ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ବାଚନ ଆସନ୍ତା ଅକ୍ଟୋବର ୨୨ ତାରିଖରେ ଅନୁଷ୍ଠିତ ହେବ । ଜାନୁୟାରୀରେ ସୁପ୍ରିମ୍କୋର୍ଟଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ସିଓଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲୋଧା କମିଟି ପକ୍ଷରୁ ପ୍ରସ୍ତାବିତ ସଂଶୋଧନ ପ୍ରସ୍ତାବ […]
ଅରୁଣାଚଳ ପ୍ରଦେଶର ବିଧାୟକ ତିରୋଙ୍ଗ ଅବୋଙ୍କ ସମେତ ଅନ୍ୟ ୧୦ଜଣଙ୍କ ଏକ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଘଟଣାଟି ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାର ବୋଗାପାନୀ ଗ୍ରାମରେ ଘଟିଛି। ଏଥିରେ ବିଧାୟକଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା […]
ଦକ୍ଷିଣ କୋରିଆର କାର୍ ନିର୍ମାଣକକାରୀ କମ୍ପାନୀ ହ୍ୟୁଣ୍ଡାଇ ଭାରତୀୟ ବଜାର ପାଇଁ ଏହାର ନୂତନ କାର୍ ‘ଭେନ୍ୟୁ’ ପ୍ରସ୍ତୁତ କରିଛି। ଭାରତୀୟ ବଜାରରେ ଏହିୀ କାର୍ ଭିଟାରା ବ୍ରେଜା, ଟାଟା ନେକ୍ସନ୍, ଫୋର୍ଡ ଇକୋ ସ୍ପୋର୍ଟ ଏବଂ ମହିନ୍ଦ୍ରା ଏକ୍ସୟୁଭି ୩୦୦ […]
ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାରିବା ନିମନ୍ତେ ପାକିସ୍ତାନ ମୋଇନ୍ ଉଲ୍ ହକ୍ଙ୍କୁ ଭାରତୀୟ ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତ କରିଛି । ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହକ୍ଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି । ହକ୍ଙ୍କ ସମେତ […]
ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜୋକେ ୱିଡୋଡୋ ବିଜୟୀ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡୋନେସିଆ ପାର୍ଟି ଅଫ ଷ୍ଟ୍ରଗଲର ସଦସ୍ୟ ୱିଡୋଡୋ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସାବୁୟାଁତୋଙ୍କୁ ପରାସ୍ତ କରିଛନ୍ତି। ୧୭ ଅପ୍ରେଲରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷଣା […]
ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ବିରୋଧ କରି ଦାଖଲ କରାଯାଇଥିବା ଯାଚିକାକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି । ବାରାକ୍ପୁର୍ ସଂସଦୀୟ କ୍ଷେତ୍ରର ଜନୈକ ସ୍ବାଧୀନ ପ୍ରାର୍ଥୀ ଏହି ଆବେଦନ କରିଥିଲେ । ଭୋଟ ଗଣତି ସମୟରେ ଦୁଇ ଜଣ ଅବସରପ୍ରାପ୍ତ […]
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ରାଜନେତା ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ପ୍ରତୀକ ଯାଦବଙ୍କୁ ସିବିଆଇ କ୍ଲିନ୍ଚିଟ୍ ଦେଇଛି। ସିବିଆଇ […]
ରାଜ୍ୟରେ ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ମତଦାନ ଶେଷ ହୋଇଛି। ଇଭିଏମ୍ରେ ବନ୍ଦ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନ ପରେ ଭୋଟ ଗଣତି କରାଯିବ। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ […]
୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୨ ଦିନ ପୂର୍ବରୁ ଇଭିଏମ ଓ ଭିଭିପାଟ୍ ମାମଲାକୁ ନେଇ ପୁଣି ଏକାଠି ହୋଇଛନ୍ତି ବିରୋଧୀ ଦଳ। ଏ ନେଇ ୨୧ଟି ବିରୋଧୀ ଦଳର ପ୍ରତିନିଧି ମଙ୍ଗଳବାର ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି […]
ଭାରତ ବିଶ୍ବକପ୍ ପାଇଁ ଫେବ୍ରିଟ୍ ବୋଲି ମତବ୍ୟକ୍ତ କରିଛନ୍ତି ଓ୍ବେଷ୍ଟ ଇଣ୍ଡିଜ୍ର ମହାନ ଖେଳାଳି ବ୍ରାଏନ୍ ଲାରା। ବିଗତ କିଛି ବର୍ଷ ମଧ୍ୟରେ ଭାରତ ବିରାଟ କୋହଲିଙ୍କ ନେତୃତ୍ବରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ଭାରତ ଇଂଲଣ୍ଡ ଏବଂ ଓ୍ବେଲ୍ସରେ […]
ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ରାଜନୈତିକ ଅସନ୍ତୋଷ କାରଣରୁ ପାକ୍ ନାଗରିକଙ୍କୁ ଭିସା ପ୍ରଦାନ ବନ୍ଦ କରିଛି ବାଂଲାଦେଶ। ବିଗତ ଏକ ସପ୍ତାହ ହେବ ପାକିସ୍ତାନରେ ଅବସ୍ଥାପିତ ବାଂଲାଦେଶ ଉଚ୍ଚାୟୁକ୍ତ କୌଣସି ପାକ୍ ନାଗରିକଙ୍କୁ ଭିସା ପ୍ରଦାନ କରୁନାହାନ୍ତି। ବାଂଲାଦେଶର […]
ଦେଶବ୍ୟାପୀ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକ୍ସିଟ୍ ପୋଲ୍ ରିପୋର୍ଟରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟକୁ ବହୁମତ ମିଳିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହି ଏକ୍ସିଟ୍ ପୋଲ୍ ରିପୋର୍ଟରେ ଭ୍ରମିତ […]
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲା ସୋମବାର ଦିନ ଭାରତୀୟ ଜନତା ପାର୍ଟିର ନେତା ବିଜୟ ଗୋଏଲଙ୍କ ଜବାବ ଦେବା ସହିତ ତାଙ୍କୁ ନିଜ ସୁରକ୍ଷା ଅଧିକାରୀ (ପିଏସ୍ଓ) ନୁହେଁ, ବରଂ ମୋଦିଜୀ ତାଙ୍କୁ ଜୀବନରୁ ମାରି ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। […]
ଇଭିଏମ୍ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ବିବାଦ ଦେଖା ଦେବା ପରେ ଏନେଇ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ଦେଇଛନ୍ତି। ମଙ୍ଗଳବାର ଦିନ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ, ଇଭିଏମ୍କୁ ନେଇ କୌଣସି ମନୁଷ୍ୟକୃତ ତ୍ରୁଟି ହୋଇନାହିଁ। […]
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଚଳିତ ବର୍ଷର ଲୋକସଭା ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। କଂଗ୍ରେସ ଏବଂ ଅନ୍ୟାନ୍ୟ ସମସ୍ତ ବିରୋଧୀ ଦଳ ନିର୍ବାଚନ କମିଶନ ପକ୍ଷପାତ କରୁଥିବାର ଅଭିଯୋଗ ଆଣିଥିବା ବେଳେ ନିର୍ବାଚନ କମିଶନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି […]
ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଦିଲ୍ଲୀର ବୀର ଭୂମିରେ ରାଜୀବଙ୍କ ୨୮ ତମ ତିରୋଧାନ ଦିବସ ଅବସରରେ ଗାନ୍ଧୀ ପରିବାର ସମେତ ବିଭିନ୍ନ ରାଜନୈତିକ ନେତା ରାଜୀବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି […]
ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ମଙ୍ଗଳବାର ସକାଳ କଟକ ବୋର୍ଡ କାର୍ଯ୍ୟାଳୟରୁ ଏହି ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଦଶମ ଶ୍ରେଣୀ ନିମନ୍ତେ ପାଶ୍ ହାର ୭୦.୭୮ ପ୍ରତିଶତ ରହିଛି। ରେଗୁଲାରରେ ପାଶ୍ ହାର ୭୨.୩୫ ରହିଥିବା ବେଳେ […]
ବାତ୍ୟା ‘ଫନି’ର ଦୀର୍ଘ ୧୯ ଦିନ ପରେ ମଙ୍ଗଳବାରଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ନନ୍ଦନକାନନ ସଂଲଗ୍ନ ଉଦ୍ଭିଦ ଉଦ୍ୟାନ ବଟାନିକାଲ ଗାର୍ଡେନ ମଧ୍ୟ କାଲିଠାରୁ ଖୋଲା ହେବ ବୋଲି ସୂଚନା ମିଳିଛି। ବାତ୍ୟା ଫନି ପରେ ସବୁ କିଛି ଏକପ୍ରକାରର […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ର ପୋଷ୍ଟର ସୋମବାର ଲଞ୍ଚ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଅଭିନେତା ବିବେକ ଓବରଏ ମହାରାଷ୍ଟ୍ରର ନାଗପୁରରେ ଏହି ପୋଷ୍ଟର ଲଞ୍ଚ କରିଛନ୍ତି। ଏହି ପୋଷ୍ଟରରେ ‘ପୁଣିଥରେ ଆସୁଛନ୍ତି ପିଏମ୍ ନରେନ୍ଦ୍ର ମୋଦି, ଏବେ କେହି […]
ଅଭିନେତା ସୈଫ୍ଅଲ୍ଲୀ ଖାନ୍ଙ୍କ ଆଗାମୀ ଫିଲ୍ମ ‘ଲାଲ୍ କପ୍ତାନ’ର ଫାଷ୍ଟ ଲୁକ୍ ଜାରି ହୋଇଛି। ଏହି ଫିଲ୍ମରେ ସୈଫ୍ ନାଗା ସାଧୁ ଭୂମିକାରେ ନଜର ଆସିବେ। ରିଭେଞ୍ଜ ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର ଫାଷ୍ଟଲୁକ୍ର ଏରୋସ୍ ଦ୍ବାରା ଜାରି କରାଯାଇଛି। […]
ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରି ରହିଛି। ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ଗ୍ରୀଷ୍ମ ପ୍ରବାହ ଆସନ୍ତା ୨୨ ଯାଏଁ ରହିବ ବୋଲି ଏସଆରସି ସୋମବାର ସୂଚନା ଦେଇଛନ୍ତି। ପଶ୍ଚିମ ଓଡ଼ିଶାର କିଛି ଜିଲାରେ […]