ଭୁବନେଶ୍ବର, ଅମୃତଭଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଆଶ୍ଚର୍ଯ୍ୟ ହେବେ ଅମୃତଭଣ୍ଡାର ମଞ୍ଜି ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅମୃତଭଣ୍ଡା ମଞ୍ଜିରେ ବହୁ ପରିମାଣର ଲୌହ, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଅଛି। ଯାହା ଆମ […]
ନୂଆଦିଲ୍ଲୀ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁଇ ଖଣ୍ଡ ବା ଦୁଇ କୂଳ ରସୁଣ ଆପଣଙ୍କର ମୁହଁର ବ୍ରଣକୁ କୁଆଡେ ଉଭାଇ ଦେବ। ମୁହଁରେ ବ୍ରଣ ହେବା ଦ୍ବାରା ସମସ୍ତଙ୍କୁ ବଡ ଅସୁବିଧା ଅନୁଭବ ହୁଏ। କାରଣ ଅନ୍ୟ କେଉଁଠି […]
ନୂଆଦିଲ୍ଲୀ, ଡାକ୍ତରୀ ଶିକ୍ଷାକୁ ସୁଲଭ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଜାତୀୟ ମେଡିକାଲ କମିଶନ (ଏନ୍ଏମ୍ସି) ତାହାର ପ୍ରଥମ ବଡ଼ଧରଣର ନୀତିନିୟମ ଆଜି ଘୋଷଣା କରିଛନ୍ତି। ବାର୍ଷିକ ଏମ୍ବିବିଏସ୍ ନାମଲେଖା ନିୟମ ୨୦୨୦ ପାଇଁ ସର୍ବନିମ୍ନ ଆବଶ୍ୟକତା […]
ଚୀନ୍ : ଚୀନ୍ରେ ଜଣେ ରୋଗୀଙ୍କ ଆଖିକୁ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଚୀନ୍ର ଜଣେ ବ୍ୟକ୍ତିଙ୍କ ଆଖିରୁ ଜୀବନ୍ତ କୀଟ ବାହାରିଥିବାର ସୂଚନା ରହିଛି । ଡାକ୍ତର ଜଣକ ଏହି ବ୍ୟକ୍ତିଙ୍କ ଆଖିରୁ 20ଟି ଜୀବନ୍ତ କୀଟ ବାହାର କରିଛନ୍ତି। […]
ଲକ୍ଷ୍ନୌ, ନ୍ୟାସନାଲ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନବିଆରଆଇ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ରିସର୍ଚ୍ଚ ବା ଆଇଆଇଟିଆର ଏବଂ ୟୁରୋଲୋଜିଷ୍ଟ ସାଲିଲ ଟଣ୍ଡନଙ୍କ ମିଳିତ ସହଯୋଗରେ କିଡନୀରେ ପଥର ହଟାଇବା ପାଇଁ ଏକ ହର୍ବାଲ ଔଷଧ ପ୍ରସ୍ତୁତ କରିଛନ୍ତି। […]
କୋଲକାତା, ଭଗବାନଙ୍କ ସୃଷ୍ଟି ଅନେକ ଜିନିଷ ଅଛି ଯାହାକୁ ମଣିଷ ଖାଇଭା କିମ୍ବା ପିଇବା ନିହାତି ଆବଶ୍ୟକ। କାରଣ ଶରୀର ପାଇଁ ଯେଉଁ ଭିଟାମିନର ଆବଶ୍ୟକତା ଅଛି ତାହା ଏହିସବୁ ଜିନିଷରୁ ମିଳିଥାଏ। ତେବେ ଏମିତି କଥା ରହିଛି ଯାହା ଉଭୟ […]
ନୂଆଦିଲ୍ଲୀ, ସକାଳୁ ଉଠିବା ମାତ୍ରେ ଆମେ ଯାହା ପ୍ରଥମେ ଖୋଜପଛୁ ତାହା ହେଉଛି ଚା। ପ୍ରାୟ ସମସ୍ତଙ୍କର ସକାଳେ ଚା ପିଇବାର ଅଭ୍ୟାସ ଅଛି। ଅନେକ ଲୋକଙ୍କ ଅଭ୍ୟାସ ଏପରି ଯେ ସେମାନେ ଯଦି ସକାଳେ ଏକ କପ୍ ଚା ପିଉ […]
ନୂଆଦିଲ୍ଲୀ, ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ହେଉଛି ଆଖି, ନାକ, କାନ, ଦାନ୍ତ ଇତ୍ୟାଦି। ତେବେ ଦାନ୍ତ ବିନା ଆମେ କିଛି ଖାଇ ପାରିବୁ ନାହିଁ। ତେଣୁ ଦାନ୍ତର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। କିନ୍ତୁ ବେଳେବେଳେ ଦାନ୍ତର ଉପଯୁକ୍ତ […]
କୋଲକାତା, ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ସୁଖଶାନ୍ତିରେ ବିତାଇବାକୁ ଚାହାଁନ୍ତି। ହେଲେ ବେଳେ ବେଳେ ସେ ଚାହୁଁ ନ ଥିଲେ ମଧ୍ୟ ଦୁଃଖ ଅଶାନ୍ତି ତାଙ୍କ ଜୀବନ ଭିତରକୁ ଚାଲିଆସେ। ତେବେ ଏପରି ଘଟିବାର କାରଣ କଣ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ […]
କୋଲକାତା, ତମ୍ବା ପାତ୍ରରେ ରଖାଯାଇଥିବା ଜଳ ଆମ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ପ୍ରଚୁର ଜଳ ପିଇବା ଦ୍ୱାରା ଆମ ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଯାହା ଆମ ଶରୀରକୁ ଅନେକ ରୋଗରୁ […]
ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ। ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ […]
ନାଗପୁର, ଥାଇରଏଡ୍ ଏକ ଗୁରୁତର ରୋଗ। ଗଳା ଗ୍ରନ୍ଥିରେ ବ୍ୟାଘାତ ହେତୁ ଏହି ରୋଗ ସୃଷ୍ଟି ହୁଏ। ଏହି ରୋଗକୁ ଅଣଦେଖା କଲେ ଶ୍ୱାସ, କୋଲେଷ୍ଟ୍ରଲ୍, ମଧୁମେହ ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ଚିକିତ୍ସା ସହିତ, ଥାଇରଏଡ୍ […]
ନୂଆଦିଲ୍ଲୀ, ଆଜିକାଲି ଅନେକ ପ୍ରକାରର ରୋଗ ବ୍ୟାପୁଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ବିଷୟରେ ଶୁଣିଛନ୍ତି। କାରଣ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଛି। ଏଥି ସହିତ, ଯଦି […]
ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୧୨୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୧୦ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୪୯, କଟକରୁ […]
ଭୁବନେଶ୍ୱର: କ୍ୟାନ୍ସରରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ କୋଭିଡକୁ ପରାସ୍ତ କରିଛନ୍ତି। ସମ୍ କୋଭିଡ ହସ୍ପିଟାଲ୍ରୁ କରୋନା ମୁକ୍ତ ହୋଇଛନ୍ତି ଶ୍ରୀ ମୁରଲୀଧର ଶତପଥୀ। ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ (ଆଇଏମ୍ଏସ୍ ଆଣ୍ଡ ସମ୍) ହସ୍ପିଟାଲରେ ନୂତନ ରେନାଲ୍ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଇମୁ୍ୟନୋଫ୍ଲୋରେନସ୍ ମାଇକ୍ରୋସ୍କୋ ଯନ୍ତ୍ର ଉଦ୍ଘାଟିତ ହୋଇଯାଇଛି । […]
ନାଗପୁର, ମୁଣ୍ଡବିନ୍ଧାକୁ କେବେ ବି ଅଣଦେଖା କରିବା ଅନୁଚିତ। କାରାଣ ହୁଏତ ଏହା କିଛି ବଡ ରୋଗର କାରଣ ହୋଇପାରେ। ତେଣୁ ଏହି ରୋଗର ଲକ୍ଷଣ ଭଲ ଭାବରେ ଜାଣି ଚିକିତ୍ସା ହେବା ଉଚିତ। ଆଜି ଆମେ ଆପଣଙ୍କୁ ଏପରି କିଛି […]
ନୂଆଦିଲ୍ଲୀ, କରୋନା ଭୂତାଣୁ ନଅ ଘଣ୍ଟା ପର୍ଯ୍ୟନ୍ତ ମାନବ ଚର୍ମରେ ସକ୍ରିୟ ରହୁଛି। ଜାପାନର ଏକ ଗବେଷଣା ଦଳ ଦ୍ବାରା ହୋଇଥିବା ଏହି ଗବେଷଣାରୁ ଏହା ଜଣାପଡିଛି। ମୃତ୍ୟୁର ପ୍ରାୟ ଗୋଟିଏ ଦିନ ପରେ ଶବ ବ୍ୟବଚ୍ଛେଦ ନମୁନାରୁ ସଂଗୃହିତ ଚର୍ମକୁ […]
ଗୌହାଟୀ, ଆସାମ ସରକାର ରାଜ୍ୟର ପୁରୋହିତ ବା ପୂଜାରୀଙ୍କୁ ଦୁର୍ଗା ପୂଜା ପୂର୍ବରୁ ସେମାନଙ୍କର କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। କାରଣ ହେଲା ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବେ ତେବେ ଭକ୍ତମାନଙ୍କୁ ତାହା ସଂକ୍ରାମିତ କରିବ। ସେଥିପାଇଁ ସମସ୍ତ […]
ପୁରୀ, ବେଳାଭୂମି ପରିସ୍କାର ରହିଲେ ପରିବେଷ ପରିସ୍କାର ରହିବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଏହିପରି ଏକ ବାର୍ତ୍ତା ନେଇ ପୁରୀ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ। ଯାହାର ନାମ ରଖାଯାଇଛି ‘ମୋ ବେଳାଭୂମି ଯୋଗ’। ଏହି କାର୍ଯ୍ୟକ୍ରମ […]
ନୂଆଦିଲ୍ଲୀ, କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନମୁନା ପରୀକ୍ଷଣ ସମ୍ପର୍କିତ ପ୍ରଯୁକ୍ତି, ରୋଗ […]