ମୁମ୍ବାଇ/ଭୁବନେଶ୍ୱର: ଉଦ୍ୟୋଗ ଜଗତର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବର୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ଏହି ଟିକାଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ୍ର “ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଦିଆଯାଇଛି। ଦେଶରେ କୋଭିଡ୍ ଟିକାକରଣ […]
ମୁମ୍ବାଇ: ରିଲାଏନ୍ସ ଡିଜିଟାଲ୍ ଜୁଲାଇ ୨୬ ରେ ଭାରତର ସର୍ବବୃହତ୍ ଇଲେକ୍ଟ୍ରୋନିକ୍ସ ସେଲ୍ – ଡିଜିଟାଲ୍ ଇଣ୍ଡିଆ ସେଲ ର ଆରମ୍ଭ କରିବାକୁ ଯାଉଛି। ଏହି ସେଲ୍ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଲାଇଭ୍ ହେବ ଓ ଏହା […]
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଚଳିତ ଆର୍ଥିକ ବର୍ଷର ୨୦୨୧ ଏପ୍ରିଲ୍ରୁ ଜୁନ୍ ପର୍ଯ୍ୟନ୍ତର ପ୍ରଥମ ତ୍ରୟମାସରେ ନିଟ୍ ଲାଭରେ ୪୪.୯% ବୃଦ୍ଧି ସହ ୩୬୫୧ କୋଟି […]
ଭୁବନେଶ୍ବର, ରେଳ ବାଇର ନିଷ୍ପତି ଅନୁସାରେ ବିଶାଖାପାଟନମ୍-ଗୁଣୁପୁର, ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ସ୍ପେସିଆଲ୍ ଟ୍ରେନ ଚଳାଚଳ କରିବ। ସେହି ଅନୁସାରେ ଉଭୟ ଟ୍ରେନ ପାଇଁ ନିମ୍ନ ତାରିଖ ଧାର୍ଯ୍ୟ କରାଯାଇଛି। ୦୮୫୨୨/୦୮୫୨୧ ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ଉଭୟ ଦିଗରୁ ୨୭ ଜୁଲାଇ, ୨୦୨୧ […]
ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ୱେବ୍ଭିତ୍ତିକ ଓକାକ୍ ଟାୱାର ମ୍ୟାନେଜ୍ମେଣ୍ଟ ଆପ୍ର ଶୁଭାରମ୍ଭ ହୋଇଛି । ଏହା ଦାପ୍ତରିକ କାର୍ଯ୍ୟ ପରିଚାଳନାରେ ତ୍ରୁଟିହୀନ ସେବା ଯୋଗାଇଦେବ । ଦପ୍ତର ପରିଚାଳନା, କମ୍ପାନୀମାନଙ୍କୁ ସ୍ଥାନ ଆବଣ୍ଟନ, […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଇସ୍ପାତ (ସ୍ପେସିଆଲିଟି ଷ୍ଟିଲ୍) ଲାଗି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଅବଧି ବର୍ଷ ୨୦୨୩-୨୪ ଠାରୁ ୨୦୨୭-୨୮ ପର୍ୟ୍ୟନ୍ତ ପାଞ୍ଚ ବର୍ଷ ଲାଗି […]
ନୂଆଦିଲ୍ଲୀ, ଆଜି ସକାଳୁ ଦେଶର ପ୍ରମୁଖ ଖବରକାଗଜ ଦୈନିକ ଭାସ୍କର ଗ୍ରୁପର ବିଭିନ୍ନ ଅଫିସରେ ଆୟକର ବିଭାଗ ଚଢାଉ କରିଛି। ଏହି ଗ୍ରୁପର ଥିବା ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ର କାର୍ଯ୍ୟାଳୟରେ ଏହି ଚଢାଉ ଚାଲିଛି। ଏକ ବିଶେଷ […]
ନୂଆଦିଲ୍ଲୀ, ଭିଣ୍ଟେଜ ଗାଡି ସଂଗ୍ରହ କରି ରଖୁଥିବା ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏହି ଗାଡିଗୁଡିକର ରେଜିଷ୍ଟ୍ରେସନ କରିବା ପାଇଁ ଆସିଲା ନୂଆ ନିୟମ। ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଅତି ପୁରୁଣା […]
ମୁମ୍ବାଇ: ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍ଆର୍ଭିଏଲ୍) ପକ୍ଷରୁ ୩୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍ ଲିମିଟେଡ୍ର ୪୦.୯୫ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଏଥିନେଇ ଆର୍ଆର୍ଭିଏଲ୍, ଜଷ୍ଟ୍ ଡାଏଲ୍ ଲିମିଟେଡ୍ ଓ ଭିଏସ୍ଏସ୍ ମନିଙ୍କ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂତନ ପିଢ଼ିର ଦକ୍ଷତା ବିକାଶ ଏକ ଜାତୀୟ ଆବଶ୍ୟକତା ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ, କାରଣ ଏହି ପିଢ଼ି ଆମ ଗଣରାଜ୍ୟକୁ ୭୫ ବର୍ଷରୁ ୧୦୦ ପର୍ୟ୍ୟନ୍ତ ଆଗେଇ ନେବ। ସେ […]
ନୂଆଦିଲ୍ଲୀ, ଜିଏସଟି କ୍ଷତିପୂରଣ ବଦଳରେ ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଅନ୍ତର୍ଗତ ବିଧାନସଭା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୭୫,୦୦୦ କୋଟି ଟଙ୍କା ଜାରି କରାଯାଇଛି। ବାସ୍ତବ ଉପକର (ସେସ୍) ସଂଗ୍ରହ ମଧ୍ୟରୁ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବିଶେଷ ପ୍ରାଣୀଧନ ପ୍ୟାକେଜକୁ କ୍ରିୟାନ୍ୱୟନ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଅଧୀନରେ କେତେଗୁଡ଼ିଏ କାର୍ଯ୍ୟକ୍ରମ ସାମିଲ ରହିଛି […]
ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ଆଧିପତ୍ୟ ବଜାୟ ରଖି ୨୦୨୧ ଏପ୍ରିଲ୍ ମାସରେ ରାଜ୍ୟରେ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ […]
କୋଟିପତିଙ୍କ ବିଦ୍ୟୁତ ଚୋରୀ, ସେ ହେଉଛନ୍ତି ଜଣେ ବ୍ୟବସାୟୀ ଆଉ ନେତା ମଧ୍ୟ। ତାଙ୍କ ପାଖରେ ଅଛି ରୋଲସ ରୟସ କଂପାନୀର ଗାଡି। ଯାହାର ମୁଲ୍ୟ ହେବ ପାଖାପାଖି 8 କୋଚି ଚଙ୍କା। ତାଙ୍କ ନାମରେ ଆସିଛି ବିଦ୍ୟୁତ ଚୋରୀ ଅଭିଯୋଗ। […]
ନୂଆଦିଲ୍ଲୀ, କରୋନା ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ଖାତିର ନକରି ଭାରତ ଏହି ଋତୁରେ ଆମ୍ବ ରପ୍ତାନୀ ବ୍ୟବସାୟକୁ ସଂପ୍ରସାରଣ କରିଛି। ଏକ ପ୍ରମୁଖ ପଦକ୍ଷେପ ସ୍ବରୁପ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ମିଳିଥିବା ଜିଆଇ ସାର୍ଟିଫାଏଡ୍ ଫାଜିଲ୍ ଆମ୍ବ କିସମକୁ […]
ଭୁବନେଶ୍ବର, ଅନେକ ସମୟରେ ଯାତ୍ରୀମାନେ ଟ୍ରେନ ଟିକେଟ କରି ହଠାତ ତାହାକୁ ବାତିଲ ବା କ୍ୟାନସଲ କରିବାକୁ ପଡିଥାଏ। ଟିକେଟ କନର୍ଫମ ନ ହେବା ଯୋଗୁଁ ହେଉ କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ଯାତ୍ରୀମାନେ ଟିକେଟ ବାତିଲ କରିଥାନ୍ତି। […]
ରମେଶ ମହାନ୍ତି ଜଗତସିଂହପୁର: ବିଶ୍ୱ ମହାମାରୀ କୋଭିଡ୍ ସଂକ୍ରମଣ ସମୟରେ ଜଗତସିଂହପୁର ଜିଲ୍ଲାର ପ୍ରାଥମିକ ବୁଣାକାର ସହଯୋଗ ସମିତି ମାନଙ୍କୁ ରାଜ୍ୟ ସ୍ତରୀୟ ମାର୍କେଟିଂ ସଂଗଠନ ମାନଙ୍କ ସହିତ ବୟନଶିଳ୍ପ ଉତ୍ପାଦ ସାମଗ୍ରୀ କିଣାବିକା ନିମନ୍ତେ ସଂଯୋଗୀକରଣ କରାଯାଇଛି। ୨୦୨୦-୨୧ ଆର୍ଥିକ […]
ଭୁବନେଶ୍ୱର, ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ଯାଞ୍ଚ ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ୱାଡ୍ ଗଠନ କରାଯାଇଛି । ଏଥିରେ କୃଷି, ଉଦ୍ୟାନ କୃଷି ଏବଂ […]
ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତୀୟ ଟେଲିକମ୍ ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ଜୁନ୍ ମାସରେ ସେକେଣ୍ଡ ପ୍ରତି ୨୧.୯ ମେଗାବିଟ୍ (ଏମ୍ବିପିଏସ୍) ହାରାହାରି ୪ଜି […]
ଭୁବନେଶ୍ବର, କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲ୍ଲାବାସୀ ସ୍ବାଗତ କରିଛନ୍ତି […]
ଭୁବନେଶ୍ୱର, ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ହସ୍ତଶିଳ୍ପ କଳାର ଭୌଗୋଳିକ ସୂଚକାଙ୍କ(ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍) ପଂଜୀକରଣ ନିମନ୍ତେ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ଓଡ଼ିଶାର ୩ଟି ଶିଳ୍ପକଳା ଯଥା କୋଣାର୍କ ପଥର ଖୋଦେଇ, ପିପିଲି […]