ସୋପୋର: ଉତ୍ତର କାଶ୍ମୀରର ସୋପୋରରେ ଲଶ୍କର-ଏ-ତୋଇବା (ଲେଟି) ଆତଙ୍କବାଦୀ ସଂଗଠନର ତିନିଜଣ ଓଭରଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲୁଏସ୍) ଗିରଫ କରିଥିବା ଜମ୍ମୁ କାଶ୍ମୀର ପୋଲିସ ଶୁକ୍ରବାର ଦିନ ଦାବି କରିଛି। ଶୁକ୍ରବାର ସନ୍ଧ୍ୟାରେ ବୋମାଇ ପୋଲିସ ଷ୍ଟେସନ ପରିସରରେ ଥିବା ୨୨ ରାଷ୍ଟ୍ରିୟ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ଅଞ୍ଚଳ ବ୍ରାଉନ ସୁଗାର କବଳରେ ଥିବା ବେଳେ ଟାଙ୍ଗୀ, ବାଣପୁର ଓ ବାଲୁଗାଁ ଅଞ୍ଚଳ ଏଥିରୁ ବାଦ ପଡିଥିଲା। ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗୁଡ଼ିକରେ ମଧ୍ୟ ଧଳା ଜହର କାରବାର […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ। ସୂଚନା ମୁତାବକ ଗତକାଲି ରାତ୍ରିରେ ଟାଙ୍ଗୀ ଥାନା ହରିପୁର ଜଙ୍ଗଲ ମଧ୍ୟରେ ଥିବା ମନ୍ଦିର […]
ଅମ୍ବାଲା: ହରିୟାଣାର ଅମ୍ବାଲାର ବଲାନା ଗ୍ରାମରେ ଆଜି ସକାଳେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରୁ ପୋଲିସ ଆତ୍ମହତ୍ୟା ନୋଟ ଉଦ୍ଧାର କରିଛନ୍ତି। ମୃତକଙ୍କ ନାମ ସଙ୍ଗତ ରାମ (୬୫), ତାଙ୍କ ପତ୍ନୀ ମହିନ୍ଦ୍ର କୌର, ସୁଖବିନ୍ଦର […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଛିନତାଇ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଜନୈକ ସାମ୍ବାଦିକ ଜଣକ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା […]
ନୂଆଦିଲ୍ଲୀ: ୨୦୦୭ ମସିହାରେ ଉତ୍ତରପ୍ରଦେଶର ଗୋରଖପୁରରେ ଘୃଣା ଭାଷଣ ଦେବା ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜର ରାୟ ଦେଇଥିବାବେଳେ ଘୃଣା ଭାଷଣ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ଚାଲିବ […]
ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ଟିକ୍ ଟକ୍ ତାରକା ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରେ ଗୋଆ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଫୋଗାଟଙ୍କ ସହ ଅଗଷ୍ଟ ୨୨ ତାରିଖରେ ଗୋଆରେ ପହଞ୍ଚିଥିବା ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର […]
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଅନୁପ୍ରବେଶକାରୀଙ୍କ ଆଉ ଏକ ପ୍ରୟାସକୁ ଭାରତୀୟ ଯବାନମାନେ ବିଫଳ କରିଛନ୍ତି। ଜମ୍ମୁ କାଶ୍ମୀରର ଊରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଛନ୍ତି। ଉତ୍ତର କାଶ୍ମୀରର ବରମୁଲ୍ଲା ଜିଲ୍ଲାର […]
କନ୍ଦର୍ପ ବେହେରା ରେଢ଼ାଖୋଲ: କିଛି ଦିନ ତଳେ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହେବା ଘଟଣା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଅଭିଯୋଗ କାରୀ ପ୍ରି ପ୍ଲାନ୍ କରି ପୋଲିସ୍ କୁ ଭକୁଆ ବନାଇ ଏଇ ସଂଗ୍ରୁହିତ ଟଙ୍କା ହଡପ […]
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଆଜି ୧୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଠେଙ୍ଗାହାଟ ଛକରେ ବ୍ରାଉନ ସୁଗାର […]
ସୀତାରାମ ଅଗ୍ରୱାଲ ବାଣପୁର: ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ମୁତାବକ ଆଜି ସକାଳେ ନାରଣଦେଇପୁର ଗ୍ରାମର […]
