ମୁମ୍ବାଇରେ ଏକ ଏୟାରଲାଇନର ଅପରେସନ ସେଣ୍ଟରକୁ ଫୋନ କରି ବିମାନକୁ ହାଇଜାକ କରି ପାକିସ୍ତାନ ନିଆଯିବ ବୋଲି ଧମକକାରୀ ଧମକ ଦେଇଛି। ଧମକ ମିଳିବା ମାତ୍ରେ ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏବେ ବିମାନରେ ବସିବା ପୂର୍ବରୁ […]
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଅନଶନ କରିବାକୁ ଘୋଷଣା କରିଛନ୍ତି। ଶନିବାର ଦିଲ୍ଲୀ ବିଧାନସଭାରେ କେଜ୍ରିଓ୍ଵାଲ କହିଛନ୍ତି ଯେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଦାବି ନେଇ ସେ […]
ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବନ୍ଧୁକ ଚାଳନା କ୍ରୀଡ଼ା ମହାସଂଘ (ଆଇଏସଏସ୍ଏଫ୍) ବିଶ୍ବକପ୍ର ୧୦ ମିଟର ଏୟାର୍ ରାଇଫଲସ୍ ମହିଳା ବିଭାଗରେ ବିଜୟୀ ହୋଇ ଭାରତକୁ ଏକ ସ୍ବଣ୍ଣ ପଦକ ଆଣିବା ସହିତ ବିଶ୍ବରେକର୍ଡ କରିଛନ୍ତି ଅର୍ପୂବୀ ଚାଣ୍ଡେଲା । ସେ […]
ଆଜି ରାଜସ୍ଥାନରେ ଜନ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କହିଛନ୍ଏତି ଯେ ଆମର ଲଢେଇ କାଶ୍ମୀର ପାଇଁ , କାଶ୍ମୀର ବିରୋଧରେ ନାହିଁ । ପୁଲୱାମା ଆକ୍ରମଣ ପରେ ପାକିସ୍ତାନରୁ ଗୋଟି ଗୋଟି କରି ହିସାବ […]
ପାକିସ୍ତାନର ବିଦେଶମନ୍ତ୍ରୀ ଶାହ୍ ମହମ୍ମଦ କ୍ୟୁରେସି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ପାକିସ୍ତାନ ବିରୋଧରେ ଭାରତ ବଳ ପ୍ରୟୋଗ କରିବାର ଧମକକୁ ଦୃଷ୍ଟି ଦିଆଯାଇଛି, ଏହି ଚିଠି ଜରିଆରେ କ୍ଷେତ୍ରରେ ସୁରକ୍ଷା ସ୍ଥିତି ବିଗିଡ଼ିଯିବା […]
ଉତ୍ତରପ୍ରଦେଶର ଭଦୋହୀ ଜିଲାର ରୋଟହା ବଜାରରେ ଥିବା ଏକ ବାଣ ବ୍ୟବସାୟୀଙ୍କ ଦୁଇ ମହଲା ଘରେ ବିସ୍ଫୋରଣ ଘଟିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବୃଦ୍ଧା ସମେତ ତିନିଜଣ ବାଳକ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲଗାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜ କର୍ମଚାରୀଙ୍କୁ ଖୁସି କରିଛନ୍ତି । ବର୍ଷ ବର୍ଷର […]
ବେଙ୍ଗାଲୁରରେ ଆୟୋଜିତ ଏରୋ ଇଣ୍ଡିଆ ୨୦୧୯ରେ ଏକ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ପାଖାପାଖି ଶହେଟି ଗାଡି ପୋଡି ପାଉଁଶ ହୋଇଯାଇଛି। ଆୟୋଜନ ସ୍ଥଳ ନିକଟରେ ଥିବା ପାର୍କିଂ ଏରିଆରେ ନିଆଁ ଲାଗିଯିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଶୁଖିଲା […]
ଅଭିନେତା ପୁଲକିତ୍ ସମ୍ରାଟ ରିଲ୍ ଲାଇଫ୍ଠାରୁ ଅଧିକ ଚର୍ଚ୍ଚାରେ ଥା’ନ୍ତି ରିଅଲ୍ ଲାଇଫ୍କୁ ନେଇ । ସଲ୍ମାନ୍ଙ୍କ ଧରମ ଭଉଣୀ ଶ୍ୱେତା ରୋହିରାଙ୍କଠାରୁ ଅଲଗା ହେବା ପରେ ସେ ଅଭିନେତ୍ରୀ ୟାମୀ ଗୌତମ୍ଙ୍କ ସହ ରିଲେସନ୍ସିପ୍ରେ ଥିଲେ। କିନ୍ତୁ କିଛି ଦିନ […]
ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଭଗବତୀ ବେହେରା (୪୫)। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ […]
ଏଆଇଡିଏମକେ ସାଂସଦ ଏସ ରାଜେନ୍ଦ୍ରନଙ୍କ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତାମିଲନାଡୁ ଆଇନଜୀବୀ ସାଂସଦ ରାଜେନ୍ଦ୍ରନ ଭିଲ୍ଲୁପୁରମ ଲୋକସଭା ଆସନରୁ ସାଂସଦ ହୋଇଥିଲେ । ନିଜ ଘର ଠାରୁ ତ୍ରିଭେନ୍ଦ୍ରମ ଯିବା ରାସ୍ତାରେ କାର […]
ବିଷାକ୍ତ ମଦ ପିଇବା କାରଣରୁ ଆସାମର ଗୋଲାଘାଟ ଜିଲ୍ଲାରେ ୪ ମହିଳାଙ୍କ ସମେତ ୯୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମସ୍ତ ମୃତକମାନେ ସାଲମରା ଚା’ ଇଷ୍ଟେଟ୍ରେ କାମ କରୁଥିବା ଚା’ ବଗିଚା ଶ୍ରମିକ ବୋଲି ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା […]
ଗତ ୧୪ ତାରିଖରେ ପୁଲୱାମାରେ ସିଆରପିଏଫ୍ର ୪୦ ଜଣ ଯବାନ ସହିଦ ହେବା ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି । କେବଳ ଭାରତ ନୁହେଁ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ଏହି ଆକ୍ରମଣ ଦୋହଲାଇ ଦେଇଛି […]
‘ମୈନେ ପ୍ୟାର୍ କିୟା’ ଫିଲ୍ମରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କର ଆଜି ହେଉଛି ୫୦ ତମ ଜନ୍ମଦିନ। ୨୩ ଫେବୃଆରୀ ୧୯୬୯ ମସିହାରେ ଭାଗ୍ୟଶ୍ରୀ ଜନ୍ମ ନେଇଥିଲେ। ଭାଗ୍ୟଶ୍ରୀ ‘କଚ୍ଚି ଧୁପ୍’ ସିରିଏଲ୍ରୁ କ୍ୟାରିଅର୍ ଆରମ୍ଭ କରିଥିବାବେଳେ୧୯୮୯ ମସିହାରେ ସଲମାନ୍ […]
ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ୧୮୭୫ କୋଟି ଟଙ୍କାର ଭିଡିଓକନ ଋଣ ମାମଲାରେ ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ସିଇଓ ଚନ୍ଦା କୋଚର ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ୍ର ପରିଚାଳନା ନିର୍ଦ୍ଦେଶକ […]
ପୁଲୱାମା ଆତ୍ମଘାତୀ ଆକ୍ରମଣ କରିଥିବା ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ ବିରୋଧରେ ପାକିସ୍ତାନ ସରକାର କେତେକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ମହାବଳପୁରର ଜୈସର ମୁଖ୍ୟାଳୟକୁ ନିଜ ନିୟନ୍ତ୍ରଣକୁ ନେଇଛି ପଂଜାବ ପ୍ରଦେଶ ସରକାର । ଏଥି ସହ […]
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଗୋଟିଏ ପଟେ ସାରା ଦେଶରେ କ୍ରୋଧର ନିଆଁ ଜଳୁଥିବା ବେଳେ ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ଏବେ ସାରା ଦେଶ ଦାବି […]
ଫୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ପରେ ରାଜନୀତି ପୂରା ଜୋର୍ ଧରିଛି । ଆଗକୁ ସାଧାରଣ ନିର୍ବାଚନ । ଏହି ସମୟରେ ଉଭୟ ରାଜନୈତିକ ଦଳ ଉଭୟ ଉଭୟଙ୍କୁ ଘେରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ […]
ତେଲଗୁ ଚଳଚ୍ଚିତ୍ର ଦୁନିଆର ଜଣାଶୁଣା ନିର୍ଦ୍ଦେଶକ କୋଡି ରାମକ୍ରିଷ୍ଣନଙ୍କ ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି। କିଛିଦନ ହେବ ଅସୁସ୍ଥତା ରହିଥିଲେ । ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିବା ବେଳେ ଶେଷଥର ପାଇଁ ୨୦୧୬ରେଏକ […]
ପୁଲୱାମା ଆତଙ୍କବାଦୀ ଘଟଣା ପୂରା ଦେଶବାସୀଙ୍କୁ କନ୍ଦାଇ ଦେଇଥିବା ବେଳେ ଏହାକୁ ନଜରରେ ରଖି ଆଇପିଏଲ-୨୦୧୯ର ଉଦଘାଟନୀ ସମାରୋହକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଉଦଘାଟନ ସମରୋହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା […]
ଜମ୍ମୁ-କଶ୍ମୀର ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତ କୂଟନୀତିକ ସ୍ତରରେ ଯେଉଁ ଉଦ୍ୟମ କରିଥିଲା, ତାହା ସଫଳ ହୋଇଛି। ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନେ ପୁଲୱାମା ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ […]