ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୭ରୁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ କଡ଼ାକଡ଼ି ନିୟମ କରିଛନ୍ତି ସରକାର। ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍କୁ ଯିବା କ୍ଷେତ୍ରରେ କଟକଣା ଜାରି କରାଯାଇଛି। ହାତଘଣ୍ଟା ଓ ମୋବାଇଲ୍ […]
ଜେଏନୟୁ ଦେଶଦ୍ରୋହ ମାମଲାରେ ଦିଲ୍ଲୀ ପୁଲିସ ଦ୍ୱାରା ଦାୟର କରାଯାଇଥିବା ମାମଲାରେ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଛି । ଯଦି ସରକାର ଅନୁମତି ନ ଦିଅନ୍ତି ତେବେ ଭିଡିଓ ଦେଖି ମାର୍ଚ୍ଚ ୧୧ରେ ନିଷ୍ପତ୍ତି ନିଆଯିବ ବୋଲି […]
ଭାରତ ଓ ପାକିସ୍ତାନର ଭିତରେ ଚାଲିଥିବା ଉତ୍ତେଜନାମୟ ପରିସ୍ଥିତି ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଆଡକୁ ଗତି କରୁଛି । ନେବୋଲ୍ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଭାରତ ଓ ପାକିସ୍ତାନ ଭିତରେ ଚାଲିଥିବା ଦ୍ବନ୍ଦ୍ବ ତଥା ସମ୍ବେଦନଶୀଳ ପରିସ୍ଥିତିକୁ ଦେଖି […]
ସଲମାନ୍ ଖାନ୍ ବ୍ୟାନର୍ରେ ପ୍ରସ୍ତୁତ ତଥା ନବାଗତ ଜହୀର୍ ଇକବାଲ୍ ଓ ନବାଗତା ପ୍ରନୁତନ ବହଲ୍ଙ୍କ ଫିଲ୍ମ ‘ନୋଟବୁକ୍’ର ପ୍ରଥମ ଗୀତ ରିଲିଜ୍ ହୋଇଛି । ନହୀ ଲଗ୍ଦା … ଗୀତଟିକୁ ବିଶାଲ୍ ମିଶ୍ର ସଙ୍ଗୀତର ସଂଯୋଜନା କରିଥିବାବେଳେ ଏହି ଗୀତରେ […]
ପାକ୍ ସେନା କବ୍ଜାରେ ଥିବା ଭାରତର ମିଗ-୨୧ ପାଇଲଟ ଅଭିନନ୍ଦନଙ୍କୁ ସୁରକ୍ଷିତ ଛାଡ଼ିଦେବା ପାଇଁ ଭାରତବାସୀ ସ୍ଵର ଉଠାଇଛନ୍ତି। ଭାରତବାସୀଙ୍କ ସହ ସ୍ଵର ମିଳାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ ନାତୁଣୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେନୋଜିର ଭୁଟ୍ଟୋଙ୍କ […]
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି । ଏହି ଭିଜିଓ କନ୍ଫରେନ୍ସିକୁ ବିରୋଧୀଙ୍କ ପକ୍ଷରୁ କଡା ସମାଲୋଚନା କରାଯାଇଛି […]
ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ଦ୍ଵାରା ନିର୍ମିତ ତଥା ଶଶୀକିରଣ ଟିକ୍କାଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ‘ମେଜର୍’ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିବେ ତେଲୁଗୁ ଅଭିନେତା ଆଦିଭି ଶେଷ । ଏହି ଫିଲ୍ମଟି ୨୬/୧୧ ଆକ୍ରମଣ ଘଟଣାକୁ ନେଇ ପର୍ଯ୍ୟବସିତ […]
ଭାରତ-ପାକିସ୍ତାନ ମଧ୍ୟରେ ପରିସ୍ଥିତି ବେଶ୍ ଉତ୍ତେଜନାମୟ ରହିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣରୁ ଆରମ୍ଭ ହୋଇଥିବା ଏହି ପରିସ୍ଥିତି ସମୟକ୍ରମେ ଉଗ୍ର ରୂପ ଧାରଣ କଲାଣି। ବୁଧବାର ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ସେନା ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା […]
ପାକିସ୍ତାନ ସେନା ଅଖନୁର ସେକ୍ଟରର ପୁଲବାମା ଅଂଚଳରେ ଓ ମେଂଢର ସେକ୍ଟରରେ ପ୍ରବଳ ଗୁଳି ଗୋଳା ବର୍ଷା ଜାରି ରହିଛି । ସେହିପରି ବାଲାକୋଟ ଓ କୃଷ୍ଣାଘାଟିର ଉପ ସେକ୍ଟର ଉପରେ ରାତିସାରା ଗୁଳି ମାଡ କରିଥିବା ସୂଚନା ମିଳିଛି । […]
ଜୈସ ଏ ମହମ୍ମଦ୍ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ୍ ଅଜହରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ପୁଣିଥରେ ସଂଯୁକ୍ତ ସୁରକ୍ଷା ପରିଷଦକୁ ନୂଆ ପ୍ରସ୍ତାବ ଦେଇଛନ୍ତି। ଏଥିରେ ପାକିସ୍ତାନୀ ଆତଙ୍କବାଦୀ ମାସୁଦ୍ ଆଝାରକୁ […]
ପାକିସ୍ତାନ ସେନା ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିଛି। ପାକିସ୍ତାନ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ଏଫ୍-୧୬କୁ ଭାରତୀୟ ବାୟୁସେନା ଖସାଇ ଦେଇଛନ୍ତି। ପାକିସ୍ତାନର ଏଭଳି ସୀମା ଉଲ୍ଲଙ୍ଘନକୁ ବିରୋଧ କରି ଆଜି ଭାରତ […]
