ଆଜିର ଖବର

ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁରରୁ 5 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଆଜି ଚିହ୍ନଟ 5 ପଜିଟିଭ୍‌ଙ୍କ ମଧ୍ୟରେ…

କେନ୍ଦୁଝର : ହାତୀଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବଡବିଲ ଫରେଷ୍ଟର, ଗୁଆଲୀ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି । ଦାୟିତ୍ବରେ ଅବହେଳା ପାଇଁ ଉଭୟଙ୍କୁ…

ନୂଆଦିଲ୍ଲୀ : ବାହୁବଳୀ ସୁପରଷ୍ଟାର୍‌ ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମର ଟାଇଟଲ୍‌ ସହ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି । ଏହି ଫିଲ୍ମର ନାମ ‘ରାଧେ ଶ୍ୟାମ୍‌’ ରହିଛି…

କାନପୁର:  କୁଖ୍ୟାତ ଅପରାଧୀ ବିକାଶ ଦୁବେ ପ୍ରକୃତରେ ଏନକାଉଣ୍ଟରରେ ମଲା ନା ତାକୁ ମାରି ଦିଆଗଲା, ସେ ନେଇ ଏବେ ଉଠିଲାଣି ଅନେକ ପ୍ରଶ୍ନ। ଉତ୍ତର ପ୍ରଦେଶର…

ଭୁବନେଶ୍ବର : ଆଜି ଦିନକ ପାଇଁ ବିଧାନସଭାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି  ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍‌ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି ।…

କାନପୁର: ଆଠ ଦିନରେ ସଫା ହେଲା କାନପୁର ହତ୍ୟାକାରୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ଠିକ 8 ଦିନ ପୂର୍ବେ ଜୁଲାଇ 2 ଏବଂ 3 ତାରିଖ ରାତିରେ…

ଭୁବନେଶ୍ବର : ରାଜ୍ୟରେ ପୁଣି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା । ଏହି ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ…

ଭୁବନେଶ୍ବର : ରାଜ୍ୟରେ ଆଜି  ରେକର୍ଡ ସଂଖ୍ୟକ  755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

ଭୁବେନଶ୍ବର : ମାଓ ପ୍ରଭାବିତ ଏସ୍‌ଆର୍‌ଇ ଜିଲ୍ଲା ତାଲିକାରୁ ବାଦ୍‌ ପଡିଛି ପାଞ୍ଚୋଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ,…

ନୂଆଦିଲ୍ଲୀ : ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।…

କଟକ: କଟକରେ କମିଶନରେଟ୍ ପୁଲିସର ଜଣେ‌ କନଷ୍ଟେବଳ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମଙ୍ଗଳାବାଗ ଫାଣ୍ଡିର କାର୍ଯ୍ୟରତ ଥିବା ଜଣେ କନଷ୍ଟେବଲ ପଜିଟିଭ ଚିହ୍ନଟ ହୋଇଥିବା…

କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍‌। ବିକାଶ ଉଜୈନର…

ପିଣ୍ଟୁ ବିଶୋୟୀ କୋଦଳା: ଗଞ୍ଜାମ ଜିଲ୍ଳା ପ୍ରଶାସନ, କୋଦଳା ଏନ୍ଏସି ଏବଂ ତହସିଲର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ। ନିୟୋଜିତ ହୋଇଥିବା ପାଞ୍ଚ…

ଓଡିଶାର ବିଶିଷ୍ଟ କଥାଶିଳ୍ପୀ ତଥା ଆଲୋଚକ ମନୋଜ କୁମାର ପଣ୍ଡାଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି। ବଲାଙ୍ଗୀର ସ୍ଥିତ ତାଙ୍କ ବାସଭବନରେ ଆଜି ଅକସ୍ମାତ ହୃଦଘାତରେ ତାଙ୍କର…

ଭୁବନେଶ୍ବର, କୋଭିଡ ପରେ ରାଜ୍ୟରେ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି…

ଭୁବନେଶ୍ବର, ଓଡ଼ିଆ ଝିଅ ଅଙ୍କିତା ମହାରଣା ଏବେ ଅପସରା ରାନୀ ନାଁରେ ବଲିଉଡରେ ବେଶ୍ ପରିଚିତ। ଡେରାଡୁନରେ ଜନ୍ମିତ ଅପସରା ତେଲୁଗୁ ଚଳଚ୍ଚିତ୍ରରେ କମାଲ କରିବା ପରେ …

ଭୁବନେଶ୍ବର, ଆଜି ରାଜ୍ୟରେ ସର୍ବାଧିକ 401 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସବୁ ଦିନ ପରି ଆଜି ବି ଗଂଜାମ ଜିଲ୍ଲାରୁ ସର୍ବାଧିକ 100 ଜଣ…