ବ୍ୟାଙ୍କ ଅଫ ବରୋଦାରେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ମିଶ୍ରଣ ହେବେ। ଅର୍ଥାତ୍ ଦେନା ଏବଂ ବିଜୟା ବ୍ୟାଙ୍କର ଗ୍ରାହକଙ୍କ ଖାତା ବ୍ୟାଙ୍କ ଅଫ ବରୋଦାକୁ ଟ୍ରାନ୍ସଫର ହୋଇଯିବ। ବ୍ୟାଙ୍କ ଅଫ ବରୋଦାର ନିର୍ଦ୍ଦେଶକ ମଣ୍ଡଳୀ ବିଜୟା ବ୍ୟାଙ୍କ ଏବଂ […]
ଆମ୍ ଆଦ୍ମୀ ପାର୍ଟିକୁ ବଡ଼ ଝଟ୍କା ଲାଗିଛି । ୨୦୧୪ ଲୋକସଭାରେ ଆପ୍ ଟିକେଟରୁ ପ୍ରଥମ ଥର ପାଇଁ ଫତେଗଡ଼ ସାହେବରୁ ସାଂସଦ ହୋଇଥିବା ହରିନ୍ଦର ଖାଲ୍ସା ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ବିତ୍ତୀୟ ମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଉପସ୍ଥିତିରେ […]
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାର ଘୋଷଣା କରିବା ପରେ ଫୁଟ୍ବଲରରୁ ରାଜନେତା ହୋଇଥିବା ବାଇଚୁଙ୍ଗ ଭୂତିଆ ଏହି ଯୋଜନା ସହ ସମାନ ଏକ ଯୋଜନାକୁ ସିକିମ୍ରେ ପ୍ରଣୟନ କରିବାକୁ ଘୋଷଣା କରିଛନ୍ତି । ପ୍ରତି ୫ […]
ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କ ଆଗାମୀ ଚଳଚିତ୍ର ଲୁସିଫର ଆଜି ରିଲିଜ୍ ହୋଇଛି । ରାଜନୈତିକ ଥ୍ରିଲର କାହାଣୀ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୃଥ୍ବୀରାଜ ସୁକୁମାରନ୍ । ଅଭିନେତା ପୃଥ୍ବୀରାଜ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶକ ଭାବରେ ପଦାର୍ପଣ କରିଛନ୍ତି […]
କଂଗ୍ରେସ ତରଫରୁ ପ୍ରଧାନମନ୍ତ୍ରୀ ଭାବେ ରାହୁଲ୍ ଗାନ୍ଧିଙ୍କୁ ଉପସ୍ଥାପନା କରାଯାଉଥିବାବେଳେ ବିଜେପି ସରକାର ବିରୁଦ୍ଧରେ ଗଠିତ ମହାଗଠବନ୍ଧନରେ ସାମିଲ ହୋଇଥିବା ଅନ୍ୟତମ ଟିଏମ୍ସି ନେତ୍ରୀ ମମତାଙ୍କ କିଛି ମନ୍ତବ୍ୟ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ସରକାର ବିରୋଧରେ […]
କର୍ଣ୍ଣାଟକର କ୍ଷୁଦ୍ର ଜଳସେଚନ ମନ୍ତ୍ରୀ ସି. ଏସ. ପୁଟ୍ଟୁରାଜୁ ଏବଂ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ୮ଜଣ ସିଆରପିଏଫ ଯବାନଙ୍କ ସହ ଆୟକର ବିଭାଗର ୩ଟି ଟିମ୍ ମନ୍ତ୍ରୀଙ୍କରେ ଚଢ଼ାଉ କରିଥିଲେ। ଆୟକର ବିଭାଗର […]
ଦେଶରେ ବର୍ତ୍ତମାନ ମୋଦି ଲହର ପ୍ରଭାବହୀନ ହୋଇଯାଇଛି ଏବଂ ଦେଶରେ ପ୍ରଥମ ଥର ପାଇଁ ଅଣକଂଗ୍ରେସ ଏବଂ ଅଣବିଜେପି ମେଣ୍ଟ ସରକାର ଗଠନ କରିବାର ସମ୍ଭାବନା ରହିଛି ବାେଲି ଅଲ୍ ଇଣ୍ଡିଆ ମଜଲିସ୍ ଏ ଇତେହାଦ୍ ଉଲ୍ ମୁସଲମାନ୍ (ଏଆଇଏମ୍ଆଇଏମ୍) ର […]
