ପ୍ରତାପ ବେହେରା ବର୍ତ୍ତମାନ ସମସ୍ତଙ୍କ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ରହିଛି। ହେଲେ ଭାରତ ଟେଲିକମ ରେଗୁଲେଟରୀ ଅଥରିଟ୍ ବା ଟ୍ରାଇ ବର୍ତ୍ତମାନ ଏହି ଅଙ୍କକୁ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଯଦି ଲାଗୁ ହୁଏ ତେବେ ମୋବାଇଲ ନମ୍ବର […]
କେଦାର ମିଶ୍ର ଗତକାଲି ଭାରତର ଶିଥିଳ ଅର୍ଥବ୍ୟବସ୍ଥା ଲାଗି ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଆଜିଯାଏ ଅର୍ଥନୀତିର ଶିଥିଳ ଅବସ୍ଥାକୁ ଅସ୍ଵୀକାର କରି ଆସୁଥିବା କେନ୍ଦ୍ର ସରକାର ପ୍ରଥମଥର ଲାଗି ଶିଥିଳତାକୁ ସ୍ଵୀକାର କରିବା ସହିତ ଏଥିରୁ ମୁକୁଳିବା ଲାଗି କେତୋଟି […]
ସମୀକ୍ଷା ବ୍ୟୁରୋ କେନ୍ଦ୍ର ସରକାର ଆୟକର ଆଇନ ୧୯୬୧ ଏବଂ ଅର୍ଥ (ସଂଖ୍ୟା ୨) ଆଇନ ୨୦୧୯ରେ କେତେକ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ କର ନିର୍ଦ୍ଧାରଣ ଆଇନ (ସଂଶୋଧନ) ଅଧ୍ୟାଦେଶ ୨୦୧୯ ଆଗତ କରିଛନ୍ତି । କେନ୍ଦ୍ର ଅର୍ଥ ଏବଂକର୍ପୋରେଟ ବ୍ୟାପାରମନ୍ତ୍ରୀ […]
କେଦାର ମିଶ୍ର ଭାରତର ଗୃହମନ୍ତ୍ରୀ, ଯେଉଁ ଚଉକି ରେ ଦିନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଭଳି ମହାନ ସ୍ଵାଧୀନତା ସଂଗ୍ରାମୀ ବସିଥିଲେ, ସେ ଚଉକିରେ ଚିନ୍ମୟାନନ୍ଦ ଭଳି ଜଣେ ଧର୍ଷଣ ଭଳି ଜଘନ୍ୟ ଅପରାଧରେ […]
କେଦାର ମିଶ୍ର ସରକାରୀ ଘର ଖଣ୍ଡିଏ ପାଇଲା ପରେ ତାକୁ ଯାବଜ୍ଜୀବନ ଜାବୁଡି ଧରିବା ଲାଗି ରାଜନୈତିକ ନେତାମାନେ ଏତେ ବିକଳ ହୁଅନ୍ତି କାହିଁକି? ସତରେ କଣ ସେମାନେ ଅଭାବୀ ନା ବାସହୀନ? ତେବେ ସବୁ ନେତା ବା ସରକାରୀ ବାବୁ […]
ସମୀକ୍ଷା ବ୍ୟୁରୋ ୧୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ ସାମର୍ଥ୍ୟ ଥିବା ଏବଂ ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରୁ ଆକାଶ ମାର୍ଗରେ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର (ବିଭିଆରଏଏଏମ) ‘ଅସ୍ତ୍ର’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ପ୍ରତିରକ୍ଷା […]
କେଦାର ମିଶ୍ର ରାମାୟଣର କୁମ୍ଭକର୍ଣ୍ଣ ଓ ଭାରତର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଭିତରେ ଅଦ୍ଭୁତ ସାମ୍ୟ ସବୁବେଳେ ରହି ଆସିଛି। କୁମ୍ଭକର୍ଣ୍ଣର ଯେତିକି ଶକ୍ତି ଓ କ୍ଷମତା ଥିଲା ଠିକ ସେତିକି କ୍ଷମତା ସିବିଆଇର ରହିଛି। ତେବେ କୁମ୍ଭକର୍ଣ୍ଣ ପରି […]