ନେପାଳ ଠାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ନେପାଳର ପର୍ଯ୍ୟଟନ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ମନ୍ତ୍ରୀଙ୍କ ସମେତ ଆହୁରି ୬ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ନେପାଳର ପୂର୍ବ […]
ଇଂଲଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ଆଲିଷ୍ଟର କୁକ୍ ନାଇଟ୍ହୁଡ୍ ଉପାଧି ପାଇଛନ୍ତି। ଏହା ଇଂଲଣ୍ଡର ସର୍ବଶ୍ରେଷ୍ଠ ସମ୍ମାନ। ବକିଙ୍ଗହାମ ପ୍ୟାଲେସଠାରେ ଆୟୋଜିତ ଉତ୍ସବରେ ଇଂଲଣ୍ଡର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କଠାରୁ କୁକ୍ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଦ୍ବିତୀୟ କ୍ରିକେଟର ଭାବେ କୁକ୍ […]
ବିମାନ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବାବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶାନ୍ତି ପାଇଁ ପ୍ରସ୍ତାବ ଦେଇଛନ୍ତି । ଏପରି ସ୍ଥିତି ଜାରି ରହିଲେ ଭାରତ ଓ ପାକିସ୍ତାନର ପରିସ୍ଥିତି ଆହୁରି ଜଟିଳମୟ […]
ଭାରତୀୟ ବିଦେଶ ମନ୍ତ୍ରାଳୟ ଏବଂ ବାୟୁସେନା ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ବିମାନକୁ ମାରି ଖସାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ବିଦେଶ ସଚିବ କହିଛନ୍ତି, ନିୟନ୍ତ୍ରଣ ସୀମା ରେଖା ଅତିକ୍ରମ କରି ଆଜି ପାକିସ୍ତାନର ଏକ ଯୁଦ୍ଧ ବିମାନ […]
ରିଲାଏନ୍ସ ଇଣ୍ଡିଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୫୪ ବିଲିୟନ ଡଲାର ସହିତ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ତାଲିକାରେ ସାମିଲ ହୋଇଛନ୍ତି। ‘ଦ ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ ୨୦୧୯’ ଅନୁଯାୟୀ ଆମାଜନ ମୁଖ୍ୟ ଜେଫ୍ ବେଜୋସ୍ କ୍ରମାଗତ ଦ୍ୱିତୀୟ ବର୍ଷ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ାରେ ୧୨୫୦କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ଏହାଛଡ଼ା ୫୩୨ କୋଟି ୫୮ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ୨୦୪ କୋଟି ୮୪ ଲକ୍ଷ […]
କେରଳ ସରକାର ଏଆଇ ଯୁକ୍ତ କ୍ୟାମେରା ଦ୍ବାରା ବିନା ହେଲମଟ୍ ଓ ସିଟ୍ବେଲ୍ଟ ପିନ୍ଧିନଥିବା ଚାଳକଙ୍କ ଉପରେ ନଜର ରଖିବେ । କେରଳର ମୋଟର ଯାନ ବିଭାଗ ହେଲମେଟ୍ ଓ ସିଟବେଲ୍ଟ ଚେକ୍ କରିବା ପାଇଁ ଏକ ଅତ୍ୟାଧୁନିକ କ୍ୟାମେରାର ବ୍ୟବହାର […]
ପାକିସ୍ତାନର କିଛି ଲଢୁଆ ବିମାନ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିବା ପରେ ଭାରତରେ ଅନେକ ବିମାନ ବନ୍ଦରରେ ବିମାନ ସେବା ବନ୍ଦ କରି ଦିଆଯାଇଥିଲା । ଏବେ ଡିଜିସିଏ ସମସ୍ତ ବିମାନ ବନ୍ଦରରେ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। […]
ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ଆସନ୍ତା ମାର୍ଚ ୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍ ଏକେ ସିକ୍ରି ଆଜି ଅନୁପସ୍ଥିତ ଥିବା କାରଣରୁ ଆଜି ମାମଲାର ଶୁଣାଣି ହୋଇ ପାରିନାହିଁ। ଶ୍ରୀମନ୍ଦିର ପରିଦର୍ଶନରେ […]
ଶ୍ରୀନଗର, ଜମ୍ମୁ, ଲେହ୍, ଅମୃତସର, ପଠାନକୋଟ୍, ଡେରାଡୁନ୍ ଏବଂ ଚଣ୍ଡିଗଡ଼ ସମେତ କେତେକ ବିମାନ ବନ୍ଦରକୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ବନ୍ଦ ରଖାଯାଇଥିବା କଥା ବୁଧବାର ଦିନ ବିମାନ ବନ୍ଦରସୂତ୍ରରୁ ଜଣାପଡ଼ିଛି। ଜମ୍ମୁ, ଶ୍ରୀନଗର, ଅମୃତସର ଏବଂ ଚଣ୍ଡିଗଡ଼ର ସମସ୍ତ […]