ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା LACରୁ ଭାରତ ଓ ଚୀନ୍ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବେ। ସୀମା ବିବାଦର ଆପୋସ ସମାଧାନ କରାଯିବ ବୋଲି ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପରେ ଏବେ ବଦଳିବାରେ ଲାଗିଛି ଚୀନର ମତିଗତି। […]
କେଦାର ମିଶ୍ର ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶହ ଦୁବେକୁ ପୋଲିସ ହତ୍ୟା କଲା। ତେବେ ହତ୍ୟା କଲାବେଳକୁ ବିକାଶ ଦୁବେ ପଳାତକ ଅପରାଧୀ ନଥିଲା। ତାର ଦିନକ ଆଗରୁ ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିରରେ ସେ ଆତ୍ମ ସମର୍ପଣ କରିଥିଲା। […]
ନୂଆଦିଲ୍ଲୀ, କରୋନାକୁ ଭୟ ବଢୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଏକ ଭଲ ଖବର ଶୁଣାଇଛନ୍ତି। ଦେଶରେ ସାଂଘାତିକ ଭାବେ ବିଶେଷ କରି ଜୁଲାଇ ମାସରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଲୋକଙ୍କ ମନରେ […]
ଭୁବନେଶ୍ବର, 2015 ଓ 2016 ମସିହା ପାଇଁ ଓଡି଼ଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଆଜି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ଏକାଡେମୀର ପୁରସ୍କାର ଘୋଷଣା କରାଯାଇଛି। 2015 ମସିହା ପୁରସ୍କାର ପାଇଁ ଯେଉଁମାନେ ମନୋନିତ […]
କେଦାର ମିଶ୍ର କରୋନା ମୁକାବିଲା ଲାଗି ବିଭିନ୍ନ ସମୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ, ଭାରତ ସରକାର, ବିଭିନ୍ନ ରାଜ୍ୟ ସରକାର ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ପରି ଭାବରେ ପ୍ରତି ସପ୍ତାହ ରେ ନୂଆ ରଣନୀତି ବଦଳାଉଛନ୍ତି ଓ ନୂଆ ନୂଆ […]
ସମୀକ୍ଷା ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ପ୍ରଥମେ କହୁଥିଲା ମହାମାରୀ କରୋନା ବାୟୁ ସଂକ୍ରମିତ ନୁହେଁ । ଏହା କେବଳ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ହିଁ ସଂକ୍ରମଣ ହୋଇଥାଏେ। କିନ୍ତୁ ପବନରେ ବି କରୋନା ଭୂତାଣୁ ସଂକ୍ରମିତ […]
କେଦାର ମିଶ୍ର ଓଡିଶା ସରକାର କୋଭିଡ ପରବର୍ତ୍ତୀ ସମୟରେ ରାଜ୍ୟର ଆର୍ଥିକ ପରିଚାଳନା ଲାଗି ଏକ ସ୍ପଷ୍ଟ ନୀତି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କଘୋଷଣାନାମା ଦେଖିଲେ ଆମକୁ ୨୦୦୦-୨୦୦୪ ସମୟର ଓଡିଶା କଥା ମନେ ପଡୁଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ଵ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସହରାଞ୍ଚଳର ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ସୁଲଭ ଭଡାଘର କମ୍ପ୍ଲେକ୍ସ (ଏଆରଏଚ୍ସିଏସ୍) ନିର୍ମାଣ କରିବାକୁ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳର […]
ନୂଆଦିଲ୍ଲୀ, ଦେଶର ତିନୋଟି ସାଧାରଣ ରାଷ୍ଟ୍ରାୟତ ବୀମା କମ୍ପାନୀକୁ ମୋଟ ୧୨୪୫୦ କୋଟି ଟଙ୍କା ସହାୟତା ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ତିନୋଟି କଂପାନୀ ହେଲା ଓରିଏଣ୍ଟାଲ ଇନ୍ୟୁସୁରାନ୍ସ […]
କେଦାର ମିଶ୍ର ଗତ ସୋମବାର ଦିନ ହଠାତ ଦିନ ଦୁଇଟା ବେଳେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ର ଚତୁର୍ଥ ମହଲାରୁ ତଳକୁ ଡେଇଁ ପଡି ଜଣେ ୩୭ ବର୍ଷର ଯୁବକ ଆତ୍ମହତ୍ୟା କଲେ। ତାଙ୍କ […]
ଭୁବନେଶ୍ୱର, ୫ମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ପଂଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳଗୁଡିକୁ ୨୩,୮୪୮ କୋଟି ଟଙ୍କା ହସ୍ତାନ୍ତର ନିମନ୍ତେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ପରିଚାଳନା […]
ନୂଆଦିଲ୍ଲୀ: ଘୋଷଣା ହେଲା ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ବିବାଦୀୟ ସ୍ଥଳରୁ ଚୀନ୍ ସେନା ଅପସାରଣ କରିବ। ଭାରତ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ସୀମା ବୀବାଦର ସମାଧାନ କରାଯିବ। କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପୂର୍ବ ଲଦାଖର […]
ଭୁବନେଶ୍ବର : ‘ମୋ ସରକାର’ରେ ସାମିଲ୍ ହେବ କୋଭିଡ୍ ପରିଚାଳନା ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । କୋଭିଡ୍ ପରିଚାଳନାକୁ ଅଧିକ […]
କେଦାର ମିଶ୍ର ଯେ କୌଣସି ସଫଳତାର ତାଲିକାରେ ପ୍ରଥମ ତିନୋଟି ସ୍ଥାନରେ ରହିବାର ଅଲଗା ଆନନ୍ଦ ରହିଛି। ହେଲେ କରୋନା ସଂକ୍ରମଣ ର ତାଲିକାରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିବା, କେବଳ ଚିନ୍ତାଜନକ ନୁହେଁ, ଏହା ଅନେକାଂଶରେ ବିପଜ୍ଜନକ। ପୃଥିବୀର ସବୁଠୁ […]
ନୂଆଦିଲ୍ଲୀ, ଭାରତୀୟ ରେଳବାଇ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ଏକ ନୂଆ ଯୁଗରେ ପଦାର୍ପଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଥିପାଇଁ ରେଳବାଇ ମନ୍ତ୍ରଣାଳୟ ମିଶନ ମୋଡରେ କାମ କରୁଛି। ସବୁ ରେଳ ଷ୍ଟେସନକୁ ସୌରଶକ୍ତିରେ ଆତ୍ମନିର୍ଭରଶୀଳ କରିବା ଏବଂ […]
ନୂଆଦିଲ୍ଲୀ, କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦେଶରେ ଥିବା ରାଜପଥଗୁଡିକର ପ୍ରଦର୍ଶନ ଆକଳନ କରି ସେଗୁଡିକର ବର୍ଗ ନିର୍ଣ୍ଣୟ କରିବ। ଯେଉଁ ରାଜପଥ ଯେତେ ଉନ୍ନତ ମାନର ସେବା […]
ନୂଆଦିଲ୍ଲୀ, ବର୍ତ୍ତମାନ ଭାରତର କୋଭିଡ ପରୀକ୍ଷଣ ସଂଖ୍ୟା ୧୦ ମିଲିୟନ ବା ୧ କୋଟି ଅତିକ୍ରମ କରିଛି। ବ୍ୟାପକ ପରୀକ୍ଷଣ ତଥା କେନ୍ଦ୍ର ଓ ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ସହିତ “ପରୀକ୍ଷା, ଚିହ୍ନଟ, ଚିକିତ୍ସା” […]
ଲିଙ୍ଗରାଜ ମିଶ୍ର ଶେଷରେ ପଦାରେ ପଡିଲା ଚୀନର ପୁରୁଣା ଅଭ୍ୟାସ। ଜିତିଲା ଭାରତ, ବଢିଲା ଦେଶର ସମ୍ମାନ ଓ ଭାରତୀୟ ଯବାନଙ୍କ ମନୋବଳ। ଯେଉଁ ଗଲୱାନ ଘାଟୀରେ ରକ୍ତାକ୍ତ ସଂଘର୍ଷ ନେଇ ଦୁଇ ଦେଶ ମଧ୍ୟରେ ବଢିଥିଲା ସାମରିକ ଉତ୍ତେଜନା, ତାହାର […]
କେଦାର ମିଶ୍ର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତର କରୋନା ସଂଘର୍ଷ କ୍ଷେତ୍ରରେ ଅନେକ ସୁବିଧା ରହିଥିଲା। ଭାରତରେ ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଚୀନ, ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ସ୍ପେନରେ କରୋନାର ଭୟାବହତା ଆମେ ଦେଖି ସାରିଥିଲୁ। ଭାରତରେ […]
କେଦାର ମିଶ୍ର ଏବେ କୁହା ଯାଉଛି, ଦେଶରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ ହୋଇଛି, ତେଣୁ ଯେ କୌଣସି ପ୍ରକାର ରାଜନୈତିକ ପ୍ରତିବାଦ, ରାଲି ଓ ସମାବେଶ ଆୟୋଜନ କରିବା ବେଆଇନ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ଯୋଗୁଁ ଯେ କୌଣସି […]
ଲିଙ୍ଗରାଜ ମିଶ୍ର ବିଶ୍ବ ଦରବାରର କ୍ରମଶଃ ଖୋଲିବାରେ ଲାଗିଛି ଚୀନର ଅସଲ ଚେହେରା।କରୋନା ଭୂତାଣୁଠାରୁ ଆରମ୍ଭ କରି ବିସ୍ତାରବାଦୀ ନୀତି ସବୁ କଥା ଆସ୍ତେ ଆସ୍ତେ ପଦାକୁ ଆସୁଛି। ଗୋଟିଏ ପଟେ ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ, ଜାପାନ ଆଦି ରାଷ୍ଟ୍ର ଚୀନର […]