ଭୁବନେଶ୍ୱର: ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରୀ ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବିଟ (ଏମବିପିଏସ) ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଅନ୍ୟ ସମସ୍ତ ଟେଲିକମ ଅପରେଟରମାନଙ୍କ ଠାରୁ ଯଥେଷ୍ଟ […]
କେଦାର ମିଶ୍ର ପୋଲାରାଇଜେସନ ବା ଧୃବୀକରଣ ଭାରତୀୟ ରାଜନୀତିରେ କିଛି ନୂଆ କଥା ନୁହେଁ। ସଂସଦୀୟ ରାଜନୀତିରେ ଯେହେତୁ ବହୁମତର ଅର୍ଥ ହେଉଛି ସାଧାରଣ ସଂଖ୍ୟା ଗରିଷ୍ଠତା, ସେହି କାରଣରୁ ସାମାଜିକ ବିଭାଜନ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବର୍ଗର ସମର୍ଥନରେ ସରକାର […]
କୋଣାର୍କ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ), ଅନ୍ୟ ଅର୍ଦ୍ଧସାମରିକ ବାହିନୀ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଆଜି କୋଣାର୍କର ରାମଚଣ୍ଡି ବେଳାଭୂମିରେ ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଘାଟନ କରିଥିଲେ […]
ଭୁବନେଶ୍ବର, ଖୁବ ଶିଘ୍ର ରାଉରକେଲାରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଟୁଲରୁମ ଏବଂ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ପ୍ରାୟ 200 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଜମି ଯୋଗାଇଦେଲେ ଏହାର କାମ ଆରମ୍ଭ ହେବ। ଆଜି କେନ୍ଦ୍ର ଏମଏସଏମଇ […]
କେଦାର ମିଶ୍ର ଦିଲ୍ଲୀ ନିର୍ବାଚନର ଫଳ ପ୍ରକାଶ ପାଇଲା ପରେ ଯେଉଁ ଗୀତର ଧାଡିଟି ଆମର ମନେ ପଡୁଥିଲା ସେଇଟା ହେଉଛି- ସମଝନେ ୱାଲେ ସମଝ ଗୟେ ହୈ ଜୋ ନା ସମଝେ ୱୋ ଅନାଡି ହୈ”। ଏ ଗୀତଟି ଆଉ […]
ସୁବ୍ରତ ନାୟକ ଅନ୍ତାର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୋନାଭାରସକୁ ନେଇ କରିଥିବା ବାଲୁକା କଳା ବର୍ତ୍ତମାନ ବିଶ୍ବ ସ୍ତରରେ ପ୍ରସଂଶିତ ହେବାରେ ଲାଗିଛି। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ରଂଗୀନ ବାଲୁକା କଳା କରିଛନ୍ତି। ଏଥିରେ ସେ ଚୀନକୁ ଏହି […]
ସମୀକ୍ଷା ବ୍ୟୁରୋ ଦିଲ୍ଲୀରେ ପୁଣି ବହୁମତ ପାଇ ତୃତୀୟ ଥର ପାଇଁ ଆପ୍ ଶାସନ କ୍ଷମତା ଦଖଲ କରିବା ସ୍ପଷ୍ଟ ହୋଇଛି। ବିଜେପିର ଶାହିନ୍ବାଗ୍ ପ୍ରସଙ୍ଗକୁ ପଛରେ ପକାଇଛି ଆପ୍ର ବିକାଶ ପ୍ରସଙ୍ଗ। ଆପ୍ ୬୨ ଟି ଆସନରେ ଆଗୁଆ ରହିଥିବା […]
କେଦାର ମିଶ୍ର ଦିଲ୍ଲୀରେ ଆମ ଆଦମି ପାର୍ଟିର ବିଜୟ ହେବ, ଏକଥା ଜଣା ପଡୁଥିଲା। ହେଲେ ଏହି ବିଜୟ ଯେ ୨୦୧୫ ବିଜୟ ସହିତ ସମାନ ହେବ, ଏକଥା କେହି ଚିନ୍ତା କରିନଥିଲେ। ଏହି ରିପୋର୍ଟ ଲେଖା ହେଲାବେଳକୁ ଆପ ୬୩ […]
କେଦାର ମିଶ୍ର ନିର୍ବାଚନ ସରିବାର କେତେ ସମୟ ପରେ ଭୋଟଦାତାଙ୍କର ସଂଖ୍ୟା ଜଣା ପଡିବା ଉଚିତ? ଆମେ ବର୍ଷ ବର୍ଷ ଧରି ଦେଖି ଆସିଛୁ, ନିର୍ବାଚନ ସରିବାର ମାତ୍ର ଘଣ୍ଟେ ଦୁଇ ଘଣ୍ଟା ଭିତରେ ଏହି ପରିସଙ୍ଖ୍ୟାନ ଜଣା ପଡିଯାଏ। ଏପରିକି […]
ସଂପଦ ଦଳାଇ ଗଂଜାମ ବସ ଟ୍ରାଜେଡି କେବଳ ଓଡିଶା କାହିଁକି ସାରା ଭାରତରେ ଏକ ଦୁଃଖଦ ଘଟଣା। ଛୋଟିଆ ଅସାବଧାନତା କାରଣ ଯୋଗୁଁ ଦଶ ଜଣଙ୍କ ଜୀବନ ହାନି ଘଟିଛି। ବର୍ତ୍ତମାନ ଏହି ଖବର ଓଡିଶା ଗଣ ମାଧ୍ୟମରେ ବଡ ଚର୍ଚ୍ଚାର […]
ଲଣ୍ଡନ୍: ଓସ୍କାର ୨୦୨୦ରେ ଚଳିତ ବର୍ଷ ସାଉଥ କୋରିଆ ବାଜି ମାରିନେଇଛି। ପ୍ରଥମଥର ପାଇଁ ସାଉଥ୍ କୋରିଆନ୍ ଫିଲ୍ମ ଓସ୍କାର ପୁରସ୍କାର ହାତେଇଛି। ଫିଲ୍ମ ‘ପାରାସାଇଟ୍’କୁ ସର୍ବଶ୍ରେଷ୍ଠ ଫିଲ୍ମର ପୁରସ୍କାର ମିଳିଛି। ଏହି ଫିଲ୍ମଟି ଶ୍ରେଷ୍ଠ ଫିଲ୍ମ ସହ ଶ୍ରେଷ୍ଠ ଅରିଜିନାଲ୍ […]
କେଦାର ମିଶ୍ର ଭଗବାନଙ୍କୁ ଧନ୍ୟବାଦ, ଦିଲ୍ଲୀ ନିର୍ବାଚନ ସରିଯାଇଛି। ଯେବେ ବି ନିର୍ବାଚନ ଆସୁଛି, ଏ ଦେଶର ପବନରେ ବିଷ ଚାରି ଯାଉଛି। ବିଷାକ୍ତ ନିର୍ବାଚନୀ ଭାଷା ଓ ଯେ କୌଣସି ପ୍ରକାରେ ଜିତିବା ଲାଗି ଯେ କୌଣସି ସ୍ତରକୁ ଖସିପାରିବାର […]
ନୂଆଦିଲ୍ଲୀ: ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମାପ୍ତ ହୋଇଛି। ଭୋଟଗ୍ରହଣ ଶେଷ ହେବା ସହିତ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ସମୁଦାୟ ୧ କୋଟି ୪୭ ଲକ୍ଷ ୮୬ ହଜାର ୩ଶହ ୮୨ ଜଣ ଭୋଟର ଏହି […]
ଭୁବନେଶ୍ବର, ଯାତ୍ରୀ ସଂଖ୍ୟା ବୃଦ୍ଧି ଦେଖି ଓଡିଶାରେ ଅଧିକ ମେମୁ ଟ୍ରେନ ଚଳାଚଳ କରିବା ପାଇଁ ପୂର୍ବତଟ ରେଳ ବିଭାଗ ନିଷ୍ପତି କରିଛି। ସେହି ଅନୁସାରେ ଯେଉଁ ଯେଉଁ ସ୍ଥାନରେ ଏହି ଟ୍ରେନ ଚାଲିବ ତାହା ହେଲା… 1-ଫେବୃୟାରୀ ୧୧ ତାରିଖ […]
କେଦାର ମିଶ୍ର ଏଥର ରେଳ ବଜେଟର ଚୂଡାନ୍ତ ସ୍ୱରୂପ ଜଣା ପଡିଲା ପରେ ସବୁଠୁ ବିଚିତ୍ର ପ୍ରତିକ୍ରିୟା ଥିଲା ଶାସକ ବିଜୁ ଜନତା ଦଳର। ଆଖିକୁ ଯାହା ସ୍ପଷ୍ଟ ଦେଖା ଯାଉଥିଲା ତାକୁ ଅଣଦେଖା କରିବାର ପ୍ରୟାସ ବିଜେଡି କରୁଥିଲା। ଅତି […]
କେଦାର ମିଶ୍ର ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ ଓରଫ ନରେନ୍ଦ୍ର ମୋଦୀ ଆମ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଲା ପରେ ଅନେକ ନୂଆ କଥା ଆମର ରାଜନୀତିରେ ଘଟିଛି। ସତୁରୀ ବର୍ଷର ଗାଣତାନ୍ତ୍ରିକ ରାଜନୀତିରେ ଆମେ ଯାହା ଯାହା ସବୁ କଳ୍ପନା […]
ପ୍ରୟାଗରାଜ : ଗୋମୂତ୍ରକୁ ଏକ ମହୌଷଧୀ ଭାବରେ ବ୍ୟବହାର କରାଯାଉଛି। ଗୋମୂତ୍ରରୁ ନାଇଟ୍ରୋଜେନ୍, କପର, ଫସ୍ଫେଟ୍, ୟୁରିକ୍ ଏସିଡ୍, ପଟାସିୟମ, କ୍ଲୋରାଇଡ୍ ଓ ସୋଡିୟମ ମିଳିଥାଏ। ନିୟମିତ ଗୋ ମୂତ୍ର ସେବନ କରିବା ଦ୍ୱାରା ରକ୍ତହୀନତା ଓ ଏନିମିଆ ସମସ୍ୟା […]
କେଦାର ମିଶ୍ର ଗଣତନ୍ତ୍ରରେ ସରକାର ଯେତିକି ଗୁରୁତ୍ବପୂର୍ଣ୍ଣ, ବିରୋଧୀ ତାଠୁ ଗୁରୁତ୍ୱପୂର୍ଣ୍ଣ। ବ୍ରିଟିଶ ଢାଞ୍ଚାରେ ବିରୋଧୀ ଦଳକୁ ଛାୟା ସରକାର ବୋଲି କୁହାଯାଏ। ଗଣତନ୍ତ୍ରରେ ଗୋଟେ ସାଧାରଣ ନିୟମ ହେଉଛି, ଯେଉଁ ଦଳ ସରକାର ରେ ଅଛି ସେ କେବଳ ବହୁମତର […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଚଳିତ ବଜେଟ୍ ଅଧିବେଶନ ପରେ ବୁଧବାର ଦିନ ରେଳ ବଜେଟ୍ ଘୋଷଣା କରାଯାଇଛି। ବୁଧବାର ମିଳିଥିବା ସୂଚନା ଅନୁଯାୟୀ ଓଡିଶାକୁ 4373 କୋଟି ଟଙ୍କାର ରେଳ ବଜେଟ୍ ମିଳିଛି। ପୂର୍ବତଟ ରେଳବାଇକୁ 5865 କୋଟି ଅର୍ଥ […]
କେଦାର ମିଶ୍ର ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ବାକି। ଦୁଇ ଦିନ ପରେ ନିର୍ବାଚନ ପ୍ରଚାର ସରିବ। ସେମିତି ଏକ ସମୟରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା “ଟାଇମ୍ସ ଅଫ ଇଣ୍ଡିଆ” ଏକ ଜନମତ ସର୍ବେକ୍ଷଣ ପ୍ରକାଶ କରିଛି। […]
ଦେବ ରଞ୍ଜନ ଏକ ସ୍ଵାଧୀନ ଦେଶରେ ଆଜି ଆଜାଦୀର ସ୍ଲୋଗାନ କଦାପି ବିଡମ୍ବନା ନୁହେଁ, କି ବ୍ୟତିକ୍ରମ ମଧ୍ୟ ନୁହେଁ । ଏହା ବାସ୍ତବ, ଏହା ସତ୍ୟ ମଧ୍ୟ । ଜାନୁଆରୀ ୩୦ ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଏନଆରସି ଓ ସିଏଏର […]