ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଶିଳ୍ପପତିମାନେ କର୍ମଚାରୀଙ୍କୁ କରୋନା ପ୍ରଭାବରୁ ଦୂରେଇ ରଖିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଥମେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ଅର୍ଥନୈତିକ ଏକୀକରଣ […]
ପ୍ରଭୁକଲ୍ୟାଣ ମହାପାତ୍ର ବିତର୍କ ମାଧ୍ୟମରେ ଶାସନ ପରିଚାଳନା କରିବା ହେଉଛି, ସଂସଦୀୟ ଗଣତନ୍ତ୍ରର ବିଶେଷତ୍ବ। ଏହି ଶାସନ ବ୍ୟବସ୍ଥାରେ ବିଧାନସଭାରେ ବିତର୍କ ଜରିଆରେ ହିଁ ପ୍ରଶାସନକୁ ଉପଯୁକ୍ତ ଦିଗ୍ଦର୍ଶନ ପ୍ରଦାନ କରାଯାଇଥାଏ। ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଗ୍ରହଣ ଲାଗି ସରକାର ବିଧାନସଭାରେ ପ୍ରଶଂସାଭାଜନ […]
କେଦାର ମିଶ୍ର କଥା କଥାକେ କୁହାଯାଏ, ମୁକେଶ ଅମ୍ବାନୀ ହେଉଛନ୍ତି ଏସିଆର ସବୁଠୁ ଧନୀ ବ୍ୟକ୍ତି। ବଜାରରେ ଯେତେବେଳେ ସେନସେକ୍ସର ଉଠାପକା ଖେଳ ଚାଲେ ସେତେବେଳେ ମୁକେଶଙ୍କ ଲାଭ ଓ କ୍ଷତିକୁ ନେଇ ଆମେ ଚର୍ଚ୍ଚା କରିଥାଉ। ଏସିଆ ମହାଦେଶରେ ଚୀନର […]
ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଭାରତ ସରକାର ଏବଂ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା […]
ସମୀକ୍ଷା ବ୍ୟୁରୋ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ୟନ୍ତ ସାରା ଦେଶରେ ଯାତ୍ରୀବାହୀ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି। କରୋନା ଭୂତାଣୁ ଯେମିତି ସାଧାରଣ ସ୍ତରକୁ ନ ବ୍ୟାପେ, ତାରି ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ପରିବହନ ବ୍ୟବସ୍ଥାକୁ ବ୍ୟାହତ କରାଯାଇଛି। […]
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ ଡାଉନ ଘୋଷଣାର ପ୍ରଭାବ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଭୁବନେଶ୍ବରର ଜନଗହଳି ରାସ୍ତା ସବୁ ଶୂନଶାନ ହୋଇଯାଇଛି। ମାର୍କେଟ ବିଲିଡିଂ, ବାପୁଜୀନଗର ପରି ବ୍ୟବସାୟିକ […]
କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆଜି ଦିନ ସାତ ଟାରୁ ରାତି ନଅ ଟା ପର୍ୟନ୍ତ ସ୍ଵେଚ୍ଛାରେ ପୂରା ଦେଶ ନିଜକୁ ଘର ଭିତରେ ବନ୍ଦୀ କରି ରଖିବ ବୋଲି ଆମେ ଆଶା କରୁଛୁ। ପ୍ରଧାନମନ୍ତ୍ରୀ ଏହାକୁ “ଜନତା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ ଲକ୍ ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 22ରୁ 29 ପ୍ରାୟ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କାଲି ସକାଳ ସାତଟାରୁ ଆରମ୍ଭ ହେବ ପ୍ରାୟ ସମ୍ପୂର୍ଣ୍ଣ […]
କେଦାର ମିଶ୍ର ଆଉ ଏକ କଂଗ୍ରେସ ସରକାର ଭାଙ୍ଗିବାରେ ବିଜେପି ସଫଳ ହୋଇଛି। ପନ୍ଦର ମାସ ତଳେ ବିଜେପି ବିରୋଧରେ ଭୋଟ ଦେଇ ମଧ୍ୟ ପ୍ରଦେଶର ଜନତା କଂଗ୍ରେସକୁ ସରକାର ଗଢିବାର ସୁଯୋଗ ଦେଇଥିଲେ। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ କୋରୋନା ସଙ୍କ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ କିଛି […]
କେଦାର ମିଶ୍ର ପ୍ରତିଦିନ ପୃଥିବୀରେ କରୋନା ଭୂତାଣୁର ପ୍ରକୋପ ବଢି ଚାଲିଛି। ବିକଶିତ ଓ ବୈଜ୍ଞାନିକ ଦୃଷ୍ଟିରୁ ଉନ୍ନତ ଦେଶମାନେ ମଧ୍ୟ ଏହି ଭୂତାଣୁକୁ ରୋକିବାରେ ସଫଳ ହେଉନାହାନ୍ତି। ଆମେରିକା ଭଳି ପୃଥିବୀର ସବୁଠୁ ସମୃଦ୍ଧ ଓ ସମ୍ପନ୍ନ ରାଷ୍ଟ୍ର ମଧ୍ୟ […]
* ୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ନିବେଦନ * ୨୨ ମାର୍ଚ୍ଚ ଅପରାହ୍ଣ ୫ଟାରେ ନିଃସ୍ୱାର୍ଥପର ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବାକୁ ଆହ୍ୱାନ * ଭୟଭୀତ ହୋଇ ସାମଗ୍ରୀ ନକିଣିବାକୁ ନାଗରିକମାନଙ୍କୁ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍ ଆତଙ୍କକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଶେଧକ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଉଛି। ଏହା ସହିତ ଗୁରୁବାର ପୂର୍ବତଟ ରେଳବାଇ ପକ୍ଷରୁ 12ଟି ଟ୍ରେନ୍ ଚଳାଚଳ ଉପରେ ରୋକ୍ ଲଗାଯାଇଛି। ସମସ୍ତ ଟ୍ରେନ୍ […]
ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସ୍ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପ୍ରାଣଘାତୀ ଭାଇରସ୍ ସଚେତନତା ପାଇଁ ଦେଶବାସୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଆପଣ […]
ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍-୧୯ ପାଇଁ […]
କେଦାର ମିଶ୍ର ମହାମାରୀର ଇତିହାସ କହୁଛି, ରାଜନୈତିକ ଉଦାସୀନତା ଓ ସ୍ଵାର୍ଥପର ରାଜନୈତିକ ଉତ୍ସାହ କାରଣରୁ ମହାମାରୀ ଅଧିକ ଘାତକ ହୋଇଥାଏ। ଏହାର ଏକ ବଡ ଉଦାହରଣ ହେଉଛି, ୧୯୧୮ ମସିହାର ସ୍ପାନିଶ ଫ୍ଲୁ ବା ଇନଫ୍ଲୁଏଞ୍ଜା। ୧୯୧୮-୨୦ରେ ଏହି ମହାମାରୀ […]
ଭୁବନେଶ୍ୱର : ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। ହେଲେ ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି କିମ୍ବା ଯେଉଁମାନେ ରୋଗୀ ସେବାରେ ନିୟୋଜିତ ଅଛନ୍ତି ସେମାନେ ପିନ୍ଧିବେ। ଆଜି ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି […]
କେଦାର ମିଶ୍ର ମଇ ମାସ ୧୯୯୮ରେ ଯେତେବେଳେ ଓଡିଶାରୁ ରାଜ୍ୟସଭା ସଦସ୍ୟ ଭାବରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ରଙ୍ଗନାଥ ମିଶ୍ରଙ୍କୁ କଂଗ୍ରେସ ଦଳ ପଠାଇଲା, ସେତେବେଳେ ତାକୁ ନେଇ ସାରା ଓଡିଶାର ଗଣମାଧ୍ୟମ ଏକ ସ୍ଵରରେ ପ୍ରଶ୍ନ ପଚାରିଥିଲେ ଯେ, […]
ନୂଆଦିଲ୍ଲୀ, କରୋନା ଭୂତାଣୁ ସଂକ୍ରମଣ ନିରାକରଣ ଓ ନିବାରଣ ଲାଗି ଆଜି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନଙ୍କୁ ନେଇ କ୍ୟାବିନେଟ ସଚିବ ଏକ ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ […]
ଭୁବନେଶ୍ବର : କରୋନା ଭାଇରସ୍ ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଗଣମାଧ୍ୟମକୁ […]
କେଦାର ମିଶ୍ର ମଧ୍ୟ ପ୍ରଦେଶରେ ଆଜି ଯାହା ଘଟୁଛି, ଛଅ ମାସ ତଳେ ସମାନ କଥା କର୍ଣ୍ଣାଟକରେ ଘଟୁଥିଲା। ନିର୍ବାଚନରେ ପରାଜିତ ହୋଇଥିବା ବିଜେପି କିଣାବିକା ମାଧ୍ୟମରେ ସରକାର ଗଢିବାକୁ ଓ ଅଳ୍ପ ବହୁମତରେ ଥିବା ସରକାରକୁ ଭାଙ୍ଗିବା ପାଇଁ ଏକ […]