କେଦାର ମିଶ୍ର ଗତ ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶା ସରକାର ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ “କାଳିଆ” ଯୋଜନା ଲାଗୁ କରିଥିଲେ। ୨୦୧୯ ନିର୍ବାଚନରେ ଏହି ଯୋଜନା ଏକ ପ୍ରକାର “ଗେମ ଚେଞ୍ଜର”ର ଭୂମିକା ନେଇଥିଲା। ନବୀନ ସରକାର […]
ସମୀକ୍ଷା ବ୍ୟୁରୋ ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଲାଗି ତାଳଚେର ସାର କାରଖାନାରେ ଏକ କୋଇଲା ବାଷ୍ପୀକରଣ ୟୁନିଟ ଖୋଲିବା ନେଇ ଆଜି ଦିଲ୍ଲୀରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି । ଓଡିଶାର ଅନୁଗୁଳ ଜିଲ୍ଲାରେ ୧୩,୨୭୭ କୋଟି ଟଙ୍କା ନିବେଶ […]
ସମୀକ୍ଷା ବ୍ୟୁରୋ ଆଜି ସାରା ଦେଶର ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନରେ ବ୍ୟସ୍ତ ଥିବା ବେଳେ ଭାରତୀୟ ବଜାରରୁ ଦେଶର ଅର୍ଥନୀତିକୁ ନେଇ ଅତ୍ୟନ୍ତ ନୈରାଶ୍ୟଜନକ ସଙ୍କେତ ମିଳିଛି। ସୋମବାର ବିଶ୍ଵ ବଜାରରେ କଞ୍ଚା ପେଟ୍ରୋଲର ମାତ୍ରାଧିକ ଦର […]
ସମୀକ୍ଷା ବ୍ୟୁରୋ ସମଗ୍ର ବିଶ୍ବରେ ୭୧ ପ୍ରତିଶତ ଜଳ ରହିଥିବା ବେଳେ ତନ୍ମଧ୍ୟରୁ ୯୯ ପ୍ରତିଶତ ଜଳ ହେଉଛି ସମୁଦ୍ର ଜଳ ବା ଲୁଣି ପାଣି। ଏହି ଜଳ ସାଧାରଣ ଜୀବନରେ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ହୋଇଥିବା ବେଳେ ବଳକା ଜଳକୁ […]
କେଦାର ମିଶ୍ର ଭାରତରେ ବୋଧହୁଏ ଅପରାଧୀଙ୍କ ଲାଗି ଦୁଇ ପ୍ରକାର ଆଇନ ରହିଛି! ଗୋଟେ ଆଇନ ସାଧାରଣ ଅପରାଧୀଙ୍କ ପାଇଁ ଓ ଆଉ ଏକ ଆଇନ ଶାସକ ବିଜେପି ଦଳର ଅଭିଯୁକ୍ତ ନେତାମାନଙ୍କ ପାଇଁ। ଅନ୍ତତଃ ଉତ୍ତର ପ୍ରଦେଶର ଦୁଇଟି ଚର୍ଚ୍ଚିତ […]
କେଦାର ମିଶ୍ର ସେଦିନ ଥିଲା ୨୫, ନଭେମ୍ବର ୧୯୫୮। ଭାରତର ରାଜଭାଷା ବା ଅଫିସିଆଲ ଭାଷା ଭାବରେ କେବଳ ହିନ୍ଦୀ ବ୍ୟବହାର ହେବ ନା ଇଂରାଜୀ ସହିତ ହିନ୍ଦୀର ବ୍ୟବହାର ଅବ୍ୟାହତ ରହିବ, ସେ ସମ୍ପର୍କରେ ରାଜଭାଷା କମିଶନ ଦେଇଥିବା ପରାମର୍ଶ […]
ସମୀକ୍ଷା ବ୍ୟୁରୋ ଦେଶରେ ଜାରି ହୋଇଥିବା ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ପରେ ଲାଇସେନ୍ସ, ପଲ୍ୟୁସନ୍ ଓ ଇନ୍ସ୍ୟୁରାନ୍ସ ଆଦିକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ତେବେ ନୂତନ ନିୟମ ଟିକେ ଅଧିକ କଡ଼ା ହୋଇଥିବାରୁ ରାଜ୍ୟସରକାର ଏହି କ୍ଷେତ୍ରରେ ତିନିମାସର […]