ବଲିଉଡ୍ର ରୋମାଣ୍ଟିକ୍ ଅଭିନେତା ଅକ୍ଷୟ ଖାନ୍ନା ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ବିନୋଦ ଖାନ୍ନାଙ୍କୁ ପୁତ୍ର ହେଉଛନ୍ତି ଅକ୍ଷୟ ଖାନ୍ନା। ତେବେ ପିତାଙ୍କୁ ମାର୍ଗଦର୍ଶକ ଭାବେ ନେଇ ବଲିଉଡ୍ରେ […]
ଦ ଡ୍ୟୁକ୍ ଅଫ କେମ୍ବ୍ରିଜ୍ ତଥା ବ୍ରିଟେନ୍ ରାଜବଂଶର ଦାୟାଦ ପ୍ରିନ୍ସ ଓ୍ବିଲିୟମ୍ ନ୍ୟୁଜିଲ୍ୟାଣ୍ଡର କ୍ରିଷ୍ଟଚର୍ଚ୍ଚ ଗସ୍ତରେ ଯିବେ। ଏହି ଗସ୍ତରେ କ୍ରିଷ୍ଟଚର୍ଚ୍ଚ ଆକ୍ରମଣରେ ଶହିଦ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍ ଗୁରୁବାର […]
ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ୍ ଆଇପିଏଲ୍ର ପ୍ରଥମ ମଙ୍କଡ ଆଉଟ କରିବା ପରେ ଏହାକୁ ନେଇ ଅନେକ ବାଦ ବିବାଦ ଦେଖାଦେଇଥିଲା। ମାତ୍ର କଲିକତା ଟ୍ରାଫିକ୍ ପୋଲିସ ଏହାକୁ ନେଇ ଏକ ବଢିଆ ମିମ୍ ପ୍ରସ୍ତୁତ କରିଛି। ଟ୍ରାଫିକ ସଚେତନତା ପାଇଁ […]
ଗୁଆଟେମାଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅନ୍ୟୁନ ୩୨ଜଣ ଲୋକଙ୍କ ପ୍ରାଣହାନି ଘଟିଛି। ପଶ୍ଚିମ ଗୁଆଟେମାଲାରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରକ ଜନଗହଳି ପୂର୍ଣ୍ଣ ରାସ୍ତାରେ ଲୋକଙ୍କ ଉପରେ ଚଢିଯିବାରୁ ଏହି ଘଟଣା ଘଟିଛି। ରାସ୍ତାରେ ଅନ୍ୟ ଏକ ଦୁର୍ଘଟଣା ଘଟିଥିବା […]
ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିଛନ୍ତି। ଆଜି ବିଜୟ ମହାପାତ୍ରଙ୍କ ବାସଭବନରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏବଂ ବୈଜୟନ୍ତ ପଣ୍ଡା ପହଞ୍ଚି ଆଲୋଚନା କରିବା ପରେ ବିଜୟ ଦଳରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି। […]
ଚଳିତ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଅନୁଯାୟୀ ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ […]
ଜୈସ ଏ ମୁଜାହିଦ୍ଦିନି(ଜେଇଏମ୍) ର ମୁଖ୍ୟ ମାସୁଦ୍ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ବିପକ୍ଷରେ ଆମେରିକା ପଦକ୍ଷେପ ଗ୍ରହଣ କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ନେଇ ଏକାଠି ହୋଇଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ। ଦୁଇ ସପ୍ତାହ […]
