ମୁମ୍ବାଇ, ଆଜି ବିଗ ବି, ସେହେନଂସା, କୁଲି ଯାହା ବି କହନ୍ତୁ, ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଭାରତୀୟ ସିନେମା ଜଗତ ପାଇଁ ଅମିତାଭଙ୍କ ଯେଉଁ ଅବଦାନ ତାହା ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି […]
ମିର୍ଜାପୁର,ସାଧାରଣତଃ ଦେହ ଖରାପ ହେଲେ ଲୋକମାନେ ଡାକ୍ତରଙ୍କ ପାଖକୁ ଯାଆନ୍ତି। ହେଲେ ଯେଉଁମାନେ ଅନ୍ଧବିଶ୍ବାସର ବଶବର୍ତ୍ତି ସେମାନେ ଗୁଣି ଗାରେଡିକୁ ବିଶ୍ବାସ କରନ୍ତି। ହେଲେ ପରିଶେଷରେ ସେହି ଗୁଣିଆମାନଙ୍କ ଦ୍ବାରା ସେମାନେ ପ୍ରତାରିତ ହୁଅନ୍ତି। ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ମିର୍ଜାପୁର […]
ଝାରଖଣ୍ଡ : କାଜୁ ଏକ ମହଙ୍ଗା ଖାଦ୍ୟ । ଯାହାକୁ ଖାଇବା ସାଧାରଣ ଲୋକଙ୍କ ପକ୍ଷରେ ଟିକେ କଷ୍ଟକର ହୋଇଥାଏ । କାଜୁର ଦାମ ସବୁବେଳେ ଉଚ୍ଚ ରହିଥାଏ । କାଜୁର ଦାମ କିଲୋ ପିଛା 800 ରୁ 1000 ଟଙ୍କା […]
ଭରତପୁର : ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ରାଜସ୍ଥାନର ଭରତପୁରର ଏକ ଘଟଣାରେ ଏହି ଉକ୍ତିଟି ସମ୍ପୂର୍ଣ୍ଣ ରୂପେ ପ୍ରତିପାଦିତ ହୋଇଛି । ଏଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକରେ ବସିଥିବା ବାପା-ମା’ଙ୍କ ଦୁଃଖଦ ମୃତ୍ୟୁ […]
ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ପ୍ରାୟତଃ କମ୍ପାନୀ ଓ୍ବାର୍କ ଫ୍ରମ୍ ହୋମ୍ର ସୁବିଧା ଦେଇଛନ୍ତି । ତେବେ ବିଶ୍ୱର ଅନ୍ୟତମ ଟେକ୍ନୋଲୋଜି କମ୍ପାନୀ “ମାଇକ୍ରୋସପ୍ଟ” ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ସୁଯୋଗ ଆଣିଛି । ଏଣିକି […]
ମୁମ୍ବାଇ, ଅଭିନେତ୍ରୀ ରବିନା ଟଣ୍ଡନ୍ କରୋନା ମହାମାରୀ ମଧ୍ୟରେ ଏକ ୱେବ୍ ସିରିଜ୍ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ହିମାଚଳ ପ୍ରଦେଶର ଡାଲହାଉସୀରେ ଏହାର ସୁଟିଂ କରାଯିବ। ଏହି ୱେବ୍ ସିରିଜ୍ ବିଷୟରେ ବର୍ତ୍ତମାନ ସୁଦ୍ଧା ଅଧିକ କିଛି ପ୍ରକାଶ […]
ନୂଆଦିଲ୍ଲୀ: ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଅଞ୍ଚଳରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ରହିଛି । ତେବେ ଏହି ହତ୍ୟା ଘଟଣା ଜଣେ କିଶୋରୀ ବା ଯୁବତୀ ସହିତ […]
ଅଯୋଧ୍ୟା, ରାମ ମନ୍ଦିର ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ବର୍ତ୍ତମାନ ରାମ ମନ୍ଦିରରେ ଖୋଦିତ ପଥର ସ୍ଥାନାନ୍ତର କରିବାର କାର୍ଯ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ପଥରଗୁଡିକ ବଢେଇ କର୍ମଶାଳାରୁ ମନ୍ଦିର ପରିସରକୁ ନିଆଯାଉଛି। ବ୍ରାହ୍ମଣମାନେ ପଥର ବଦଳାଇବା […]
ନୂଆଦିଲ୍ଲୀ, ଭାରତରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ହୋଇଆସୁଛି। ଭାରତ ଏପରି ଏକ ଦେଶ ଯେଉଁଠାରେ ପ୍ରତ୍ୟେକ ଧର୍ମର ଲୋକ ବାସ କରନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ, ଭାରତର ମୁସଲମାନମାନେ ବିଶ୍ୱର ସବୁଠାରୁ ସନ୍ତୁଷ୍ଟ ମୁସଲମାନ। […]
ମୁମ୍ବାଇ: ଟିଭି ରେଟିଂ ସ୍କାମ ମାମଲାରେ ପଚରାଉଚରା ପାଇଁ ମୁମ୍ବାଇ ପୋଲିସ ଆଜି ରିପବ୍ଲିକ୍ ଟିଭିର ସିଏଫ୍ଓଙ୍କୁ ଡାକିଛନ୍ତି। ଗତ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୋଲିସ ଏହି ମାମଲାରେ ରିପବ୍ଲିକ ଟିଭି ସମେତ ତିନି ଚ୍ୟାନେଲ ବିରୋଧରେ […]
ମଦୁରାଇ : ଚୋରି କରି ମାଲିକଙ୍କ ପାଇଁ କ୍ଷମା ପତ୍ର ଦେଇଛି ଚୋର । ଏପରି ଏକ ଘଟଣା ଘଟିଛି ମଦୁରାଇର ଉସ୍ଲାମପଟ୍ଟିଠାରେ । ଉସିଲାମପଟ୍ଟିର ଏକ ସୁପରମାର୍କେଟର ଏକ ଦୋକାନରୁ ଜଣେ ଚୋର 65000 ଟଙ୍କାର ସାମଗ୍ରୀ ଚୋରି କରିଛି […]
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୭୩ ହଜାର ୨୭୨ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୯୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ […]
ମୁମ୍ବାଇ, ବଲିଉଡର ସ୍ୱର୍ଗତ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହେବାର ଅନେକ ମାସ ବିତିଗଲା। କିନ୍ତୁ ତାଙ୍କ ବଡ ପୁଅ ବାବିଲ ତାଙ୍କୁ ସର୍ବଦା ମନେ ରଖନ୍ତି ଏବଂ ସୋସିଆଲ ମିଡିଆରେ ନିଜର ପୁରୁଣା ଚିତ୍ର ସେୟାର କରିଥା’ନ୍ତି। ଏଥର ବାବିଲ […]
ମୁମ୍ବାଇ, ବଲିଉଡର ଭେଟେରାନ ଦିଲୀପ କୁମାର ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ସାଇରା ବାନୁ ଚଳିତ ବର୍ଷ ଅକ୍ଟୋବର 11 ରେ ବିବାହ ବାର୍ଷିକୀ ପାଳନ କରିବେ ନାହିଁ। କରୋନା ଭାଇରସ୍ ଯୋଗୁଁ ତାଙ୍କର ଦୁଇ ସାନ ଭାଇଙ୍କର ମୃତ୍ୟୁ ହୋଇଥିବାରୁ […]
ଜାମ୍ମୁକାଶ୍ମୀର, ଗତକାଲି ରାତିରୁ ଜାମ୍ମୁକାଶ୍ମୀରର କୁଲଗାଁଓ ଜିଲ୍ଲାର ଚିନଗୁମ ଅଞ୍ଚଳରେ ଚାଲିଛି ଗୁଳି ବିନିମୟ। ଏହି ଅଞ୍ଚଳରେ କେତେକ ସନ୍ତ୍ରାସବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ସେହି ଖବର ଅନୁସାରେ ରାତି ଅଧରେ ସୁରକ୍ଷା କର୍ମି ନିର୍ଦ୍ଦିଷ୍ଠ ଅଞ୍ଚଳକୁ ସିଲ୍ କରି […]
ନୂଆଦିଲ୍ଲୀ, ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକ ମାସ ପରେ, ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି। ଆଜି ଭାରତରେ ସକ୍ରିୟ ମାମଲା ସଂଖ୍ୟା ୮.୯୩ ଲକ୍ଷ ଥିବା […]
ନୂଆଦିଲ୍ଲୀ, ଲକ୍ଷ ଲକ୍ଷ ଗ୍ରାମାଞ୍ଚଳବାସୀଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏକ ଐତିହାସିକ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାମିତ୍ଵ ଯୋଜନା ଅଧୀନରେ ଆସନ୍ତା ୧୧ ତାରିଖ ଦିନ ଭିଡିଓ କନଫରେନ୍ସ ଜରିଆରେ ଜମି ପଟ୍ଟା […]
ନୂଆଦିଲ୍ଲୀ, ଅତ୍ୟାଧୁନିକ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମ ଓଡିଶା ଉପକୂଳର ହ୍ବିଲର ଦୀପପୁଞ୍ଜରେ ଥିବା ରେଡିଅସନ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି। ଏସୟୁ-୩୦ ଏମକେଆଇ ଲଢୁଆ ବିମାନରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା। ଭାରତୀୟ ବାୟୁସେନାର ରୁଦ୍ରମ ହେଉଛି ପ୍ରଥମ […]
ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ ୱିଣ୍ଡୋ ବୈଠକରେ ପାଞ୍ଚୋଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ୧୮୫୧.୯୬ କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ବାରା ପ୍ରତ୍ୟେକ୍ଷ ଭାବେ ୧୬୨୪ ଜଣଙ୍କ […]
ଭୁବନେଶ୍ବର, ଗତ ଗୁରୁବାର ଦିନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନରେ କୋଭିଡ19 ଆଇନ ଉଲ୍ଲଘଂନ ହୋଇଛି। ଏହିପରି ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାଇଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି। […]
ମୋରଦାବାଦ : ନାରୀ ମଙ୍ଗଳ କେନ୍ଦ୍ରରୁ ଏକ ଅନନ୍ୟ ଭାଗବଣ୍ଟାର ଖବର ମିଳିଛି। ଦୁଇ ସ୍ତ୍ରୀଙ୍କ ମଧ୍ୟରେ ସ୍ବାମୀଙ୍କର କେବଳ ସମ୍ପତ୍ତି ନୁହେଁ ସମୟକୁ ମଧ୍ୟ ବଣ୍ଟାଯାଇଛି । ଏହି ଭାଗବଣ୍ଟାରେସ୍ବାମୀ ଜଣକ ସହମତି ଜଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ […]