ହାଇଦ୍ରାବାଦ: କରୋନାଭାଇରସର ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ହାଇଦ୍ରାବାଦ ପୋଲିସ ଚେତାବନୀ ଦେଇଛି। କରୋନାଭାଇରସ୍ କୁ ପ୍ରତିରୋଧ ପାଇଁ ରାଜ୍ୟ ସରକାର ବନ୍ଦ ଘୋଷଣା କରିଥିବାବେଳେ ତେଲେଙ୍ଗନା […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସ ଜଣେ ନକଲି ଗଡମ୍ୟାନ ତଥା “କରୋନା ୱାଲ ବାବା” କୁ ଗିରଫ କରିଛି। ଏହି ନକଲି ଗଡମ୍ୟାନ ତଥା “କରୋନା ୱାଲ ବାବା” ହେଉଛି ଡାଲିଗଞ୍ଜ ଅଞ୍ଚଳର ଅହମ୍ମଦ ସିଦ୍ଦିକି। ସେ ତାଙ୍କ ଦୋକାନ ବାହାରେ ଏକ ବୋର୍ଡ […]
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଶନିବାର ପୋଲିସ୍ 5 ଜଣଙ୍କୁ ଗିରଫ କରିଛି । ପୂର୍ବରୁ ନିଲମ୍ବିତ ଆପ୍ କାଉନ୍ସିଲର୍ ତାହିର ହୁସେନ୍ଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ଦିନ ଆହୁରି […]
ନୂଆଦିଲ୍ଲୀ : ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍ଦୀପ୍ ସେନ୍ଗାରଙ୍କୁ 10 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ପୀଡିତାଙ୍କ ପିତାଙ୍କୁ ହତ୍ୟା କରିବା ଅଭିଯୋଗରେ ପୂର୍ବତନ ବିଧାୟକ ଏବଂ ମାମଲାର ଅନ୍ୟତମ ସହ […]
ଆଲିଗଡ : ସ୍ତ୍ରୀଙ୍କ ସମଲିଙ୍ଗୀ ସମ୍ପର୍କ ଜାଣିବା ପରେ ସ୍ବାମୀଙ୍କୁ ବେଶ୍ ମହଙ୍ଗା ପଡିଲା । ଏହି ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ଜୀବନ ଦେବାକୁ ପଡିଛି । ନିଜ ଘରେ ଭଡ଼ାରେ ରହୁଥିବା ମହିଳାଙ୍କ ସହ ତାଙ୍କ ସ୍ତ୍ରୀ ସମଲିଙ୍ଗୀ […]
ବକ୍ସର : ପୁଣି ଜଣେ ପବ୍ଜୀ ଖେଳ ପାଇଁ ହସ୍ପିଟାଲ୍ରେ ଭର୍ତ୍ତି ହେବାର ଖବର ସାମ୍ନାକୁ ଆସିଛି। ଯୁବକ ଜଣଙ୍କୁ ହାତ ଗୋଡ ବାନ୍ଧି ହସ୍ପିଟାଲ ନେବାକୁ ପଡିଛି । ଯୁବକ ଜଣକ ପବ୍ଜି ଖେଳରେ ସେ ଏତେ ଅଭ୍ୟସ୍ତ ହୋଇଥିଲେ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୋଲିସ୍ ବିରୋଧରେ ଅଭିଯୁକ୍ତଙ୍କ ପକ୍ଷରୁ ଏଫ୍ଆଇଆର ଦାଖଲ କରାଯାଇଛି । ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ୍ ଗୁପ୍ତା ପକ୍ଷରୁ ପୋଲିସ୍ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଦୁଇ ପୋଲିସ୍ ଅଧିକାରୀ ପଓ୍ବନ୍ […]
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଘଟିଥିବା ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ନିଲମ୍ବିତ ଆପ୍ ବିଧାୟକ ତାହିର ହୁସେନ୍ ଏବଂ ପିଏଫ୍ଆଇ ବିରୋଧରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା […]
କାନପୁର : ସମଗ୍ର ଦେଶରେ ହୋଲିର ମାହୋଲ ଚାଲିଥିବା ବେଳେ ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ କାଣ୍ଡ ଘଟିଛି । ସାମାନ୍ୟ ବଚସାକୁ ନେଇ ଦୁଇ ସାଙ୍ଗକୁ ପିଟି ପିଟି ହତ୍ୟା କରିଛି ଜଣେ ଯୁବକ । ଘଟଣାଟି କାନପୁରର […]
ସମୀକ୍ଷା ବ୍ୟୁରୋ ପୁରୀ : ଦୋଳ ଓ ହୋଲି ପର୍ବ ପୂର୍ବରୁ ସାକ୍ଷୀଗୋପାଳଠାରେ ଗୁଳିମାଡରେ ଜଣକର ମୃତ୍ୟୁ ହୋଇଥିବାର ଖବର ମିଳିଛି । ସାକ୍ଷୀଗୋପାଳ କାଞ୍ଜିଆ ଛକରେ ଗୁଳିମାଡ ହୋଇଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ […]
ନୋଇଡା : ଟିକ୍ଟକ୍ରେ ଲୋକପ୍ରିୟତା ପାଇଁ ଲୋକ ମାନେ କିଛିବି କରୁଛନ୍ତି । ନୋଇଡାରେ ଟିକ୍ଟକ୍ କରୁଥିବା ସମୟରେ ଜଣେ ଯୁବକ ଗୁଳି ଫୁଟାଇଛନ୍ତି । 32 ବର୍ଷୀୟ ଏହି ଯୁବକଙ୍କ ନାମ ହେଉଛି ପୁନୀତ ସିସୋଦିଆ । ପୁନିତ ନିଜ […]
ମୁମ୍ବାଇ : ମହିଳା ଏବଂ ଶିଶୁଙ୍କ ପାଇଁ ଦେଶ ସୁରକ୍ଷିତ ନୁହେଁ । ଦ୍ବିତୀୟ ଭଗବାନ ଭାବରେ ପରିଚିତ ଡାକ୍ତର ମଧ୍ୟ ଏହି ଧାରାରୁ ବାଦ ପଡିନାହାନ୍ତି । ଏପରି ଏକ ଘଟଣା ଘଟିଛି ମୁମ୍ବାଇରେ । ଜଣେ 14 ବର୍ଷୀୟା […]
ନୂଆଦିଲ୍ଲୀ : ଘରେ କେହି ଅଜଣା ଲୋକଙ୍କୁ ଘରର କାର୍ଯ୍ୟ ପାଇଁ ରଖିବା ପୂର୍ବରୁ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଗୁରୁଗ୍ରାମଠାରେ ଦିନ ଦ୍ବିପ୍ରହରରେ ଜଣେ ଚାକର ଦ୍ବାରା ଲୁଟର ଶିକାର ହୋଇଛନ୍ତି ଘର ମାଲିକ। ଗୁରୁଗ୍ରାମ ସେକ୍ଟର 45ରେ ଜଣେ ଚାକର […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନାରୁ ଗତକାଲି ବିଳମ୍ବିତ ରାତିରେ ହ୍ୟାଣ୍ଡକଫରୁ ହାତଖସାଇ ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ଆଜି କୁଜଙ୍ଗ ପୁଲିସ ଢିଙ୍କିଆରୁ ଧରିଥିବା ଜଣାପଡ଼ିଛି । ଗତକାଲି ଅପରାହ୍ନରେ ତାଙ୍କୁ ସ୍ଥାନୀୟ ବିଚାରବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା । […]
ନୂଆଦିଲ୍ଲୀ : ଆଇବି ଅଫିସର ଅଙ୍କିତ ଶର୍ମା ହତ୍ୟା ମାମଲାରେ ନିଲମ୍ବିତ ଆପ୍ ନେତା ତାହିର ହୁସେନ୍ଙ୍କୁ 7 ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଗତକାଲି ତାହିର ହୁସେନଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟରେ ହାଜର କରାଯାଇଥିଲା । […]
ମଦୁରାଇ : ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଦ୍ବାରା ସରକାରଙ୍କ ପକ୍ଷରୁ ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ ପ୍ରୟାସ କରାଯାଉଥିଲେ ମଧ୍ୟ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ । ସରକାରଙ୍କ ପକ୍ଷରୁ ବେଟୀ ବଚାଓ ବେଟ ପଢାଓର ନାରା […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ମୁକେଶ । ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ନୂତନ କ୍ୟୁରେଟିଭ୍ ଯାଚିକା ଏବଂ ରାଜକ୍ଷମା ଆବେଦନ କରିବାର ଆବେଦନ କରିଛି । ମୁକେଶ ସିଂର […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ଫାଣ୍ଡି ଅଂଚଳରେ ବେଆଇନ ଭାବେ ଏକ ଢ଼ାବାରେ ମଦ ବିକ୍ରି କରୁଥିବାବେଳେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାର୍ଚ୍ଚ 20 ତାରିଖ ଭୋର 5.30 ମିନିଟ୍ ସମୟରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ପଟିଆଲା […]
ବେଙ୍ଗାଲୁରୁ : ଜନୈକ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଉକ୍ତ ଯୁବତୀ ଜଣକ ସମାନ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ଦୁହେଁ ଗୋଟିଏ କଲେଜରେ ପାଠ ପଢୁଥିଲେ । ବେଙ୍ଗାଲୁରୁର ସରକାରୀ ଆୟୁର୍ବେଦିକ […]
ଉତ୍ତରପ୍ରଦେଶ : ଦୁଷ୍କର୍ମ ପରି ଘଟଣା ଆମ ଦେଶରୁ ଥମିବାର ନାଁ ନେଉନାହିଁ । ଆଇନ କଡାକଡି ହେଲେ ମଧ୍ୟ ଅପରାଧୀମାନେ ଏଭଳି ପାପ କାର୍ଯ୍ୟରୁ ନିବୃତ୍ତ ରହୁନାହାନ୍ତି । ଆଜିର ସମୟରେ ନିଜ ପରିଚିତ ଲୋକଙ୍କ ପାଖରେ ମଧ୍ୟ ଝିଅଟିଏ […]