ଜମ୍ମୁ କଶ୍ମୀର ସୋପିଆ ଜିଲ୍ଲାରେ ସୁରକ୍ଷାବାହିନୀର ଯବାନମାନେ ବୁଧୁବାର-ଗୁରୁବାର ରାତି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆତଙ୍କବାଦୀଙ୍କ ମୃତଦେହ ଆଜି ଜବତ କରାଯାଇଛି। ସୁରକ୍ଷାବାହିନୀକୁ କେଲଲର ଅଂଚଳରେ କିଛି ଆତଙ୍କବାଦୀ ଉପସ୍ଥିତ ଥିବାର ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ଆଚରଣ ବିଧି ଉଲଂଘନ କରିଛନ୍ତି ବୋଲି ଅଭିଯୋଗ ଆଣିବା ସହିତ ଏହାକୁ ନେଇ ନିର୍ମାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। ଭାରତ ପକ୍ଷରୁ ଏ ସ୍ୟାଟ୍ କ୍ଷେପଣାସ୍ତ୍ରର ସଫଳ ଉତ୍କ୍ଷେପଣକୁ ନେଇ […]
ଆଜଲାନ ଶାହ କପ୍ରେ ଭାରତ ଏହାର ଅପରାଜେୟ ଅଭିଯାନ ଜାରି ରଖିଛି । ନିଜର ଚତୁର୍ଥ ତଥା ଅନ୍ତିମ ଲିଗ୍ ମ୍ୟାଚ୍ରେ ଭାରତ କାନାଡାକୁ 7-3ରେ ପରାସ୍ତ କରିବା ସହ ଫାଇନାଲ୍ରେ ପହଞ୍ଚିଯାଇଛି । ମ୍ୟାଚ୍ର ପ୍ରଥମ କ୍ବାର୍ଟରରୁ ଭାରତ ଆକ୍ରମଣାତ୍ମକ […]
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେଡ଼ିର ଲୋକସଭା ପ୍ରାର୍ଥୀ ୧-ଭୁବନେଶ୍ବର – ଅରୂପ ପଟ୍ଟନାୟକ ୨-କେନ୍ଦ୍ରାପଡ଼ା : ଅନୁଭବ ମହାନ୍ତି ୩-ପୁରୀ – ପିନାକୀ ମିଶ୍ର ୪-ମୟୂରଭଂଜ […]
ଗୋଆରେ ବିଜେପି ନେତୃତ୍ବାଧୀନ ସରକାରରେ ଅଂଶୀଦାର ଥିବା ମହାରାଷ୍ଟ୍ରବାଦୀ ଗେମାନ୍ତକ ପାର୍ଟିର ୩ଜଣ ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଧାୟକ ବିଜେପିରେ ଯୋଗଦେଇଥିବାବେଳେ ଗୋଆ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟାର ୧୨ରୁ ୧୪କୁ ବୃଦ୍ଧି ପାଇଁ କଂଗ୍ରେସ ସହ ସମକକ୍ଷ ହୋଇଯାଇଛି […]
ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି ଭାରତର ମହକାଶରେ ମିଶନ ଶକ୍ତିର ଅପାର ସଫଳତା ବିଷୟରେ ବାର୍ତ୍ତା ଦେବା ପରେ ଏହାକୁ ନେଇ ଏବେ ରାଜନୀତି ସୃଷ୍ଟି ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଏହାକୁ ନେଇ ଟୁଇଟ୍ କରିଛନ୍ତି। ଭାରତର ଏହି […]
ଭାରତୀୟ ସୁଟର ମାନୁ ଭାକେର ଏବଂ ସୌରଭ ଚୌଧୁରୀ ମିକ୍ସଡ୍ ଟିମ୍ ବିଭାଗରେ ଏସିଆନ୍ ଚାମ୍ପିୟନ୍ସିପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୭ ବର୍ଷୀୟା ମାନୁ ଏବଂ ୧୬ ବର୍ଷୀୟ ସୌରଭ ନିଜର ସ୍ବର୍ଣ୍ଣଯାତ୍ରା ଜାରି ରଖିବା ସହିତ ବିଗତ ଏକ […]