ଭୁବନେଶ୍ବର : ଭୁବନେଶ୍ବରରେ ପୁଲ ଟେଷ୍ଟିଂ ନିଷ୍ପତ୍ତି ନିଆଯିବା ପରେ ଦ୍ବିତୀୟ ସହର ଭାବରେ ସମ୍ବଲପୁରରେ ପୁଲ ଟେଷ୍ଟିଂର ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁରସ୍ଥିତ ଭୀମସାରରେ ପୁଲ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ରାଉରକେଲା […]
ଇରାନ୍ : ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଦେଖାଯିବା ପାଇଁ ବହୁ ସର୍ଜରୀ କରିଥିବା ଇରାନର ଇନ୍ଷ୍ଟାଗ୍ରାମ ଷ୍ଟାର୍ ସହର ତବର୍ ଏବେ କରୋନା ପଜିଟିଭ୍ । ତାଙ୍କୁ ତେହେରାନର ଏକ ହସ୍ପିଟାଲରେ ଭେଣ୍ଟିଲେଣ୍ଟରରେ ରଖାଯାଇଛି । ଜୋମ୍ବୀ ପରି […]
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲ । ଶୁକ୍ରବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 13837ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 1007 ଜଣ ନୂତନ […]
ମୁମ୍ବାଇ : କରୋନା ମୁକାବିଲା ପାଇଁ ବିଭିନ୍ନ ବଲିଉଡ୍ କଳାକାର ଆଗକୁ ଆସୁଥିବା ବେଳେ ସହାୟତାର ହାତ ବଢାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଆୟେଶା ଟାକିଆ । ନିଜ ସ୍ବାମୀ ତଥା ହୋଟେଲିୟର୍ ଫରହାନ୍ ଆଜ୍ମୀଙ୍କକ ସହିତ ମିଶି ଆୟେଶା ନିଜର ଜୁହୁ […]
ବ୍ରାଜିଲ୍ : ବିଶ୍ବ ମହାମାରୀ କରୋନା ଯୋଗୁଁ ରାଷ୍ଟ୍ରଗୁଡିକ ଆର୍ଥିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି। ବ୍ରାଜିଲ୍ରେ କରୋନା ନେଇ ଉଭୟ ରାଷ୍ଟ୍ରପତି ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ଅର୍ଥକୁ ନେଇ ଜାରିରହିଥିବା ମତଭେଦ ଉଗ୍ର ରୂପ ଧାରଣ କରିଛି । […]
ନ୍ୟୁୟର୍କ : ସାରା ଦେଶରେ କରୋନା କାୟା । ବିଶ୍ବର ବହୁ ଶକ୍ତିଶାଳୀ ରାଷ୍ଟ୍ର ଆଜି କରୋନା ମାଡରେ ଧରାଶାୟୀ ହେବାକୁ ଲାଗିଲେଣି । କରୋନାର ଭୟାବହତାରୁ ରକ୍ଷା ପାଇଁ ଅନେକ ରାଷ୍ଟ୍ର ଲକ୍ ଡାଉନ୍କୁ ମାନି ନେଇଛନ୍ତି । ସବୁଠାରୁ […]
ନୂଆଦିଲ୍ଲୀ: ବିଶ୍ବର 210ଟି ରାଷ୍ଟ୍ରରେ କରୋନା ବ୍ୟାପିଥିବାବେଳେ ସାରା ବିଶ୍ବରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 21,82,197ରେ ପହଞ୍ଚିଛି । ସେହିପରି କରୋନା ଜନିତମୃତ୍ୟୁ ସଂଖ୍ୟା 145,521 । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 547,295 ଜଣ । ସର୍ବାଧିକ […]
ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆମେରିକା, ବ୍ରିଟେନ୍, ଇଟାଲୀ ପରି ସମ୍ଭ୍ରାନ୍ତ ଦେଶଗୁଡିକ ଏବେ କରୋନା ମହାମାରୀରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ତେବେ ଏହି କରୋନା ସହ ଯୁଦ୍ଧରେ ବ୍ରିଟେନ୍ର ଜଣେ […]
ନୂଆଦିଲ୍ଲୀ : ଚୀନରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିଛି। ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ଆଜି ଏହି ଭାଇରସ ପାଇଁ ଭୀତତ୍ରସ୍ତ । ଗତ ଚବିଶ ଘଣ୍ଟାରେ ଆମେରିକାରେ ପ୍ରାୟ 2500 ଲୋକ ମୃତ୍ୟୁବରଣ […]
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌର ଏକ ମସ୍ଜିଦ୍ରୁ 12 ତବ୍ଲିଗୀ ଜମାତୀଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ 12 ଜଣ ଯାକ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ଏହି 12 ଜଣଙ୍କ ସଂସ୍ପର୍ଶରେ ଆସିଥିବା 25ଜଣଙ୍କୁ […]
ଭୁବନେଶ୍ବର : ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗ୍ଚୀ ରାଜ୍ୟ ବାସୀଙ୍କୁ କରୋନାର ଅପ୍ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟରେ ବିଭିନ୍ନ କୋଭିଡ୍ 19 ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରରେ କରୋନା ସଙ୍କ୍ରମଣ ନେଇ ସଂଗୃହୀତ ବ୍ୟକ୍ତିଙ୍କ ନମୁନା ରିପୋର୍ଟ ପ୍ରକାଶ ପାଇଛି। ସମସ୍ତ ୧୫ ଜଣ ବ୍ୟକ୍ତିଙ୍କର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ୫୦ନମ୍ବର […]
ଭୁବନେଶ୍ବର: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି କୋଭିଡ୍ ହସ୍ପିଟାଲ। ଏହି ଅବସରରେ 5ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ କଳାହାଣ୍ଡି ଗସ୍ତ କରିଛନ୍ତି। 5ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ମଧ୍ୟ ଏହି ଗସ୍ତରେ ରହିଥିଲେ। ଉଭୟ ନିର୍ମାଣଧୀନ ହସ୍ପିଟାଲରେ ପହଞ୍ଚି […]
ଅହମ୍ମଦାବାଦ : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆଇସୋଲେସନ୍ର ରହିଛନ୍ତି । ଗତକାଲି କଂଗ୍ରେସ ବିଧାୟକ ଇମ୍ରାନ୍ ଖେଡାଓ୍ବାଲାଙ୍କୁ ଭେଟିଥିବା ବେଳେ ଆଜି ଇମ୍ରାନ୍ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ଇମ୍ରାନ୍ଙ୍କ ସାମ୍ପଲ ପଜିଟିଭ୍ ସାବ୍ୟସ୍ତ ହେବା ପରେ ଆଇସୋଲେସନ୍ […]
ନ୍ୟୁୟର୍କ : ସମଗ୍ର ବିଶ୍ବରେ ତଥା ଆମେରିକାରେ କରୋନାର ତାଣ୍ଡବ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦାୟୀ କରିଛି ଆମେରିକା । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦାୟୀ କରିବା ସହିତ ଆଗାମୀ ଦିନରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଫଣ୍ଡିଂ ବନ୍ଦ କରିବା […]
ନୂଆଦିଲ୍ଲୀ : ଚୀନ୍ ସହରରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ ଦୁଇ ହଜାର 224 ଜଣଙ୍କର ମୃତ୍ୟୁ ହୋଇଛି, […]
ହାଇଦ୍ରାବାଦ: ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି। ଘଟଣାଟି ଘଟିଛି ହାଇଦ୍ରାବାଦରେ। ନିଜ ପୁଅ କରୋନା ସଙ୍କ୍ରମିତ ବୋଲି ଜାଣିବା ପରେ ହସ୍ପିଟାଲର ଜୁନିୟର ଡାକ୍ତରଙ୍କୁ ଏହି ବ୍ୟକ୍ତି ଜଣକ ଆକ୍ରମଣ କରିଥିଲେ। ଓସ୍ମାନିଆ ଜେନେରାଲ୍ ହସ୍ପିଟାଲ୍ରେ ମଙ୍ଗଳବାର […]
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । ପୂର୍ବରୁ ଯାଜପୁରର ସଙ୍କ୍ରମିତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିବା ବେଳେ ଅପରାହ୍ନରେ ଅନ୍ୟ 4 ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । […]
ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ୍ ଥିବା ବେଳେ କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି ଓଡ଼ିଶା ସରକାର । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ‘ଆମ କୃଷି’ ନାମରେ ଏକ ନିଶୁଳ୍କ […]
ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ 5 କରୋନା ଆକ୍ରାନ୍ତ । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟରେ ସୁମଦାୟ ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । 5 ଜଣଙ୍କ […]
ନୂଆଦିଲ୍ଲୀ : କରୋନା ଭାଇରସ୍ର ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍ ମିଟ୍ କରାଯାଇଛି । ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଅତିକ୍ରମ କରିଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ […]