ନୂଆଦିଲ୍ଲୀ, ତୃତୀୟ ପିଢିର ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ କ୍ଷେପଣାସ୍ତ୍ର (ଏଟିଜିଏମ୍) ନାଗର ଚୂଡାନ୍ତ ପର୍ୟ୍ୟାୟ ବ୍ୟାବହାରିକ ପରୀକ୍ଷା ଆଜି ସକାଳ ୬ଟା ୪୫ ମିନିଟ ସମୟରେ ପୋଖରାନ ଘାଟିରେ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ଏକ ଯୁଦ୍ଧାସ୍ତ୍ର ସହ ସଂଯୋଗ କରାଯାଇ […]
ଭୁବନେଶ୍ୱର / ମୁମ୍ବାଇ: ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍କୁ ‘ଜିଓପେଜେସ୍’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ […]
ଭୁବନେଶ୍ବର, କରୋନାରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପୂର୍ବତଟ ରେଳ ବିଭାଗ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଭୁବନେଶ୍ବର ଷ୍ଟେସନରେ ଯାତ୍ରାମାନଙ୍କ ବ୍ୟାଗ ସାନିଟାଇଜେସନ ସହ ଲାମିନେସନ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଯାତ୍ରୀମାନେ ଏଥିପାଇଁ କିଛି […]
ନୂଆଦିଲ୍ଲୀ, ଆଜି ଅର୍ଥାତ 21 ତାରିଖ ବୁଧୁବାର ଦିନଟି ଚାରୋଟି ରାଶି ପାଇଁ ବେଶ ଫଳପ୍ରଦ ହେବ। ସେଗୁଡିକ ହେଲା.. ବୃଷ, କର୍କଟ: – ଆପଣଙ୍କର ଶାରୀରିକ ଆରାମ ବୃଦ୍ଧି ହେବାର ସମ୍ଭାବନା ଅଛି। ଅଫିସରେ ପ୍ରତିଷ୍ଠା ଏବଂ ଅଫିସ୍ କ୍ଷେତ୍ରରେ […]
ବରେଲି, ଏଣିକି ସିବିଏସଇ ଛାତ୍ରମାନେ ଚାଷର କୈଶଳ ସଂପର୍କରେ ଶିକ୍ଷାଲାଭ କରିବେ। ଏହିପରି ଏକ ଭିନ୍ନ ପଦକ୍ଷେପ ନେଇଛି ବରେଲିସ୍ଥିତ ସହୋଦୟା ପବ୍ଲିକ ସ୍କୁଲ । ଜୈବିକ କୃଷି ମାଧ୍ୟମରେ ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ବିଦ୍ୟାଳୟ ଏକ ମିନି-କୃଷି […]
ନୂଆଦିଲ୍ଲୀ, ଆଜି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ‘ଆୟୁଷ୍ମାନ ସହକାର’ ନାମରେ ଏକ ଅନୁପମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବାରେ ସମବାୟ ସଂସ୍ଥାଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । […]
ମେଷ ରାଶିଫଳ ଆଜି ଗଣେଷଙ୍କ ଆର୍ଶିବାଦ ଯୋଗୁଁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆପଣଙ୍କୁ ଏକ ନିଆରା ଅନୁଭବ ମିଳିବ। ତୁମର କୌଣସି ଗୁପ୍ତ ଏବଂ ରହସ୍ୟମୟ ସଂପର୍କିତ ଜିନିଷଗୁଡ଼ିକର ବିଶେଷ ଆକର୍ଷଣ ରହିବ। ଆଜି ମଧ୍ୟ ଆଧ୍ୟାତ୍ମିକ ସଫଳତା ପାଇବାର ସମ୍ଭାବନା ଅଛି। […]
ଭୁବନେଶ୍ବର, ରାଜ୍ୟରେ କାରଖାନାଗୁଡିକ ବାରମ୍ବାର ପ୍ରଦୂଷଣ ମାତ୍ରା ବୃଦ୍ଧି କରିବାରେ ଲାଗିଛନ୍ତି। ସେହି ଆଧାରରେ ରାଜ୍ୟର ପ୍ରଦୂଷଣ ବୋର୍ଡ ଯାଞ୍ଚ କରି ୫୦ଟି ବୃହତ୍ ଓ ମଧ୍ୟମ କାରଖାନାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିମଧ୍ୟରୁ ୩୩ଟିକୁ କାରଣ ଦର୍ଶାଅ ନୋଟିସ୍ […]
ନୂଆଦିଲ୍ଲୀ : ପାର୍ବଣର ସମୟ ଉପସ୍ଥିତ । ସମସ୍ତେ ପୂଜା ପାଇଁ ସଜବାଜ ହୋଇସାରିଲେଣି । ଏହି ସମୟରେ ଫିଲ୍ଫକାର୍ଟ, ଆମାଜନ ଓ ସାନ୍ପଡିଲ୍ ପରି ଇ-କମର୍ସ କମ୍ପାନୀଗୁଡିକ ନିଜ ଗ୍ରାହକଙ୍କପାଇଁ ପାବର୍ଣ ଉପଲକ୍ଷେ ସେସ୍ପାଲ୍ ଅଫର୍ ରଖିଛନ୍ତି । ବିଶେଷକରି […]
ଭୁବନେଶ୍ବର, ବର୍ତ୍ତମାନ ଆପଣଙ୍କୁ ପାଞ୍ଚୋଟି ରାଶି ସଂପର୍କରେ କହିବୁ ଯାହା ଗତ ୪ ତାରିଖ ରାତି ୧୦ଟାରୁ ରାଜଯୋଗ ଆରମ୍ଭ ହୋଇଛି। ହେଲେ ଅକ୍ଟୋବର ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିମାନଙ୍କର ମହାକୋଟିପତି ହେବାର ଯୋଗ ରହିଛି। […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ ନିଷ୍ପତି ନିଆଯାଇଛି। ଏଥିରେ ବିଶ୍ବ ବ୍ୟାଙ୍କ ସହଯୋଗରେ ସ୍କୁଲ ଶିକ୍ଷା ଉନ୍ନତି ପାଇଁ 5718 କୋଟି ଟଙ୍କାକୁ କ୍ୟାବିନେଟ ମଂଜୁର ଦେଇଛନ୍ତି। ଶିକ୍ଷା ପାଇଁ ଜୁନ […]
