ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଦେଶୀ ମଦ ଏବଂ ଅସ୍ତ୍ର ଶସ୍ତ୍ର ସହିତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଝିଣ୍ଟିକାପଲ୍ଲୀ ଗ୍ରାମର ଗଙ୍ଗାଧର ପରିଡାଙ୍କୁ ପୋଲିସ୍ ଗିରଫ କରିବା ସହିତ ୪୦ ଲିଟର ଦେଶୀ ମଦ ଜବତ […]
କନ୍ଦର୍ପ ବେହେରା ରେଢାଖୋଲ: ବାରମ୍ବାର ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ଜନୈକ ଯନ୍ତ୍ରୀ ଗିରଫ ହେବା ଘଟଣା ଏବେ ନାକ୍ଟିଦେଉଳ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ବିଭୁ […]
କୋଏମ୍ବାଟୁର : ତାମିଲନାଡୁରେ ଏକ ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । ତାମିଲନାଡୁର କୋଏମ୍ବାଟୁରରେ ପୁଣି ଏକ ନିର୍ଭୟା କାଣ୍ଡ ସାମ୍ନାକୁ ଆସିଛି । ଜଣେ ନବମ ଶ୍ରେଣୀ ଛାତ୍ରୀକୁ 9 ଜଣ ଯୁବକ ଗଣ ଦୁଷ୍କର୍ମ କରିଛନ୍ତି । […]
ହାଇଦ୍ରାବାଦ : ନିଜ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଦୁଇ ମହିଳା ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହ କାରଣରୁ ଅନୁଷା ଏବଂ ସୁମତି ନାମକ ଦୁଇ ମହିଳା ଅନୁଷାଙ୍କ 5 ବର୍ଷୀୟ ଝିଅକୁ ବିଷ ଦେଇ ହତ୍ୟା […]
ନୋଏଡା : ଗ୍ରେଟର୍ ନୋଏଡାର ଜଣେ କରୋନା ସନ୍ଦିଗ୍ଧ କ୍ବାରେଣ୍ଟିନ୍ ସେଣ୍ଟରର ଛାତ ଉପରୁ ଡେଇଁ ଜୀବନ ଦେଇଛନ୍ତି । ଯୁବକ ଜଣକ ନୋଏଡାର ଗଲଗୋଟିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂରେ କରାଯାଇଥିବା କ୍ବାରେଣ୍ଟିନ୍ ହୋମରେ ରହିଥିଲେ । ଯୁବକ ଜଣକ କରୋନା […]
ଲକ୍ଷ୍ନୌ: ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଅନେକ ପରିବାର ନିଜର ଦୈନିକ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ଜନୈକ ମହିଳା ଖାଦ୍ୟ ଅଭାବରୁ ନିଜର ୫ ଶିଶୁଙ୍କୁ ନଦୀ ମଧ୍ୟକୁ […]
ପଟିଆଲା: ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଲକ୍ଡାଉନ୍ ନିୟମକୁ ଭାଙ୍ଗିବା ସହିତ ଜଣେ ପୋଲିସ୍ ଅଧିକାରୀଙ୍କ ହାତ କାଟିଛନ୍ତି କିଛି ବ୍ୟକ୍ତି। ଏହି ଘଟଣାରେ ପୋଲିସ୍ ୭ ଜଣଙ୍କୁ ଗିରଫ କରିଛି। ପଞ୍ଜାବର ପଟିଆଲାରେ ଏହି ବିଭତ୍ସ ଘଟଣା ଘଟିଛି। […]
ଲୁଧିଆାନା : ଚୋରକୁ ଧରିବାକୁ ଯାଇ ବିଚାରପତି, ପୋଲିସ୍ କର୍ମୀମାନେ ହୋମ୍ କ୍ବାରେଣ୍ଟାଇନ୍ ରହିଛନ୍ତି । ପଞ୍ଜାବର ରାଜଧାନୀ ଲୁଧିଆନାର ଏକ ଚୋର ଦେହରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଞ୍ଜାବ ପୁଲିସ୍ର ସାତ ଜଣ ଯବାନ ଓ ଜଣେ […]
ଉତ୍ତରପ୍ରଦେଶ: କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲକ ଡାଉନ ଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଜଣା ଲୋକଙ୍କ ଗୁଳିମାଡ଼ରେ ବାପ-ପୁଅ ମୃତ ହୋଇଥିବା ଖବର ହସ୍ତଗତ ହୋଇଛି। ଉଭୟ ବାପ ପୁଅ ଧାନ କିଣିବାକୁ ଯାଉଥିବା […]
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଲକ୍ ଡାଉନ୍କୁ ବେଶ୍ କଡାକଡି କରାଯାଇଛି। ଏହା ମଧ୍ୟରେ ଦିଲ୍ଲୀରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ପରିବା ପାଇଁ ଝଗଡା […]
କଟକ, ଆଜି କଟକ ପୋଲିସ ଉପରକୁ ଆକ୍ରମଣ କରିବା ଅଭିଯୋଗରେ 25 ଜଣଙ୍କୁ କଟକ ଦରଘାବଜାର ପୋଲିସ ଗିରଫ କରିଛି। ଏମାନେ ସଟ ଡାଉନ ନିୟମ ଉଲ୍ଲଘନ କରି କେଶପୁରଠାରେ ଏକତ୍ରିତ ହେଉଥିଲେ। ପୋଲିସ ଏ ଖବର ପାଇବା ପରେ ତାଙ୍କୁ […]
