ଆଜିର ଖବର

ଗୁରୁବାର ଶୀର୍ଷ ଅଦାଲତ ରାହୁଲ ଗାନ୍ଧୀଙ୍କ ନିସର୍ତ୍ତ କ୍ଷମାପ୍ରାର୍ଥନାକୁ ମଞ୍ଜୁର କରିଛନ୍ତି। ସେ ରାଫେଲ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ…

ଭାରତ-ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ଇନ୍ଦୋରର ହୋଲ୍‌କାର ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା…

ନୂଆଦିଲ୍ଲୀ-14/11 ( ଏଜେନ୍ସି) ବହୁ ଚର୍ଚ୍ଚିତ ସବରୀମାଳା ମାମଲାକୁ ସୁପ୍ରିମ୍‌କୋର୍ଟ ବୃହତ୍ତର ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି । 3-2 ଭୋଟ୍‌ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌କୋର୍ଟ। ପୂର୍ବରୁ…

ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ୍‌ ଏକ ବିବାଦୀୟ ବୟାନ ଦେଇଛନ୍ତି । ଭାରତୀୟ ସେନାର ମୁକାବିଲା କରିବା ପାଇଁ ପାକିସ୍ତାନ ମୁଜାହିଦ୍ଦିନି ଆତଙ୍କୀଙ୍କୁ ପ୍ରଶିକ୍ଷଣ ପ୍ରଦାନ…

ରାଜ୍ୟରେ ‘ବୁଲ୍‌ବୁଲ୍‌’ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ଆଜି ଓଡ଼ିଶା ଗସ୍ତରେ ଆସୁଛି ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଯୁଗ୍ମ ସଚିବ ସହେଲି ଘୋଷ…

ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍‌କନ୍‌ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କ୍ଲୋରିନ୍‌ ଗ୍ୟାସ୍ ଲିକ୍ ଯୋଗୁ ଗତକାଲି 88 ମହିଳା କର୍ମଚାରୀ ଅଣନିଃଶ୍ୱାସୀ ହୋଇ…

ନୂଆଦିଲ୍ଲୀ- 14/11: ବହୁ ପ୍ରତିକ୍ଷିତ ରାଫେଲ ମାମଲା ଏବଂ ସାବରୀମାଳା ମାମଲର ରାୟ ଆଜି ପ୍ରକାଶ ପାଇବ। ଏହି ଦୁଇ ମାମଲା ସୁପ୍ରିମ କୋର୍ଟରେ ଦୀର୍ଘଦିନ ଧରି…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-ନଭେମ୍ବର 13 ଓଡିଶାରେ ଘଟିଯାଇଥିବା ବୁଲବୁଲ ବାତ୍ୟାର କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି ଓଡିଶା ଆସୁଛନ୍ତି ସାତ ଜଣିଆ କେନ୍ଦ୍ରୀୟ ଟିମ। ଗୃହ…

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: 13 Nov ଭାରତର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବାରୁ ଫିଲାନଥ୍ରୋପିଷ୍ଟ, ଶିକ୍ଷାଦ୍ୟୋଗୀ ତଥା…

ସମୀକ୍ଷା ବ୍ୟୁରୋ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପଲିଥିନ ଯାଞ୍ଚ ଆଳରେ ସାଧାରଣ ଜନତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆସିଛି। ଏନ.ଏ.ସି କର୍ମଚାରୀଙ୍କ ପରିଚୟ ଦେଇ କିଛି…

ଆଜିଠାରୁ ଆରମ୍ଭ ହୋଇଥିବା ହଂକଂ ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତକୁ ମିଶ୍ରିତ ଫଳ ମିଳିଛି । ଭାରତୀୟ ଷ୍ଟାର ସଟ୍‌ଲର ସାଇନା ନେହ୍ବାଲ ପ୍ରଥମ ରାଉଣ୍ଡରୁ ପରାଜିତ…

ଓଡିଶାର କଳା ଏବଂ ଐତିହ୍ୟର ପର୍ବ ବାଲିଯାତ୍ରାକୁ ଜାତୀୟ ସ୍ତରର ଉତ୍ସବ ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି ।…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-ବିଧାନସଭାରେ ଶାସକ ଦଳ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ଵାରୋପ କରିଛନ୍ତି । ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ…

କର୍ଣ୍ଣାଟକର 17 ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମାମଲାରେ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବିଧାୟକ ମାନଙ୍କୁ ବାଚସ୍ପତି କେ ଆର ରମେଶ କୁମାର ନିଲମ୍ବନ କରିବା…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । 30 କାର୍ଯ୍ୟଦିବସ ବିଶିଷ୍ଟ ଅଧିବେଶନର ପ୍ରଥମରୁ ବିରୋଧୀ ଦଳ ସରକାରଙ୍କୁ ଆକ୍ରମଣ କରିଛନ୍ତି ।…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ଲିମ୍‌କା ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଜଗା-କାଳିଆଙ୍କ ଅସ୍ତ୍ରୋପଚାର। କନ୍ଧମାଳର  ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା…