ମୁମ୍ବାଇ : ଦ୍ବିତୀୟ ଥର ପାଇଁ ପ୍ଲାଜ୍ମା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ଜୋଆ ମୋରାନୀ । କୋଭିଡ୍-19 ପରୀକ୍ଷଣ ପାଇଁ ମୋରାନୀ ନିଜର ପ୍ଲାଜ୍ମା ଦାନ କରିଛନ୍ତି । ମୁମ୍ବାଇର ନାୟାର ହସ୍ପିଟାଲରେ ନିଜର ପ୍ଲାଜ୍ମା ଦାନ କରିଛନ୍ତି […]
ଭୁବନେଶ୍ବର : ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସିନେ କଳାକାର ସଙ୍ଘର ସାଧାରଣ ସମ୍ପାଦକ […]
ମୁମ୍ବାଇ : କ୍ରାଇମ୍ ପ୍ୟାଟ୍ରୋଲ୍ ଅଭିନେତ୍ରୀ ଫ୍ରେକ୍ଷା ମେହେଟ୍ଟା ଆତ୍ମହତ୍ୟା କରିଛନ୍ତି । 25 ବର୍ଷୀୟ ଏହି ଅଭିନେତ୍ରୀ ଜଣକ ନିଜ ଇନ୍ଦୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଲକ୍ଡାଉନ୍ କାରଣରୁ କାମ ମିଳୁନଥିବାରୁ ବିଗତ କିଛି ଦିନ ହେବ ପ୍ରେକ୍ଷା […]
ନ୍ୟୁୟର୍କ : ପ୍ରଖ୍ୟାତ ଲେଖିକା ଏବଂ କବି ଏମିଲି ବ୍ଲଣ୍ଟଙ୍କ ବାୟୋପିକ୍ରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ଏମ୍ମା ମ୍ୟାକ୍କେ । ଏମ୍ମା ପୂର୍ବରୁ ନେଟ୍ଫ୍ଲିକ୍ସର ଓ୍ବେବ୍ ସିରିଜ୍ ‘ସେକ୍ସ ଏଜୁକେସନ୍’ରେ ମେଭ୍ ଚରିତ୍ରରେ ନଜର ଆସିଥିଲେ । ଅଭିନେତ୍ରୀ ଫ୍ରାନ୍ସେସ୍ […]
ମୁମ୍ବାଇ : କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ସମସ୍ତ ଥିଏଟର ବନ୍ଦ ରଖାଯାଇଛି । ଏହାଦ୍ବାରା ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରୀ ଗଭୀର ଭାବରେ ପ୍ରଭାବିତ । ଥିଏଟର ବନ୍ଦ କାରଣରୁ ସିନେମା ରିଲିଜ୍ ହୋଇପାରୁନଥିବା ବେଳେ […]
ଥିରୁଅନନ୍ତପୁରମ୍ : ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲ୍ ଆଜି 60 ବର୍ଷରେ ପଦାର୍ପଣ କରିଛନ୍ତି । 1960 ମସିହା ମେ 21 ତାରିଖରେ କେରଳର ପଥନମ୍ଥିଟ୍ଟାର ଏଲାନ୍ପୁରରେ ଜନ୍ମ ହୋଇଥିଲେ ଏହି ଅଭିନେତା । ପିତା ବିଶ୍ବନାଥ ନାୟାର କେରଳ […]
ମୁମ୍ବାଇ : ଟିକ୍ଟକ୍ ୟୁଟ୍ୟୁବ୍ ଲଢେଇ ଏକ ଅଲଗା ସ୍ତରରେ ପହଞ୍ଚିଛି । ପୂର୍ବରୁ ୟୁଟ୍ୟୁବର କ୍ୟାରୀ ମିନାଟିଙ୍କ ରୋଷ୍ଟିଂ ଭିଡିଓ ୟୁଟ୍ୟୁବ୍ରୁ ହଟାଯାଇଥିବା ବେଳେ ଆଜି ଫୈଜଲ ସିଦ୍ଦିକିଙ୍କ ଟିକ୍ଟକ୍ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ଏସିଡ୍ ଆକ୍ରମଣକୁ ନେଇ […]
ନୂଆଦିଲ୍ଲୀ : ଫୁଟ୍ବଲ୍ ଖେଳିବା ପାଇଁ ଫ୍ଲାଟ୍ ଜୋତା ସହିତ ଘାସ ପଡିଆ ଆବଶ୍ୟକ । ତେବେ ହାଇହିଲ୍ରେ ଫୁଟ୍ବଲ୍ ଖେଳିବା କଷ୍ଟସାଧ୍ୟ ନୁହେଁ ଅସମ୍ଭବ ମଧ୍ୟ । ମାତ୍ର ଜଣେ ଯୁବତୀ ହଇହିଲ୍ ପିନ୍ଧି ଫୁଟ୍ବଲ୍ ଖେଳିବା ସହିତ ବଲ୍କୁ […]
ବିଜନ କୁମାର ମହାପାତ୍ର ପୁଣି ଥରେ ରିମିକ୍ସ ଗୀତକୁ ନେଇ ସୃଷ୍ଟି ହୋଇଛି ବିବାଦ। ରିମିକ୍ସ ଗୀତର ଆବଶ୍ୟକତାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ୨୦୦୬ରେ ରିଲିଜ ହୋଇଥିବା ରାକେଶ ଓମପ୍ରକାଶ ମେହେରାଙ୍କ ନିର୍ଦ୍ଦେଶିତ ଦିଲ୍ଲୀ -୬ର ଏକ ଲୋକପ୍ରିୟ ଓ […]
ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ରାଣା ଦଗୁବତୀ ନିଜର ପ୍ରେମ ସମ୍ପର୍କକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବାହୁବଲୀ ଜରିଆରେ ପରିଚୟ ହାସଲ କରିଥିବା ରାଣା ଟ୍ବିଟ୍ଟର ଜରିଆରେ ନିଜ ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି । ତେବେ କୌଣସି […]
ସିଡ୍ନୀ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍ ଓ୍ବାର୍ଣ୍ଣର ଲକ୍ଡାଉନ୍ରେ ପରିବାର ସହିତ ସମ୍ପୂର୍ଣ୍ଣ ସମୟ ବିତାଉଛନ୍ତି । ଏହି ସମୟରେ ଏକାଧିକ ଭାରତୀୟ ଗୀତର ଓ୍ବାର୍ଣ୍ଣର ଦମ୍ପତ୍ତି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଓ୍ବାର୍ଣ୍ଣର ପ୍ରଥମେ ଶୀଲା […]
ହାଇଦ୍ରାବାଦ୍ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍ ଓ୍ବାର୍ଣ୍ଣର ପୁଣି ଏକ ଗୀତରେ ନାଚୁଥିବାର ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ତେବେ ଏଥର କୌଣସି ହିନ୍ଦି ଗୀତରେ ନନାଚି ଏକ ତେଲୁଗୁ ଗୀତରେ ନାଚିଛନ୍ତି । ତେଲୁଗୁ ଫିଲ୍ମ ଆଲା ବୈକୁଣ୍ଠପୁରମଲୋର […]
ବିଜନ କୁମାର ମହାପାତ୍ର ସତୁରୀ ଦଶକର ଶେଷ ଭାଗ ଓ ଅଶୀ ଦଶକରେ ରାଜେଶ ଖାନ୍ନାଙ୍କ ପରେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯଦି କେହି ରୋମାଟିଂକ ହୀରୋ ଭାବେ ଲୋକପ୍ରିୟତା ହାସଲ କରିଥିଲେ, ସେ ହେଉଛନ୍ତି ସେ ହେଉଛନ୍ତି ପ୍ରଭାବଶାଳୀ କପୁର […]
ମୁମ୍ବାଇ : 67 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ବଲିଉଡ୍ର ଲୋକପ୍ରିୟ ବର୍ଷୀୟାନ୍ ଅଭିନେତା ଋଷି କପୁର୍। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏନ୍ଏଚ୍ ରିଲାଏନ୍ସ ହସ୍ପିଟାଲ୍ରେ ଚିକିତ୍ସା […]
ମୁମ୍ବାଇ :ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଭିନେତାଙ୍କର ଅଚାନକ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଇରଫାନ୍ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ […]
ମୁମ୍ବାଇ : କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସୁପରଷ୍ଟାର ଓ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ରହୁଛନ୍ତି । ଲକ୍ ଡାଉନ୍ ସମୟରେ […]
ନୂଆଦିଲ୍ଲୀ : 2018 ମସିହାରେ ଆସିଥିବା ଫିଲ୍ମ ‘ଜିରୋ’ ପରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବଡ ପରଦାରେ ଦେଖିବାକୁ ମିଳିନାହିଁ । ଦୀର୍ଘ ସମୟ ପରେ ଅନୁଷ୍କା ଏବେ ନିଜ ପ୍ରଡକ୍ସନ ହାଉସ୍ କ୍ଲିନ୍ ସ୍ଲେଟ୍ ପ୍ରଡକ୍ସନ ହାଉସ୍ ଦ୍ବାରା […]
ମୁମ୍ବାଇ : ବଲିଉଡ୍ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ଧନ୍ୟବାଦ ଜଣାଇଛି ମୁମ୍ବାଇ ପୋଲିସ୍ । କରୋନା ସଂକ୍ରମଣ ସମୟରେ କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କ ପାଇଁ 8ଟି ହୋଟେଲ୍ ବୁକ କରିଛନ୍ତି । କର୍ତ୍ତବ୍ୟରତ ପୋଲିସ୍ଙ୍କ ରହିବା ଏବଂ ଖାଇବାର ସମସ୍ତ ବ୍ୟବସ୍ଥା […]
ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ବ୍ଲକ୍ବଷ୍ଟର ଫିଲ୍ମ ‘ଗୀତା ଗୋବିନ୍ଦମ୍’ ନିର୍ଦ୍ଦେଶକ ପର୍ଶୁରାମଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶ ଏବଂ ଶ୍ରଦ୍ଧା ନଜର ଆସିବାକୁ ଯାଉଛନ୍ତି […]
ମୁମ୍ବାଇ : ବିବାଦୀୟ ବୟାନ ପାଇଁ ଚର୍ଚ୍ଚିତ ଅଭିନେତା ତଥା ବିଗ୍ବସ୍ ପ୍ରତିଯୋଗୀ ଏଜାଜ୍ ଖାନଙ୍କୁ ପୋଲିସ୍ ଗିରଫ କରିଛି । ଫେସବୁକ୍ ଲାଇଭ୍ରେ ବିବାଦୀୟ ବୟାନ ଦେଇଥିବାରୁ ଶନିବାର ତାଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି। ମିଳିଥିବା […]
ମୁମ୍ବାଇ : ଭାରତୀୟ କ୍ରିକେଟର କେ ଏଲ୍ ରାହୁଲ୍ଙ୍କ ଜନ୍ମଦିନରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ । ଶନିବାର ରାହୁଲଙ୍କ 28 ତମ ଜନ୍ମ ଦିବସରେ ଆଥିୟା ଇନ୍ଷ୍ଟାଗ୍ରାମ ଜରିଆରେ ନିଜର ପ୍ରେମକୁ ସ୍ବୀକାର […]