ହାଇଦ୍ରାବାଦ : ହାଇଦ୍ରାବାଦଠାରେ କୋଭିଡ-19 ଯୋଗୁଁ ଜଣେ ରୋଗୀର ମୃତ୍ୟୁ ହେବା ପରେ ତାଙ୍କ ପରିଜନମାନେ ହଙ୍ଗାମା କରିଛନ୍ତି । ରୋଗୀଙ୍କ ଗାନ୍ଧି ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ରୋଗୀଙ୍କ ପରିଜନମାନେ ଡାକ୍ତର ଉପରେ ଆକ୍ରମର […]
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି: କୋଭିଡ ୧୯ ନିୟମାବଳୀ ଏବଂ ସରକାରଙ୍କ ଲକଡାଉନ ବ୍ୟବସ୍ଥାକୁ ବେଖାତିର କରି ଅତ୍ୟନ୍ତ ଲଜ୍ଜାହୀନ ଭାବେ ଭବାନୀପାଟଣା ସହରସ୍ଥିତ କେସିଙ୍ଗା ରାସ୍ତା ଏନଏଚ-୨୬ ପାଶ୍ୱର୍ରେ ଥିବା ହିନ୍ଦ ପ୍ଲାଜାରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରୀ ହେଉଥିବା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ୨୧ ଦିନ ବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଛି । ଏପରି ସମୟରେ ଯିଏ ଯେଉଁଠି ରହିଛନ୍ତି, ସେଇଠି ସୁରକ୍ଷିତ ଭାବରେ ରହିବାକୁ କେନ୍ଦ୍ର ସରକାର […]
ଚଣ୍ଡିଗଡ଼: ହରିୟାଣାର ପାନିପାତ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୩୬ ବର୍ଷୀୟ ଗ୍ରୋସରୀ ବିକ୍ରେତା ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସାହାଯ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ସେହି ଯୁବକ ବନ୍ଧୁକ […]
ରାଞ୍ଚି : ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ମଦ ବିକିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ବୁଧବାର ଝାଡଖଣ୍ଡର ଗୁମ୍ଲା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା […]
ଚେନ୍ନାଇ: ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫାଶୀ ମିଳିବାର ଅଳ୍ପ କିଛି ଘଣ୍ଟା ପରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ତାମିଲନାଡୁର ଚେନ୍ନାଇରେ ଆଉ ଏକ ଦୁଷ୍କର୍ମ ଆଉ ହତ୍ୟା ମାମଲା । ଆଜି ଏଠାରେ ଜଣେ ପଞ୍ଚମ ଶ୍ରେଣୀ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ତଥା ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଶକ୍ତିନଗର ଅଂଚଳରେ ବର୍ତ୍ତମାନ ଚୋରିସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚୋରମାନେ ଏହି ଅଂଚଳକୁ ଅତି ସୁରକ୍ଷିତ ମନେ କରିଛନ୍ତି। ଚୋରମାନେ ମୁଖ୍ୟତଃ ଯେଉଁ ଘରେ ତାଲା ପଡ଼ିଛି କିମ୍ବା […]
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜୟଶଙ୍ଖପୁର ଗ୍ରାମରେ ଜନୈକା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଖରାବେଳେ ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ସ୍ଥାନୀୟ ଗ୍ରାମର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏନେଇ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକିଛି ଦିନ ହେଲା ବୈଦ୍ୟନାଥପୁର ଥାନା ଅଂଚଳରେ ଚୋରଙ୍କ ପ୍ର୍ରାଦୁର୍ଭାବ ଦେଖିବାକୁ ମିଳିଛି । ଗତକିଛି ଦିନ ତଳେ ସହରର ଜଣେ ସାମ୍ବାଦିକଙ୍କ ଏକ ବାଇକ୍ଟି ଚୋରି ହୋଇଥିବାବେଳେ ଲାଞ୍ଜିପଲ୍ଲି ଅଂଚଳରେ ଚୋରମାନେ ଘରମାନଙ୍କୁ ଟାର୍ଗେଟ […]
କୋଲକାତା : ଗୋମୂତ୍ରରେ ଆରୋଗ୍ୟ ହେଉଛି କୋରୋନା ଭାଇରସ୍ । ଏପରି ଗୁଜବ ସୃଷ୍ଟି କରି ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗର ଯୁବକ । କୋରୋନା ଭାଇରସ୍ରୁ ଆରୋଗ୍ୟ ପାଇଁ ରସୁଣ, ତୁଳସୀ ପତ୍ରର ବ୍ୟବହାର ପରି ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍ […]