିମର୍ଶ […]
ପାରଳାଖେମୁଣ୍ଡିର ବିଜେଡ଼ିର ପୂବର୍ତନ ବିଧାୟକ ନାରାୟଣ ରାଓ ଆାଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ ନାରାୟଣ। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡ଼ି […]
ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ଟିକେଟ କଟିବା ପଛରେ ଅସନ୍ତୁଷ୍ଟ ପୂର୍ଣ୍ଣଚନ୍ଦ୍ର ଦଳର କିଛି ମୁଷ୍ଟିମେୟ ନେତାଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ନିଜ ଇସ୍ତଫାପତ୍ରରେ ଦଳକୁ ସମାଲୋଚନା କରିବା ସହିତ ଟିକଟ ପାଇଥିବା ନେତା ୭ […]
ବିଜେଡିରୁ ଇସ୍ତଫା ଦେଇଛନ୍ତି ପ୍ରତ୍ୟୁଷା ସିଂଦେଓ। କନ୍ଧମାଳରୁ ସାଂସଦ ରହିଥିବା ପ୍ରତ୍ୟୁଷାଙ୍କୁ ଟିକେଟ୍ ନମିଳିବାରୁ ଦଳ ଛାଡିଥିବା ପ୍ରତ୍ୟୁଷା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳପ୍ରତି ମୋର ଆନୁଗତ୍ୟକୁ ଅଣଦେଖା କରାଯାଇଛି ବୋଲି କହିବା ସହିତ ପ୍ରତ୍ୟୁଷା କହିଛନ୍ତି ଯେ, ବିଜେଡି […]
ବୁଧବାର ବିଜେପି ଚଳିତ ଲୋକସଭା ନିର୍ବାଚନ ନିମନ୍ତେ ଏହାର ପ୍ରାର୍ଥୀପତ୍ର ଘୋଷଣା ପୂବର୍ରୁ ଉତ୍ତର ପ୍ରଦେଶରେ ବଡ ପରିବର୍ତ୍ତନ ହାେଇପାରେ ବାେଲି ଆଶଙ୍କା ପ୍ରକାଶ ପାଇଛି। ମଙ୍ଗଳବାର ରାତ୍ରରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ରାଜ୍ୟର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। […]
ସମସ୍ୟା ମଧ୍ୟରେ ଗତି କରୁଥିବା ଜେଟ୍ ଏୟାରଓ୍ବେଜ୍ ପାଇଁ ଏକ ନୂତନ ସମସ୍ୟା ଦେଖାଦେଇଛି। ବେତନ ପାଇନଥିବାରୁ ଏହାର ପାଇଲଟ୍ ମାନେ ଆସନ୍ତା ୧ତାରିଖରୁ ଧାରଣାରେ ବସିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ବିଗତ ତିନି ମାସ ଧରି ନିଜର ଦରମା ପାଇନଥିବାରୁ […]
ଅନ୍ତରୀକ୍ଷରେ ସୁରକ୍ଷାକୁ ନେଇ ବ୍ରାଜିଲ୍ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଆମେରିକୀୟ ଗୃହ ବିଭାଗ ବ୍ରାଜିଲ୍ ସହିତ ମଙ୍ଗଳବାର ଏହି ଚୁକ୍ତି ସ୍ବାକ୍ଷର କରିଛି। ଏହି ଦକ୍ଷିଣ ଆମେରିକୀୟ ରାଷ୍ଟ୍ରରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଗୁଡିକର ବୈଷୟିକ […]
ପରିବାରବାଦ ରାଜନୀତିକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ରାଜନୀତିରେ ସବୁଠୁ ଅଧିକ ସମସ୍ୟା ଭୋଗିଥାଏ ସମାଜ। ଗଣମାଧ୍ୟମ ଠାରୁ ସଂସଦ ଏବଂ ସେନା ଠାରୁ ନେଇ ମତପ୍ରକାଶର ଅଧିକାର ଏବଂ ନିର୍ବାଚନମଣ୍ଡଳୀ ଠାରୁ ନେଇ ବିଚାରାଳୟ ସମସ୍ତ ସଂସ୍ଥାନ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ […]
ନିର୍ବାଚନକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ କାଦୁଅଫିଙ୍ଗା ଚାଲିଥିବା ବେଳେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ସମାଲୋଚନା କରିଛନ୍ତି। ଶ୍ରୀ ପାତ୍ର ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ ଦଳ ରାଜ୍ୟରେ ୧୨୦ ଆସନ ହାସଲ କରିବା ନେଇ […]
ଭାରତରେ ଲୋକପାଳ ବିଲ୍ ପାଶ୍ ହେବାର ଦୀର୍ଘ ୬ବର୍ଷ ପରେ ଦେଶକୁ ଏହାର ପ୍ରଥମ ଲୋକପାଳ ମିଳିଛି। ପୂବର୍ତନ ସୁପ୍ରିମ୍କୋର୍ଟ ବିଚାରପତି ପିନାକୀ ଚନ୍ଦ୍ର ଘୋଷଙ୍କୁ ଦେଶର ପ୍ରଥମ ଲୋକପାଳ ହେବାର ସୁଯୋଗ ମିଳିଛି। ପୂର୍ବତନ ସଶସ୍ତ୍ର ସୀମାବଳ ମୁଖ୍ୟ ଅଚ୍ଚର୍ନା […]
ଗତକାଲି ବିଜେଡ଼ିର ୯ଟି ଲୋକସଭା ଆସନ ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଘୋଷଣା କରିବା ପରେ ଏବେ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ୯ଟି ଲୋକସଭା ଆସନରେ ୮ଟି ବିଧାନସଭାରେ ନୂଆ ମୁହଁକୁ ସ୍ଥାନ ଦିଆଯାଇଥିବାବେଳେ କେବଳ […]
ଆସନ୍ତା ୨୩ମାଚ୍ଚର୍ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍ ନିମନ୍ତେ ବିସିସିଆଇ ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ପୂର୍ବରୁ ବିସିସିଆଇ ଏହାର ପ୍ରଥମ ଚରଣର କାର୍ଯ୍ୟସୂଚୀ ସମ୍ପର୍କରେ ଘାେଷଣା କରିଥିବା ବେଳେ ସାେମବାର ବିସିସିଆଇର ପ୍ରଶାସକ କମିଟିର ବୈଠକ ପରେ […]
ତାମିଲନାଡୁରେ କଂଗ୍ରେସ ସହ ମେଣ୍ଟ କରିଥିବା ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଡିଏମ୍କେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ଏଥିରେ ଦଳ କ୍ଷମତାକୁ ଆସିଲେ ଅନେକ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ […]
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ୭ ଆତଙ୍କୀଙ୍କ ୧୩ଟି ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ଏହି ସାତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନି ମୁଖ୍ୟ ସୟଦ ସଲାହୁଦ୍ଦିନ ଏବଂ ଅନ୍ୟାନ୍ୟ ମାମଲାରେ ଏହି ଚଢାଉ କରାଯାଇଥିବା ଜଣାପଡିଛି। ଏହି ଚଢାଉରେ ସମୁଦାୟ ୧.୨୨କୋଟି ଟଙ୍କାର ସମ୍ପତ୍ତି […]
ଭାରତୀୟ କ୍ରିକେଟ୍ ଦଳରେ ଚାରି ନମ୍ବର ସ୍ଥାନରେ ବ୍ୟାଟିଂକୁ ନେଇ ସର୍ବଦା ସମସ୍ୟା ଲାଗି ରହିଛି। ଏହି ସ୍ଥାନରେ ବିଭିନ୍ନ ଖେଳାଳି ବ୍ୟାଟିଂ କରିଥିଲେ ମଧ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ନିୟମିତ ସଫଳ ହୋଇନାହାନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ଦିଲ୍ଲୀକ୍ୟାପିଟାଲ୍ସର ପରାମର୍ଶଦାତା […]
ଚାକିରିରୁ ଇସ୍ତଫା ଦେଲେ କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ଆଜି ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପଦ ଛାଡ଼ିବା ସହ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଚଳିତ ମାସରେ ତାଙ୍କର ଚାକିରିର କାର୍ଯ୍ୟକାଳ ସମ୍ପୂର୍ଣ୍ଣ […]