ହାଇଦ୍ରାବାଦ: ହାଇଦ୍ରାବାଦରେ ଧର୍ମପ୍ରବର୍ତ୍ତକ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜାଙ୍କୁ ହାଇଦ୍ରାବାଦ ସିଟି ଟାସ୍କଫୋର୍ସ ଏବଂ ଶାହିନୟଗଞ୍ଜ ପୋଲିସ ଗିରଫ କରିଛି। ବାସ୍ତବରେ ତେଲେଙ୍ଗାନାରୁ ବିଜେପି ବିଧାୟକ ଟି ରାଜା ଦେଇଥିବା ବିବାଦୀୟ ବିବୃତ୍ତି ପରେ […]
ନୂଆଦିଲ୍ଲୀ: ନୋଏଡାରେ ବେଆଇନ ଭାବେ ରହୁଥିବା ୧୫ ଜଣ ଚୀନ୍ ନାଗରିକଙ୍କୁ ଗିରଫ କରାଯାଇଛି। ଗିରଫ ହେବା ପରେ ସମସ୍ତ ଚୀନ୍ ନାଗରିକଙ୍କୁ ଦିଲ୍ଲୀର ଡିଟେସନ ସେଣ୍ଟରକୁ ପଠାଯାଇଛି। ପୋଲିସର ସୂଚନାନୁସାରେ, ଏହି ସମସ୍ତ ଭିସା ସମାପ୍ତ ହୋଇଯାଇଥିଲା ଏବଂ ପ୍ରାୟ […]
ନୂଆଦିଲ୍ଲୀ: ଭାରତରେ ଶାସକ ଦଳର ନେତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଆଇଏସଆଇଏସ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଋଷର ଫେଡେରାଲ୍ ସିକ୍ୟୁରିଟି ସର୍ଭିସ ଗିରଫ କରିଛି। ଏଫଏସବି କହିଛି ଯେ, ଋଷରେ ନିଷିଦ୍ଧ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟର ଜଣେ […]
ନୂଆଦିଲ୍ଲୀ: ବିଜେପି ନେତା ଶାହନାୱାଜ ହୁସେନଙ୍କୁ ବଡ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ପୀଡିତାଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ସେପ୍ଟେମ୍ବର ତୃତୀୟ […]
ନୂଆଦିଲ୍ଲୀ: ସାଇବର ଅପରାଧୀମାନେ ହ୍ଵାଟସ୍ ଆପ୍ ଲିଙ୍କ୍ ଜରିଆରେ ଅନ୍ନାମୟାର ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷୟତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ୨୧ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ ଅନ୍ନାମୟା ଜିଲ୍ଲାର ମଦନପଲ୍ଲେ ସହରର ରେଡପନାଇଡୁ […]
ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସମସ୍ୟା ବଢୁଥିବା ଜଣାପଡିଛି। ସଞ୍ଜୟ ରାଉତ ପୁଣି ଥରେ ପାତ୍ରା ଚାଲ୍ ଲ୍ୟାଣ୍ଡ ସ୍କାମ ମାମଲାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, PMLA କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବୃଦ୍ଧି […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ପୋଲିସ ଜବତ କରିଛି। ସୂଚନା ମୁତାବକ ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଗ୍ରାମ ଶିବ ମନ୍ଦିର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ଏସପି ସିଦ୍ଧାର୍ଥ କାଟାରିଆ […]
ଆଇଜୋଲ୍: ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗାଙ୍କ ଝିଅ ଡାକ୍ତରଙ୍କୁ ଆକ୍ରମଣ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ପରେ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା ନିଜେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଝିଅ ମିଲାରୀ ଛଙ୍ଗଟେଙ୍କୁ ରାଜଧାନୀ ଆଇଜୋଲରେ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫର ମୋବାଇଲ ଲୁଟେରାଙ୍କ ବିରୋଧରେ କ୍ରମାଗତ ଭାବେ ଦୁଇ ଦିନ ହେଲା ଚଢ଼ାଉ ଜାରି ରହିଛି। ଗତକାଲି ଏହି ପରିପ୍ରେକ୍ଷୀରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ବେଆଇନ ଗୋରୁ ବୋଝେଇ ଗାଡ଼ି ଜବତ କରିଛି ପୋଲିସ। ସୂଚନା ମୁତାବକ ପାଟ୍ରୋଲିଂ ସମୟରେ ଭୂଷଣ୍ଡପୁର ଅଞ୍ଚଳ ଆଡକୁ ଦୃତ ଗତିରେ ଏକ ଗୋରୁ ବୋଝଇ ପିକ […]