ନୂଆଦିଲ୍ଲୀ, କୋଇଲା ଦୁର୍ନିତିରେ ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ। ତଦନ୍ତ ଏଜେନ୍ସି ସିବିଆଇ ଏହିପରି ଏକ ବଡ ଅପିଲ କୋର୍ଟରେ କରିଛି। ଆଜି ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦିଲ୍ଲୀପ ରାୟଙ୍କ ଉପରେ ଦଣ୍ଡବିଧାନ […]
ଖୋର୍ଦ୍ଧା, କୋଭିଡ19 ମହାମାରୀ ପରିସ୍ଥିତିରେ, ଯଦିଓ ସୀମିତ ଯାତ୍ରୀବାହୀ ଟ୍ରେନ୍ ସେବା ଅଛି କିନ୍ତୁ ସାମଗ୍ରୀ ଟ୍ରେନ୍ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନର ଶୃଙ୍ଖଳା ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ୱାରା ଜାରି ରହିଛି। ଗତ 10 […]
ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟଗୁଡିକ ପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ସୁଧମୁକ୍ତ ୫୦ ବର୍ଷିଆ ଋଣ ପ୍ରଦାନ ଯୋଜନା ରାଜ୍ୟମାନଙ୍କ ପାଇଁ ପ୍ରବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିରେ […]
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଆଜି ଏକ ପ୍ରେସମିଟ କରାଯାଇଛି । ଜିଏସଟି ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ 10 ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏହା ସହିତ ଏହି ଅର୍ଥରାଶିକୁ […]
ଭୁବନେଶ୍ବର, ସମସ୍ତେ ଜାଣନ୍ତି ଯେ ଓଡିଶା ରାଜ୍ୟ ଖଣିଜ ସମ୍ପଦରେ ଭରପୁର। ହେଲେ ଓଡିଶାର ମାଟି ଭିତରେ କେତେ ଖଣିଜ ସଂପଦ ରହିଛି ତାହାର କୌଣସି ହିସାବ ନାହିଁ। ଏପରିକି ରାଜ୍ୟ ସରକାରଙ୍କ ପାଖରେ ଏ ନେଇ କୌଣସି ସଠିକ ସୂଚନା […]
ନୂଆଦିଲ୍ଲୀ : ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦ୍ର ସରକାର 100 ଟଙ୍କିଆ ନୋଟ୍ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜମାତା ସିନ୍ଧିଆଙ୍କ ଜୟନ୍ତୀ ଅବସରରେ 100ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା ଜାରି କରିଛନ୍ତି। ରାଜମାତା ବିଜୟା […]
ବାଙ୍ଗାଲୁରୁ, କେହି ଜଣେ ବିରିୟାନି ଖାଇବା ପାଇଁ କେତେ ସମୟ ଅପେକ୍ଷା କରିପାରିବ। 30 ମିନଟ୍, ଏକ ଘଣ୍ଟା ନା ଦେଢ ଘଣ୍ଟା। ହେଲେ ଏତିକି ସମୟ ନୁହେଁ ବିରିୟାନି ଖାଇବା ପାଇଁ ଲୋକେ ପ୍ରାୟ ଦୁଇରୁ ତିନି ଘଣ୍ଟା ଅପେକ୍ଷା […]
ମୁମ୍ବାଇ, ସୁନାରେ ବିନିଯୋଗ ସର୍ବଦା ଏକ ଲାଭଜନକ କାରବାର। ବର୍ତ୍ତମାନ ସୁନା କିଣିବା ପରିବର୍ତ୍ତେ, ଆପଣ ସରକାରୀ ସୁନା ବଣ୍ଡରେ ବିନିଯୋଗ କରି ଲାଭ ପାଇପାରିବେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସୋଭେରିନ ଗୋଲ୍ଡ ବଣ୍ଡ ଜାରି କରିଛି। ଏଥିରେ […]
ଭୁବନେଶ୍ବର, କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]
ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ପ୍ରାୟତଃ କମ୍ପାନୀ ଓ୍ବାର୍କ ଫ୍ରମ୍ ହୋମ୍ର ସୁବିଧା ଦେଇଛନ୍ତି । ତେବେ ବିଶ୍ୱର ଅନ୍ୟତମ ଟେକ୍ନୋଲୋଜି କମ୍ପାନୀ “ମାଇକ୍ରୋସପ୍ଟ” ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ସୁଯୋଗ ଆଣିଛି । ଏଣିକି […]