ସମୀକ୍ଷା ବ୍ୟୁରୋ ସାଧାରଣତଃ କର୍ମଜୀବୀ ମହିଳାମାନେ ଘର, ଅଫିସ୍ ଆଦିରେ ଦୌଡ଼ି ଦୌଡ଼ି ନିଜ ଶରୀରକୁ ଅଣଦେଖା କରିଥା’ନ୍ତି। ବଦଳୁଥିବା ଲାଇଫ୍ଷ୍ଟାଇଲ୍ ସହିତ ଖାଦ୍ୟପେୟର ଅନିୟମତତାକୁ ନେଇ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଭୋଗ କରନ୍ତି। କିନ୍ତୁ ଯଦି ଆପଣମାନେ ନିଜ […]
କେଦାର ମିଶ୍ର ଆଜି ଯାଏ ବିଜୁ ଜନତା ଦଳ ଓ ଏହାର ସରକାର ପରିଚାଳନାରେ ବରିଷ୍ଠ ପ୍ରଶାସକ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଚର୍ଚ୍ଚା ହେଉଥିଲା। ପାଣ୍ଡିଆନଙ୍କୁ ନେଇ ବହୁ ପ୍ରକାର କଳ୍ପନା ଜଳ୍ପନା, ଗୁଜବ-କାହାଣୀ ଓ […]
ସମୀକ୍ଷା ବ୍ୟୁରୋ ଆସନ୍ତା ଗାନ୍ଧି ଜୟନ୍ତୀଠାରୁ ନବୀନ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ରାଜ୍ୟର ସମସ୍ତ ୬୩୫ ଥାନା ଅଧିକାରୀମାନଙ୍କ ସହିତ ଭିଡିଓ କନ୍ଫରେନସିଂ […]
ସମୀକ୍ଷା ବ୍ୟୁରୋ ଆଜି ସାରା ଦେଶ ରେ ହିନ୍ଦୀ ଦିବସ ପାଳିତ ହେଉଛି । ହିନ୍ଦୀ ଭାଷାର ପରିଚୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ଵରେ ରହିଛି । ପୃଥିବୀର ଅନେକ ଦେଶରେ ହିନ୍ଦୀ ଭାଷୀ ଲୋକ ଅଛନ୍ତି । ଏହି […]
କେଦାର ମିଶ୍ର ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠୁ ଏମିତି କେବେ ହୋଇଛି କି, କେନ୍ଦ୍ର ସରକାର ଗୋଟେ ଆଇନ ଆଣିବେ ଓ ତାକୁ ବିଜେପି ଶାସିତ ରାଜ୍ୟ ସରକାର ଗୁଡିକ ପ୍ରତ୍ୟାଖ୍ୟାନ କରିବେ? କେନ୍ଦ୍ରର ନିଷ୍ପତ୍ତିକୁ ବେଦର ଗାର ବୋଲି […]
ରଙ୍ଗାଚରଣ ପ୍ରଧାନ ପୁଣି ଗୋଟିଏ ନୂଆ ଯୋଜନା । ଏଥରର ଯୋଜନା ନାଁ ହେଉଛି ‘ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା’ । ଚଳିତ ମାସ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡ ଯାଇ ଏହାର ଉଦ୍ଘାଟନ କରିଛନ୍ତି । […]
କେଦାର ମିଶ୍ର ବିଜେପି ମନ୍ତ୍ରୀ ଓ ନେତାମାନଙ୍କ ଜ୍ଞାନ ଓ ବିଜ୍ଞାନ କୁ ନେଇ ଆଜିକାଲି ରୋଚକ ଖବର ସବୁ ଦେଖିବାକୁ ମିଳୁଛି। ଗଲା ସପ୍ତାହରେ ମୋଦୀ ସରକାରର ଅନ୍ତତଃ ତିନିଜଣ ମନ୍ତ୍ରିଙ୍କ ଇତିହାସ, ବିଜ୍ଞାନ ଓ ଅର୍ଥନୀତି ସମ୍ପର୍କିତ ବକ୍ତବ୍ୟ […]