ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଭିନ୍ନ କମ୍ପାନୀ ପକ୍ଷରୁ […]
ଲଣ୍ଡନ : ସମଗ୍ର ବିଶ୍ବରେ ଏହାର ତାଣ୍ଡବ ମଚାଇଥିବା କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍ର ଯୁବରାଜ ପ୍ରିନ୍ସ ଚାର୍ଲସ୍ । ବୁଧବାର ପ୍ରିନ୍ସ ଚାର୍ଲସ୍ଙ୍କ କରୋନା ସଙ୍କ୍ରମଣ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ବଙ୍କିଂହାମ୍ ପ୍ୟାଲେସ୍ ପକ୍ଷରୁ ସୂଚନା ଦିଆଯାଇଛି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା । ରାଜ୍ୟର ସମସ୍ତ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଆଗୁଆ ଦରମା ଘୋଷଣା କରାଯାଇଛି । ଡାକ୍ତର ଏବଂ ନର୍ସ ମାନଙ୍କୁ ଚାରି ମମାସର ଆଗୁଆ ଦରମା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିବା ପରେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମୋଦିଙ୍କ ସମ୍ବୋଧନ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଲକ୍ଡାଉନ୍ର ନିୟମାବଳୀ ସମ୍ପର୍କିତ ଏକ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ପ୍ରଭାବକୁ ନେଇ ଏକ ସପ୍ତାହ ମଧ୍ୟରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମଧ୍ୟରାତ୍ରରୁ ଦେଶରେ ଲକ୍ଡାଉନ୍ ଜାରି କରିବା ପାଇଁ ମୋଦି ଘୋଷଣା କରିଛନ୍ତି। ୨୧ ଦିନ […]
ପାକିସ୍ତାନ : ଦୁନିଆର 192ଟି ଦେଶ ଏବେ କରୋନା କବଳରେ। ଚୀନ୍ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ଦୁନିଆର ପ୍ରାୟ ସମସ୍ତ ଦେଶରେ ପହଞ୍ଚିସାରିଲାଣି। ଭାରତ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ମଧ୍ୟ କରୋନା ବେଶ୍ ଭୟଙ୍କର ଭାବରେ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ପ୍ରଭାବରେ ବିଦେଶରେ ତିନି ଭାରତୀୟ ପ୍ରାଣ ହରାଇଛନ୍ତି । 25 ଶହରୁ ଅଧିକ ଭାରତୀୟଙ୍କୁ କେନ୍ଦ୍ର ସରକାର ଦେଶକୁ ଆଣିଥିବା ବେଳେ ତିନି ଭାରତୀୟ ବିଦେଶରେ ପ୍ରାଣ ହରାଇଛନ୍ତି । ଉହାନ୍ ପ୍ରଦେଶରୁ ସୃଷ୍ଟ ଏହି […]
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସୋମବାର ତିନି ଜଣଙ୍କର ପ୍ରାଣହାନି ଘଟିଛି । ତିନି ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ହିମାଚଳ ପ୍ରଦେଶରେ ପ୍ରଥମ ମୃତ୍ୟୁ […]
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଆଜି କେରଳରେ ଗୋଟିଏ ଦିନରେ 28 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସୋମବାର ଆଉ ଦୁଇ ଜଣଙ୍କର ପ୍ରାଣହାନି ଘଟିବା ସହିତ […]
ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ବରେ ପ୍ରକୋପ ଜାରି ରଖିଛି । ଦୁନିଆରା 192ଟି ଦେଶରେ ଏହି କରୋନା ବ୍ୟାପି ସାରିଛି । ବିଗତ ପାଞ୍ଚ ଦିନ କରେ କରୋନା ମୃତ୍ୟୁ ହାର 9ରୁ 13 ପ୍ରତିଶତକୁ ବୃଦ୍ଧି ପାଇଛି […]
ନୂଆଦିଲ୍ଲୀ : ରୋମ୍ରେ ଅଟକ ରହିଥିବା 300 ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ବୋଇଙ୍ଗ 777 ବିମାନ ପଠାଇଛି ଏୟାର ଇଣ୍ଡିଆ । ଇଟାଲୀର ରୋମ୍ ସହରରେ ପାଠ ପଢୁଥିବା ଏହି ଛାତ୍ର ମାନଙ୍କୁ […]
ନୂଆଦିଲ୍ଲୀ : କୋରୋନା ଭାଇରସ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପ୍ୟାକେଜ୍ର ଘୋଷଣା କରାଯାଇଛି । ଶନିବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି । ବିଭିନ୍ନ ଔଷଧ ତଥା ଔଷଧୀୟ ସାମଗ୍ରୀ ନିମନ୍ତେ […]
ପୋଲାଣ୍ଡ : କରୋନା ଭାରଇସ ସାରା ଦୁନିଆରେ ଆତଙ୍କ ଖେଳାଉଥିବାବେଳେ ଇଟାଲୀରେ କରୋନାଙ୍କ ମୃତ୍ୟ ସଂଖ୍ୟା ବେଶ୍ ଦ୍ରୁତ ଗତିରେ ବଢିଚାଲିଛି । ଏହି ମହାମାରୀ ଯୋଗୁଁ ବୟସ୍କ ଅର୍ଥାତ୍ 60ରୁ 80 ବର୍ଷ ବୟସ୍କଙ୍କ ମୃତ୍ୟୁ ବେଶି ଘଟୁଥିବାର ଜଣାପଡିଛି […]
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନାରେ ମୃତକଙ୍କ ସଂଖ୍ୟା ଏଗାରହଜାର ଟପି ସାରିଲାଣି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ଇଟାଲୀରେ କାୟା ବିସ୍ତାର କରୁଛି। ଚୀନଠାରୁ ଇଟାଲୀରେ ଅଧିକ ଲୋକ ଏଥିରେ ଆକ୍ରାନ୍ତ ତଥା ମୃତ୍ୟୁବରଣ […]
ଆମେରିକା : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ମାରତ୍ମକ କରୋନା ଏବେ ସାରା ବିଶ୍ବରେ ବେଶ୍ ଭୟଙ୍କର ରୂପେ ବ୍ୟାପି ଚାଲିଛି । ଏବେ ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍ ହ୍ବାଇଟ୍ ହାଉସ୍ରେ ମଧ୍ୟ ପହଞ୍ଚିଲାଣି । ମିଳିଥିବା ସୂଚନାଅନୁସାରେ ଏଠାରେ […]
କର୍ଣ୍ଣାଲ : କୋରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଭାଇରସ୍ର ମୁକାବିଲା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଘୋଷଣା କରାଯାଇଛି । ସମସ୍ତ ଜିଲ୍ଲାପାଳ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବେଶ୍ କଡା ପଦକ୍ଷେପ ନେଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା 206 ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 5ଜଣଙ୍କର ମୃତ୍ୟୁ ଘଟିଛି […]
ରାଜସ୍ଥାନ : କରୋନା ଭାଇରସ୍କୁ ନେଇ ରାଜସ୍ଥାନର ଜୟପୁରରୁ ଏକ ବଡ ଖବର ଆସିଛି । ରାଜସ୍ଥାନର ପ୍ରଥମ କରେନା ପଜିଟିଭି ଇଟାଲୀୟ ନାଗରିକ ଏଣ୍ଡ୍ରି କାର୍ଲିଙ୍କ ମୃତ୍ୟୁ ହୋଇଛି । ଭାରତରେ ଆଜି ପଞ୍ଚମ ମୁଣ୍ଡ ନେଇଛି କରୋନା । […]
କରୋନା ଭାଇରସରେ ଏବେ ବିଶ୍ବ ଥରହର। ସାରା ବିଶ୍ବରେ ଏହି ଭାଇରସରେ ମୃତକଙ୍କ ସଂଖ୍ୟା ଦଶହଜାର ଟପି ସାରିଲାଣି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ଇଟାଲୀରେ କାୟା ବିସ୍ତାର କରୁଛି। ଚୀନଠାରୁ ଇଟାଲୀରେ ଅଧିକ ଲୋକ […]
ଭୁବନେଶ୍ବର, ଓଡିଆରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି। ଫଳରେ ଓଡିଶାରେ ଏହି ରୋଗୀଙ୍କ ସଂଖ୍ୟା ଦୁଇରେ ପହଁଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି 14 ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ଭୁବନେଶ୍ବରର ଆରଏମଆରସିକୁ ପଠାଯାଇଥିଲା। ସେଥିରୁ […]
ଓ୍ବାଶିଂଟନ୍ : କୋରୋନା ଭାଇରସ୍ର ମୁକାବିଲା ପାଇଁ ମ୍ୟାଲେରିଆ ଜ୍ବରର ଔଷଧ ବ୍ୟବହାର କରୁଛି ଆମେରିକା । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏହି ଘୋଷଣା କରିଛନ୍ତି । ମ୍ୟାଲେରିଆ ଜ୍ବରର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା କ୍ଲୋରୋକ୍ବିନ୍କୁ ଆମେରିକାରେ […]