ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଏହି ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଛି । 38 ବର୍ଷୀୟ ଏହି ବ୍ୟକ୍ତି ଜଣକର ପଶ୍ଚିମବଙ୍ଗ […]
ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 31ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ଦୁଇ ରୋଗୀ ଭୁବନେଶ୍ବରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ […]
ନୂଆଦିଲ୍ଲୀ: ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ କରାଗଲେ ଆକ୍ରମଣ କାରୀଙ୍କୁ ୭ ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯିବ। ସେହିପରି ଆକ୍ରମଣରେ ଘଟିଥିବା କ୍ଷୟକ୍ଷତିର ଦୁଇଗୁଣା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଆଦାୟ କରାଯିବ। ଆକ୍ରମଣ ପାଇଁ ସର୍ବନିମ୍ନ ୬ ମାସରୁ […]
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରାଳୟର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବି ଓ୍ବିଙ୍ଗକୁ ସିଲ୍ କରି ଦିଆଯାଇଛି। ମନ୍ତ୍ରାଳୟର ଜଣେ କର୍ମୀ କରୋନା ପଜିଟିଭ୍ ଜଣାପଡିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି ଭବନ ଏବଂ ଲୋକସଭାର ଜଣେ ଲେଖାଏଁ […]
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତିଶ୍ରୁତି ପରେ ଡାକ୍ତର ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ପୂର୍ବରୁ ଡାକ୍ତରଙ୍କୁ ଆକ୍ରମଣ ବିରୋଧରେ ଆଇନ ପ୍ରଣୟନ ପାଇଁ ଦାବି କରାଯିବା ସହିତ ପ୍ରତିବାଦରେ ଦୁଇ ଦିନିଆ ବନ୍ଦର ଡାକରା ଦେଇଥିଲେ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ଦୁନିଆରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ଆମେରିକା, ସ୍ପେନ୍, ବ୍ରିଟେନ୍ ଫ୍ରାନ୍ସ ପରି ବହୁ ବିତ୍ତଶାଳୀ ରାଷ୍ଟ୍ର ଏବେ କରୋନା କବଳରେ କବଳିତ । ଗତକାଲି 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 2700ରୁ […]
ମୁମ୍ବାଇ : ବଲିଉଡ୍ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ଧନ୍ୟବାଦ ଜଣାଇଛି ମୁମ୍ବାଇ ପୋଲିସ୍ । କରୋନା ସଂକ୍ରମଣ ସମୟରେ କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କ ପାଇଁ 8ଟି ହୋଟେଲ୍ ବୁକ କରିଛନ୍ତି । କର୍ତ୍ତବ୍ୟରତ ପୋଲିସ୍ଙ୍କ ରହିବା ଏବଂ ଖାଇବାର ସମସ୍ତ ବ୍ୟବସ୍ଥା […]
ଇସଲାମାବାଦ : ସେଲ୍ଫ କ୍ବାରେଣ୍ଟାଇନ୍ରେ ଅଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଇମ୍ରାନ୍ଙ୍କର କରୋନା ପରୀକ୍ଷଣ କରାଯିବା ସହିତ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏଧି ଫାଉଣ୍ଡେସନ୍ର ମୁଖ୍ୟ ଫୈଜଲ୍ ଏଧିଙ୍କୁ […]
ନୂଆଦିଲ୍ଲୀ: ଚୀନ୍ରୁ ଆସିଥିବା ରାପିଡ୍ ଟେଷ୍ଟ କିଟ୍ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଏହାକୁ ବ୍ୟବହାର କରିବା ପାଇଁ ମନା କରିଛି ଆଇଏମ୍ସିଆର୍ । ପ୍ରଥମେ ରାଜସ୍ଥାନ ଏବଂ କୋଲକାତାରୁ ରାପିଡ୍ ଟେଷ୍ଟ କିଟ୍ର ବିଫଳତା ସମ୍ମୁଖକୁ ଆସିଥିଲା । ଏହି କିଟ୍ରେ ପଜିଟିଭ୍ […]
ଭୁବନେଶ୍ବର: ରାଜ୍ୟର ଆଉ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ୫ ଜଣଙ୍କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି। ଭୁବନେଶ୍ବର, କଳହାଣ୍ଡି, ସୁନ୍ଦରଗଡ,ଢେଙ୍କାନାଳ ଏବଂ କେନ୍ଦ୍ରାପଡାର ଜଣେ ଲେଖାଏଁ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏହା ମଧ୍ୟରେ ରାଜ୍ୟରେ ସମୁଦାୟ […]
ଭୁବନେଶ୍ବର : କରୋନା ମୁକାବିଲା ଲଢେଇରେ ଆଗଧାଡିରେ ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା […]
ଯାଜପୁର : ଯାଜପୁରରୁ ଗତକାଲି ଚିହ୍ନଟ କରୋନା 5 ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି 5 ଜଣ ବ୍ୟକ୍ତି ଯାଇଥିବା ବିଭିନ୍ନ ଡାକ୍ତରଖାନାର 3 ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଛି । 3 ଡାକ୍ତରଙ୍କ ବ୍ୟତିତ 19 […]
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତକୁ ପ୍ରତିହତ କରିବାରେ ଓଡିଶା ଆପାତତଃ ସକ୍ଷମ ହୋଇଥିବା ବେଳେ ଏନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗ୍ଚୀ ଏହି ସୂଚନା ପ୍ରଦାନ କରିଛନ୍ତି […]
ଭୁବନେଶ୍ବର: ଦୁବାଇରେ ଅବସ୍ଥାପିତ ଏକ ଓଡିଆ ପରିବାରର ସମସ୍ତ ସଦସ୍ୟ କରୋନା ଦ୍ବାର ଆକ୍ରାନ୍ତ ହୋଇଛନ୍ତି। ଏହି ପରିବାରକୁ ଦୁବାଇରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନଥିବା ଅଭିଯୋଗ କରି ଓଡିଆ ସମାଜ ୟୁଏଇ ପକ୍ଷରୁ ଟ୍ବିଟ୍ କରାଯାଇଛି। ଏହି ଟ୍ବିଟ୍ରେ ଦୁବାଇ […]
ଭୁବନେଶ୍ବର: ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ୱେବସାଇଟ ରେ ଉଲ୍ଲେଖ କରିଛି। ଏହାକୁ ମିଶାଇ ଆଜି ରାଜ୍ୟରେ ସମୁଦାୟ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ୭ […]
ଲଣ୍ଡନ : ବିଶ୍ବବାସୀଙ୍କ ପାଇଁ ଖୁସି ଖବର । ବିଶ୍ବରେ ମହାମାରୀ ଭାବରେ ବ୍ୟାପୁଥିବା କରୋନାର ଟୀକା ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ବିକଶିତ ହେବାକୁ ଯାଉଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର କିଛି ପ୍ରଫେସର ଏହା ଉପରେ କାର୍ଯ୍ୟ କରୁଛନ୍ତି । […]
ନୂଆଦିଲ୍ଲୀ : କରୋନା ପ୍ରଭାବରେ ଜଣେ 45 ଦିନର ଶିଶୁ ପ୍ରାଣ ହରାଇଥିବା ବେଳେ ଶିଶୁ ସଂସ୍ପର୍ଶରେ ଆସିଥିବା 30 ଜଣ ବ୍ୟକ୍ତିଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଛି । ଦିଲ୍ଲୀ ସ୍ଥିତ ଲେଡି ହର୍ଡିଂ ହସ୍ପିଟାଲରେ ଏହି ଘଟଣା ଘଟିଛି । ଏହି […]
ଭୁବନେଶ୍ବର : ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭିଡିଓ ପ୍ରାରମ୍ଭରେ ନବୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ଏହାର ଭୟାବହତା ସମ୍ପର୍କରେ ପ୍ରକାଶ […]
ଭୁବନେଶ୍ବର : ଓଡିଶାର କରୋନା ହଟ୍ସ୍ପଟ୍ ରାଜଧାନୀ ଭୁବନେଶ୍ବରକୁ ଆସିଛି ରାପିଡ୍ ଟେଷ୍ଟିଂ କିଟ୍ । ଏହି ରାପିଡ୍ ଟେଷ୍ଟିଂ କିଟ୍ରେ ମାତ୍ର 30 ମିନିଟ୍ ମଧ୍ୟରେ ଫଳାଫଳ ଜଣାପଡିବ । ରାଜ୍ୟ ସରକାର ଚଳିତ ସପ୍ତାହ ମଧ୍ୟରେ 5 ହଜାର […]
ଭୁବନେଶ୍ବର : ଆଜି ରାଜ୍ୟରେ ଜଣେ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ବାଲେଶ୍ବର ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯାଇନାହିଁ । […]
ଭୁବନେଶ୍ବର: ରାଜ୍ୟରେ କରୋନାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ନୂତନ ଅପଡେଟ୍ ପ୍ରକାଶ ପାଇଛି। ଶନିବାର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା […]